ଜାତୀୟ

ସରକାରୀ ହସ୍ପିଟାଲରେ ଅଗ୍ନିକାଣ୍ଡ: ୧୦ ନବଜାତ ଶିଶୁ ମୃତ

ଭଣ୍ଡାରା,୯।୧: ମହାରାଷ୍ଟ୍ରର ଭଣ୍ଡାରା ଜିଲାରେ ଥିବା ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଅଗ୍ନିକାଣ୍ଡ ଯୋଗୁ ୧୦ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନବଜାତ କେୟାର ୟୁନିଟ୍‌ରେ ଶୁକ୍ରବାର-ଶନିବାର ରାତ୍ର...

ପୂର୍ବତନ ସେନା ଅଧିକାରୀ ଗିରଫ

ମିରଟ୍‌, ୯ା୧: ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ ଅଧିକାରୀ ସୌରଭ ଶର୍ମାଙ୍କୁ ଉତ୍ତରପ୍ରଦେଶର ହାପୁଡ ଜିଲାରୁ ଗିରଫ କରାଯାଇଛି। ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇକୁ ଦେଶର ଆଭ୍ୟନ୍ତରୀଣ କାର୍ଯ୍ୟକଳାପ ସହ ଜଡିତ ସୂଚନା ସେ...

ଜାନୁୟାରୀ ଶେଷ ସୁଦ୍ଧା ସମ୍ପତ୍ତି ତାଲିକା ଦିଅ

ନୂଆଦିଲ୍ଲୀ, ୯।୧(ପି.ଟି.): ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଫିସରମାନେ ଜାନୁୟାରୀ ୩୧ ସୁଦ୍ଧା ସେମାନଙ୍କର ସ୍ଥାବର ସମ୍ପତ୍ତି ତାଲିକା ଦାଖଲ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି। ସମ୍ପତ୍ତି ତାଲିକା ଦାଖଲ ନ କଲେ ସେମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ...

ଆଇନ ପ୍ରତ୍ୟାହାରକୁ କେନ୍ଦ୍ରର ନା

ନୂଆଦିଲ୍ଲୀ, ୯।୧: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଦେଢ଼ ମାସ ହେଲା ଜାରି ରହିଥିବାବେଳେ ଶୁକ୍ରବାର ସରକାର ଓ କୃଷକ ସଂଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ଆଲୋଚନା ବିନା ନିଷ୍କର୍ଷରେ ଶେଷ ହୋଇଛି।...

ଟିକା ପରିବହନ ଲାଗି ଗାଇଡ୍‌ଲାଇନ

ନୂଆଦିଲ୍ଲୀ, ୯।୧(ପି.ଟି.): କୋଭିଡ୍‌ ଟିକା ପରିବହନ ଯୋଜନାରେ ଥିବା ସମସ୍ତ ବିମାନ ଅପରେଟରଙ୍କ ପାଇଁ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଶୁକ୍ରବାର ଗାଇଡ୍‌ଲାଇନ ଜାରି କରିଛନ୍ତି। ଏହି ଟିକାକୁ ଡ୍ରାଏ ଆଇସ୍‌ରେ ପ୍ୟାକ୍‌ କରି ଦେଶର ବିଭିନ୍ନ ସ୍ଥାନକୁ ନେବାକୁ...

ଡଲ୍‌ଫିନ୍‌କୁ ପିଟି ମାରିଦେଲେ

ଲକ୍ଷ୍ନୌ, ୯ା୧: ପ୍ରକୃତିକୁ ବିପଦ ମୁହଁକୁ ଠେଲିଚାଲିଥିବା ମଣିଷ ପୁଣି ବର୍ବରତାର ସୀମା ଟପିଛି। ଜାତୀୟ ଜଳଜୀବ ମାନ୍ୟତା ପାଇଥିବା ଏକ ଗାଞ୍ଜେଟିକ୍‌ ରିଭର ଡଲଫିନକୁ ପିଟିପିଟି ହତ୍ୟା କରାଯାଇଛି। ଏଥି ସହ ଏହି ଦୃଶ୍ୟର ଭିଡିଓ କରିଛନ୍ତି ଅଭିଯୁକ୍ତ।...

୧୧ରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୮।୧: ଆସନ୍ତା ସପ୍ତାହଠାରୁ ଦେଶରେ ଆରମ୍ଭ ହେବାକୁ ଯାଉଛି କରୋନା ଟିକା ଦାନ ବ୍ୟବସ୍ଥା। ଏହା ପୂର୍ବରୁ ଆସନ୍ତା ୧୧ ତାରିଖ ଅପରାହ୍ନ ୪ଟାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀମାନଙ୍କ ସହ ଏକ ବୈଠକରେ ଆଲୋଚନା କରିବେ...

