ଜାତୀୟ

ଏଏପିରେ ଯୋଗ ଦେଲେ ଭାରତ ସୁନ୍ଦରୀ

ନୂଆଦିଲ୍ଲୀ,୧ ।୩: ମାନସୀ ସେହଗଲ । ମିସ୍ ଇଣ୍ଡିଆ ଦିଲ୍ଲୀ ୨୦୧୯ ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି । ଦଳର ନେତା ରାଘବ ଚଢାଙ୍କ ଉପସ୍ଥିତିରେ ସେ ପାର୍ଟିରେ ଯୋଗ ଦେଇଛନ୍ତି । ପୂର୍ବରୁ ଏହି ଦଳରେ ଆଉ ଜଣେ…

କ୍ଷୀର ଲିଟର ୧୦୦: ସ୍ପଷ୍ଟୀକରଣ ଦେଲା ମିଳିତ କିଷାନ ମୋର୍ଚ୍ଚା

ନୂଆଦିଲ୍ଲୀ,୧।୩: କୃଷି ଆଇନ ବିରୋଧରୋ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ କେତେକ ସୋସିଆଲ ମିଡ଼ିଆରେ ମିଳିତ କିଷାନ ମୋର୍ଚ୍ଚା କ୍ଷୀର ବିକ୍ରି କରିବା ବନ୍ଦ ଏବଂ ଲିଟର ପିଛା ଦାବ ୧୦୦ ଟଙ୍କାକୁ ବୃଦ୍ଧି ନେଇ ନିଷ୍ପତ୍ତି ଗ୍ରହଣ କରିଥିବା ଚର୍ଚ୍ଚା…

ଆରମ୍ଭ ହେବ ‘କ୍ୟାଚ୍‌ ଦି ରେନ୍‌’

ନୂଆଦିଲ୍ଲୀ, ୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମନ୍‌ କୀ ବାତ୍‌ ରେଡିଓ କାର୍ଯ୍ୟକ୍ରମରେ ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେଇଛନ୍ତି। ଜଳଶକ୍ତି ମନ୍ତ୍ରଣାଳୟ ଖୁବ୍‌ଶୀଘ୍ର ‘କ୍ୟାଚ୍‌ ଦି ରେନ୍‌’ ନାମରେ ୧୦୦ ଦିନିଆ ଜଳସଂରକ୍ଷଣ ଅଭିଯାନ ଆରମ୍ଭ କରିବ…

ଝୁଲା ବିଧାନସଭା ହେଲେ ଏନ୍‌ଡିଏକୁ ଫେରିବେ ମମତା

କୋଲକାତା, ୧।୩: ପଶ୍ଚିମବଙ୍ଗ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନ ମିଳି ଯଦି ଝୁଲା ବିଧାନସଭା ହୁଏ ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଗଢ଼ିବା ପାଇଁ ପୁନର୍ବାର ଭାଜପା ହାତ ଧରିବେ ବୋଲି ରବିବାର ସିପିଏମ୍‌ ସାଧାରଣ ସମ୍ପାଦକ…

ମୋଦି ନେଲେ କରୋନା ଟିକା

ନୂଆଦିଲ୍ଲୀ,୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କରୋନା ଟିକା ନେଇଛନ୍ତି। ସାର୍ବଜନୀକ ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସକାଳେ ଦିଲ୍ଲୀ ଏମ୍ସ୍‌ରେ ପହଞ୍ଚି ଟିକା ନେବା ସହିତ ଦେଶବାସୀଙ୍କ ଏଭଳି କରିବାକୁ ଅପିଲ୍‌ କରିଛନ୍ତି। ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା…

ଲାଲକିଲ୍ଲା ହିଂସା ପଛରେ ଭାଜପା: କେଜରିଓ୍ବାଲ

ନୂଆଦିଲ୍ଲୀ,୧।୩ : ସାଧାରଣତନ୍ତ୍ର ଦିବସରେ କୃଷକଙ୍କ ଟ୍ରାକ୍ଟର ରାଲିବେଳେ ଘଟିଥିବା ଲାଲକିଲ୍ଲା ହିଂସା ପାଇଁ ଭାଜପା କର୍ମୀଙ୍କୁ ଦାୟୀ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ମିରଟଠାରେ କିଷାନ ମହାପଞ୍ଚାୟତକୁ ସମ୍ବୋଧନ ଦେଇ କେଜେରିଓ୍ବାଲ କହିଛନ୍ତି, କୃଷକମାନେ କିଛି ବି ହୋଇପାରନ୍ତି।…

ଛୁଆ ଧରି ଫେରୁଥିବା ମହିଳାଙ୍କୁ ହତ୍ୟା, ସିସିଟିଭିରେ କଏଦ ହେଲା ପୂରା ଘଟଣା

ନୂଆଦିଲ୍ଲୀ,୨୮।୨ : ଜାତୀୟ ରାଜଧାନୀର ଉତ୍ତର-ପଶ୍ଚିମ ଦିଲ୍ଲୀରେ ଛୁଆକୁ ଧରି ଫେରୁଥିବା ଜଣେ ୨୫ ବର୍ଷୀୟା ମହିଳାଙ୍କୁ ଛୁରିରେ ଆକ୍ରମଣ କରି ହତ୍ୟା କରାଯାଇଥିବା ପୋଲିସ ପକ୍ଷରୁ କୁହାଯାଇଛି। ଆଦର୍ଶ ନଗର ଅଞ୍ଚଳରେ ଘଟିଥିବା ଏହି ଘଟଣା କଏଦ ହୋଇଛି ନିକଟସ୍ଥ…

‘ଭାଜପାଠୁ ଶକ୍ତିଶାଳୀ ଶତ୍ରୁକୁ ହରାଇଛୁ’

ତିରୁନେଲଭେଲି,୨୮।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରାଟ କାୟ ଶତ୍ରୁ ସହ ତୁଳନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଆଉ ପ୍ରେମ ଓ ଅହିଂସା ମାର୍ଗରେ ପ୍ରଧାନମନ୍ତ୍ରୀଙ୍କୁ ହରାଇବୁ ବୋଲି ତାମିଲନାଡୁର ତିରୁନେଲଭେଲିସ୍ଥିତ ସେଣ୍ଟ ଜାଭିୟର କଲେଜରେ ଆୟୋଜିତ ଏଜୁକେଟର୍ସ…

ରାହୁଲଙ୍କୁ ପ୍ରଧାନମନ୍ତ୍ରୀ କରିବା ଲକ୍ଷ୍ୟରେ ଅଛନ୍ତି ସୋନିଆ ଗାନ୍ଧୀ: ଶାହା

ଚେନ୍ନାଇ,୨୮।୨: ତାମିଲନାଡୁ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସ୍ବରାଷ୍ଟ୍ୟ ମନ୍ତ୍ରୀ ଅମିତ ଶାହା ରବିବାର ଭିଲୁପୁରମରେ ଏକ ସାଧାରଣ ସଭାରେ ଯୋଗ ଦେଇଥିଲେ। ସଭାକୁ ସମ୍ବୋଧିତ କରି ସେ କହିଛନ୍ତି, ମୁଁ ଦୁଃଖିତ ଯେ ମୁଁ ତାମିଲ ଭାଷାରେ କଥାବାର୍ତ୍ତା କରିପାରିବି…

କୁକୁଡା ଲଢ଼େଇରେ ପ୍ରାଣ ହରାଇଲେ ମାଲିକ

ନୂଆଦିଲ୍ଲୀ,୨୮।୨ : ବେଆଇନ କୁକୁଡା ଲଢ଼େଇବେଳେ ଜଣେ ମାଲିକଙ୍କ ମୃତ୍ୟୁ ଘଟଛି। ଏଭଳି ଏକ ଅସାଧାରଣ ଘଟଣା ସାମ୍ନାକୁ ଆସିଛି ତେଲେଗାନାରୁ। ଲଢ଼େଇ ପାଇଁ ପ୍ରତିଦ୍ୱନ୍ଦ୍ୱୀକୁ ହରାଇବା ଲାଗି କୁକୁଡା ଗୋଡରେ ବନ୍ଧା ହୋଇଥାଏ ୩ ଇଞ୍ଚର ଛୁରୀ। ମୃତ୍ୟୁ ଭୟରେ…

ପୁଡୁଚେରୀ ବାଚସ୍ପତିଙ୍କ ଇସ୍ତଫା

ନୂଆଦିଲ୍ଲୀ,୨୮।୨୧: ପୁଡୁଚେରୀ ବିଧାନସଭା ବାଚସ୍ପତି ଭି.ପି ସିଭାକୋଲୁଣ୍ଡୁ ରବିବାର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୨୦୧୬ ବିଧାନସଭା ର୍ନିବାଚନରେ ସିଭାକୋଲୁନ୍ଧୁ ଲସ୍‌ପେଟ ର୍ନିବାଚନମଣ୍ଡଳୀରୁ କଂଗ୍ରେସ ଟିକେଟ ପାଇ ବିଜୟୀ ହୋଇଥିଲେ। ସୂଚନା ଯୋଗ୍ୟ, ଏକାଧିକ କଂଗ୍ରେସ…

୧୦ହଜାର ଟଙ୍କା ପାଇଁ ପୋଲିସ ମଧ୍ୟରେ ଝଗଡା

ପାଟନା,୨୮।୨: ବିହାରର ବକ୍ସରରେ କିଛି ପୋଲିସ କର୍ମଚାରୀଙ୍କ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ୧୦ ହଜାର ଟଙ୍କାକୁ ନେଇ ପୋଲିସ କର୍ମଚାରୀଙ୍କ ମଧ୍ୟରେ ଝଗଡା ହେଉଥିବା ଦେଖାଯାଇଛି। ରାଜପୁର ଥାନାର ପୋଲିସଙ୍କ ମଧ୍ୟରେ ଏହି ଝଗଡା ହୋଇଥିବା ଜଣାପଡିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri