ଜାତୀୟ

ମହାରାଷ୍ଟ୍ରରେ କରୋନା ବେକାବୁ: ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ ହଜାର ଟପିଲା

ମୁମ୍ବାଇ,୧୫।୩: ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବା ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ମହାରାଷ୍ଟ୍ରରେ ଗୋଟି, ଦିନରେ ସର୍ବାଧିକ ୧୬ ହଜାର ୬୨୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ କରୋନାରେ ରାଜ୍ୟରେ ୫୦ ଜଣଙ୍କ ମୃତ୍ୟୁ…

ପାଲକ୍କାଡରୁ ଲଢ଼ିବେ ମେଟ୍ରୋମ୍ୟାନ୍‌

ନୂଆଦିଲ୍ଲୀ,୧୫।୩(ଆଇଏଏନ୍‌ଏସ୍‌): କେରଳ ବିଧାନସଭା ନିର୍ବାଚନ ପାଇଁ ଭାଜପା ରବିବାର ୧୧୨ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ରାଜ୍ୟ ଭାଜପା ସଭାପତି କେ. ସୁରେନ୍ଦ୍ରନ୍‌ ଦୁଇଟି ଆସନ ମଞ୍ଜେଶ୍ୱର ଏବଂ କୋନ୍ନିରୁ ନିର୍ବାଚନ ଲଢ଼ିବାକୁ ଥିବାବେଳେ ମେଟ୍ରୋମ୍ୟାନ୍‌ ଇ. ଶ୍ରୀଧରନଙ୍କୁ ପାଲକ୍କାଡ଼ରୁ…

ପ୍ରସିଦ୍ଧ ଚିତ୍ରକାର ଲକ୍ଷ୍ମଣ ପାଏଙ୍କ ପରଲୋକ

ନୂଆଦିଲ୍ଲୀ,୧୫।୩: ବିଶିଷ୍ଟ ଚିତ୍ରକାର ଲକ୍ଷ୍ମଣ ପାଏଙ୍କ ଗୋଆସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୫ ବର୍ଷ ହୋଇଥିଲା। ୧୯୨୬ ମସିହାରେ ଗୋଆରେ ଜନ୍ମଗ୍ରହଣ କରିଥିବା ପାଇଙ୍କୁ ପଦ୍ମ ଭୂଷଣ, ପଦ୍ମଶ୍ରୀ, ନେହେରୁ ପୁରସ୍କାର ଏବଂ ଲଲିତ କଳା ଏକାଡେମୀ…

୪ ଏମ୍‌ପିଙ୍କୁ ପ୍ରାର୍ଥୀ କଲା ଭାଜପା

କୋଲକାତା,୧୪।୩: ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଭାଜପା ରବିବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। କେନ୍ଦ୍ରମନ୍ତ୍ରୀ ବାବୁଲ୍‌ ସୁପ୍ରିୟୋଙ୍କ ସମେତ ୩ ଜଣ ଲୋକ ସଭା ସଦସ୍ୟ ଏବଂ ଜଣେ ରାଜ୍ୟ ସଭା ଏମ୍‌ପିଙ୍କୁ ପ୍ରାର୍ଥୀ କରାଯାଇଛି।…

ରାଜନୀତିରେ ଦୁର୍ନୀତି ଭଳି ବଲିଉଡ୍‌ରେ ରହିଛି ନେପୋଟିଜିମ୍‌

ସ୍ବଗର୍ତ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ନୋପୋଟିଜିମକୁ ନେଇ ଉଠିଥିଲା ବିବାଦ। ଏବେ ଏହି ନେପୋଟିଜିମ ଉପରେ ମତ ରଖିଛନ୍ତି ଉଭୟ ଟିଭି ତଥା ବଲିଉଡ୍‌ରେ ଦକ୍ଷତା ପ୍ରମାଣ କରିସାରିଥିବା ଆକ୍ଟ୍ରେସ ପ୍ରାଚି ଦେଶାଇ।…

ପଞ୍ଜାବରେ ଦେଖିବାକୁ ମିଳିଲା ପାକିସ୍ତାନ ଡ୍ରୋନ

ଚଣ୍ଡିଗଡ଼,୧୪।୩ : ପଞ୍ଜାବର ପଠାନକୋଟ ଜିଲାରେ ରବିବାର ଦେଖିବାକୁ ମିଳିଥିଲା ପାକିସ୍ତାନର ଏକ ଡ୍ରୋନ। ଏହାକୁ ଠାବ କରାଯିବା ପରେ ବିଏସ୍‌ଏଫ୍‌ ପକ୍ଷରୁ ଡ୍ରୋନ ଉପରେ ଆକ୍ରମଣ କରାଯାଇଥିଲା। ହେଲେ ଡ୍ରୋନଟି ପାକିସ୍ତାନ ସୀମାକୁ ଫେରି ଯିବାରେ ସଫଳ ହୋଇଛି। ପାକିସ୍ତାନ…

କାହିଁକି ଭୟ କରୁଛି ତୃଣମୂଳ କଂଗ୍ରେସ: ଅମିତ ଶାହା

କୋଲକତା,୧୪।୩: ପଶ୍ଚିମବଙ୍ଗ ଏବଂ ଆସାମ ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ବିଧାନସଭା ନିର୍ବାଚନରେ ଭାଜପାକୁ ମଜବୁତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଆସାମରେ ପହଞ୍ଚିଛନ୍ତି। ଏଠାରେ ସେ ଏକ ରାଲିରେ ସମ୍ବୋଧିତ…

ଟିକେଟ୍‌ ନ ପାଇବାରୁ କଂଗ୍ରେସ ନେତ୍ରୀ ହେଲେ ଲଣ୍ଡା

ଥିରୁଭାନନ୍ତପୁରମ,୧୪।୩: ବିଧାନସଭା ନିର୍ବାଚନରେ ଟିକେଟ ନ ପାଇବାରୁ କେରଳ ମହିଳା କଂଗ୍ରେସର ମୁଖ୍ୟ ଲତିକା ସୁଭାଷ ଲଣ୍ଡା ହୋଇଛନ୍ତି। ଥିରୁବନନ୍ତପୁରମରେ ଥିବା ପାର୍ଟି କାର୍ଯ୍ୟାଳୟ ସମ୍ମୁଖରେ ସୁଭାଷ କେଶ କାଟିଛନ୍ତି। ସୁଭାଷ କହିଛନ୍ତି ଯେ ମୁଁ କୌଣସି ଦଳରେ ଯୋଗଦେବାକୁ ଯାଉନାହିଁ…

‘ ଘାଇଲା ବାଘ ବେଶ୍‌ ବିପଦଜନକ ’

କୋଲକାତା,୧୪।୩ : ମୋ ଜୀବନରେ ବହୁ ଆକ୍ରମଣର ସମ୍ମୁଖୀନ ହୋଇଛି। କିନ୍ତୁ ମୁଣ୍ଡ ନୁଆଁଇ ନାହିଁ। ଆଉ ଘାଇଲା ବାଘ ବେଶ୍‌ ବିପଦଜନକ। ହ୍ବିଲଚେୟାରରେ ବସି ରବିବାର କୋଲକାତାରେ ଏକ ରୋଡ୍‌ଶୋରେ ଏଭଳି କହି ପ୍ରତିଦ୍ୱନ୍ଦ୍ୱୀ ଭାଜପାକୁ ଚେତାଇ ଦେଇଛନ୍ତି ପଶ୍ଚିମବଙ୍ଗ…

ଏନ୍‌କାଉଣ୍ଟର୍‌ ସ୍ପେସାଲିଷ୍ଟ ସଚିନଙ୍କୁ ରିମାଣ୍ଡରେ ନେଲା ଏନ୍‌ଆଇଏ

ଗିରଫ ମୁମ୍ବାଇ,୧୪।୩: ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡି ରଖିବା ଅଭିଯୋଗରେ ଏନ୍‌କାଉଣ୍ଟର୍‌ ସ୍ପେସାଲିଷ୍ଟ ସଚିନ ବାଜେଙ୍କୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନ୍‌ଆଇଏ) ଦୀର୍ଘ ୧୧ ଘଣ୍ଟା ଧରି ପଚରାଉଚୁରା ପରେ ଗିରଫ କରିଥିଲା। ରବିବାର ମୁମ୍ବାଇ ଅଦାଲତରେ ହାଜର…

‘ଆକ୍ରମଣ ପାଇଁ ନୁହେଁ, ଦୁର୍ଘଟଣାରେ ଆହତ ହୋଇଛନ୍ତି ମମତା’ : ଇସି

କୋଲକାତା,୧୪।୩ : ନନ୍ଦିଗ୍ରାମ ରୋଡ୍‌ଶୋ ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ। ଏହାକୁ ଆକ୍ରମଣ ଦର୍ଶାଇ ନିର୍ବାଚନ ଆୟୋଗ (ଇସି) ନିକଟରେ ହାଜର ହୋଇଥିଲା ତୃଣମୂଳ କଂଗ୍ରେସ। ତେବେ ଆକ୍ରମଣ ପାଇଁ ନୁହେଁ, ଦୁର୍ଘଟଣା କାରଣରୁ ମମତା ଆହତ…

ମମତାଙ୍କ ସୁରକ୍ଷା ନିର୍ଦ୍ଦେଶକ ନିଲମ୍ବିତ

କୋଲକାତା,୧୪।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ସହ ହୋଇଥିବା ଦୁର୍ଘଟଣା ଘଟଣାରେ ନୂଆ ମୋଡ ଆସିଛି। ଏହି ମାମଲାରେ ନିର୍ବାଚନ ଆୟୋଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସୁରକ୍ଷା ନିର୍ଦ୍ଦେଶକ ବିବେକ ସହାୟଙ୍କୁ ନିଲମ୍ବିତ କରିଛନ୍ତି। ନିର୍ବାଚନ ଆୟୋଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri