ଜାତୀୟ

ଶାହଙ୍କ ଗୁଜରାଟ ଗସ୍ତ: ବେଜଲପୁର ଅଞ୍ଚଳରେ ଘରର କବାଟ ଝରକା ବନ୍ଦ ରଖିବାକୁ ନିର୍ଦ୍ଦେଶ!

ଅହମଦାବାଦ,୧୧ ।୭: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଗୁଜୁରାଟ ଗସ୍ତ ସମୟରେ ଅହମ୍ମଦାବାଦ ପୋଲିସ ବେଜଲପୁରରେ କିଛି ସୋସାଇଟିର ଲୋକଙ୍କୁ ଘରର କବାଟ ଝରକା ବନ୍ଦ ରଖିବାକୁ କହିଥିବା ସୂଚନା ମିଳିଛି । ରବିବାର ଶାହ ବେଜଲପୁର ନିକଟରେ ନିର୍ମାଣ କରାଯାଇଥିବା…

ସାମ୍‌ ପିଟ୍ରୋଡାଙ୍କୁ ୟୁରୋପ ଦାୟିତ୍ୱ ଦେଲା କଂଗ୍ରେସ…

ନୂଆଦିଲ୍ଲୀ,୧୧।୭: କଂଗ୍ରେସ ପକ୍ଷରୁ ୟୁରୋପର ୨୩ ଟି ଦେଶରେ ଦଳର ପ୍ରଚାର ଏବଂ ପ୍ରସାର ଦାୟିତ୍ୱ ସାମ୍‌ ପିଟ୍ରୋଡାଙ୍କୁ ପ୍ରଦାନ କରାଯାଇଛି। ଭାରତରେ ଆଇଟି ଏବଂ ଟେଲିକମ୍ୟୁନିକେଶନ କ୍ଷେତ୍ରରେ ସାମ୍‌ଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଶାସନ ସମୟରେ…

ଉତ୍ତରାଖଣ୍ଡ ନିର୍ବାଚନ: ଭୋଟ ହାତେଇବାକୁ କେଜରିୱାଲଙ୍କ ବଡ ଘୋଷଣା

ଡେରାଡୁନ,୧୧ ।୭: ଉତ୍ତରାଖଣ୍ଡରେ ୨୦୨୨ରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ କଂଗ୍ରେସ ମଧ୍ୟରେ ବଡ ଟକ୍କର ହେବ ବୋଲି ଆଲୋଚନା ହେଉଛି । ହେଲେ ଏମାନଙ୍କ ମଧ୍ୟରେ ତୃତୀୟ ଦଳ ଭାବେ…

୧୮,୦୦୦ ଟୁଇଟର ଆକାଉଣ୍ଟ୍‌ ବନ୍ଦ…

ନୂଆଦିଲ୍ଲୀ,୧୧।୭: ଟୁଇଟର ପକ୍ଷରୁ ଏହାର ପ୍ରଥମ କମ୍ପ୍ଲାଏନ୍ସ୍‌ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ମେ’ ୧୫ରୁ ଜୁନ୍‌ ୨୬ ମଧ୍ୟରେ ଶିଶୁ ନିର୍ଯାତନା ଏବଂ ନଗ୍ନତା ସମ୍ପର୍କିତ ଆପତ୍ତିଜନକ କଣ୍ଟେଟ୍‌ ଅପଲୋଡ୍‌ କରାଯିବାକୁ ନେଇ ୧୮,୦୦୦ ଆକାଉଣ୍ଟ୍‌କୁ ବନ୍ଦ…

କଂଗ୍ରେସଠାରୁ ଛଅ ଗୁଣା ଅଧିକ ଗୁଗଲ ବିଜ୍ଞାପନରେ ଖର୍ଚ୍ଚ କରିଛି ଭାଜପା!

ନୂଆଦିଲ୍ଲୀ,୧୧ ।୭: ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏକ ବିଜ୍ଞାପନ ଗୁଜରାଟର ଏକ ଖବର କାଗଜରେ ଦେଇଥିଲେ । ଏହାକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ଅରବିନ୍ଦ କେଜରିୱାଲ ଓ ଆମ ଆଦମୀ ପାର୍ଟିର ସମାଲୋଚନା କରିଥିଲା । ଭାଜପା…

ଖୋଲିବ ସ୍କୁଲ ଅଡିଟୋରିୟମ, ଟ୍ରେନିଂ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ,୧୧ ।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବେଳକୁ ବେଳ କମ୍ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ରବିବାର ଦିଲ୍ଲୀ ସରକାର ଅନଲକ୍‌-୭ ଗାଇଡଲାଇନ୍ ଜାରି କରିଛନ୍ତି । ସୋମବାରଠାରୁ ସେଠାରେ ଏଜୁକେଶନ ଟ୍ରେନିଂ ଓ ମିଟିଂ ପାଇଁ…

ସରକାରୀ ବାବୁ ଆତଙ୍କବାଦୀଙ୍କ ଏଜେଣ୍ଟ୍‌, ୧୧ ନିଲମ୍ବିତ…

ଶ୍ରୀନଗର,୧୧।୭: ସରକାରୀ ବାବୁ ଆତଙ୍କବାଦୀଙ୍କ ଏଜେଣ୍ଟ ସାଜି ଗୁପ୍ତ ତଥ୍ୟ ଯୋଗାଇବା ଘଟଣାରେ ଜମ୍ମୁ-କଶ୍ମୀରରେ ତନାଘନା ଆରମ୍ଭ ହୋଇଛି। ଏହି ମାମଲାରେ ୧୧ ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ସରକାରୀ ଚାକିରି କରି ସେମାନେ ଆତଙ୍କବାଦୀଙ୍କ ପାଇଁ ଆବଶ୍ୟକ ପାଣ୍ଠି ସଂଗ୍ରହ…

୨ ଅଲ୍‌ କାଏଦା ସନ୍ଦିଗ୍ଧ ଗିରଫ, ପ୍ରେସର କୁକର ବୋମା ଜବତ…

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଆତଙ୍କବାଦୀ ସଂଗଠନର ୨ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ କାକୋରି ଅଞ୍ଚଳରୁ ସନ୍ଦିଗ୍ଧମାନଙ୍କୁ ଏଟିଏସ୍‌ ଟିମ୍‌ ଗିରଫ କରିଛି। ସେମାନଙ୍କଠାରୁ ପ୍ରେସର କୁକର ବୋମା ସହିତ ଅନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସେମାନେ କୌଣସି ବଡ଼ ଧରଣର…

ପ୍ରବଳ ବର୍ଷାରେ ଧସୁଛି ପାହାଡ, ବଦ୍ରିନାଥ ହାଇୱେ ଜାମ

ଚମୋଲି୧୧ ।୭: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଯୋଗୁ ସଧାରଣ ଜନ-ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି । କିଛିଦିନ ପରେ ଏଭଳି ବର୍ଷା ହେବା ଫଳରେ ପାହାଡ ଉପରେ ଭୂସ୍ଖଳନ ଆରମ୍ଭହୋଇ ଯାଇଛି । ଭୂସ୍ଖଳନ ଫଳରେ ବଦ୍ରିନାଥ ଜାତୀୟ ରାଜପଥରେ ପ୍ରାୟ…

ଭବିଷ୍ୟତରେ ଜନସଂଖ୍ୟା ଯୁଦ୍ଧରେ ଚାଇନାକୁ ହରାଇବ ଭାରତ

ନୂଆଦିଲ୍ଲୀ,୧୧ ।୭: ବର୍ତ୍ତମାନର ସବୁଠାରୁ ବଡ ସମସ୍ୟା ହେଉଛି ଜନସଂଖ୍ୟା ବିସ୍ଫୋରଣ । ଜନଗଣନା ଅନୁଯାୟୀ, ମାର୍ଚ୍ଚ ୨୦୨୦ସୁଦ୍ଧା ବିଶ୍ୱର ଜନସଂଖ୍ୟା ୭ଅରବ ୮୦ କୋଟି ହୋଇ ସାରିଥିଲେ । ତେବେ ବିଶ୍ୱ ଜନସଂଖ୍ୟାକୁ ୧ ଅରବ ପର୍ଯ୍ୟନ୍ତ ପହଞ୍ଚିବାକୁ ୨୦…

ଯୋଗୀ ଜାରି କଲେ ଜନ ସଂଖ୍ୟା ୨୦୨୧-୩୦ ନୀତି…

ଲକ୍ଷ୍ନୌ,୧୧।୭: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ରାଜ୍ୟରେ ଜନ ସଂଖ୍ୟା ୨୦୨୧-୩୦ ନୀତି ଜାରି କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ଆୟୋଜିତ ଏକ ଉତ୍ସବରେ ଏହା ଜାରି ହୋଇଛି। ପ୍ରତି ସ୍କୁଲରେ ହେଲଥ୍‌ କ୍ଲବ୍‌ ସ୍ଥାପନା…

ହିନ୍ଦୁ ଯୁବକ-ହିନ୍ଦୁ ଯୁବତୀଙ୍କୁ ମିଛ କହିବା ମଧ୍ୟ ଜିହାଦ୍‌, ଏଭଳି କହିଲେ ମୁଖ୍ୟମନ୍ତ୍ରୀ…

ଗୁଆହାଟି,୧୧।୭: ଜଣେ ହିନ୍ଦୁ ଯୁବକ ହିନ୍ଦୁ ଯୁବତୀଙ୍କୁ ମିଛ କହିବା ମଧ୍ୟ ଏକ ପ୍ରକାର ଜିହାଦ୍‌। ଏନେଇ ଖୁବ୍‌ ଶୀଘ୍ର ରାଜ୍ୟରେ ଆଇନ ଅଣାଯିବ। ଆଗାମୀ ଦିନରେ କ୍ୟାବିନେଟ୍‌ ବୈଠକରେ ଏସମ୍ପର୍କରେ ଆଲୋଚନା କରାଯିବ ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?