ଜାତୀୟ

୧୧ ଟ୍ରାକରଙ୍କ ମୃତ ଦେହ ଉଦ୍ଧାର, ବାୟୁସେନାର ଅପରେଶନ୍‌ ଜାରି…

ନୂଆଦିଲ୍ଲୀ,୨୩।୧୦: ବାୟୁସେନା ଉତ୍ତରାଖଣ୍ଡର ଲାମଖାଗା ଗିରିପଥ ନିକଟରୁ ସମୁଦ୍ର ପତ୍ତନଠାରୁ ୧୭,୦୦୦ ଫୁଟ ଉଚ୍ଚରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଏଠାରେ ପ୍ରବଳ ତୁଷାରପାତ ଏବଂ ଖରାପ ପାଗ ଯୋଗୁଁ ଅକ୍ଟୋବର୧୮ରେ ପର୍ଯ୍ୟଟକ, ପୋର୍ଟର ଏବଂ ଗାଇଡ ସମେତ ୧୭ଜଣ ଟ୍ରାକର…

ସୁସ୍ମିତା ଦେବଙ୍କୁ ଆକ୍ରମଣ

ନୂଆଦିଲ୍ଲୀ,୨୩।୧୦: ୨୦୨୩ରେ ହେବାକୁ ଥିବା ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ପ୍ରଚାର ବେଳେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ସୁସ୍ମିତା ଦେବଙ୍କ କାର୍‌କୁ ଆକ୍ରମଣ କରାଯାଇଛି। ଭାଜପା କର୍ମୀମାନେ ତାଙ୍କ କାର୍‌କୁ ଟାର୍ଗେଟ କରିଥିବା ସୁସ୍ମିତା ଟୁଇଟରରେ ଅଭିଯୋଗ ଆଣିଛନ୍ତି।…

ଟିକାକରଣ: ଭାରତ ବନାମ ଅବଶିଷ୍ଟ ବିଶ୍ୱ

ନୂଆଦିଲ୍ଲୀ,୨୩।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭାରତର କରୋନା ନିରୋଧୀ ଟିକାକରଣ ସଫଳତା ବଖାଣିବାକୁ ଯାଇ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ସରକାରଙ୍କ ସାମର୍ଥ୍ୟକୁ ନେଇ ପ୍ରଶ୍ନ କରୁଥିବା ଲୋକଙ୍କୁ ଉପଯୁକ୍ତ ଜବାବ ମିଳିଥିବା ସେ କହିଛନ୍ତି। କଂଗ୍ରେସ ମତରେ ମୋଦି ଓ…

କଂଗ୍ରେସର ‘ପ୍ରତିଜ୍ଞା ଯାତ୍ରା’

ଲକ୍ଷ୍ନୌ,୨୩ ।୧୦: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଶନିବାର ‘ପ୍ରତିଜ୍ଞା ଯାତ୍ରା’ ଆରମ୍ଭ କରିବାକୁ ଯାଉଛି । ଉତ୍ତର ପଦେଶ ଲକ୍ଷ୍ନୌର ବାରବାଙ୍କିରେ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ ଏହାକୁ ସବୁଜ ସଙ୍କେତ ଦେଇ ଆରମ୍ଭ କରିବାକୁ…

କ୍ୟାପଟେନଙ୍କ ପାକିସ୍ତାନି ବନ୍ଧୁଙ୍କୁ ନେଇ ବଢୁଛି କଳହ

ଚଣ୍ଡିଗଡ଼,୨୩ ।୧୦: ପଞ୍ଜାବ କଂଗ୍ରେସରେ କଳହ ଥମିବାର ନାଁ ନେଉନି । କ୍ୟାପଟେନ-ସିଦ୍ଧୁଙ୍କ ମଧ୍ୟରେ ଆରମ୍ଭ ହୋଇଥିବା କଳହ ଏବେ ଅରୁସା ଆଲମଙ୍କ ପାଖରେ ପହଞ୍ଚିଲାଣି । ପଞ୍ଜାବର ଗୃହମନ୍ତ୍ରୀ ସୁଖଜିନ୍ଦର ସିଂ ରନ୍ଧୱା ଶୁକ୍ରବାର କହିଥିଲେ କି କ୍ୟାପଟେନ ଅମରିନ୍ଦର…

ଜମ୍ମୁ-କଶ୍ମୀର ଗସ୍ତରେ ଶାହ: ଘାଟିରେ ସିଆର୍‌ପିଏଫର ଭିଆଇପି ୟୁନିଟ ମୁତୟନ

ଜମ୍ମୁ,୨୩ ।୧୦: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଅକ୍ଟୋବର ୨୩ରୁ ଜମ୍ମୁ-କଶ୍ମୀର ଗସ୍ତ କରୁଛନ୍ତି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏଥିପାଇଁ ଶୁକ୍ରବାରଠାରୁ ସିଆର୍‌ପିଏଫ୍‌ର ଭିଆଇପି ୟୁନିଟ ଜମ୍ମୁ ପହଞ୍ଚି ସାରିଛନ୍ତି । ରାଲି ସ୍ଥାନରେ ଭଗବତି ନଗର…

