Posted inଜାତୀୟ

ମତଦାନ ପୂର୍ବରୁ ସର୍ଭେ ଉପରେ ଲାଗୁ ରୋକ, ନିର୍ବାଚନ କମିଶନଙ୍କୁ ଚିଠି ଲେଖିବେ ମାୟାବତୀ…

ଲକ୍ଷ୍ନୌ,୯।୧୦: ଆସନ୍ତା ୨୦୨୨ ବର୍ଷ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ କେତେକ ଗଣମାଧ୍ୟମ ସଂସ୍ଥା ଦ୍ୱାରା କରାଯାଇଥିବା ଜନମତ ସର୍ଭେକୁ ବହୁଜନ ସମାଜବାଦୀ ପାର୍ଟି ପକ୍ଷରୁ ବିରୋଧ କରାଯାଇଛି। ଦଳର ପ୍ରମୁଖ ମାୟାବତୀ କହିଛନ୍ତି ସର୍ଭେ ଉପରେ ରୋକ ଲଗାଇବା ଜରୁରୀ। ଏନେଇ ଅଗାମୀ ଦିନରେ ସେ ନିର୍ବାଚନ କମିଶନଙ୍କ ପାଖକୁ ଚିଠି ଲେଖିବେ ବୋଲି କହିଛନ୍ତି। ପ୍ରାୟୋଜିତ ମିଡ଼ିଆ ସର୍ଭେରେ ଜାଣିଶୁଣି ଶାସକ ଦଳକୁ ପ୍ରଧାନ୍ୟ ଦିଆଯିବ ସହିତ ବିରୋଧୀ ଦଳଙ୍କ ସମ୍ପର୍କରେ ଅପପ୍ରଚାର କରାଯାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଏଫ୍‌ଆଇ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ: ଭାଙ୍ଗିଲେ ଭାଜପା କାର୍ଯ୍ୟାଳୟ

ଚେନ୍ନାଇ,୨୩।୯: ଆତଙ୍କବାଦୀଙ୍କୁ ପାଣ୍ଠି ଓ ଅନ୍ୟାନ୍ୟ ସହାୟତା ଯୋଗାଇବା ଅଭିଯୋଗରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଗୁରୁବାର ୧୧ ରାଜ୍ୟରେ ଚଢ଼ାଉ କରି ପପୁଲାର ଫ୍ରଣ୍ଟ୍‌...

ମତଦାନ ସାବ୍ୟସ୍ତ କଲେ ଦିଲ୍ଲୀର ୧୧୦ ବର୍ଷୀୟା ଭୋଟର

ନୂଆଦିଲ୍ଲୀ,୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର ସକାଳୁ ମତଦାନ ଆରମ୍ଭ ହୋଇଯାଇଛି। ଏଥିରେ ନୂଆ ଭୋଟରଙ୍କ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଗ୍ରେଟର କୈଳାଶର...

ନନ୍ଦିଗ୍ରାମରେ ରଣହୁଙ୍କାର

କୋଲକାତା/ନୂଆଦିଲ୍ଲୀ,୧୪।୩: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଶହେ ଦିନରୁ ଊର୍ଦ୍ଧ୍ୱ ହେଲା ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଜାରି ରହିଛି। ବିବାଦୀୟ ଆଇନ ପ୍ରତ୍ୟାହାର...

ବେଳେବେଳେ ବୁଲଡୋଜର ଓଲଟା ଚାଲିଥାଏ, ଅଖିଳେଶଙ୍କ କଟାକ୍ଷ…

ଲକ୍ଷ୍ନୌ,୨୦।୭ : ଉତ୍ତରପ୍ରଦେଶର ଜଳ ଶକ୍ତି ରାଷ୍ଠ୍ରମନ୍ତ୍ରୀ ଦୀନେଶ ଖଟିକଙ୍କ ଇସ୍ତଫା ଏବଂ ତାଙ୍କ ଦ୍ୱାରା ଅଣାଯାଇଥିବା ଭାଜପା ସରକାରଙ୍କ ବିରୋଧରେ ଅଭିଯୋଗକୁ ନେଇ ଏବେ...

ଭାଜପାକୁ ହଟାଇବାକୁ ସବୁ ଦଳ ଏକାଠି ହେବା ଆବଶ୍ୟକ: ମମତା

କୋଲକାତା,୨୯।୩: ପଶ୍ଚିମବଙ୍ଗ ପ୍ରତି କେନ୍ଦ୍ରର ଭେଦଭାବପୂର୍ଣ୍ଣ ମନୋଭାବକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାରରୁ କୋଲକାତାରେ ଦୁଇ ଦିନିଆ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି।...

ସୋନିଆଙ୍କୁ ଭେଟିଲେ ଏଏପି ବିଧାୟିକା ଅଳକା

ନୂଆଦିଲ୍ଲୀ,୩।୯: ଏଏପିର ବିଦ୍ରୋହୀ ବିଧାୟିକା ଅଳକା ଲମ୍ବା ମଙ୍ଗଳବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ୧୦ ଜନପଥରେ ଥିବା ସୋନିଆଙ୍କ ଘରେ ସେ...

ନିର୍ଭୟା ମାମଲା: ମୁକେଶଙ୍କୁ ଆଉ ଏକ ଝଟ୍‌କା

ନୂଆଦିଲ୍ଲୀ,୧୬।୧: ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ମୁକେଶଙ୍କୁ ଲାଗିଛି ଆଉ ଏକ ଝଟ୍‌କା। ଗୁରୁବାର ଉପରାଜ୍ୟପାଳ ମୁକେଶଙ୍କ କ୍ଷମା ଆବେଦନକୁ ଖାରଜ କରି...

‘ଭାରତ ବନ୍ଦ’ ସମର୍ଥନରେ ୧୮ରୁ ଅଧିକ ବିପକ୍ଷ ଦଳ

ନୂଆଦିଲ୍ଲୀ,୬।୧୨:ଦିଲ୍ଲୀ ସୀମାରେ କୃଷକମାନେ ସେମାନଙ୍କର ଦାବି ଗ୍ରହଣ କରିବାକୁ ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଇଛନ୍ତି। ସରକାରଙ୍କ ବିରୋଧରେ କୃଷକଙ୍କ ପକ୍ଷରୁ ଭାରତ ବନ୍ଦ...

Advertisement
Archives

Model This Week