ଜାତୀୟ

ପ୍ରଧାନମନ୍ତ୍ରୀ ଦେଶଠାରୁ ଊର୍ଦ୍ଧ୍ୱରେ ନୁହନ୍ତି

ନୂଆଦିଲ୍ଲୀ,୨୭।୧୦: “କିଏ ପେଗାସସ୍‌କୁ ଆଣିଛି ? ଏହାଦ୍ୱାରା କେଉଁ ମାନଙ୍କୁ ଟାର୍ଗେଟ କରାଯାଇଛି ? ଅନ୍ୟ କୌଣସି ଦେଶ ପାଖରେ ଆମ ଲୋକଙ୍କ ତଥ୍ୟ ଅଛି କି ? ତାଙ୍କ ପାଖରେ କେଉଁ ସବୁ ତଥ୍ୟ ଅଛି ? ଏସବୁ ଗୁରୁତ୍ୱପୂର୍ଣ୍ଣ…

ଆଜି ବି ମିଳିଲାନି ଆର୍ୟନଙ୍କୁ ଜାମିନ, କାଲି ହେବ ଶୁଣାଣି

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନ ଉପରେ ମୁମ୍ବାଇ ହାଇକୋର୍ଟ ଶୁଣାଣି କରିଛନ୍ତି। ହାଇକୋର୍ଟରେ ଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଆର୍ୟନଙ୍କ ଜାମିନକୁ ବିରୋଧ କରି ଅନ୍ତର୍ଜାତୀୟ ଡ୍ରଗ୍ସ ସିଣ୍ଡିକେଟ ସହ…

ପୁଣି ଭାଜପାକୁ ବଡ଼ ଝଟ୍‌କା

କୋଲକତା,୨୭।୧୦: ପଶ୍ଚିମବଙ୍ଗରେ ଭାଜପାକୁ ପୁଣି ଏକ ଝଟ୍‌କା ଲାଗିଛି। ବୁଧବାର ଅନ୍ୟ ଜଣେ ଭାଜପା ବିଧାୟକ ଦଳ ଛାଡି ଟିଏମସିରେ ଯୋଗ ଦେଇଛନ୍ତି। ଚଳିତ ମାସ ଆରମ୍ଭରେ ଭାଜପାରୁ ଇସ୍ତଫା ଦେଇଥିବା ବିଧାୟକ କୃଷ୍ଣ କଲ୍ୟାଣୀ ଆଜି ଟିଏମସିରେ ଯୋଗ ଦେଇଛନ୍ତି।…

ଦିନେ ପିଓକେ ହେବ ଭାରତର…

ନୂଆଦିଲ୍ଲୀ,୨୭।୧୦: ଦିନେ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ଭାରତର ଅଂଶ ବିଶେଷ ହେବ। ଭାରତୀୟ ସେନା ଏହି ଲକ୍ଷ୍ୟ ନିଶ୍ଚିତ ପୂରଣ କରିବ। ବାୟୁସେନା କମାଣ୍ଡିଂ-ଇନ-ମୁଖ୍ୟ ଏୟାର ମାର୍ଶଲ ଅମିତ ଦେବ ଭାରତୀୟ ସ୍ଥଳସେନା ଦିବସ ପାଳନ ଅବସରରେ ଏଭଳି କହିଛନ୍ତି।…

ବେକରେ ଗାମୁଛା, ମୁଣ୍ଡରେ ଟୋପି, ଲାଲୁ କହିଲେ ବିସର୍ଜନ କରିବାକୁ ଆସିଛି…

ପାଟନା,୨୭।୧୦: ଦୀର୍ଘ ୬ ବର୍ଷ ପରେ ଲାଲୁ ପ୍ରସାଦ ଯାଦବ ରାଜନୀତିକୁ ପୁଣି ଫେରିଛନ୍ତିି। ତାଙ୍କର ଭାଷଣ ଶୈଳୀ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ଜଗାଇଛି। ବେକଳରେ ଗାମୁଛା ମୁଣ୍ଡରେ ଟୋପି ପିନ୍ଧି ଲାଲୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରକୁ ଟାର୍ଗେଟ କରିଛନ୍ତି। ସେ…

ପୋଡ଼ିଗଲା ୧୫ଘର

ଶିମ୍‌ଲା,୨୭।୧୦:ହିମାଚଳ ପ୍ରଦେଶର ଏକ ପ୍ରାଚୀନ ଗାଁ ମଲାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛିି। ନିଆଁ ଲାଗିବା ଦ୍ୱାରା ୧୫ଟି କାଠ ଘର ପୋଡ଼ି ଯାଇଛି। ଏହି ଘଟଣାରେ କୌଣସି ଲୋକଙ୍କର ମତ୍ୟୁ ହୋଇ ନଥିବା ପୋଲିସ ପକ୍ଷରୁ କୁହାଯାଇଛି। ରାତି ପ୍ରାୟ ୧.୩୦ରେ…

ଜଣେ ପ୍ରେମିକଙ୍କୁ ଦୁଇ ପ୍ରେମିକା, ରାସ୍ତା ମଝିରେ ଟଣାଓଟରା; ଭାଇରାଲ ହେଉଛି ଭିଡିଓ

ଲକ୍ଷ୍ନୌ,୨୭ା୧୦: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଏକ ମାଡ୍‌ପିଟ୍‌ର ଭିଡିଓ ଭାଇରାଲ ହେଉଛି। ଯାହା ସାଧାରଣ ଜନତାଙ୍କୁ ଚକିତ କରିଦେଇଛି। ଲକ୍ଷ୍ନୌର ବାରାବୀରୟା ଚୌରାହ ନିକଟରେ ଥିବା ଏକ ହୋଟେଲ ବାହାରେ ଏହି ଘଟଣା ଘଟିଛି। ଦୁଇଜଣ ଯୁବତୀ ଜଣେ ପ୍ରେମିକଙ୍କ ପାଇଁ…

୧ ନଭେମ୍ବରରୁ ରାଜଧାନୀରେ ଖୋଲିବ ସ୍କୁଲ୍‌, ଛଟ୍‌ ପୂଜାକୁ ବି ଅନୁମତି…

ନୂଆଦିଲ୍ଲୀ,୨୭।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ସଂକ୍ରମଣ କମୁଥିବାରୁ ୧ ନଭେମ୍ବରଠାରୁ ସ୍କୁଲ୍‌ କଲେଜ ଖୋଲିବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସରକାରଙ୍କ ପକ୍ଷରୁ ନିଷ୍ପତ୍ତ ଗ୍ରହଣ ହୋଇଛି। ସେହିପରି ଛଟ୍‌ ପୂଜା ପାଇଁ ମଧ୍ୟ ସରକାର…

ପ୍ରଧାନମନ୍ତ୍ରୀଙ୍କ ରାଲିରେ ବିସ୍ଫୋରଣ ମାମଲାରେ ୯ ଅଭିଯୁକ୍ତ ଦୋଷୀ…

ନୂଆଦିଲ୍ଲୀ,୨୭।୧୦: ବିହାର ପଟନାର ଗାନ୍ଧୀ ମଇଦାନରେ ୮ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ରାଲିରେ ହୋଇଥିବା ବୋମା ବିସ୍ଫୋରଣ ଘଟଣାରେ ୯ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେମାନଙ୍କ ପ୍ରତି ୧ ନଭେମ୍ବର ଦଣ୍ଡାଦେଶ କରାଯିବ ବୋଲି ଏନ୍‌ଆଇଏ…

ଶାହରୁଖ୍‌ ଭାଜପାରେ ମିଶିଲେ ‘ଡ୍ରଗ୍ସ ହେବ ଚିନି’

ନୂଆଦିଲ୍ଲୀ,୨୭।୧୦: ଶାହରୁଖ୍‌ ଭାଜପାରେ ମିଶିଲେ ଡ୍ରଗ୍ସ ହେବ ଚିନି। ଏଭଳି ମନ୍ତବ୍ୟ ଦେଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ଛଗନ ଭୂଜବଳ। ଭାଜପାର ଦୋମୁହାଁ ନୀତିକୁ ନେଇ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି। ଶାହରୁଖ୍‌ଙ୍କ ପୁଅ ଆର୍ୟନ ଖାନ୍‌ ମୁମ୍ବାଇ ଡ୍ରଗ୍ସ ମାମଲାରେ ଗିରଫ…

ଜରିମାନାକୁ ବେଖାତିର, ନଡ଼ା ଜାଳିବା ଘଟଣାରେ ୨୧୮ ପ୍ରତିଶତ ବୃଦ୍ଧି …

ଚଣ୍ଡିଗଡ଼,୨୭।୧୦: ଜରିମାନା ନେଇ ଲୋକଙ୍କ ମଧ୍ୟରେ ଆଉ ଭୟ ନାହିଁ। ଜରିମାନାକୁ ବେଖାତିର କରି ଲୋକେ ନଡ଼ା ଜାଳିବା ଜାରି ରଖିଛନ୍ତି। ଏହା ଯୋଗୁ ହେଉଥିବା ବାୟୁୁ ପ୍ରଦୂଷଣକୁ ମଧ୍ୟ ଲୋକଙ୍କର ନିଘା ନାହିଁ। ପଞ୍ଜାବରେ ଗୋଟିଏ ସପ୍ତାହରେ ନଡ଼ା ଜାଳିବା…

ବିଶିଷ୍ଟ ଗାନ୍ଧୀବାଦୀ ନେତା ଏସ.ଏନ ସୁବାରାଓଙ୍କ ପରଲୋକ

ଜୟପୁର,୨୭।୧୦: ବିଶିଷ୍ଟ ଗାନ୍ଧୀବାଦୀ ନେତା ଡା ଏସ.ଏନ ସୁବାରାଓଙ୍କର ଦେହାନ୍ତ ହୋଇଛି। ବୁଧବାର ଜୟପୁରର ଏକ ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଜି ସନ୍ଧ୍ୟାରେ ତାଙ୍କ ପାର୍ଥିବ ଶରୀର ଶେଷ ଦର୍ଶନ ପାଇଁ ମୁରୈନା ଅଣାଯିବ। ଡକ୍ଟର ସୁବାରାଓଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?