୧୪ ଦିନିଆ ରିମାଣ୍ଡରେ ଅଲ୍କାଏଦାର ୨ ଆତଙ୍କବାଦୀ
ଲକ୍ଷ୍ନୌ,୧୨।୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ରବିବାର ଗିରଫ ହୋଇଥିବା ଅଲ୍କାଏଦା ସଂଗଠନର ୨ଜଣ ଆତଙ୍କବାଦୀଙ୍କୁ ସୋମବାର କୋର୍ଟରେ ହାଜର କରାଯାଇଥିଲା। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେମାନଙ୍କୁ ହାଜର କରାଯାଇଥିଲା। ଆଣ୍ଟି ଟେରୋରିଷ୍ଟ ସ୍କ୍ବାର୍ଡ(ଏଟିଏସ୍) କରିଥିବା ରିମାଣ୍ଡ ଆବେଦନର କୋର୍ଟ ଶୁଣାଣି…
କେନ୍ଦ୍ରର ରାଜ୍ୟ ଆଇଟି ମନ୍ତ୍ରୀଙ୍କ ଟୁଇଟର ଆକାଉଣ୍ଟରୁ ହଟିଲା ବ୍ଲୁ ଟିକ୍
ନୂଆଦିଲ୍ଲୀ,୧୨।୭: କିଛି ଦିନ ହେଲେ ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟର କୌଣସି ନା କୌଣସି କାରଣରୁ ବିବାଦରେ ରହିଆସୁଛି। ଏବେ ପୁଣି ଟୁଇଟର ଚର୍ଚ୍ଚାର ପରିସରକୁ ଆସିଛି। ଇତିମଧ୍ୟରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ତଥା ଦକ୍ଷତା ବିକାଶ ରାଜ୍ୟ…
ଲକ୍ଷ୍ନୌରୁ ୨ ଆତଙ୍କବାଦୀ ଗିରଫ ହେବା ପରେ ମଧ୍ୟପ୍ରଦେଶରେ ରେଡ ଆଲର୍ଟ
ଭୋପାଳ,୧୨ ।୭: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ବାହାରେ ଅଲ କାଏଦା ସଙ୍ଗଠନର ୨ ଆତଙ୍କବାଦୀ ଗିରଫ ହେବା ପରେ ଏହାକୁ ଗମ୍ଭିରତାର ସହ ନେଇଛନ୍ତି ମଧ୍ୟପ୍ରଦେଶ ସରକାର । ମଧ୍ୟପ୍ରଦେଶର ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ସୋମବାର ପ୍ରକାଶ କରିଛନ୍ତି ଯେ ସେ…
ବନ୍ୟାରେ ଭାଙ୍ଗି ଯାଇଛି ଘର, ଟ୍ରକ୍ରେ ଆଶ୍ରୟ ନେଇଛନ୍ତି ଲୋକେ
ପାଟଣା,୧୨ା୭: କୁହାଯାଏ, ଘର ବିନା ଶାନ୍ତି କେଉଁଠି ମିଳେନାହିଁ। ମାତ୍ର ମୁଜାଫରପୁରର କିଛି ଗାଁର ଲୋକମାନଙ୍କ ପାଇଁ ବଡ଼ ସମସ୍ୟା ଭାବେ ଠିଆ ହୋଇଛି ଘର। କାରଣ ପ୍ରବଳ ବନ୍ୟା ଯୋଗୁ ଗ୍ରାମବାସୀଙ୍କୁ ନିଜ ଘରଦ୍ୱାର ଛାଡ଼ି ଏକ ଟ୍ରକ୍ରେ ଆଶ୍ରୟ…
ଯୋଗୀଙ୍କ ଜନସଂଖ୍ୟା ନୀତି ପରେ ଆପତ୍ତି ଉଠାଇଲା ଭିଏଚ୍ପି
ଲକ୍ଷ୍ନୌ,୧୨।୭: ଉତ୍ତରପ୍ରଦେଶ ସରକାରଙ୍କ ଦ୍ୱାରା ଅଣାଯାଇଥିବା ନୂଆ ଜନସଂଖ୍ୟା ନୀତି ଉପରେ ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍ପି) ପ୍ରଶ୍ନ ଉଠାଇଛି। ବିଶ୍ୱ ହିନ୍ଦୁ ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର ଏହି ପ୍ରସଙ୍ଗକୁ ନେଇ ୟୁପି ଲ’ କମିଶନଙ୍କୁ ଏକ ଚିଠି ଲେଖିଛନ୍ତି।…
୧୯ ବର୍ଷ ନାବାଳକ ବି ରହିପାରିବେ ଲିଭ୍ଇନ୍ରେ…
ଚଣ୍ଡିଗଡ଼,୧୨।୭: ଜଣେ ପ୍ରାପ୍ତ ବୟସ୍କା ଯୁବତୀଙ୍କ ସହିତ ନାବାଳକ ଲିଭ୍ଇନ୍ରେ ରହିପାରିବେ। ଏନେଇ କୌଣସି ଅସୁବିଧା ନାହିଁ ବୋଲି ପଞ୍ଜାବ ହରିୟାଣା ହାଇକୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦିଆଯାଇଛି। ଜଣେ ୨୧ ବର୍ଷ ବୟସ୍କା ଯୁବତୀଙ୍କ ସହିତ ଲିଭ୍ଇନ୍ରେ ରହୁଥିବା…
ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ: ଓମ ବିର୍ଲା
ନୂଆଦିଲ୍ଲୀ,୧୨ ।୭: ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ସୋମବାର ଲୋକ ସଭା ସ୍ପିକର ଓମ ବିର୍ଲା ଏହା କହିଛନ୍ତି । ଏଥିରେ ମୋଟ ୧୯ କାର୍ଯ୍ୟ ଦିବସ ରହିବ ।…
ନିୟମ ଉଲ୍ଲଂଘନ ଅଭିଯୋଗରେ ଜନପଥ ମାର୍କେଟ ସିଲ୍
ନୂଆଦିଲ୍ଲୀ,୧୨।୭: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ କରୋନା କଟକଣା କୋହଳ କରାଯାଇଛି। କଟକଣା କୋହଳ ହେବା ପରେ ଲଗାତର ଭାବେ ମାର୍କେଟରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ଯାହା କରୋନା ସଂକ୍ରମଣ ଭୟକୁ ଆହୁରି ଦ୍ୱିଗୁଣିତ କରିଦେଇଛି।…
ପିଞ୍ଜରା ଭିତରେ ବିହାର-ୟୁପିର ଅର୍କେଷ୍ଟ୍ରା ଡ୍ୟାନ୍ସର…
ଲକ୍ଷ୍ନୌ/ପାଟନା,୧୨।୭: ଦୁନିଆ ବଦଳୁଛି। ତେବେ ବିହାର ଏବଂ ଉତ୍ତରପ୍ରଦେଶ(ୟୁପି)ର ଅର୍କେଷ୍ଟ୍ରା ଡ୍ୟାନ୍ସର ପୂର୍ବ ଭଳି ଦୁଃଖରେ ଦିନ ବିତାଉଛନ୍ତି। କୌଣସି ସରକାରୀ ଯୋଜନାର ସୁଫଳ ସେମାନଙ୍କ ପାଖରେ ଅପହଞ୍ଚ। ବିବାହରେ ବ୍ୟାଣ୍ଡ ପାର୍ଟିରେ ସେମାନେ ପିଞ୍ଜରା ଗାଡ଼ି ଭିତରେ ରହି ଡ୍ୟାନ୍ସ୍…
ବହୁତ ହେଲା ଘୃଣ୍ୟ ରାଜନୀତି, ଗୋଆ ଏବେ ପରିବର୍ତ୍ତନ ଚାହେଁ: କେଜରିୱାଲ
ନୂଆଦିଲ୍ଲୀ,୧୨ ।୭: ଆସନ୍ତା ବର୍ଷ ଅର୍ଥାତ୍ ୨୦୨୨ ମସିହାରେ ଗୋଆରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାକୁ ନେଇ ଏବେଠାରୁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଏଥର ଆମ ଆଦମୀ ପାର୍ଟି(ଏଏପି) ଗୋଆରେ ନିର୍ବାଚନ…
କରୋନାର ଦ୍ୱିତୀୟ ଲହରରେ ୪୦ ପ୍ରତିଶତରୁ ଅଧିକ ଯବାନଙ୍କ ଜୀବନ ଯାଇଛି
ନୂଆଦିଲ୍ଲୀ,୧୨ ।୭: କରୋନାର କରାଳ ରୂପ ଏବେବି ବିଶ୍ୱବାସୀଙ୍କୁ ଭୟଭୀତ କରି ରଖିଛି । କାରଣ ଏହା କବଳରେ କିଏ କେତେବେଳେ ଆସିଯାଉଛନ୍ତି ତାହା ଜଣାପଡୁନି । କେହିବି ଏହା ପାଖରୁ ବର୍ତ୍ତି ଯାଇ ପାରୁ ନାହାନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ…
କେନ୍ଦ୍ରୀୟ କ୍ୟାବିନେଟ୍ରେ ୧୧ ମହିଳା ମନ୍ତ୍ରୀ, ଚାଷଜମିରେ ଏବେ ବି ମହିଳା ଟାଣୁଛନ୍ତି ହଳ…
ଭୋପାଳ,୧୨।୭: ସମ୍ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍ ବିସ୍ତାର ହୋଇଛି। କେନ୍ଦ୍ରୀୟ କ୍ୟାବିନେଟ୍ରେ ୧୧ ଜଣ ମହିଳାମନ୍ତ୍ରୀଙ୍କୁ ସ୍ଥାନ ମିଳିଛି। ତେବେ ଏବେ ବି ମଧ୍ୟପ୍ରଦେଶରେ ମହିଳାଙ୍କ ଦୁଃଖ ସରିନି। ଚାଷଜମିରେ ଗରିବ ମହିଳାମାନେ ବଳଦ ବଦଳରେ ହଳ ଟାଣୁଛନ୍ତି। ସେହିପରି…

