Posted inଜାତୀୟ

ବିଧାନସଭାରେ ନମାଜ ପଢିବାକୁ ମିଳିଲା କୋଠରୀ, ଭାଜପା ନେତା କହିଲେ ହନୁମାନ ଚାଳିଶା ପଢିବାକୁ କରାଯାଉ ସୁବିଧା

ରାଞ୍ଚି,୪ ।୯: ଝାଡ଼ଖଣ୍ଡ ବିଧାନସଭା ପରିସରରେ ନମାଜ ପଢିବା ପାଇଁ କୋଠରୀ ଯୋଗାଇ ଦିଆଯିବା ପରଠାରୁ ବିବାଦ ଚରମ ସୀମାରେ ପହଞ୍ଚିଲାଣି । ଏହାକୁ ନେଇ ଏବେ ପୂର୍ବତନ ସ୍ପିକର ତଥା ଭାରତୀୟ ଜନତା ପାର୍ଟି(ଭାଜପା) ନେତାଙ୍କ ବୟାନ ସାମ୍ନାକୁ ଆସିଛି । ସେ କହିଛନ୍ତି ହିନ୍ଦୁଙ୍କ ପାଇଁ ବିଧାନସଭା ପରିସରରେ ହନୁମାନ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦିଅଯାଉ । ଏହା ପୂର୍ବରୁ ଭାଜପା ନେତା ବିରଞ୍ଚି ନାରାୟଣଙ୍କ ବୟାନ ବି ସାମନାକୁ ଆସିଥିଲା । ସେ କହିଥିଲେ ଯଦି ନମାଜ ପଢିବା ପାଇଁ କୋଠରୀ ଯାଗାଇ ଦିଆଯାଉଛି ତେବେ ହିନ୍ଦୁଙ୍କୁ ହନୁମାନ ଚାଳିଶା ପାଠ କରିବାକୁ ବି କୋଠରି ଯୋଗାଇ ଦିଆଯାଉ । ଭାଜପା ନେତା ସିପି ସିଂ କହିଛନ୍ତି, ନମାଜ ପଢିବା ପାଇଁ ବ୍ୟବସ୍ଥା କରିବାରେ ଆମର କୌଣସି ଆପତ୍ତି ନାହିଁ ହେଲେ ହନୁମାନ ମନ୍ଦିର ନିର୍ମାଣ ପାଇଁ ଯଦି ସ୍ପିକର କିଛି ଜାଗା ଦେଇ ଦିଅନ୍ତେ ତେବେ ଆମେ ଆମ ପଇସାରେ ମନ୍ଦିର ତିଆରି କରନ୍ତୁ ।


Enter your email to get our daily news in your inbox.

All Right Reserved By Dharitri.Com

ପଛଘୁଞ୍ଚା ଦେବନି ଭାରତ

ନୂଆଦିଲ୍ଲୀ,୨୮ା୫ : ଭାରତ ପଛଘୁଞ୍ଚା ଦେବନାହିଁ। ପୂର୍ବ ଲଦାଖର ବିବାଦ ହୋଇଥିବା ସ୍ଥାନରେ ରାସ୍ତା ନିର୍ମାଣ ଜାରି ରଖିବ। ଚାଇନା ସୀମା ଉଲ୍ଲଂଘନ କରି ଭାରତୀୟ...

ଏଏପିରେ ଯୋଗ ଦେଲେ ଭାରତ ସୁନ୍ଦରୀ

ନୂଆଦିଲ୍ଲୀ,୧ ।୩: ମାନସୀ ସେହଗଲ । ମିସ୍ ଇଣ୍ଡିଆ ଦିଲ୍ଲୀ ୨୦୧୯ ଆମ ଆଦମୀ ପାର୍ଟି(ଏଏପି)ରେ ଯୋଗ ଦେଇଛନ୍ତି । ଦଳର ନେତା ରାଘବ ଚଢାଙ୍କ...

ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ୬୧ ପୁରୁଷ, ୨ ମହିଳା କଏଦୀଙ୍କୁ ମୁକ୍ତ କରିବେ ପଶ୍ଚିମବଙ୍ଗ ସରକାର

କୋଲକାତା,୨ ।୮: ପଶ୍ଚିମବଙ୍ଗ ସରକାର ମାନବିକତା ଦୃଷ୍ଟିରୁ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୬୧ ଜଣ ପୁରୁଷ ଓ ୨ ଜଣ ମହିଳା କଏଦୀଙ୍କୁ ମୁକ୍ତ...

ପଞ୍ଜାବ ବଜେଟ: ୧.୧୩ ଲକ୍ଷ କୃଷକଙ୍କ ଋଣ ଛାଡ, ମାଗଣା ଯାତ୍ରା କରିବେ ମହିଳା

ଚଣ୍ଡିଗଡ଼,୮ ।୩: ପଞ୍ଜାବର କ୍ୟାପଟେନ ଅମରିନ୍ଦର ସିଂ ସରକାର ଶେଷ ବଜେଟରେ କର୍ମଚାରୀ, କୃଷକ ଓ ମହିଳାଙ୍କୁ ଖୁସି କରିବାକୁ ପ୍ରୟାସ କରିଛନ୍ତି । ମହିଳାଙ୍କ...

ମସ୍ତିଷ୍କ ଜ୍ୱର ଆତଙ୍କ ୧୩୦ ଶିଶୁଙ୍କ ଗଲାଣି ଜୀବନ

ପାଟନା,୧୯।୬: ବିହାରର ମୁଜାଫରପୁରରେ ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ଏଠାରେ...

ଜଳନ୍ତା ଚିତାରେ ପାଣି ଢାଳି ଅନ୍ତିମ ସଂସ୍କାର ରୋକିଲା ପୋଲିସ

ଜୟପୁର,୩୧।୫: ରାଜସ୍ଥାନର ଜୟପୁର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିବାବେଳେ ପୋଲିସ ପହଞ୍ଚି ଜଳୁଥିବା ଚିତାରେ...

ମିସ୍‌ ଇଣ୍ଡିଆ ରନର୍ସ ଅପ୍‌ ମୁକୁଟ ପିନ୍ଧି ଅଟୋଚାଳକ ପିତାଙ୍କ ନିକଟରେ ପହଞ୍ଚିଲେ ଝିଅ, ଆଖିରୁ ପୋଛିଲେ ଲୁହ

ବାରାଣସୀ,୧୮।୨: ଫେମିନା ମିସ୍‌ ଇଣ୍ଡିଆର ରନର୍ସ ଅପ୍‌ ଟାଇଟଲ ଜିତିଛନ୍ତି ବାରାଣସୀର ଝିଅ ମାନ୍ୟା ସିଂହ। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା। କାରଣ ମାନ୍ୟା...

କେବେ ମିଳିବ କରୋନାରୁ ମୁକ୍ତି, ଆଇଆଇଟି ବୈଜ୍ଞାନିକ କହିଲେ ଏପରି…

ନୂଆଦିଲ୍ଲୀ,୨୭।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଅସମ୍ଭାଳ ସ୍ଥିତି ସୃଷ୍ଟି ହୋଇଛି। ଏପରିସ୍ଥଳେ କରୋନା ସଂକ୍ରମଣରୁ କେବେ ମୁକ୍ତି ମିଳିବ ସେ ନେଇ ଆଇଆଇଟି...

Advertisement
Archives

Model This Week