ମଧ୍ୟାହ୍ନଭୋଜନରେ ମିଳିଲା ଗୋଖାଦ୍ୟ
ପୁଣେ,୧୯।୩: ମହାରାଷ୍ଟ୍ରର ପୁଣେ ଜିଲାରେ ଏକ ସ୍କୁଲ୍କୁ ଛାତ୍ରୀଛାତ୍ରଙ୍କ ପାଇଁ ମଧ୍ୟାହ୍ନଭୋଜନ ଯୋଗାଣ ପରିବର୍ତ୍ତେ ଗୋଖାଦ୍ୟ ପ୍ୟାକେଟ ପଠାଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଉକ୍ତ ସ୍କୁଲ୍ ପୁଣେ ମ୍ୟୁନିସିପାଲ କର୍ପୋରେଶନ(ପିଏମ୍ସି) ଦ୍ୱାରା ପରିଚାଳିତ। ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ମଧ୍ୟାହ୍ନ ଭୋଜନ ପିଲାଙ୍କ…
ଦିନକରେ ୪୦ ହଜାର ନୂଆ ଆକ୍ରାନ୍ତ
ନୂଆଦିଲ୍ଲୀ,୧୯।୩: ଦେଶରେ ପୁଣି ଥରେ କାୟା ବଢ଼ାଉଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯,୭୨୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ବର୍ଷ ନଭେମ୍ବର ୨୯ ପରେ ଏହା ସର୍ବାଧିକ। ଏହାକୁ ମିଶାଇ ଦେଶରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା…
ଭାରତ ଗସ୍ତରେ ଆମେରିକାର ପ୍ରତିରକ୍ଷା ସଚିବ
ୱାଶିଂଟନ/ନୂଆଦିଲ୍ଲୀ,୧୯।୩: ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଜେ ଅଷ୍ଟିନ ୩ ଦିନିଆ ଭାରତ ଗସ୍ତରେ ଆସି ଶୁକ୍ରବାର ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ଶନିବାର ଅଷ୍ଟିନ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ କେତେକ…
ଭୋଜିରେ ଛେପ ଲଗାଇ ରୁଟି ଦେଉଥିଲେ, ଗିରଫ ଯୁବକଙ୍କ ନାମରେ ଲାଗିଲା ଏନ୍ଏସ୍ଏ
ମିରଟ,୧୯ା୩: ଗତ ଫେବୃୟାରୀରେ ଉତ୍ତରପ୍ରଦେଶ ମିରଟରେ ଏକ ବିବାହ ଉତ୍ସବରେ ରୁଟିରେ ଛେପ ପକାଇ ଲୋକଙ୍କୁ ଖାଇବାକୁ ଦେଉଥିବା ଏକ ଭିଡିଓ ସାମ୍ନାକୁ ଆସିଥିଲା। ଅଭିଯୋଗ ପରେ ସ୍ଥାନୀୟ ପୋଲିସ ଘଟଣାରେ ସମ୍ପୃକ୍ତ ସୋହେଲ ନାମକ ଜଣେ ଯୁବକଙ୍କୁ ଗିରଫ କରି…
ପଶ୍ଚିମବଙ୍ଗକୁ ଦୁର୍ଯ୍ୟୋଧନ, ଦୁଃଶାସନ ଦରକାର ନାହାନ୍ତି
ନୂଆଦିଲ୍ଲୀ,୧୯।୩ : ପଶ୍ଚିମବଙ୍ଗକୁ ଦୁର୍ଯ୍ୟଧନ, ଦୁଶାସନ ଦରକାର ନାହାନ୍ତି। ଏଭଳି କହି ଭାଜପାର ନେତୃତ୍ୱକୁ ସମାଲୋଚନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପୂର୍ବ ମେଦିନିପୁରର ଇଗ୍ରାଠାରେ ଏକ ରାଲିକୁ ସମ୍ବୋଧନ ଦେଇ ସେ କହିଛନ୍ତି, ଆମକୁ ଭାଜପା ଦରକାର ନାହିଁ।…
ମାର୍ଚ୍ଚ ୩୧ ଯାଏ ସ୍କୁଲ-କଲେଜ ବନ୍ଦ
ଚଣ୍ଡିଗଡ଼,୧୯।୩: ପୁଣି ଥରେ ଚିନ୍ତା ବଢ଼ାଇଲାଣି କରୋନା ସଂକ୍ରମଣ। ଦେଶର ୬ଟି ରାଜ୍ୟରେ ଦ୍ରୁତଗତିରେ ମାମଲା ବଢ଼ୁଥିବା ନଜର ଆସୁଥିବା ବେଳେ ସେଥିରେ ପଞ୍ଜାବ ରହିଛି। ବିଶେଷକରି ଚଣ୍ଡିଗଡ଼ରେ ବଢ଼ୁଥିବା ସଂକ୍ରମଣ ସମସ୍ତଙ୍କୁ ଭୟଭୀତ କରାଇବା ଆରମ୍ଭ କଲାଣି। ଏହାକୁ ଦୃଷ୍ଟିରେ…
ମୋଦିଙ୍କ ମୁହଁ ଦେଖିବାକୁ ଚାହୁଁନାହିଁ: ମମତା ବାନାର୍ଜୀ
କୋଲକାତା,୧୯।୩: ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାାୟ ନିର୍ବାଚନ ପାଇଁ ତାରିଖ ଯେତିକି ପାଖେଇ ଆସୁଛି, ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ବାକ୍ବିତଣ୍ଡା ବଢ଼ିବାରେ ଲାଗିଛି। ଶୁକ୍ରବାର ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନୀ ସଭାରେ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭାଜପାଠାରୁ ଦୂରରେ…
ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି: ପାଓ୍ବାରଙ୍କୁ ଭେଟିଲେ ଅନିଲ ଦେଶମୁଖ
ନୂଆଦିଲ୍ଲୀ,୧୯।୩: ଆଣ୍ଟିଲିଆ ମାମଲା ପରେ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଏବଂ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ମଧ୍ୟରେ ଦିଲ୍ଲୀରେ ଏକ ବୈଠକ ହୋଇଛି। ଶରଦ ପାୱାରଙ୍କୁ ଭେଟିବା ପରେ ଅନିଲ…
୪ ବର୍ଷ ପୂରଣ କରି ରେକର୍ଡ କଲେ ଯୋଗୀ ସରକାର
ଲକ୍ଷ୍ନୌ,୧୯।୩: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଭାଜପା ସରକାର ୪ ବର୍ଷ ପୂରଣ କରିଛନ୍ତି। ମାର୍ଚ୍ଚ ୧୯, ୨୦୧୭ରେ ଗୋରଖପୁର ଲୋକ ସଭା ନିର୍ବାଚନମଣ୍ଡଳୀର ତତ୍କାଳୀନ ଏମ୍ପି ଯୋଗୀ ଆଦିତ୍ୟନାଥ ଦେଶର ବୃହତ୍ତମ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟର ଦାୟିତ୍ୱ ଗ୍ରହଣ…
ମାର୍ଚ୍ଚ ୨୧ରେ ଭାଜପାର ଘୋଷଣାପତ୍ର
ନୂଆଦିଲ୍ଲୀ,୧୯।୩: ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଭାଜପା ମାର୍ଚ୍ଚ ୨୧ରେ ଘୋଷଣାପତ୍ର ଜାରି କରିବ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ଭାଜପା ଘୋଷଣା ପତ୍ର ଜାରି କରିବ ବୋଲି ଜଣାପଡିଛି। ଗତ ବୁଧବାର ତୃଣମୂଳ କଂଗ୍ରେସ ତା’ର ଘୋଷଣା ପତ୍ର…
ଟିକେଟ୍ ଦେବା ସତ୍ତ୍ୱେ ଭାଜପାରେ ମିଶିବାକୁ ମନା କଲେ ତୃଣମୂଳ କଂଗ୍ରେସ ନେତ୍ରୀ
କୋଲକାତା,୧୯।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୧ ପାଇଁ ପ୍ରାର୍ଥୀ ଚୟନ ଚାଲିଛି। ଏବେ ଦଳଳେ ମିଶି ନ ଥିବା ଦୁଇ ପ୍ରାର୍ଥୀଙ୍କୁ ଟିକେଟ୍ ଦେଇ ଚର୍ଚ୍ଚାକୁ ଆସିଛି ଭାଜପା। ପୂର୍ବତନ କଂଗ୍ରେସ ନେତା ସ୍ବର୍ଗତ ସୋମନ ମିତ୍ରଙ୍କ ସ୍ତ୍ରୀ ଶିଖା ମିତ୍ରଙ୍କୁ…
ସ୍ତ୍ରୀଙ୍କ ପାଇଁ ନିର୍ବାଚନ ପୋଷ୍ଟର ଲଗାଉଥିଲେ ସ୍ବାମୀ, ଚାଲିଗଲା ଜୀବନ
ଲକ୍ଷ୍ନୌ,୧୯।୩: ଉତ୍ତରପ୍ରଦେଶର ହରଦୋଇ ଜିଲାର ଗ୍ରାମୀଣ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନକୁ ନେଇ ଏକ ଦୁଃଖଦ ଘଟଣା ଘଟିଛି। ସରପଞ୍ଚ ପଦବୀରେ ଠିଆ ହୋଇଥିବା ଆଶାୟୀ ପ୍ରାର୍ଥୀଙ୍କ ସ୍ବାମୀଙ୍କର ମୃତ୍ୟ ଘଟିଛି। କାରଣ ଶିଡ଼ି ଲଗାଇ ସ୍ତ୍ରୀଙ୍କ ନିର୍ବାଚନୀ ପୋଷ୍ଟର ଲଗାଉଥିବା ବେଳେ…
Archives


