ଜାତୀୟ

ଖାଲରେ କେନ୍ଦ୍ର ପରିବହନ ମନ୍ତ୍ରୀ

ନୂଆଦିଲ୍ଲୀ,୧୨ା୩: ୧୯୮୦ ଦଶକରେ ସ୍ବିଡେନର ଏକ ରେଡିଓ ପକ୍ଷରୁ ପ୍ରସାରିତ ରିପୋର୍ଟରେ ବୋଫର୍ସ ମାମଲାର ପର୍ଦ୍ଦାଫାଶ ହୋଇଥିଲା। ଭାରତକୁ ବିକ୍ରି କରାଯାଇଥିବା ବୋଫର୍ସ ତୋପରେ ବିପୁଳ ଲାଞ୍ଚ କାରବାର ହୋଇଥିବା ଏଥିରେ ଅଭିଯୋଗ ଅଣାଯାଇଥିଲା। ଏହା ଭାରତରେ ରାଜନୈତିକ ଝଡ଼ ସୃଷ୍ଟି…

ମୃତ୍ୟୁ ଠାରୁ କେହି ଲୁଚି ପାରିବେ ନାହିଁ

ଗୁରଗାଓଁ,୧୨।୩ : ବର୍ଷାରୁ ଲୁଚିବାକୁ ଯାଇ ଆଶ୍ରୟ ନେଇଥିଲେ ଗଛ ତଳେ। ହେଲେ ତାହା ଥିଲା ମୃତ୍ୟୁର କୋଳ। ଗଛ ଉପରେ ବଜ୍ରପାତ ପଡ଼ିବାରୁ ଚାଲିଗଲା ଜଣଙ୍କ ଜୀବନ। ଏହି ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ହରିୟାଣାର ଗୁରଗାଓଁର ସେକ୍ଟର…

ବିବାହ ପାଇଁ କନ୍ୟା ନ ମିଳିବାରୁ ଥାନାରେ ଯୁବକ

ମୁଜାଫରାନଗର,୧୨।୩ : ଉତ୍ତର ପ୍ରଦେଶର ଶାମଲି ଜିଲାର ପୋଲିସକୁ ମିଳିଛି ଏକ ଅସାଧାରଣ ଅନୁରୋଧ। ବିବାହ ପାଇଁ କନ୍ୟା ନ ମିଳିବାରୁ ପୋଲିସର ସାହାଯ୍ୟ ମାଗିଛନ୍ତି ଜଣେ ୨ ଫୁଟିଆ ଯୁବକ। ପରିବାର ବର୍ଗ ବାହା କରେଇ ଦେଉ ନ ଥିବା…

ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ମମତା, ହ୍ବିଲ୍‌ ଚେୟାରରେ ବସି ଘରକୁ ଫେରିଲେ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା ସ୍ଥିତ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରୁ ଶୁକ୍ରବାର ଡିସ୍‌ଚାର୍ଜ ହୋଇଛନ୍ତି। ମମତା ଏକ ହ୍ବିଲ୍‌ ଚେୟାରରେ ବସି କାଳିଘାଟ ସ୍ଥିତ ଘରକୁ ଫେରିଛନ୍ତି। ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦିଆଯାଇଛି। ସୂଚନା ଯୋଗ୍ୟ, ମମତା ବୁଧବାର…

ମହିଳାଙ୍କ ଉପରେ ଆକ୍ରମଣ: ପକ୍ଷ ରଖିଲେ ଜମାଟୋ ଡେଲିଭରି ବୟ

ବେଙ୍ଗାଲୁରୁ,୧୨।୩ : ସୋସିଆଲ ମିଡିଆରେ ଭିଡିଓରେ ଜମାଟୋ ଡେଲିଭରି ବୟଙ୍କ ଦ୍ୱାରା ଆକ୍ରମଣର ଶୀକାର ହୋଇଥିବା ବେଙ୍ଗାଲୁରୁର ଜଣେ ମହିଳା ଅଭିଯୋଗ ଆଣିବାର ଦୁଇ ଦିନ ପରେ ନିଜ ପକ୍ଷ ରଖିଛନ୍ତି କାମରାଜ ( ଡେଲିଭରି ବୟ)। ଏହି ଘଟଣାର ତଦନ୍ତ…

ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାରରୁ ବାଦ ପଡ଼ିଲେ ଜି-୨୩ ନେତା

ନୂଆଦିଲ୍ଲୀ,୧୨।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ୩୦ଜଣ ଷ୍ଟାର ପ୍ରଚାରକ ନାଁ ଘୋଷଣା କରିଛି। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍‌, ନବଜୋତ…

୮୦ ବର୍ଷୀୟ ଦମ୍ପତିଙ୍କୁ ୧୦ ବର୍ଷର ଜେଲ

ମୁମ୍ବାଇ,୧୨।୩ : ୨୦୧୩ରେ ଜଣେ ୪ ବର୍ଷୀୟା ନାବାଳିକାକୁ ଯୌନ ନିର୍ଯ୍ୟାତନା ମାମଲାରେ ୮୦ ବର୍ଷୀୟ ଦମ୍ପତିଙ୍କୁ ୧୦ ବର୍ଷର ଜେଲ ଦଣ୍ଡ ଶୁଣାଇଛନ୍ତି ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ। ଦମ୍ପତିଙ୍କୁ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୬ (ଯୌନ ନିର୍ଯ୍ୟାତନା)…

ପଶ୍ଚିମବଙ୍ଗ ନିର୍ବାଚନ: ୩୦ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୧୨ ।୩: ପଶ୍ଚିମବଙ୍ଗ ନିର୍ବାଚନର ହଟ୍ ସିଟ୍ ନନ୍ଦିଗ୍ରାମ ପାଇଁ ଶୁକ୍ରବାର ଭାରତୀୟ ଜନତା ପାର୍ଟି(ଭଜପା)ର ଶୁଭେନ୍ଦୁ ଅଧିକାରୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଦୁଇ ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଆସନରୁ ନିଜର ପ୍ରାର୍ଥିପତ୍ର ଦାଖଲ କରିଥିଲେ…

କରୋନା ମହାମାରୀକୁ ଦୂରେଇବା ପାଇଁ ମୁମ୍ବାଇ ପୋଲିସର ମଜାଦାର ପୋଷ୍ଟ

ମୁମ୍ବାଇ,୧୨ ।୩: କରୋନା ମହାମାରୀକୁ ନେଇ ବିଭିନ୍ନ ରାଜ୍ୟର ପୋଲିସଙ୍କ ଦ୍ୱାରା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି । ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପୋଲିସ ଲୋକଙ୍କୁ ସଚେତନ କରୁଛି । ମୁମ୍ବାଇ ପୋଲିସର ଇନଷ୍ଟାଗ୍ରାମ ଏକାଉଣ୍ଟ ଏଥିପାଇଁ ଖୁବ୍…

କୋଏମ୍ବାଟୁରରୁ ନିର୍ବାଚନ ଲଢିବେ କମଲ ହାସନ

ଚେନ୍ନାଇ,୧୨ ।୩: ତାମିଲନାଡୁରେ ମକ୍କତ ନିଧି ମୟମ(ଏମ୍‌ଏନ୍‌ଏମ୍‌) ଦଳ ଘୋଷଣା କରିଛି ଯେ ଏହାର ସଂସ୍ଥାପକ ତଥା ଅଭିନେତା କମଲ ହାସନ କୋଏମ୍ବାଟୁର ସାଉଥରୁ ନିଜର ଭାଗ୍ୟ ପରୀକ୍ଷା କରିବେ । ଏହା ପୂର୍ବରୁ ତାଙ୍କ ଦଳ ୬ ଏପ୍ରିଲରେ ତାମିଲନାଡୁରେ…

ସିରିୟଲ କିଲର: ୮ ବର୍ଷର ନାବାଳକ ୩ ଜଣଙ୍କୁ କଲେ ହତ୍ୟା

ପାଟଣା,୧୨।୩: ବିଶ୍ୱରେ ଏମିତି କିଛି ସିରିୟଲ କିଲର ଅଛନ୍ତି,ଯେଉଁମାନେ ବେଶ୍‌ ପରିଚିତ। କାହାକୁ ନ ଚିହ୍ନି ନ ଜାଣି ବିନା କାରଣରେ ହତ୍ୟା କରିଥାନ୍ତି ଏମାନେ। ଏମାନଙ୍କ ମଧ୍ୟରୁ କେତେଜଣ ଧରା ପଡ଼ିଥିବା ବେଳେ ଆଉ କେତେକଙ୍କୁ ଆଜି ବି ପୋଲିସ…

ଡିଏମ୍‌କେ ଘୋଷଣା କଲା ପ୍ରାର୍ଥି ତାଲିକା: କୋଲାଥୁରରୁ ଲଢିବେ ଷ୍ଟାଲିନ

ଚେନ୍ନାଇ,୧୨ ।୩: ତାମିଲନାଡୁରେ ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦ୍ରାବିଡ ମୁନ୍ନେତ୍ର କଝଗମ (ଡିଏମ୍‌କେ) ଶୁକ୍ରବାର ପ୍ରାର୍ଥି ତାଲିକା ଘୋଷଣା କରିଛି । ଦଳ ମୁଖ୍ୟ ଏମ୍‌କେ ଷ୍ଟାଲିନ ୧୭୩ ପ୍ରାର୍ଥିଙ୍କ ନାମ ଘୋଷଣା କରିଛନ୍ତି । ତେବେ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri