ମୋଦିଙ୍କ ଏହି ଗୁଣ ଦେଖି ପାଗଳ ହୋଇଯାଇଛନ୍ତି ଫହିମ, ଏବେ ପ୍ରଧାନମନ୍ତ୍ରୀଙ୍କୁ ଟିକେ ଦେଖିବା ପାଇଁ କରୁଛନ୍ତି ଏମିତି କାମ
ଉଧମପୁର,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଶ ବିଦେଶରେ ଅନେକ ପ୍ରଶଂସକ ଅଛନ୍ତି। କିନ୍ତୁ ଜମ୍ମୁ-କଶ୍ମୀରରେ ତାଙ୍କର ଜଣେ ନିଆରା ପ୍ରଶଂସକ ଅଛନ୍ତି। ଫହିମ ନାଜିର ଶାହା ନାମକ ଏହି ୨୮ ବର୍ଷୀୟ ଯୁବ ପ୍ରଶଂସକ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଶ୍ରୀନଗରରୁ ଦିଲ୍ଲୀ…
ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ତଳେ…
ନୂଆଦିଲ୍ଲୀ,୨୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ହଜାର ୭୨ରେ ପହଞ୍ଚିଛି। ଏହି ସମୟ…
ପୁଣି ବିପଦ, ସେପ୍ଟେମ୍ବରରୁ ପ୍ରତିଦିନ ୪ ରୁ ୫ ଲକ୍ଷ ଦୈନିକ ସଂକ୍ରମଣ ଆଶଙ୍କା…
ନୂଆଦିଲ୍ଲୀ,୨୩।୮: ପୁଣି ବିପଦ ମାଡ଼ି ଆସୁଛି। କରୋନା ମହାମାରୀର ଭୟଙ୍କର ରୂପ ପୁଣି ଥରେ ଭାରତରେ ଦେଖିବାକୁ ମିଳିବାର ଆଶଙ୍କା ରହିଛି। ଏନେଇ ନୀତି ଆୟୋଗ ପକ୍ଷରୁ ଚେତାବନୀ ଦିଆଯାଇଛି। କରୋନାର ତୃତୀୟ ଲହର ନେଇ ନୀତି ଆୟୋଗ ପକ୍ଷରୁ ଅଅଗୁଆ…
ରାଖୀ ପୂର୍ଣ୍ଣିମାରେ ଭଉଣୀକୁ କିଡ୍ନୀ ଦେଲେ ଭାଇ
ନୂଆଦିଲ୍ଲୀ, ୨୩ା୮: ରାଖୀ ପୂର୍ଣ୍ଣିମାରେ ଭଉଣୀକୁ ଉପହାରରେ ନୂଆ ଜୀବନ ଦେଇଛନ୍ତି ଭାଇ। କିଡ୍ନୀଜନିତ ରୋଗରେ ପୀଡ଼ିତ ଭଉଣୀକୁ ତାଙ୍କ ସାନଭାଇ ନିଜର ଏକ କିଡ୍ନୀ ଦାନ କରି ଜୀବନ ରକ୍ଷା କରିଛନ୍ତି। ସୂଚନା ମୁତାବକ, ହରିୟାଣା ରୋହତକ୍ର ଜଣେ ୩୧…
ଚାଷୀ ଗୀତ ଗାଇଲେ ବର୍ଷା ହୁଏ
ଜୟପୁର, ୨୩।୮: ରାଜସ୍ଥାନରେ ବର୍ଷାଭାବ ବେଳେ ଚାଷୀ ହାତରେ ଛତା ଧରି ବିଲକୁ ଯାଇ ରାଗ ମେଘ ମଲ୍ଲାର ଗୀତ ଗାଇଲେ ବର୍ଷା ହୋଇଥାଏ। ଏକଥା ବିଶ୍ୱାସ ନ ହେଲେ ମଧ୍ୟ ସତ୍ୟ। ଏପରିକି କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଘଟଣାରେ…
୫ ହଜାର ବର୍ଷର ଭାରତ-କାନ୍ଦାହାର ସମ୍ପର୍କ
ନୂଆଦିଲ୍ଲୀ, ୨୩ା୮: ଇତିହାସର ଆଫଗାନିସ୍ତାନ ବର୍ତ୍ତମାନଠାରୁ ଥିଲା ସମ୍ପୂର୍ଣ୍ଣ ଅଲଗା। ଦିନେ ଏହା ଗାନ୍ଧାର ଭାବେ ପରିଚିତ ଥିଲା ବୋଲି ଅଧ୍ୟୟନ କୁହେ। ବାସ୍ତବରେ ମଧ୍ୟ ଗାନ୍ଧାରରୁ ‘କାନ୍ଦାହାର’ରେ ପରିଣତ ହୋଇଥିବା ସହର ଏବେ ବି ଆଫଗାନିସ୍ତାନରେ ରହିବା ଏହାର ସତ୍ୟତାକୁ…
ମା’ଙ୍କୁ ରାସ୍ତା ମଝିରେ ପିଟୁଥିଲା ପୁଅ, ରକ୍ଷା କରିବାକୁ ଧାଇଁ ଆସିଲା କୁକୁର; ଆଉ ତା’ପରେ
ଚେନ୍ନାଇ,୨୩।୮:କୁହାଯାଏ କୁକୁର ହେଉଛି ପଶୁମାନଙ୍କ ମଧ୍ୟରେ ସବୁଠାରୁ ବିଶ୍ୱସ୍ତ। ଚଳଚ୍ଚିତ୍ରର ଅନେକ ଦୃଶ୍ୟରେ, ଆପଣ ନିଶ୍ଚୟ ଦେଖିଥିବେ ଯେ କୁକୁର କିପରି ମାଲିକକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଏ। ତାମିଲନାଡୁର ନାମାକ୍କାଲ ସହରରୁ ମଧ୍ୟ ଏଭଳି ଏକ ଘଟଣା…
ତ୍ରିରଙ୍ଗାକୁ ଘୋଡ଼ାଇ ଦେଲା ଭାଜପା ଦଳୀୟ ପତାକା
ନୂଆଦିଲ୍ଲୀ,୨୩।୮: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଶେଷ ଦର୍ଶନ ବେଳର ଏକ ଫଟୋ ସୋସିଆଲ ମିଡିଆରେ ଚର୍ଚ୍ଚାର କାରଣ ପାଲଟିଛି। ଭେଟେରାନ ଭାଜପା ନେତା କଲ୍ୟାଣ ସିଂଙ୍କର ଶନିବାର ମୃତ୍ୟୁ ଘଟିଥିଲା। ରବିବାର ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ଆଫଗାନ ଫେରନ୍ତାଙ୍କୁ ଦିଆଯାଉଛି ପୋଲିଓ ବୁନ୍ଦା
ନୂଆଦିଲ୍ଲୀ, ୨୨।୮: ଆଫଗାନିସ୍ତାନରେ ଏବେ ବି ପୋଲିଓ ସଂକ୍ରମଣ ଥିବାରୁ ସେଠାରୁ ଫେରାଇ ଅଣାଯାଉଥିବା ଲୋକଙ୍କୁ ମାଗଣାରେ ପୋଲିଓ ଟିକା ଦେବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନ୍ସୁଖଲାଲ ମାଣ୍ଡବ୍ୟ ରବିବାର ସୂଚନା ଦେଇଛନ୍ତି।…
ମିଜୋରାମରୁ ଆସାମ ପୋଲିସ ରଡ୍ ଚୋରି କରିଥିବା ଅଭିଯୋଗ
ଗୁଆହାଟି,୨୨।୮ : ମିଜୋରାମ ଓ ଆସାମ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଲାଗି ରହିଥିବା ବିବାଦ ଆହୁରି ଘନେଇଛି। ସୀମାକୁ ଲାଗିଥିବା ମିଜୋରାମର କୋଲାସିବ ଜିଲାରୁ ଆସାମ ପୋଲିସ ରଡ଼, ସିମେଣ୍ଟ ଭଳି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କଞ୍ଚାମାଲ ଚୋରି କରିଥିବା…
ଦଳୀୟ ନେତାଙ୍କୁ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ,୨୨।୮: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ତାଙ୍କର ସମସ୍ତ କ୍ୟାବିନେଟ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ କରି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ଯେ, ବିଶେଷ ସମ୍ବେଦନଶୀଳ ପ୍ରସଙ୍ଗରେ ଜନସାଧାରଣଙ୍କ ନିକଟକୁ ଯିବା ପୂର୍ବରୁ…
ମହିଳାଙ୍କ ମୃତଦେହକୁ ମଧ୍ୟ ଛାଡ଼ୁ ନାହାନ୍ତି
ନୂଆଦିଲ୍ଲୀ,୨୨।୮ : ଆଫଗାନିସ୍ତାନରେ ମହିଳାଙ୍କ ସୁରକ୍ଷା ବୋଲି କିଛି ନାହିଁ। ତାଲିବାନ ଆତଙ୍କବାଦୀମାନେ ମହିଳାଙ୍କୁ ଘରୁ ଉଠାଇ ନେଉଛନ୍ତି ନ ହେଲେ ଗୁଳି କରୁ ହତ୍ୟା କରୁଛନ୍ତି। ଏତିକି ନୁହେଁ ମୃତଦେହକୁ ମଧ୍ୟ ବଳାତ୍କାର କରାଯାଉଛି। ଏଭଳି ବଡ଼ ଖୁଲାସା କରିଛନ୍ତି…
Archives


