ଚାଷୀଙ୍କୁ ଲାଠିମାଡ଼
ପାଟନା, ୩୦।୧୨: କେନ୍ଦ୍ରର ନୂଆ କୃଷି ଆଇନ ପ୍ରତିବାଦରେ ବିହାରର ହଜାର ହଜାର ଚାଷୀ ରାଜଭବନ ଅମଭିମୁଖେ ଶୋଭାଯାତ୍ରାରେ ବାହାରିଥିବାବେଳେ ପୋଲିସ ସେମାନଙ୍କ ଉପରେ ଲାଠିଚାଳନା କରିବା ସହ ପାଣିମାଡ଼ କରିଛି। ଲାଠିମାଡ଼ରେ ଅନେକ ଚାଷୀ ଆହତ ହୋଇଛନ୍ତି। ଅଖିଳ...
ଭାରତରେ ୮ ନୂଆ ଷ୍ଟ୍ରେନ୍
ନୂଆଦିଲ୍ଲୀ, ୩୦।୧୨: ୮ ବ୍ରିଟେନ ଫେରନ୍ତା ସଂକ୍ରମିତଙ୍କଠାରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ବେଙ୍ଗାଲୁରୁସ୍ଥିତ ନ୍ୟାଶନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଣ୍ଟାଲ ହେଲ୍ଥ ଆଣ୍ଡ ନ୍ୟୁରୋସାଇନ୍ସ, ହାଇଦ୍ରାବାଦର ସେଣ୍ଟର ଫର୍ ସେଲୁଲାର ଆଣ୍ଡ ମଲିକ୍ୟୁଲାର ବାୟୋଲୋଜି ଏବଂ ପୁଣେର ନ୍ୟାଶନାଲ...
ଏହି ବାଳକଙ୍କ ବେଲି ଡ୍ୟାନ୍ସ ଆଗରେ ଫେଲ୍ ମାରିଯିବେ ବଡ଼ବଡ଼ ଡ୍ୟାନ୍ସର
ପ୍ରସିଦ୍ଧ ଗାୟିକା ତଥା ବେଲି ଡ୍ୟାନ୍ସର ଶକିରାଙ୍କ ନୃତ୍ୟ ଆପଣ ନିଶ୍ଚିତ ଦେଖିଥିବେ। ମାତ୍ର ପ୍ରତିଭା କାହା ପାଖରେ କେମିତି ବି ଥାଇପାରେ। ବିହାରର କାଟିହାରରେ ମଧ୍ୟ ଏପରି କିଛି ଘଟିଛି। ଯେଉଁଠାରେ ଜଣେ ବାଳକ ଏପରି ବେଲି ଡ୍ୟାନ୍ସ...
କୃଷକଙ୍କ ସହ ବୈଠକ ପୂର୍ବରୁ ଶାହାଙ୍କୁ ଭେଟିଲେ ନରେନ୍ଦ୍ର ତୋମାର, ପିୟୂଷ ଗୋୟଲ
ନୂଆଦିଲ୍ଲୀ,୨୯।୧୨: ନୂଆ କୃଷି ଆଇନକୁ ବିରୋଧ କରୁଥିବା କୃଷକ ସଂଘ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ହେବାକୁ ଯାଉଛି ଗୁରୁତ୍ୱପୂର୍ଣ୍ଣ ୬ଷ୍ଠ ରାଉଣ୍ଡର ବୈଠକ । ଏହାର ଗୋଟିଏ ଦିନ ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ଭେଟିଛନ୍ତି କେନ୍ଦ୍ର...
ଭାଜପା ସରକାର ଭାଙ୍ଗିଦେବ କୃଷକ ଆନ୍ଦୋଳନ : ଅଖିଳେଶ
ଲକ୍ଷ୍ନୌ,୨୯।୧୨: ଭାଜପା ସରକାର କୃଷକଙ୍କୁ ସର୍ବଦା ଅସମ୍ମାନିତ କରିଛି। ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ହିଁ କେନ୍ଦ୍ରରୁ ଭାଜପା ସରକାର ଓପାଡ଼ି ଫୋପାଡିବ। ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଏଭଳି କହିଛନ୍ତି ପୂର୍ବତନ ଉତ୍ତରପ୍ରଦେଶ(ୟୁପି) ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ।...
ସଞ୍ଜୟ ରାଉତଙ୍କ ସମର୍ଥନରେ ଶିବ ସେନାର ପୋଷ୍ଟର
ମୁମ୍ବାଇ,୨୯।୧୨: ଶିବ ସେନା ନେତା ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତଙ୍କୁ ପିଏମ୍ସି ବ୍ୟାଙ୍କ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଡକାଇବା ପରେ ରାଜ୍ୟ ରାଜନୀତି ଗରମ ହୋଇଉଠିଛି। ନିକଟରେ କେନ୍ଦ୍ରକୁ ଟାର୍ଗେଟ କରି କାହାକୁ ଡରୁ ନ...
ନାବାଳିକା ଶାଳୀଙ୍କୁ ଦୁଇ ବରଙ୍କୁ ବିକି ଦେଲେ ଭିଣୋଇ
ଭୋପାଳ,୨୯ା୧୨: ଜଣେ ଭିଣୋଇ ତାଙ୍କ ନାବାଳିକା ଶାଳୀଙ୍କୁ ବିବାହ ନାଁରେ ଦୁଇ ଦୁଇଟି ବରଙ୍କୁ ବିକ୍ରି କରିଦେବା ମହଙ୍ଗା ପଡ଼ିଛି। ଏହି ଘଟଣା ଜଣାପଡିବା ପରେ ନାବାଳିକାଙ୍କ ଭଉଣୀ, ଭିଣୋଇ ଏବଂ ଦୁଇ ବରଙ୍କୁ ପୋଲିସ ଗିରଫ କରିଛି। ଏପରି...
କରୋନାର ନୂଆ ଷ୍ଟ୍ରେନରେ ବି କାମ କରିବ ଭ୍ୟାକ୍ସିନ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୨୯ ।୧୨: କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଏବେ ଚିନ୍ତା ବଢାଇ ଦେଇଛି । ଦେଶରେ ଏହା ପ୍ରବେଶ କରି ସାରିଥିବା ବେଳେ ଏହା କେତେ ମାରାତ୍ମକ ତାହା ପ୍ରମାଣିତ ନ ହୋଇଥିଲେ ବି ଏହା ପୂର୍ବାପେକ୍ଷା ଅଧିକ କ୍ଷତି...
ଚକୋଲେଟ୍ ଡବାରେ ଏମିତି ଉପାୟରେ ସୁନା ନେଉଥିଲେ ମହିଳା, ଆଉ ତା’ ପରେ…
ମୁମ୍ବାଇ,୨୯ା୧୨: ସୁନାଚୋରି ଅଭିଯୋଗରେ ମୁମ୍ବାଇ ଏୟାରପୋର୍ଟ ପୋଲିସ ଜଣେ ମହିଳାଙ୍କୁ ଗିରଫ କରିଛି। ଏହି ମହିଳା ଚୋରି କରିବାର ଉପାୟ ଜାଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ମହିଳା ଜଣକ ଚକୋଲେଟ୍ର କାର୍ବନ ପେପର ରାପର ପରି ସୁନା ଚୋରି କରୁଥିଲେ।...
ଆନ୍ଦୋଳନରେ ବସିଥିବା କୃଷକଙ୍କୁ ୱାଇ ଫାଇ ସୁବିଧା ଯୋଗାଇ ଦେବେ ଦିଲ୍ଲୀ ସରକାର!
ନୂଆଦିଲ୍ଲୀ,୨୯ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ମାସେରୁ ଊର୍ଦ୍ଧ୍ୱ ସମୟ ହେଲା ବିଭିନ୍ନ ରାଜ୍ୟର କୃଷକ ଆନ୍ଦୋଳନରେ ବସିଛନ୍ତି । ବହୁ ଅସୁବିଧା ପରେ ବି କୃଷକ ସେମାନଙ୍କ ଜିିଦରେ ଅଟଳ...
ଭାଜପାକୁ କଡା ଚ୍ୟାଲେଞ୍ଜ୍ ଦେଲେ ଦିଦି: ଦମ୍ ଅଛି ତ ୩୦ ଆସନ ଜିତି ଦେଖାଅ
କୋଲକତା,୨୯।୧୨: ପୁଣି ଭାଜପା ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବୀରଭୂମରେ ମଙ୍ଗଳବାର ପଦଯାତ୍ରା ବାହାର କରି ଏକ ରାଲିରେ ସମ୍ବୋଧିତ କରିଥିଲେ। ମମତା ଏଠାରେ ଭାଜପାକୁ କଡା ଚ୍ୟାଲେଞ୍ଜ କରି କହିଥିଲେ ଯେ, ଭାଜପା ପ୍ରଥମେ ପଶ୍ଚିମବଙ୍ଗରେ...
ପୁତ୍ର ସନ୍ତାନ ଜନ୍ମ ଦେଲେ ୧୨ ବର୍ଷୀୟା ବାଳିକା
ଯୋଧପୁର,୨୯।୧୨: ରାଜସ୍ଥାନର ଯୋଧପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ୧୧ ବର୍ଷ ୭ ମାସର ବାଳିକା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ହସ୍ପିଟାଲରେ ପ୍ରସବ ପରେ ବାଳିକାଙ୍କ ପରିବାର ଘଟଣାର ସତ୍ୟାସତ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି। ରିପୋର୍ଟ...
Archives


