ଜାତୀୟ

ପରଲୋକରେ ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ

ଶିମଲା,୮।୭: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୀରଭଦ୍ର ସିଂଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା। ଦୀର୍ଘ ଦିନରୁ ସେ ଅସୁସ୍ଥ ଥିବା ବେଳେ ଗୁରୁବାର ଭୋର ୩ଟା ୪୦ରେ ଶିମଲା ସ୍ଥିତ…

ଆଇନ ଡିଗ୍ରୀ ଧାରୀଙ୍କୁ ମିଳିଲା ଆଇନ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୭।୭: ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣରେ କ୍ୟାବିନେଟ ପାହ୍ୟା ପାଇଥିବା ୬ ମନ୍ତ୍ରୀଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ କ୍ରୀଡ଼ାମନ୍ତ୍ରୀ କିରେନ ରିଜୁଜି। ତାଙ୍କୁ ଆଇନ ମନ୍ତ୍ରଣାଳୟ ଦିଆଯାଇଛି। ଏହାବାଦ୍‌ ସେ ସମ୍ଭାଳୁଛନ୍ତି ଯୁବ ବ୍ୟାପାର, ସଂଖ୍ୟାଲଘୁ ବ୍ୟାପାର ଓ ଆୟୁଷ ବିଭାଗର…

ମୋଦିଙ୍କ କ୍ୟାବିନେଟରେ ୭ ମହିଳା

ନୂଆଦିଲ୍ଲୀ,୭।୭: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣରେ ୭ ଜଣ ମହିଳା ସ୍ଥାନ ପାଇଛନ୍ତି। ସେମାନଙ୍କ ମଧ୍ୟରୁ ଅନୁପ୍ରିୟା ସିଂ ପଟେଲ ଉତ୍ତରପ୍ରଦେଶ ମିର୍ଜାପୁରରୁ ଦୁଇଥର ନିର୍ବାଚିତ ହୋଇଥିବା ବେଳେ ପୂର୍ବ ମୋଦି ସରକାରରେ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଥିଲେ। ସେହିପରି ସୁଶ୍ରୀ ଶୋଭା କରଣ୍ଡଲାଜେ…

ନିର୍ବାଚନୀ ଥୋପ: ୟୁପିରୁ ସର୍ବାଧିକ ୭ ମନ୍ତ୍ରୀ

ନୂଆଦିଲ୍ଲୀ,୭।୭: ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବା ଉତ୍ତରପ୍ରଦେଶରୁ ସର୍ବାଧିକ ୭ ଜଣଙ୍କୁ କେନ୍ଦ୍ରରେ ମନ୍ତ୍ରୀପଦ ମିଳିଛି। ସେମାନେ ହେଲେ କୌଶଲ କିଶୋର, ଏସ୍‌.ପି. ବାଘେଲ, ପଙ୍କଜ ଚୌଧରୀ, ବି.ଏଲ୍‌. ବର୍ମା, ଅଜୟ କୁମାର, ଭାନୁ ପ୍ରତାପ ବର୍ମା ଏବଂ ଅନୁପ୍ରିୟା…

ଏହି ମନ୍ତ୍ରଣାଳୟ ସମ୍ଭାଳିବେ ରାହୁଲଙ୍କ ପୂର୍ବତନ ଘନିଷ୍ଠ ସିନ୍ଧିଆ

ନୂଆଦିଲ୍ଲୀ,୭।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପୂର୍ବତନ ଘନିଷ୍ଠ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଛି ବିମାନ ଚଳାଚଳ ମନ୍ତ୍ରଣାଳୟ। ପୂର୍ବରୁ ଏହି ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ହର୍ଦୀପ ପୁରୀଙ୍କୁ ଦିଆଯାଇଛି ସହରାଞ୍ଚଳ ବିକାଶ ଓ ପେଟ୍ରୋଲିୟମ ମନ୍ତ୍ରଣାଳୟର ଦାୟିତ୍ୱ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ନୂଆ ମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୭।୭: ନୂଆ ମନ୍ତ୍ରୀ ଭାବେ ବୁଧବାର ସନ୍ଧ୍ୟାରେ କେନ୍ଦ୍ର କ୍ୟାବିନେଟରେ ସାମିଲ ହୋଇଥିବା ୪୩ ଜଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଅଭିନନ୍ଦନ ଜଣାଇଛନ୍ତି। ନୂଆ ମନ୍ତ୍ରୀ ଭାବେ ଶପଥ ନେଇଥିବା ସମସ୍ତ ସହକର୍ମୀଙ୍କୁ ଅଭିନନ୍ଦନ…

ଦେଶକୁ ମିଳିଲା ନୂଆ ସ୍ବାସ୍ଥ୍ୟମନ୍ତ୍ରୀ, ସାମ୍ନାରେ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ବୁଧବାର ବଡ ଧରଣର ଅଦଳବଦଳ କରାଯାଇଛି। ଦେଶକୁ ମିଳିଛି ନୂଆ ସ୍ବାସ୍ଥ୍ୟମନ୍ତ୍ରୀ। ମନସୁଖ ମାଣ୍ଡଭ୍ୟଙ୍କୁ ମିଳିଛି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେ ସ୍ବାସ୍ଥ୍ୟ ବିଭାଗ ସହିତ ସାର ଓ ରସାୟନ ବିଭାଗର…

ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିଲା ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିରେ ଏପର୍ଯ୍ୟନ୍ତ ପେଟ୍ରୋଲିୟନ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ରାଜ୍ୟସଭା ଏମ୍‌ପି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ବିଭାଗ ମିଳିଛି। ତାଙ୍କ ଭଳି ରାଜ୍ୟସଭା ସଦସ୍ୟ ପିୟୁଷ ଗୋୟଲଙ୍କୁ ଦିଆଯାଇଛି ବୟନ ମନ୍ତ୍ରଣାଳୟ। ଧର୍ମେନ୍ଦ୍ର ମଙ୍ଗଳବାର ଶିକ୍ଷା…

ମୋଦିଙ୍କ ନୂଆ ଟିମ୍‌ରେ ୪ ଡାକ୍ତର

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତ୍ରିମଣ୍ଡଳ ବୁଧବାର ସମ୍ପ୍ରସାରଣ ହୋଇଛି। ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ ନେଇଛନ୍ତି। ଗୁରୁତ୍ୱପୂର୍ଣ୍ଣ ବିଷୟ ମୋଦିଙ୍କ ନୂଆ ଟିମ୍‌ରେ ୪ ଜଣ ଡାକ୍ତର ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ପଶ୍ଚିମବଙ୍ଗର ବାଙ୍କୁରା ଆସନରୁ ଲୋକସଭାକୁ…

ଅଶ୍ୱିନୀଙ୍କୁ ରେଳ ଓ ଆଇଟି

ନୂଆଦିଲ୍ଲୀ,୭।୭: ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୪୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ଏଥିରେ ଓଡ଼ିଶାର ଭାଜପା ନେତା ଅଶ୍ୱିନୀ ବୈଷ୍ଣବଙ୍କୁ ଦୁଇଟି ବିଭାଗର ଦାୟିତ୍ୱ ମିଳିଛି। ରେଳ ଭଳି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ସହ…

ମହାମାରୀ ପରିଚାଳନାରେ ବିଫଳତା ସ୍ବୀକାର କଲା ମୋଦି ସରକାର

ନୂଆଦିଲ୍ଲୀ,୭।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କୁ ଇସ୍ତଫା ପତ୍ର ହସ୍ତାନ୍ତର କରିଥିଲେ ପୂର୍ବତନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ। ଏହାକୁ କେନ୍ଦ୍ର କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରକୁ ସମାଲୋଚନା କରିଛନ୍ତି କଂଗ୍ରେସ…

‘ଇଞ୍ଜିନ ଖରାପ, ଡବା ବଦଳାଉଛି ଭାଜପା’

ନୂଆଦିଲ୍ଲୀ,୭।୭: ଇଞ୍ଜିନ ଖରାପ ହୋଇଯାଇଥିବା ବେଳେ ଡବା ବଦଳାଯାଉଛି। ମୋଦି କ୍ୟାବିନେଟର ସମ୍ପ୍ରସାରଣକୁ ନେଇ କଂଗ୍ରେସ ପକ୍ଷରୁ ଏପରି ପ୍ରତିକ୍ରିୟା ଆସିଛି। ଏଆଇସିସି ମୁଖପାତ୍ର ରଣଦୀପ ସୁର୍ଜଓ୍ବୋଲା ବୁଧବାର କହିଛନ୍ତି, ଏହା ହେଉଛି କ୍ଷମତା ଲୁଣ୍ଠନର ବଣ୍ଟନ ଏବଂ ଦଳଡିଆଁଙ୍କ ଥଇଥାନ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri