ଜାତୀୟ

ଦିଲ୍ଲୀରୁ ଖୁସି ଖବର, ୧୨ରୁ ୧୮ ବର୍ଷ ବୟସ୍କଙ୍କୁ ଭାକ୍ସିନ୍‌, ଚଳିତ ସପ୍ତାହରେ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୨।୭: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ସର୍ବାଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ସେହିପରି ତୃତୀୟ ଲହର ନେଇ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିବାରେ ଲାଗିଛି। ତୃତୀୟ ଲହରରେ ଛୋଟପିଲାଙ୍କ ପ୍ରତି…

ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୨।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଉପଲକ୍ଷେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତିି। ରାଷ୍ଟ୍ରପତି ଏହି ଅବସରରେ ଟୁଇଟ୍‌ କରି ଲୋକଙ୍କ ସୁଖ ସମୃଦ୍ଧି ଏବଂ ସୁସ୍ବାସ୍ଥ୍ୟ କାମନା କରିଛନ୍ତି। ସେହିପରି…

୪୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୨।୭: ଦେଶରେ କରୋନା ମହାମାରୀ ସଂକ୍ରମଣରେ ଧୀରେଧୀରେ ସୁଧାର ଆସିଲେ ମଧ୍ୟ ସ୍ଥିତି ସଙ୍କଟ ଜନକ ରହିଛି। ଦ୍ୱିତୀୟ ଲହର ପ୍ରକୋପ ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ଲଗାମ୍‌ ଲାଗିଛି। ଦୈନିକ ସଂକ୍ରମଣ ସଂଖ୍ୟା ୪୦ ହଜାର…

ବଜ୍ରପାତ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ…

ଜୟପୁର,୧୨।୭: ବଜ୍ରପାତ ରାଜସ୍ଥାନରେ ରବିବାର ବଜ୍ରପାତ ଯୋଗୁୂ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ବଜ୍ରପାତ ଯୋଗୁ ଜୟପୁରରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ,…

ବଜ୍ରପାତ ନେଲା ୬୮ ଜୀବନ…

ଲକ୍ଷ୍ନୌ/ଭୋପାଳ/ଜୟପୁର,୧୨।୭: ବଜ୍ରପାତ ଯୋଗୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଆତଙ୍କ ଦେଖାଦେଇଛି। ଗୋଟିଏ ଦିନରେ ୬୮ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ଉତ୍ତରପ୍ରଦେଶରେ ୪୧, ରାଜସ୍ଥାନରେ ୨୦ ଏବଂ ମଧ୍ୟପ୍ରଦେଶରେ ୭ ଜଣଙ୍କ ମୃତ୍ୟୁ ବଜ୍ରପାତ ଯୋଗୁ ହୋଇଥିବା ସ୍ଥାନୀୟ ପ୍ରଶାସନ…

ଆମେ ୨ ଆମର ୨

ଲକ୍ଷ୍ନୌ,୧୨ା୭: ଦେଶର ଜନସଂଖ୍ୟା ଅଭିବୃଦ୍ଧି ହାର ୨.୭% ଥିବାବେଳେ ସବୁଠୁ ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ(ୟୁପି)ରେ ଏହା ୩.୧ ପ୍ରତିଶତ ରହିଛି। କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ରାଜ୍ୟର ବିକାଶ ପଥରେ ବାଧକ ହୋଇଥିବାରୁ ଏହା ଉପରେ ନିୟନ୍ତ୍ରଣ ଜରୁରୀ। ଏଥିଲାଗି ଅଧିକ ପଦକ୍ଷେପ ନିଆଯିବା…

‘ଷ୍ଟାନ୍‌ ସ୍ବାମୀଙ୍କୁ ହତ୍ୟା କରାଯାଇଛି’

ମୁମ୍ବାଇ, ୧୨।୭: ଆଦିବାସୀମାନଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ୮୪ ବର୍ଷୀୟ ଫାଦର ଷ୍ଟାନ୍‌ ସ୍ବାମୀଙ୍କ ମୃତ୍ୟୁ ପାଇଁ ଶିବସେନା ଏମ୍‌ପି ସଞ୍ଜୟ ରାଉତ୍‌ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ସ୍ବାମୀଙ୍କୁ ଜେଲ୍‌ରେ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଦେଶର…

ନିପାତ ହେଲେ ଆସାମର ବିରାପାନ

ଗୁଆହାଟୀ, ୧୧।୭: ଆସାମର ବିଦ୍ରୋହୀ ସଂଗଠନ ୟୁନାଇଟେଡ୍‌ ପିପୁଲ୍ସ ରିଭୋଲ୍ୟୁଶନାରୀ ଫ୍ରଣ୍ଟ (ୟୁପିଆରଏଫ୍‌)ର ମୁଖ୍ୟଙ୍କୁ ଶନିବାର ବିଳମ୍ବିତ ରାତିରେ କାର୍ବି ଆଙ୍ଗଲଙ୍ଗ ଜିଲାରେ ହତ୍ୟା କରାଯାଇଛି। କାଠ ଚୋରାଚାଲାଣ ପାଇଁ ଆସାମର ବିରାପାନ ଭାବେ ଜଣାଯାଉଥିବା ୟୁପିଆର୍‌ଏଫ୍‌ର ମୁଖ୍ୟ ମାନଗିନ ଖାଲହାଉଙ୍କ…

ମନ୍ଦିରରୁ ମହିଳାଙ୍କୁ ଟେକିନେଇ ବଳାତ୍କାର

ଥିରୁଭାନନ୍ତପୁରମ୍‌, ୧୧।୭: ତାମିଲନାଡୁର ପାଲାନିସ୍ଥିତ ଏକ ମନ୍ଦିର ପରିସରରେ ଜଣେ ୪୦ ବର୍ଷୀୟା ମହିଳାଙ୍କୁ ନିର୍ଯାତନା ଦେବା ସହ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମହିଳା ଓ ତାଙ୍କ ସ୍ବାମୀ କେରଳର କନ୍ନୁର ଜିଲା ପୋଲିସରେ ଏତଲା ଦେଇଛନ୍ତି।…

ମହାରାଷ୍ଟ୍ରର ପରବର୍ତ୍ତୀ ବାଚସ୍ପତି କଂଗ୍ରେସରୁ

ପୁଣେ, ୧୧।୭: ମହାରାଷ୍ଟ୍ର ବିଧାନସଭାର ପରବର୍ତ୍ତୀ ବାଚସ୍ପତି କଂଗ୍ରେସ ଦଳରୁ ହେବେ। ଏନେଇ ଶାସକ ମହା ବିକାଶ ଅଘାଡ଼ି(ଏମ୍‌ଭିଏ) ନିଷ୍ପତ୍ତି ନେଇଥିବା ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର ରବିବାର ସୂଚନା ଦେଇଛନ୍ତି। କଂଗ୍ରେସ ବିଧାୟକ ନାନା ପାଟୋଲ ଦଳର ରାଜ୍ୟ ଶାଖା…

ସ୍ବାମୀଙ୍କ ସହ ଝଗଡ଼ା ପରେ ଛୁଆର ତଣ୍ଟି ଚିପି ଦେଲା ମା’

ନୂଆଦିଲ୍ଲୀ,୧୧।୭: ସ୍ବାମୀଙ୍କ ସହ ଝଗଡ଼ା ପରେ ଉତ୍ତ୍ୟକ୍ତ ସ୍ତ୍ରୀ ୧୧ ମାସର ଛୁଆର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ଆସିଛି ଦିଲ୍ଲୀରୁ। ଦକ୍ଷିଣ ଦିଲ୍ଲୀ ଡେପୁଟି କମିଶନର ଅତୁଲ ଠାକୁର କହିଛନ୍ତି, ପୋଲିସ ଘଟଣା ସ୍ଥଳ ଫତେହପୁର ବେରି ଅଞ୍ଚଳରେ…

ବର୍ଦ୍ଧିତ ପେଟ୍ରୋଲ କଥା ପଚାରିବାରୁ ମନ୍ତ୍ରୀ କହିଲେ- ‘ଅସୁବିଧା ନ ଥିଲେ ସୁଖକୁ ଉପଭୋଗ କରିହେବ ନାହିଁ’

ଭୋପାଳ,୧୧।୭: ଅସୁବିଧା ଥିଲେ ହିଁ ସୁଖକୁ ଉପଭୋଗ କରିହୁଏ। ଅସୁବିଧାନ ନ ରହିଲେ, ସୁଖକୁ ଉପଭୋଗ କରିବାରେ ମଜା ଆସିବ ନାହିଁ। ପେଟ୍ରୋଲ ଓ ଡିଜେଲ୍‌ ଦାମ ଅହେତୁକ ବୃଦ୍ଧି ନେଇ ପ୍ରଶ୍ନ କରାଯିବାରୁ ଏଭଳି ବିଚିତ୍ର ଉତ୍ତର ଦେଇଛନ୍ତି ମଧ୍ୟପ୍ରଦେଶର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri