ଆର୍. ମାଧବନ କରୋନା ପଜିଟିଭ୍
ମୁମ୍ବାଇ,୨୫।୩: ରାଞ୍ଚୋଙ୍କ ପରେ ଏବେ ଫରହାନ୍ଙ୍କ ପାଳି ପଡ଼ିଛି। ବଲିଉଡ୍ ଅଭିନେତା ଆମୀର ଖାଁ ବୁଧବାର କରୋନା ପଜିଟିଭ୍ ହୋଇଥିଲେ। ହିନ୍ଦୀ ଫିଲ୍ମ ଥ୍ରୀ ଇଡିୟଟ୍ରେ ଦ୍ୱିତୀୟ ଇଡିୟଟ୍ ସାଜିଥିବା ବଲିଉଡ୍ ଅଭିନେତା ଆର୍.ମାଧବନଙ୍କ ନମୁନା ପରୀକ୍ଷା ରିପୋର୍ଟ ଏବେ କରୋନା…
ଜିତିଲେ ଜହ୍ନ ମାମୁଁ ଦେଶ ନେବି ବୁଲାଇ: ପ୍ରତିଶ୍ରୁତି ଦେଲେ ନିର୍ଦଳୀୟ ପ୍ରାର୍ଥୀ
ଚେନ୍ନାଇ,୨୫।୩: ନିର୍ବାଚନରେ ଭୋଟରଙ୍କୁ ହାତେଇବା ପାଇଁ ପ୍ରାର୍ଥୀମାନେ ବହୁ ପ୍ରତିଶ୍ରୁତି ଦେଇଥାନ୍ତି। ବହୁ ସମୟରେ ଏସବୁ ପ୍ରତିଶ୍ରୁତି ପାଣିର ଗାର ଭଳି ପ୍ରବଞ୍ଚନାରେ ପରିଣତ ହୋଇଥାଏ। ବିଚରା ଭୋଟର କେବଳ ନିଜର ଅଧିକାର ସାବସ୍ତ୍ୟ କରି ଚାଲିଥାନ୍ତି। ତାମିଲନାଡୁରେ ମଦୁରାଇ ବିଧାନସଭା…
ଲୋକ ସଭା ଅନିର୍ଦ୍ଦିଷ୍ଟ କାଳ ଲାଗି ସ୍ଥଗିତ
ନୂଆଦିଲ୍ଲୀ,୨୫।୩: ଲୋକ ସଭାକୁ ଅନିର୍ଦ୍ଦିଷ୍ଟ କାଳ ଲାଗି ଗୁରୁବାର ସ୍ଥଗିତ ରଖାଯାଇଛି। କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହିତ କେରଳ, ତାମିଲନାଡୁ, ଆସାମ, ପଶ୍ଚିମବଙ୍ଗ ଆଦି ୪ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଲୋକ ସଭାର ବଜେଟ ଅଧିବେଶନକୁ ସମୟ…
ରାଜ୍ୟପାଳଙ୍କ ପାଖରେ ଆମକୁ ଭେଟିବାକୁ ସମୟ ନାହିଁ: ସଞ୍ଜୟ ରାଓ୍ବତ
ମୁମ୍ବାଇ,୨୫।୩: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ରାଜ୍ୟ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। ବିରୋଧୀଙ୍କ ଆଲୋଡ଼ନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟପାଳ ଭଗତ…
ବିଗିଡିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ବାସ୍ଥ୍ୟାବସ୍ଥା
ନୂଆଦିଲ୍ଲୀ,୨୫।୩: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଫଳରେ ତାଙ୍କୁ ବିମାନ ଯୋଗେ ଦିଲ୍ଲୀ ଏମ୍ସକୁ ନିଆଯାଉଛି। ହରିଶ ରାୱତ, ସ୍ତ୍ରୀ ଏବଂ ଝିଅ କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଥିଲେ। ଏହି ସମୟ ହରିଶଙ୍କ…
ସ୍ଥାୟୀ କମିଶନ ପ୍ରକ୍ରିୟା ଭେଦଭାବପୂର୍ଣ୍ଣ: ରିଭ୍ୟୁ ନିର୍ଦ୍ଦେଶ ଦେଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ,୨୫।୩: ଭାରତୀୟ ସେନାରେ ସ୍ଥାୟୀ କମିଶନ ପ୍ରକ୍ରିୟାରେ ପାତରଅନ୍ତର କରାଯାଉଥିବା ନେଇ ସୁପ୍ରିମ୍କୋର୍ଟ ଗୁରୁବାର ଗୁରତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଏହା ଭେଦଭାବପୂର୍ଣ୍ଣ ବୋଲି କୋର୍ଟ କହିଛନ୍ତି। ମହିଳାଙ୍କୁ ସ୍ଥାୟୀ କମିଶନ ପ୍ରଦାନ ପ୍ରସଙ୍ଗର ରିଭ୍ୟୁ କରିବା ସହିତ ୨ ମାସ ମଧ୍ୟରେ…
କେରଳରେ ଅଧିକ ଶିକ୍ଷିତ ଥିବାରୁ ଭାଜପାକୁ ମିଳୁନି ଭୋଟ
ଥିରୁଭାନନ୍ତପୁରମ୍,୨୫।୩: କେରଳରେ ଏପ୍ରିଲ୍ ୬ରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ରାଜ୍ୟର ୧୪୦ ଆସନ ବିଶିଷ୍ଟ ବିଧାନସଭାରେ ଭାଜପା ପାଖରେ ଜଣେ ମାତ୍ର ବିଧାୟକ ରହିଛନ୍ତି। ସେ ହେଉଛନ୍ତି ଓ. ରାଜଗୋପାଳ। ଏବେ ସେ ଏକ ସାକ୍ଷାତ୍କାରରେ ଦେଇଥିବା…
୨୦ ଭାରତୀୟ ଧୀବରଙ୍କୁ ଗିରଫ କଲା ଶ୍ରୀଲଙ୍କା
ରାମେଶ୍ୱରମ୍,୨୫।୩: ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗରେ ୨୦ ଧୀବରଙ୍କୁ ଶ୍ରୀଲଙ୍କା ନୌସେନା ପକ୍ଷରୁ ଗିରଫ କରାଯାଇଛି। ଭାରତୀୟ ଧୀବରମାନେ ମାଛ ଧରା ପାଇଁ ବ୍ୟବହାର କରୁଥିବା ୨ଟି ବୋଟ ଏବଂ ଜାଲକୁ ଜବତ କରାଯାଇଛି। ଧୀବରମାନେ ରାମେଶ୍ୱରମ୍…
ଓଲଟିଲା ସେନା ଜିପ୍ସି: ୩ ଯବାନ ଜୀବନ୍ତ ଦଗ୍ଧ
ଶ୍ରୀଗଙ୍ଗାନଗର,୨୫।୩: ରାଜସ୍ଥାନର ଶ୍ରୀଗଙ୍ଗନଗର ଜିଲାରେ ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର-ଗୁରୁବାର ବିଳମ୍ବିତ ରାତ୍ରରେ ଭାରତୀୟ ସେନାର ଏକ ଜିପ୍ସି ଓଲଟି ପଡ଼ିବାରୁ ଏଥିରେ ନିଆଁ ଲାଗି ଯାଇଛି। ଏହି ଘଟଣାରେ ଜିପ୍ସିରେ ଥିବା…
ବସ୍ଷ୍ଟାଣ୍ଡ୍ରେ ଜଳି ଗଲା ୭ ବସ୍
ଦାମୋହ,୨୫।୩: ମଧ୍ୟପ୍ରଦେଶ ଦାମୋହରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ବସ୍ଷ୍ଟାଣ୍ଡ୍ରେ ନିଆଁ ଲାଗି ୭ଟି ବସ୍ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଗୁରୁବାର ଭୋର୍ ସମୟରେ ହଠାତ୍ ବସ୍ ଜଳୁଥିବା ଦେଖି ସ୍ଥାନୀୟ ଅଞ୍ଚଳର ଜଣେ ଚା’ ଦୋକାନୀ ଇମ୍ରାନ୍ ଖାଁ…
ମାର୍ଚ୍ଚ ୨୬ ଭାରତ ବନ୍ଦ: ଅଣ୍ଟା ଭିଡ଼ିଲା କୃଷକ ମୋର୍ଚ୍ଚା
ନୂଆଦିଲ୍ଲୀ,୨୫।୩: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। କୃଷକ ମୋର୍ଚ୍ଚା ପକ୍ଷରୁ ମାର୍ଚ୍ଚ ୨୬ରେ ଭାରତ ବନ୍ଦ ଡାକରା ଦିଆଯାଇଛି। କୃଷକ ମୋର୍ଚ୍ଚାକୁ ବ୍ୟବସାୟୀ ସଂଗଠନ, ଟ୍ରେଡ୍ ୟୁନିଅନ ଏବଂ ରେଳଓ୍ବେ…
ତହସିଲଦାର୍ଙ୍କ ଘରେ ଚଡ଼ାଉ: ଭୟରେ ପୋଡ଼ିଦେଲେ ୨୦ ଲକ୍ଷ ନୋଟ୍
ଜୟପୁର,୨୫।୩: ଦୁର୍ନୀତି ନିବାରଣ ଟିମ୍ ଘରେ ଚଢ଼ାଇ କରିବା ପୂର୍ବରୁ ଜଣେ ତହସିଲଦାର୍ ଭୟରେ ଘରେ ଥିବା ୨୦ ଲକ୍ଷ ଟଙ୍କାର ନୋଟ୍ ଜଳାଇ ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ରାଜସ୍ଥାନର ସିରୋହି ଜିଲାରେ ଘଟିଛି। ସ୍ଥାନୀୟ ପିଣ୍ଡୋ ବାରାତ ତହସିଲଦାର୍…
Archives