ଥିଏଟରରେ ଶତ ପ୍ରତିଶତ ଅକୁପେନ୍‌ସି ନିଷ୍ପତ୍ତିକୁ ବାତିଲ କଲା ତାମିଲନାଡୁ ସରକାର

ଚେନ୍ନାଇ,୮।୧- ସିନେମା ହଲ ଓ ମଲ୍ଟିପ୍ଲେକ୍ସରେ ଶତ ପ୍ରତିଶତ ଦର୍ଶକଙ୍କୁ ପ୍ରବେଶ ଅନୁମତିକୁ ଶୁକ୍ରବାର ବାତିଲ କରିଛି ତାମିଲନାଡୁ ସରକାର। କିନ୍ତୁ ସରକାର ସ୍ବତନ୍ତ୍ର ଶୋକୁ ସ୍କ୍ରିନିଂ ପାଇଁ ଥିଏଟରଗୁଡ଼ିକୁ ଅନୁମତି ଦେଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା...

ବଦାଉଁ ଗଣବଳାତ୍କାର, ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ପୂଜାରି ଗିରଫ

ବଦାଉଁ,୮।୧- ଗତ ସପ୍ତାହରେ ଜଣେ ୫୦ ବର୍ଷୀୟା ଅଙ୍ଗନଓ୍ବାଡି କର୍ମୀଙ୍କ ଗଣବଳାତ୍କାର ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ। ପୂଜାରି ସତ୍ୟାନନ୍ଦଙ୍କୁ ପୋଲିସ ଗୁରୁବାର ରାତିରେ ଗିରଫ କରିଥିବା ସୂଚନା ଦେଇଛନ୍ତି ବଦାଉଁ...

ଅଷ୍ଟମ ପର୍ଯ୍ୟାୟ ବୈଠକ: ବାହାରିଲାନି କୌଣସି ସମାଧାନ

ନୂଆଦିଲ୍ଲୀ,୮।୧: ବିଜ୍ଞାନ ଭବନରେ ଶୁକ୍ରବାର ସରକାର ଓ କୃଷକ ସଙ୍ଗଠନ ମଧ୍ୟରେ ଅଷ୍ଟମ ପର୍ଯ୍ୟାୟ ବୈଠକ ହୋଇଥିଲା। ବୈଠକରେ ନୂତନ କୃଷି ଆଇନ ଏବଂ ଏମ୍‌ଏସପିକୁ ନେଇ ଆଲୋଚନା ହୋଇଥିଲା। ହେଲେ ବୈଠକରେ କୌଣସି ସମାଧାନର ବାଟ ବାହାରିପାରି ନାହିଁ।...

ସିକ୍ୟୁରିଟି ଗାର୍ଡ ଭାବେ କରୁଥିଲେ କାମ: ଏବେ ଚା’ ଷ୍ଟାଟ୍‌ଅପ୍‌ କରି ମାସକୁ ୨ ଲକ୍ଷ କମାଉଛନ୍ତି ଏହି ଯୁବକ

ପୁଣେ: ଚା’ ଷ୍ଟାଟ୍‌ଅପ୍‌ରୁ ଲକ୍ଷପତି। ଏଭଳି କିଛି କାରନାମା କରିଦେଖାଇଛନ୍ତି ମହାରାଷ୍ଟ୍ରର ପୁଣେରେ ରହୁଥିବା ରେଭେନ୍‌ ସିନ୍ଦେ। ୨୦୧୯ରେ ସେ ଷ୍ଟାଟ୍‌ଅପ୍‌ ଆରମ୍ଭ କରିଥିବା ବେଳେ ଏବେ ସେ ମାସକୁ ୨ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ରେଭେନ୍‌ ପୂର୍ବରୁ...

୫୦୦ ବର୍ଷଧରି ଏହି ଗାଁ ଲୋକମାନେ ଗ୍ରହଣ କରିନାହାନ୍ତି ଆମିଷ ଓ ନିଶାଦ୍ରବ୍ୟ : ଜାଣନ୍ତୁ କ’ଣ ରହିଛି କାରଣ

ଉତ୍ତରପ୍ରଦେଶର ଦେଓବନ୍ଦଠାରୁ ୫ କିଲୋମିଟର ଦୂରରେ ଏକ ଏକରି ଗାଁ ଅଛି, ଯାହାକୁ ନେଇ ସବୁଆଡେ ଚର୍ଚ୍ଚା ହେଉଛି। ମାଙ୍ଗାଲୋର ରୋଡରେ ଥିବା କାଳୀ ନଦୀ କୂଳରେ ଅବସ୍ଥିତ ମିରାଗପୁର ଗାଁ ଏହାର ବିଶେଷ ଜୀବନଶୈଳୀ ଏବଂ ସ୍ବଭାବିକ୍‌ ଖାଦ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri