ଆମେରିକାରେ ଗୁଳିମାଡ଼, ୮ ମୃତ
ଓ୍ବାଶିଂଟନ, ୧୭।୩: ଆମେରିକାର ଆଟାଲାଣ୍ଟାରେ ଭୟାନକ ଗୁଳିମାଡ ହୋଇଛି। ଅଟଲାଣ୍ଟା ସ୍ଥିତ ଜର୍ଜିଆର ୩ଟି ସ୍ପା ଭିତରେ ପଶି ଜଣେ ଦୁର୍ବୃତ୍ତ ଏହି ଗୁଳିମାଡ କରିଥିଲେ। ଏଥିରେ ୪ଜଣ ମହିଳାଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ଏହି…
ଚାଷୀଙ୍କ ପରେ ବ୍ୟାଙ୍କ କର୍ମଚାରୀ
କରୋନା ଲକ୍ଡାଉନ୍ ସାରା ଦେଶର ଅର୍ଥନୀତିକୁ ଉଜାଡ଼ି ଦେଇଥିବାରୁ ଅର୍ଥ ବ୍ୟବସ୍ଥାକୁ ସଜାଡ଼ିବା କେନ୍ଦ୍ର ସରକାରଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଆବଶ୍ୟକ। କିନ୍ତୁ ସରକାର ବିପର୍ଯ୍ୟସ୍ତ ଅର୍ଥନୀତିକୁ ଟ୍ରାକ୍କୁ ଫେରାଇ ଆଣିବା ପରିବର୍ତ୍ତେ ଏହାକୁ ଆହୁରି ବିପଦ ମଧ୍ୟକୁ ଠେଲିଦେବା ଭଳି…
ସୌଦି ଆରବରେ ଭାରତୀୟ ହିନ୍ଦୁଙ୍କ ମୃତଦେହକୁ ପୋତା ଯାଇଥିବା ଅଭିଯୋଗ
ନୂଆଦିଲ୍ଲୀ,୧୬।୩ : ଦିଲ୍ଲୀ ହାଇକୋର୍ଟଙ୍କ ସାମ୍ନାକୁ ଆସିଛି ଏକ ବିଚିତ୍ର ମାମଲା। ସୌଦି ଆରବରେ ଜଣେ ଭାରତୀୟ ହିନ୍ଦୁଙ୍କୁ ଭୁଲ ବଶତଃ ମୁସଲିମ ପରମ୍ପରା ରୀତିନୀତିରେ ପୋତି ଦିଆଯାଇଛି। ମୃତ୍ୟୁ ପ୍ରମାଣପତ୍ରରେ ଧର୍ମ ପାଇଁ ନିର୍ଦ୍ଧାରିତ ସ୍ଥାନରେ ହିନ୍ଦୁ ବଦଳରେ ମୁସଲିମ…
ଇସ୍ତଫା ଦେଲେ ମୋଦିଙ୍କ ମୁଖ୍ୟ ପରାମର୍ଶଦାତା
ନୂଆଦିଲ୍ଲୀ,୧୬।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ପରାମର୍ଶଦାତା ପି. କେ. ସିହ୍ନା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଭଳି ପଦକ୍ଷେପ ପଛରେ ବ୍ୟକ୍ତିଗତ କାରଣ ରହିଛି। ପୂର୍ବତନ କ୍ୟାବିନେଟ୍ ସଚିବ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଗତ ୧୮ ମାସ…
‘ ଭାଜପା ପାଇଁ ଭୋଟ ନାହିଁ ’ ପୋଷ୍ଟର
କୋଲକାତା,୧୬।୩ : ଭାଜପା-ତୃଣମୂଳ କଂଗ୍ରେସ ମଧ୍ୟରେ ପଶ୍ଚିମବଙ୍ଗ ହାତେଇବା ପାଇଁ ଚାଲିଥିବା ଯୁଦ୍ଧ ଏବେ ପହଞ୍ଚିଛି କୋଲକାତାର ଆଇକ୍ନିକ କଫି ହାଉସରେ। କଲେଜ ଷ୍ଟ୍ରିଟ୍ରେ ଥିବା କଫି ହାଉସର ପ୍ରଥମ ଫ୍ଲୋରରେ ଲାଗିଥଲା ଭାଜପା ବିରୋଧୀ ପୋଷ୍ଟର, ଯେଉଁଥିରେ ‘ଭାଜପା ପାଇଁ…
ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ ସହର ମଧ୍ୟରୁ ଭାରତର ୨୨
ନୂଆଦିଲ୍ଲୀ,୧୬।୩ : ଦେଶର ଲୋକଙ୍କୁ ଚିନ୍ତାରେ ପକାଇଲା ଭଳି ଏକ ତଥ୍ୟ ସାମ୍ନାକୁ ଆସିଛି। ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱର ସବୁଠୁ ପ୍ରଦୂଷିତ ୩୦ ସହର ମଧ୍ୟରେ ରହିଛି ଭାରତର ୨୨ଟି ସିଟି। ଆଉ ଦିଲ୍ଲୀକୁ ସବୁଠୁ ପ୍ରଦୂଷିତ ରାଜଧାନୀ ମାନ୍ୟତା…
୨ ମାସ ମଧ୍ୟରେ ବଳାତ୍କାର ପୀଡ଼ିତାଙ୍କୁ ମିଳିଲା ନ୍ୟାୟ
ଲକ୍ଷ୍ନୌ,୧୬।୩ : ଉତ୍ତର ପ୍ରଦେଶରେ ଏଟାଓ୍ବା ଜିଲାର ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ଘଟଣାର ୫୫ ଦିନରେ ଆଜୀବନ କାରଦଣ୍ଡ ଶୁଣାଇଛନ୍ତି କୋର୍ଟ। ଆମ ଦେଶରେ ଏତେ ଶୀଘ୍ର ନ୍ୟାୟ ମିଳିବା ଘଟଣା ବୋଧହୁଏ ପ୍ରଥମ। ତେବେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ତଦନ୍ତ…
ରେଳବାଇ ଭାରତର ସମ୍ପତ୍ତି, ଏହାର ଘରୋଇକରଣ କେବେ ବି ହେବନାହିଁ: ରେଳମନ୍ତ୍ରୀ
ନୂଆଦିଲ୍ଲୀ,୧୬।୩: ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ ରେଳବାଇ ଭାରତର ସମ୍ପତ୍ତି। ଏହାର ଘରୋଇକରଣ କେବେହେଲେ କରାଯିବ ନାହିଁ। ଯାତ୍ରୀମାନଙ୍କୁ ଭଲ ସୁବିଧା ମିଳିବା ଲାଗି ତଥା ରେଳ ମାଧ୍ୟମରେ ଅର୍ଥନୀତିକୁ ମଜଭୂତ କରିବା ଭଳି କାର୍ଯ୍ୟ…
ଭାଜପାର ନୂଆ ଗେମ୍ ପ୍ଲାନ୍: ମମତାଙ୍କୁ କରାଯିବନି ଆକ୍ଷେପ
କୋଲକାତା,୧୬।୩: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ଛକାପଞ୍ଝା ସ୍ଥିତିି ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଗୋଡ଼ ଭାଙ୍ଗିବା ଦ୍ୱାରା ଭୋଟର ତାଙ୍କ ଆଡ଼କୁ ମୁହାଁଇବା ସ୍ବାଭାବିକ ବୋଲି ଭାଜପା ଚିନ୍ତା କରୁଛି।…
୪ ମେଟ୍ରୋରେ ରାତ୍ରକାଳୀନ କର୍ଫ୍ୟୁ
ଅହମଦାବାଦ,୧୬।୩: ଗୁଜରାଟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅହମଦାବାଦ, ବଡୋଦରା, ସୁରଟ ଏବଂ ରାଜକୋଟ ଆଦି ୪ ମେଟ୍ରୋ ସହରରେ ରାତ୍ରକାଳୀନ କର୍ଫ୍ୟୁ ଜାରି କରାଯାଇଛି। ମାର୍ଚ୍ଚ ୧୭ରୁ ୩୧ ପର୍ଯ୍ୟନ୍ତ ଏହା…
ରେଲଓ୍ବେର ହେବନି ସମ୍ପୂର୍ଣ୍ଣ ଘରୋଇ କରଣ
ନୂଆଦିଲ୍ଲୀ,୧୬।୩: ରେଲଓ୍ବେର ସମ୍ପୂର୍ଣ୍ଣ ଘରୋଇ କରଣ ହେବ ନାହିଁ। ଏହାର କିଛି ଅଂଶ ଘରୋଇ କରଣ ହେବ ବୋଲି ମଙ୍ଗଳବାର ରେଳମନ୍ତ୍ରୀ ପୀୟୂଷ ଗୋଏଲ୍ ଲୋକ ସଭାରେ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରଣାଳୟ ସରକାରୀ ସମ୍ପତ୍ତି ଏହା ସରକାରୀ ରହିବ। ଇତିମଧ୍ୟରେ…
କୋଲକତାରେ ବସି ଷଡଯନ୍ତ୍ର ରଚୁଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ: ମମତା
କୋଲକତା,୧୬।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ବାଙ୍କୁରାରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରିଥିଲେ। ଏଠାରେ ଜନସାଧାରଣଙ୍କୁ ସମ୍ବୋଧିତ କରି ସେ କହିଥିଲେ ଯେ, ମୁଁ ପ୍ରତିଦିନ୨୫-୩୦ କିଲୋମିଟର ଚାଲିଥାଏ। କିନ୍ତୁ ଏବେ ଛିଡା ହୋଇ କଥା କହି ପାରିବାକୁ…
Archives


