୬୫ ଘଣ୍ଟା ମଧ୍ୟରେ ୨୦ ମିଟିଂ କଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ ଶେଷ କରି ରବିବାର ଭାରତ ଫେରିଛନ୍ତି। ୨୨ ସେପ୍ଟେମ୍ବରରେ ଆମେରିକା ଗସ୍ତରେ ବାହାରିବା ପରେ ପ୍ରଧାନମନ୍ତ୍ରୀ ପ୍ରାୟ ୯୦ ଘଣ୍ଟା ମଧ୍ୟରେ ତାଙ୍କର ଯାତ୍ରା ଶେଷ କରିଥିଲେ। ପ୍ରଧାନମନ୍ତ୍ରୀ ଆମେରିକାରେ ୬୫ ଘଣ୍ଟା ବିତାଇଥିଲେ।…
ଚନ୍ନୀଙ୍କ ମନ୍ତ୍ରିମଣ୍ଡଳର ହେଲା ସମ୍ପ୍ରସାରଣ: ବିରୋଧ ସତ୍ତ୍ୱେ ରାଣା ଗୁରଜିତ ହେଲେ ମନ୍ତ୍ରୀ
ଚଣ୍ଡିଗଡ଼,୨୬ ।୯: ପଞ୍ଜାବର ନୂଆ କ୍ୟାବିନେଟ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇ ଯାଇଛି । ଶପଥ ଗ୍ରହଣ ପୂର୍ବରୁ ମନ୍ତ୍ରୀଙ୍କ ସୂଚିରେ ବଡ ଧରଣର ଅଦଳବଦଳ କରାଯାଇଛି । ଫତେହଗଡ଼ ସାହିବର ବିଧାୟକ କୁଲଜିତ ସିଂ ନାଗରାଙ୍କ ସ୍ଥାନରେ…
ପ୍ରଧାନମନ୍ତ୍ରୀ ମୋଦି ଆସିଲେ ମୁଁ ନେବି କରୋନା ଟିକା: ଅଧିକାରୀଙ୍କ ଝାଳ ବୁହାଇଲେ ବ୍ୟକ୍ତି
ଭୋପାଳ,୨୬ ।୯: କରୋନା ମହାମାରୀକୁ ଦୂରେଇବା ପାଇଁ ଏବେ ସାରା ବିଶ୍ୱରେ ଚାଲିଛି ଟିକାକରଣ । ଭାରତ ଏହି ଦିଗରେ ଟିକେ ଆଗରେ ଥିବା ବେଳେ ଟିକାକରଣ ସମୟରେ ମଧ୍ୟପ୍ରଦେଶର ଧାର ଜିଲାରୁ ଏକ ଆଶ୍ଚର୍ଯ୍ୟ କଲାଭଳି ଖବର ଆସିଛି ।…
ସୋନିଆ ଗାନ୍ଧୀ କାହିଁକି ହୋଇ ପାରିବେନି ପ୍ରଧାନମନ୍ତ୍ରୀ୍, ରାମଦାସଙ୍କ ପ୍ରଶ୍ନ…
ନୂଆଦିଲ୍ଲୀ,୨୬।୯: କେନ୍ଦ୍ରୀୟ ମନ୍ତ୍ରୀ ତଥା ଆର୍ପିଆଇ ନେତା ରାମଦାସ ଉଠାଓ୍ବଲେ ସୋନିଆ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହେବା ନେଇ ଦେଇଥିବା ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାମଦାସ ମଧ୍ୟପ୍ରଦେଶର ଇନ୍ଦୋରରେ ଆୟୋଜିତ ଏକ ଗଣମାଧ୍ୟମ ସମ୍ମିଳନୀରେ ସୋନିଆଙ୍କ ସପକ୍ଷରେ କହିଛନ୍ତି…
ଚନ୍ନୀ କ୍ୟାବିନେଟର ଶପଥ ଗ୍ରହଣ ପୂର୍ବରୁ ପୁଣି ବିବାଦ
ଚଣ୍ଡିଗଡ଼,୨୬ ।୯: ରାଣା ଗୁରଜିତ ସିଂଙ୍କୁ ମନ୍ତ୍ରୀ ପଦ ମିଳିବା ଖବର ଜଣାପଡିବା ପରେ ଆମ ଆଦମୀ ପାର୍ଟିରୁ ଆସି କଂଗ୍ରେସରେ ଯୋଗ ଦେଇଥିବା ସୁଖପାଲ ସିଂ ଖୌହରା ଓ ଅନ୍ୟ ୫ଜଣ ବିଧାୟକ ତାଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି ।…
ନିଜ ଠାରୁ କମ୍ ବୟସ୍କ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପାଦ ଛୁଇଁଲେ ସିଭିଲ ସର୍ଜନ, ସୋସିଆଲ ମିଡ଼ିଆରେ ଭାଇରାଲ…
ଗୋପଳଗଞ୍ଜ,୨୬।୯: ଏବେ ସୋସିଆଲ ମିଡ଼ିଆରେ ନିଜ ଠାରୁ କମ୍ ବୟସ୍କ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ପ୍ରଣାମ କରୁଥିବା ଜଣେ ସଭିଲ୍ ସର୍ଜନଙ୍କ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଗତ କିଛି ଘଣ୍ଟା ଧରି ଏହାକୁ ନେଇ ସୋସିଆଲ ମିଡ଼ିଆରେ…
ବନ୍ଦିପୋରା ଏନ୍କାଉଣ୍ଟର, ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଲା…
ଶ୍ରୀନଗର,୨୬।୯: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଅପରେଶନ୍ରେ ମିଳିତ ସୁରକ୍ଷାକର୍ମୀଙ୍କୁୁ ବଡ଼ ସଫଳତା ମିଳିଛି। ସ୍ଥାନୀୟ ବନ୍ଦିପୋରାର ଓ୍ପତନିରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ମୃତ ଆତଙ୍କବାଦୀଙ୍କଠାରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେଶନ୍…
ମୋତିହାରିରେ ଡଙ୍ଗା ଓଲଟି ୬ ମୃତ
ପାଟନା,୨୬ ।୯: ବିହାରର ମୋତିହାରିରେ ଡଙ୍ଗା ଓଲଟି ୨୨ ଜଣ ବୁଡି ଯାଇଥିବା ଜଣାପଡିଛି । ଏମାନଙ୍କ ମଧ୍ୟରୁ ୬ ଜଣଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଗଲାଣି । ବୁଢିଗଂଡକ ନଦୀରେ ଏହି ଦୁର୍ଘଟଣା ଘଟିଛି । ନଦୀ କୂଳରେ ଲୋକେ…
ଫେରିଲେ ମୋଦି
ନୂଆଦିଲ୍ଲୀ,୨୬ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ ଦିନିଆ ଆମେରିକା ଗସ୍ତ ସାରି ନୂଆଦିଲ୍ଲୀ ଫେରି ଆସିଛନ୍ତି । ରବିବାର ସକାରେ ମୋଦିଙ୍କ ଏୟାର ଇଣ୍ଡିଆ ବିମାନ ଦିଲ୍ଲୀ ବିମାନ ବନ୍ଦରରେ ଲ୍ୟାଣ୍ଡ କରିଛି । ମୋଦିଙ୍କୁ ସ୍ୱାଗତ କରିବା ଲାଗି…
ଆର୍ଇଇଟି ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀଙ୍କ ଫୁଲ୍ହାତ ପୋଷାକ କଟାଗଲା…
ଜୟପୁର,୨୬।୯: ରାଜସ୍ଥାନରେ ରବିବାର ଆର୍ଇଇଟି ପରୀକ୍ଷା ଆରମ୍ଭ ହୋଇଛି। ତେବେ ପୌଦ୍ୱାର ସ୍କୁଲ ସ୍ଥିତ ପରୀକ୍ଷା କେନ୍ଦ୍ରରେ କଡ଼ା କଟକଣା ଯୋଗୁ କେତେକ ଛାତ୍ରୀଙ୍କ ଫୁଲ୍ହାତ ପୋଷାକକୁ କଟାଯାଇଛି। ସେହିପରି ହାତ, କାନ, ନାକ, ଗଳାରେ ଥିବା ବିଭିନ୍ନ ଅଳଙ୍କାରକୁ ମଧ୍ୟ…
୨୭ ସେପ୍ଟେମ୍ବରରେ ଚାଷୀ ସଂଗଠନର ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା…
ନୂଆଦିଲ୍ଲୀ,୨୬।୯: କେନ୍ଦ୍ର ସରକାରଙ୍କ ସଂଶୋଧିତ କୃଷି ଆଇନକୁ ବିରୋଧ କରି ଦେଶର ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ମିଳିତ ଭାବେ ଗତ ୧୦ ମାସ ହେଲା ଆନ୍ଦୋଳନ ଜାରି ରହିଛି। ଏହି ମର୍ମରେ ୨୭ ସେପ୍ଟେମ୍ବରରେ ସଂଗଠନ ପକ୍ଷରୁ ୧୦ ଘଣ୍ଟିଆ ଭାରତ…
ନଦୀ ଭାରତୀୟ ସଂସ୍କୃତିର ପାଣ୍ଡୁଲିପି…
ନୂଆଦିଲ୍ଲୀ,୨୬।୯: ଅତି ପ୍ରାଚୀନ କାଳରୁ ନଦୀ ଭାରତୀୟ ସଂସ୍କୃତି ସହିତ ଅତି ଅନ୍ତରଙ୍ଗ ଭାବେ ଜଡ଼ିତ। ଭାରତୀୟ ପରମ୍ପରାରେ ନଦୀକୁ ଏକ ଜଡ଼ ବସ୍ତୁ ପରିବର୍ତ୍ତେ ଜୀବନ୍ତ ଭାବେ ବିବେଚନା କରାଯାଇଥାଏ। ନଦୀଠାରୁ ପରୋପକାର ଭାବନାରେ ଭରପୁର। ତେଣୁ ଭାରତୀୟ ସଂସ୍କୃତିରେ…
Archives


