୫ ହଜାର କିମି ଦୂରରେ ଥିବା ଶତ୍ରୁକୁ ଧ୍ୱଂସ କରିବ ଅଗ୍ନି-୫

ବାଲେଶ୍ୱର ଅଫିସ, ୨୭ା୧୦- ପ୍ରତିରକ୍ଷା କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଭାରତ। ବ୍ରହ୍ମାସ୍ତ୍ର କୁହାଯାଉଥିବା ଅଗ୍ନି-୫ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା କରାଯାଇଛି। ବୁଧବାର ରାତି ପ୍ରାୟ ୭ଟା ୫୦ ମିନିଟ୍‌ରେ ଡିଆରଡିଓ ପକ୍ଷରୁ ଅବଦୁଲ କଲାମ ଦ୍ୱୀପରୁ ଉତ୍‌କ୍ଷେପଣ କରାଯାଇଥିଲା।

୫ରୁ ୮ ହଜାର କି.ମି. ରେଞ୍ଜ ଭିତରେ ଶତ୍ରୁର ମିସାଇଲକୁ ଧ୍ୱଂସ କରିବାର କ୍ଷମତା ଏହି କ୍ଷେପଣାସ୍ତ୍ର ରଖିଛି। ଏହା ଅଗ୍ନି ସିରିଜ୍‌ର ସବୁଠୁ ଶକ୍ତିଶାଳୀ ଭର୍ଶନ। ଘଣ୍ଟାକୁ ପ୍ରାୟ ୩୦ ହଜାର କି.ମି. ବେଗରେ ଗତି କରିପାରୁଥିବା ଏହି କ୍ଷେପଣାସ୍ତ୍ର ୩ ସ୍ତରୀୟ ଇଞ୍ଜିନ ବିଶିଷ୍ଟ। ଏହି କ୍ଷେପଣାସ୍ତ୍ର ଉଭୟ ଅଣୁ ଓ ପରମାଣୁ ଯୁଦ୍ଧାସ୍ତ୍ର ଧାରଣ କରିପାରିବ। ଏହାର ଓଜନ ୫୦ ହଜାର କି.ଗ୍ରା.। ଏହାର ଚଉଡା ୨ ମିଟର ହୋଇଥିବା ବେଳେ ଉଚ୍ଚତା ୧୭. ୫ ମିଟର। ୨୦୧୬ରେ ମଧ୍ୟ ଏହାର ସଫଳ ପରୀକ୍ଷଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କତାର ଏୟାରଓ୍ବେଜରେ ବୋମା ଆତଙ୍କ

କୋଲକାତା,୬।୬: କୋଲକାତାରୁ ଦୋହା ଯାଉଥିବା କତାର ଏୟାରଓ୍ବେଜର ଏକ ବିମାନରେ ଯାତ୍ରୀ ଆତଙ୍କିତ ହୋଇଥିଲେ ଯେତେବେଳେ ଜଣେ ଯାତ୍ରୀ ବିମାନରେ ବୋମା ଥିବା ଦାବି କରିବା...

ପ୍ରବାସୀଙ୍କୁ ପୂରାଇ ଦେବେନି: ସ୍କୁଲ ବାଟରେ ବାଉଁଶ ବାନ୍ଧିଲେ ଗ୍ରାମବାସୀ

ପାଟପୁର,୧୩ା୫-ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକକୁ ଆଗକୁ ବହୁ ପ୍ରବାସୀ ଫେରିବାକୁ ଥିବା ବେଳେ ପ୍ରଶାସନ ପକ୍ଷରୁ ୧୦୦ଟି ସ୍କୁଲ, କଲେଜରେ କ୍ବାରାଣ୍ଟାଇନ କେନ୍ଦ୍ର ଖୋଲାଯାଇଛି। ହେଲେ...

ନୂଆ ଷ୍ଟ୍ରେନ୍‌ ଆତଙ୍କ: ୫୭୦ ବ୍ରିଟେନ୍‌ ଫେରନ୍ତାଙ୍କ ମିଳୁନି ପତ୍ତା

ଲକ୍ଷ୍ନୌ,୨୯।୧୨: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍‌ ନେଇ ଏବେ ଆତଙ୍କ ଜାରି ରହିଛି। ସ୍ବଦେଶ ଫେରୁଥିବା ବ୍ରିଟେନ୍‌ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର ମାର୍ଗଦର୍ଶିକା ଜାରି...

ମିଡ଼ିଆ ରିପୋର୍ଟକୁ ଖଣ୍ଡନ କଲେ ସରକାର: କରୋନା ଟିକାର ଖରାପ ପ୍ରଭାବ ନାହିଁ…

ନୂଆଦିଲ୍ଲୀ,୧୭।୧ : କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଗଣମାଧ୍ୟମର ରିପୋର୍ଟକୁ ଖଣ୍ଡନ କରିଛି। ଯେଉଁଥିରେ କୁହାଯାଇଛି ଯେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର୍‌)...

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ: ଏଥର ବି ପ୍ରସ୍ତୁତ ୧୦୬ ବର୍ଷିୟ କହ୍ନେୟା ଲାଲ

ଲକ୍ଷ୍ନୌ,୨୪ ।୧: ଉତ୍ତର ପ୍ରଦେଶରେ ହେବାକୁ ଯାଉଥିବା ୨୦୨୨ ବିଧାନସଭା ନିର୍ବାଚନ ଲାଗି ୧୦୬ ବର୍ଷିୟ ମତଦାତା ୩୬ଥର ଲାଗି ନିଜର ମତଦାନ ସାବ୍ୟସ୍ତ କରିବାକୁ...

୨୮ରୁ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର,୮।୧ (ବ୍ୟୁରୋ):ସାରା ଓଡ଼ିଶା ଏବେ ହକି ଫିଭର୍‌ରେ ପଡ଼ିଥିବାବେଳେ ଆସନ୍ତା ୨୮ରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି ଯାତ୍ରା। ୨୮ରୁ ଫେବୃୟାରୀ ୧୦ ପର୍ଯ୍ୟନ୍ତ...

କ୍ରୀଡ଼ା ପାଇଁ ପ୍ରବଳ ଟଙ୍କା ଅଜାଡି ଦେଲେ ମୋଦି ସରକାର

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ବୁଧବାର ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। କ୍ରୀଡା ବଜେଟରେ ଏଥର ମଧ୍ୟ ଏକ ବମ୍ପର ବୃଦ୍ଧି କରାଯାଇଛି। କେନ୍ଦ୍ର...

ଏପରି ସ୍ବତନ୍ତ୍ର ଡୁଡଲ୍‌ କରି ୨୦୨୧କୁ ବିଦାୟ ଦେଲା ଗୁଗଲ୍‌; ଥରେ ଛୁଇଁ କରି ଦେଖନ୍ତୁ…

ନୂଆଦିଲ୍ଲୀ,୩୧।୧୨: ଆଉ କେଇ ଘଣ୍ଟାର ଅପେକ୍ଷା। ଏବେଠାରୁ ନୂଆବର୍ଷକୁ ସ୍ବାଗତ କରିବାକୁ ସଜ ହେଲେଣି ଲୋକେ। ସେହିଭଳି ପୁରୁଣା ବର୍ଷକୁ ବିଦାୟ ଦେଉଛନ୍ତି ଅନେକେ। ଏହି...

Advertisement
Archives

Model This Week