‘ଏହା ଅନ୍ୟାୟ, ଏନ୍‌ସିବି ଫସାଇବାକୁ ଚେଷ୍ଟା କରୁଛି’

ମୁମ୍ବାଇ,୨୩।୧୦: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ବମ୍ବେ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି। ଏଥିରେ ତାଙ୍କ ଓକିଲ ଦର୍ଶାଇଛନ୍ତି ଯେ, ଆର୍ଯ୍ୟନଙ୍କ ହ୍ବାଟ୍ସଆପ୍‌ ଚାଟ୍‌କୁ ଏନ୍‌ସିବି ଭୁଲ ବାଖ୍ୟା କରୁଛି। କ୍ରୁଜ ଯାହାଜରୁ ଜବତ ହୋଇଥିବା ଡ୍ରଗ୍ସ…

ଦୁର୍ଗାପୂଜା ପାଇଁ ସଂକ୍ରମଣ ହେଲା ଦୁଇଗୁଣା

କୋଲକାତା,୨୨।୧୦: ପଶ୍ଚିମବଙ୍ଗରେ ଦୁର୍ଗାପୂଜା ପରେ କୋଭିଡ ସଂକ୍ରମଣ ଦୁଇଗୁଣା ବୃଦ୍ଧି ପାଇଛି। ଫଳରେ ସୋମବାରଠାରୁ ପୁଣି ଥରେ କ୍ୱାରାଣ୍ଟାଇନ୍‌ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଗତ ଶୁକ୍ରବାର କୋଲକାତାରେ ୧୨୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସପ୍ତାହେ ପରେ ସେଠାରେ…

ଶାହଙ୍କ ଲାଗି ମୁତୟନ ହେଲେ ସ୍ନାଇପର, ଡ୍ରୋନ୍‌, ଶାର୍ପଶୁଟର

ନୂଆଦିଲ୍ଲୀ,୨୨।୧୦: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଶନିବାରଠାରୁ ୩ ଦିନିଆ ଗସ୍ତ ଜମ୍ମୁ-କଶ୍ମୀର ଗସ୍ତ କରିବେ। ୩୭୦ ଧାରା ଉଚ୍ଛେଦ ପରେ ଶାହ ପ୍ରଥମ ଥର ପାଇଁ କେନ୍ଦ୍ର ଶାସିତ ଅଞ୍ଚଳ ଗସ୍ତ କରିବାକୁ ଯାଉଛନ୍ତି। ଏବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ…

କମିବାକୁ ଯାଉଛି ଖାଇବା ତେଲ ଦର

ନୂଆଦିଲ୍ଲୀ,୨୨।୧୦: ପାର୍ବଣ ସମୟରେ ଡାଲି ଏବଂ ଖାଇବା ତେଲ ଦର ନିୟନ୍ତ୍ରଣକୁ ଆଣିବା ଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର। ଆମଦାନୀ ବଢ଼ାଇବା ସହ ଖାଦ୍ୟ ସାମଗ୍ରୀ କଳାବଜାରୀ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖାଦ୍ୟ ମନ୍ତ୍ରଣାଳୟର ସଚିବ ସୁଧାଂଶୁ ପାଣ୍ଡେ…

ଭାଜପା ସଭାରେ ମୁଥା ମରାମରି

କୋଲକାତା,୨୨।୧୦: ଫାଟ ଦେଖାଦେଇଛି ଭାଜପାର ପଶ୍ଚିମବଙ୍ଗ ୟୁନିଟ୍‌ରେ। ପଶ୍ଚିମ ବର୍ଦ୍ଧମାନର କାଟଓ୍ବାରେ ଶୁକ୍ରବାର ଆୟୋଜିତ ଦଳର ସାଙ୍ଗଠନିକ ବୈଠକରେ ହାତହାତି ହୋଇଛନ୍ତି ଦୁଇ ଗୋଷ୍ଠି। ତାହା ପୁଣି ରାଜ୍ୟ ଭାଜପା ସଭାପତି ସୁକାନ୍ତ ମଜୁମଦର ଓ ପୂର୍ବତନ ସଭାପତି ଦୀଲିପ ଘୋଷଙ୍କ…

ଦୀର୍ଘ ୪ ଘଣ୍ଟା ପରେ ଏନ୍‌ସିବି କାର୍ଯ୍ୟାଳୟରୁ ବାହାରିଲେ ଅନନ୍ୟା

ମୁମ୍ବାଇ,୨୨ ।୧୦: ଡ୍ରଗ୍ସ ମାମଲାରେ ପଚରା ଉଚରା ପାଇଁ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ଶୁକ୍ରବାର ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପାଖାପାଖି ୨ଟା ୩୦ ମିନିଟରେ ସେ ତାଙ୍କ ପିତା ଚଙ୍କି ପାଣ୍ଡେଙ୍କ ସହ ଏନ୍‌ସିବି ଅଫିସ ପହଞ୍ଚିଥିଲେ ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri