ଜାତୀୟ

ଭାଜପା ଏମ୍‌ପିଙ୍କ ଘର ନିକଟରେ ବୋମା ବିସ୍ଫୋରଣ

କୋଲକାତା,୧୮।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ଅନେକ ସ୍ଥାନରେ ହିଂସା ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ ଉତ୍ତର ୨୪ ପ୍ରଗଣା ଜିଲାରେ ଦେଶୀ ବୋମା ବିସ୍ଫୋରଣରେ ଜଣେ ଛୋଟ ପିଲା ସମେତ ତିନିଜଣ ବ୍ୟକ୍ତି ଆହତ ହୋଇଛନ୍ତି।…

୨୬/୧୧ରେ ନିଜ ଜୀବନକୁ ବାଜି ଲଗାଇ ଅନେକଙ୍କୁ ବଞ୍ଚାଇ ଥିଲେ ମୁମ୍ବାଇର ନୂଆ କମିଶନର

ମୁମ୍ବାଇ,୧୭।୩: ବରିଷ୍ଠ ଆଇପିଏସ୍‌ ଅଫିସର ହେମନ୍ତ ନାଗ୍ରାଲେଙ୍କୁ ବୁଧବାର ମୁମ୍ବାଇ ପୋଲିସ କମିଶନର ପଦରେ ନିଯୁକ୍ତ କରାଯାଇଛି। ମୁମ୍ବାଇ ଉପରେ ହୋଇଥିବା ୨୬/୧୧ ଆତଙ୍କବାଦୀ ଆକ୍ରମଣରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଦକ୍ଷିଣ ମୁମ୍ବାଇରୁ ତାଙ୍କୁ ମିଳିଥିଲା ଏକ ଆରଡିଏକ୍ସ…

ସରକାରକୁ ଫେରିଲେ ଏମିତି ଉନ୍ନତି କରିବ ଟିଏମ୍‌ସି

କୋଲକାତା,୧୭।୩: ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ବୁଧବାର ଦଳର ନିର୍ବାଚନୀ ମେନିଫେଷ୍ଟୋ ପ୍ରକାଶ କରିଛନ୍ତି। ଏଥିରେ ତାଙ୍କ ଦଳ ସରକାରକୁ ଫେରିଲେ କେଉଁ ଭଳି ଉନ୍ନତି କରିବ, ତାହା ସୂଚନା ଦେଇଛି। ପୁଣି ଥରେ…

ଶୁଭେନ୍ଦୁ ଅଧିକାରୀଙ୍କ ନାମାଙ୍କନ ଖାରଜ ପାଇଁ ଦାବି କଲା ଟିଏମ୍‌ସି

କୋଲକାତା,୧୭।୩: ଭାଜପାର ଶୁଭେନ୍ଦୁ ଅଧିକାରୀଙ୍କ ଭୋଟର ଷ୍ଟାଟସ୍‌ରେ ସେ ନନ୍ଦିଗ୍ରାମରେ ରହୁଥିବା ଦର୍ଶାଇଛନ୍ତି। ସେ ଏଠାରେ ରହୁ ନାହାନ୍ତି ଓ ରେସିଡେନ୍ସ ବିବରଣୀରେ ମିଥ୍ୟା ପ୍ରମାଣପତ୍ର ଦେଇଥିବା ଅଭିଯୋଗ ଆଣିଛି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ। ଭୁଲ ରେସିଡେନ୍ସ ବିବରଣୀ…

ମର୍ସିଡିଜ କାରରେ ଲୁଚାଇ ରଖିଥିଲେ ବିସ୍ଫୋରକ ଭର୍ତ୍ତି ଗାଡିର ନମ୍ବର ପ୍ଲେଟ

ନୂଆଦିଲ୍ଲୀ୧୭।୩: ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ଏକ ବିସ୍ଫୋରକ ଭର୍ତ୍ତି ଗାଡି ମିଳିବା ଘଟଣାରେ ନିଲମ୍ବିତ ହୋଇଥିବା ପୋଲିସ ଅଧିକାରୀ ସଚିନ ବାଜେଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି। ତାଙ୍କ ବିରୋଧରେ ଏନ୍‌ଆଇଏ ହାତରେ ଲାଗିଛି ଅନ୍ୟ ଏକ ପ୍ରମାଣ।…

ଜଣଙ୍କୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ ୫ ଜଣ

ଆଗ୍ରା,୧୭।୩: ସେପ୍ଟିକ ଟ୍ୟାଙ୍କରେ ବୁଡ଼ି ପ୍ରାଣ ହରାଇଛନ୍ତି ୩ ଭାଇଙ୍କ ସମେତ ୫ ଜଣ। ଏଭଳି ହୃଦୟ ବିଦାରକ ଘଟଣା ଆଗ୍ରାର ଫତେହାବାଦ ଥାନା ଅନ୍ତର୍ଗତ ପ୍ରତାପପୁରା ଗ୍ରାମରେ ଘଟିଛି। ଫତେହାବାଦ ଥାନାର ବରିଷ୍ଠ ପୋଲିସ ଅଧିକରୀ ବାବଲୁ କୁମାରଙ୍କ ଅନୁଯାୟୀ,…

ହେମନ୍ତ ହେଲେ ମୁମ୍ବାଇ ପୋଲିସର ନୂତନ କମିଶନର

ମୁମ୍ବାଇ,୧୭।୩: ମୁମ୍ବାଇ ସ୍ଥିତ ମୁକେଶ ଅମ୍ବାନୀଙ୍କ ଘର ଆଗରୁ ବିସ୍ଫୋରକ ଭର୍ତ୍ତି ଗାଡି ଜବତ ହେବା ଘଟଣାରେ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ସଚିନ ବାଜେ ଗିରଫ ହେବା ପରେ ମୁମ୍ବାଇ ପୋଲିସରେ ଏକ ବଡ଼ ଧରଣର ଅଦଳ ବଦଳ ଦେଖିବାକୁ ମିଳିଛି। ରାଜ୍ୟ…

ମୂଲ୍ୟହୀନ ହୋଇ ପଡ଼ିଲା ମମତା; ପୁଅ ଚାପୁଡାରେ ଚାଲିଗଲା ମା’ର ଜୀବନ

ନୂଆଦିଲ୍ଲୀ,୧୭।୩ : ପୁଅ ଚାପୁଡ଼ାରେ ଚାଲି ଯାଇଛି ୭୬ ବର୍ଷୀୟା ମା’ର ଜୀବନ। ଏହି ଘଟଣା ଦ୍ୱାରକାରେ ଘଟିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅବତାର କୌର ନାମକ ଜଣେ ମହିଳାଙ୍କୁ ସୋମବାର ଚାପୁଡା ମାରିଥିଲେ ପୁଅ। ଏହାପରେ ଚେତା ହରାଇ…

ପୂର୍ବରୁ ସିପିଏମ୍‌ ମୋତେ ପିଟୁଥିଲା, ଏବେ ତାହା ଭାଜପା କରୁଛି: ମମତା ବାନାର୍ଜୀ

କୋଲକାତା,୧୭।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ନିର୍ବାଚନ ରାଲିରେ ଉଭୟ ବିରୋଧୀ ଦଳ ସିପିଏମ ଏବଂ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଥିଲେ, ମୋ ଜୀବନରେ ଅନେକ ଥର ମାଡ ଖାଇଛି। ପୂର୍ବରୁ ସିପିଏମ ମୋତେ ମାଡ ମାରୁଥିଲା, ଏବେ…

ରାମଙ୍କ ବିନା ଭାରତର କାର୍ଯ୍ୟ ଚାଲିପାରିବ ନାହିଁ: ଯୋଗୀ ଆଦିତ୍ୟନାଥ

ଗୁଆହାଟୀ,୧୭।୩:ଆସାମ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ଏଠାରେ ଏକ ରାଲି କରୁଛନ୍ତି। ଯୋଗୀ ଆଦିତ୍ୟନାଥ ଆସାମର ହୋଜାଇରେ ରାଲି କରୁଛନ୍ତି। ରାଲି ପୂର୍ବରୁ ଆଦିତ୍ୟନାଥ ଗୁଆହାଟୀର ପ୍ରସିଦ୍ଧ କାମାକ୍ଷା ମନ୍ଦିରକୁ ପୂଜା କରିଥିଲେ। ଏହି…

ମୋଦିଙ୍କ କରୋନା ସମୀକ୍ଷା ବୈଠକ: ଟ୍ରିପଲ ‘ଟି’ ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୧୭।୩: ଦେଶରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଛି। ଏପରିସ୍ଥଳେ କେନ୍ଦ୍ର ଏବଂ ରାଜ୍ୟ ସରକାର ଆଲର୍ଟରେ ରହିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା…

ମିଗ୍‌-୨୧ ଦୁର୍ଘଟଣାଗ୍ରସ୍ତ: ଗ୍ରୁପ୍‌ କ୍ୟାପଟେନ୍‌ ମୃତ

ନୂଆଦିଲ୍ଲୀ,୧୭।୩: ଭାରତୀୟ ବାୟୁସେନାର ମିଗ୍‌-୨୧ ବାଇସନ୍‌ ଯୁଦ୍ଧ ବିମାନ ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ମଧ୍ୟଭାରତର ଏକ ଏୟାରବେସ୍‌ରୁ ବିମାନଟି ଉଡ଼ାଣ ଆରମ୍ଭ କରିଥିଲା। ତେବେ ହଠାତ୍‌ ଏହା ଜଳି ଉଠିଥିଲା। ଏହି ଦୁର୍ଘଟଣାରେ ଗ୍ରୁପ୍‌ କ୍ୟାପଟେନ୍‌ ଏ.ଗୁପ୍ତାଙ୍କର ମୃତ୍ୟୁ ଘଟିଥିବା ଭାରତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri