ଜାତୀୟ

ଲଖିମପୁର ହିଂସାର ରିପୋର୍ଟରେ ବିଳମ୍ବ ନେଇ ସୁପ୍ରିମ୍‌କୋର୍ଟଙ୍କ ଯୋଗୀ ସରକାରଙ୍କୁ ଭର୍ସନା…

ନୂଆଦିଲ୍ଲୀ,୨୦।୧୦: ଉତ୍ତରପ୍ରଦେଶ ଲଖିମପୁର ହିଂସାର ରିପୋର୍ଟରେ ବିଳମ୍ବ ନେଇ ବୁଧବାର ସୁପ୍ରିମ୍‌କୋର୍ଟ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଭର୍ସନା କରିଛନ୍ତି। ରାଜ୍ୟ ସରକାରଙ୍କ ଆଇନନଜୀବୀ ହରିଶ ସାଲଓ୍ବେ ତଦନ୍ତରେ ପ୍ରଗତି ହୋଇଥିବା ରିପୋର୍ଟ ଦାଖଲ କରିଥିବା ଦର୍ଶାଇଥିଲେ। ଶୁଣାଣି ଶୁକ୍ରବାର…

ଶୋପିଆନ୍‌ରେ ଏନ୍‌କାଉଣ୍ଟର, ପୁଣି ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…

ଶ୍ରୀନଗର,୨୦।୧୦: ଜମ୍ମୁ-କଶ୍ମୀରରେ ଅପରେଶନ୍‌ ଅଲଆଉଟ୍‌ରେ ମିଳିତ ସୁରକ୍ଷାକର୍ମୀଙ୍କୁ ବୁଧବାର ସଫଳତା ମିଳିଛି। ଶୋପିଆନ୍‌ରେ ଜାରି ରହିଥିବା ଏନ୍‌କାଉଣ୍ଟରରେ ପୁଣି ୨ ଜଣ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସର୍ଚ୍ଚ ଅପରେଶନ୍‌ ସମୟରେ ଜଣେ ଯବାନ ଶହୀଦ୍‌ ହୋଇଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ସେ ଗୁରୁତର…

ସୀମାପାର୍‌ ଷଡ଼ଯନ୍ତ୍ର ପଣ୍ଡ, ଡ୍ରୋନ୍‌ ଆଣିଥିବା ଅସ୍ତ୍ରଶସ୍ତ୍ରରେ ୨୨ ବିଦେଶୀ ପିସ୍ତଲ…

ଚଣ୍ଡିଗଡ଼,୨୦।୧୦: ପଞ୍ଜାବରେ ବଡ଼ ଧରଣର ଆକ୍ରମଣ କରିବା ଲାଗି ହୋଇଥିବା ସୀମାପାର୍‌ ଷଡ଼ଯନ୍ତ୍ର ପଣ୍ଡ ହୋଇଛି। ଡ୍ରୋନ୍‌ ଦ୍ୱାରା ପାକିସ୍ତାନ ପଟୁ ଆସିଥିବା ଅସ୍ତ୍ରଶସ୍ତ୍ର ବିଏସ୍‌ଏଫ୍‌ ଯବାନଙ୍କ ହାତରେ ଧରାପଡ଼ିଛି। ଏଥିରେ ଗୋଳାବାରୁଦ ସହିତ ୨୨ ବିଦେଶୀ ପିସ୍ତଲ, ୪୪ ମାଗାଜିନ୍‌,୧୦୦…

ପଞ୍ଜାବ ନିର୍ବାଚନ ପୂର୍ବରୁ ଚାଷୀ ଆନ୍ଦୋଳନ ଶେଷ ହେବା ସମ୍ଭାବନା, କ୍ୟାପଟେନ୍‌ ଦେଲେ ସଙ୍କେତ…

ଚଣ୍ଡିଗଡ଼,୨୦।୧୦: ଆସନ୍ତା ୨୦୨୨ ଫେବୃୟାରୀ-ମାର୍ଚ୍ଚରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଦେଶରେ ସଂଶୋଧିତ କୃଷି ଆଇନକୁ ନେଇ ଜାରି ରହିଥିବା ଚାଷୀ ସଂଗଠନଙ୍କ ଆନ୍ଦୋଳନ ଶେଷ ହେବାର ସମ୍ଭାବନା ରହିଥିବା ନେଇ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌…

ଦୁର୍ନୀତିକୁ ସହ୍ୟ କରାଯିବ ନାହିଁ, ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ମିଳିବ ଦଣ୍ଡ…

ନୂଆଦିଲ୍ଲୀ,୨୦।୧୦: ଦେଶରେ କୌଣସି ପ୍ରକାର ଦୂର୍ନୀତିକୁ ସହ୍ୟ କରାଯିବ ନାହିଁ। ଏଭଳି କାର୍ଯ୍ୟ ସହିତ ଲିପ୍ତ ଥିବା ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ତାଙ୍କ ପ୍ରତି ଦଣ୍ଡବିଧାନ କରାଯିବାରେ ହେଳା ପ୍ରଦର୍ଶନ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…

ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ବିଗୁଲ…

ଲକ୍ଷ୍ନୌ,୨୦।୧୦: ଆସନ୍ତା ୨୦୨୨ର ଫେବୃୟାରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟରେ ନିର୍ବାଚନୀ ବିଗୁଲ ବଜାଇଛନ୍ତି। ବୁଧବାର ରାଜ୍ୟର କୁଶୀନଗରଠାରେ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ପ୍ରଧାନନ୍ତ୍ରୀ ଲୋକାର୍ପିତ କରିଛନ୍ତି। ସେହିପରି ୧୮୦.୬୬ କୋଟି…

ମନ୍ଦିରର ୨,୧୩୮କିଲୋଗ୍ରାମ୍‌ ସୁନା ତରଳାଇବା ଯୋଜନା, ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟରେ ଚ୍ୟାଲେଞ୍ଜ…

ଚେନ୍ନାଇ,୨୦।୧୦: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ ସରକାର ରାଜ୍ୟର ବିଭିନ୍ନ ମନ୍ଦିରରୁ ପ୍ରାୟ ୨,୧୩୮ କିଲୋଗ୍ରାମ ସୁନା ତରଳାଇବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାର ଦେଇଥିବା ଆଦେଶକୁ ମାଡ୍ରାସ ହାଇକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆବେଦନକାରୀ ଏହାକୁ ବେଆଇନ…

ହାରୁଛି କରୋନା, ସୁସ୍ଥତା ହାର ୯୮.୧୫ ପ୍ରତିଶତ…

ନୂଆଦିଲ୍ଲୀ,୨୦।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଧୀରେଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୪ ହଜାର ୬୨୩ ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଦେଶରେ କରୋନାରେ ୧୯୭ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ବାସ୍ଥ୍ୟ ଓ ପରିବାର…

ବର୍ଷା ବିତ୍ପାତ: ୩୪ ମୃତ

ଡେରାଡୁନ/ନୈନିତାଲ, ୨୦ା୧୦: ଦେବଭୂମି ଉତ୍ତରାଖଣ୍ଡକୁ ବିପତ୍ତିକୁ ଡାକି ଆଣିଛି ଲଗାଣ ବର୍ଷା। ବାଦଲଫଟା ବର୍ଷା ଓ ଭୂସ୍ଖଳନ ଯୋଗୁ ମଙ୍ଗଳବାର ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ମୃତକଙ୍କ ସଂଖ୍ୟା ୩୪କୁ ବଢ଼ିଛି। ରେସ୍କ୍ୟୁ ଅପରେଶନରେ ନିୟୋଜିତ ଏନ୍‌ଡିଆର୍‌ଏଫ୍‌ ଅଦ୍ୟାବଧି ୩୦୦…

‘ଚାଷୀ ଆନ୍ଦୋଳନ ଶେଷ ହେଲେ ଭାଜପା ସହ ମେଣ୍ଟ’

ନୂଆଦିଲ୍ଲୀ,୨୦।୧୦: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଙ୍ଗଳବାର ନୂଆ ରାଜନୈତିକ ଦଳ ଗଠନ କରିବେ। ଯଦି ଚାଷୀ ଆନ୍ଦୋଳନର ସମାଧାନ ହୋଇଯାଏ, ତେବେ ସେ ଭାଜପା ଓ ଅକାଳି ଦଳ ସହ ମେଣ୍ଟ କରି ଆସନ୍ତା ବର୍ଷ ହେବାକୁ ଥିବା…

‘ଫିଲ୍ମ ଇଣ୍ଡଷ୍ଟ୍ରିକୁ ଭୋଗିବାକୁ ପଡ଼ିବ’

ମୁମ୍ବାଇ,୨୦।୧୦: ହାଇ ପ୍ରୋଫାଇଲ ପ୍ରକୃତି କାରଣରୁ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଟାର୍ଗେଟ କରାଯାଉଛି। ଏଥିଲାଗି ବଲିଉଡ୍‌କୁ ପାଉଣା ଦେବାକୁ ପଡ଼ିବ। ଏଭଳି କହିଛନ୍ତି ଜଣାଶୁଣା ଲିରିସିଷ୍ଟ ଜାଭେଦ ଆଖତର। ବଲିଉଡ୍‌ ଷ୍ଟାର ଶାହରୁଖ ଖାନଙ୍କ ପୁଅ ଡ୍ରଗ୍ସ ଜବତ ମାମଲାରେ ଗିରଫ ହେବା…

ଷ୍ଟୋନ ଅପରେଶନକୁ ଆସି ହରାଇଲେ କିଡ୍‌ନୀ

ଅହମ୍ମଦାବାଦ,୧୯।୧୦: ଗୁଜରାଟର ଏକ ଡାକ୍ତରଖାନାରେ ଜଣେ ରୋଗୀଙ୍କ ଷ୍ଟୋନ ଅପରେଶନ କରିବା ବଦଳରେ କିଡ୍‌ନୀ କାଢ଼ିନେବା ଘଟଣାରେ ସମ୍ପୃକ୍ତ ହସ୍ପିଟାଲକୁ ୧୧ ଲକ୍ଷ ଜରିମାନା ହୋଇଛି। ୨୦୧୧ରେ ଦେବେନ୍ଦ୍ରଭାଇ ରାଭାଲଙ୍କ କିଡ୍‌ନୀରେ ଷ୍ଟୋନ୍‌ ହେବାରୁ ସେ ବାଲାସିନୋରରେ ଥିବା କେଏମ୍‌ଜି ଜେନେରାଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri