ଜାତୀୟ

ଯୌନ ସମ୍ପର୍କ ନ ରଖିବାରୁ ବାଳିକାଙ୍କୁ ହତ୍ୟା

ଗୁଆହାଟୀ, ୨୨ା୧୦:ଆସାମର ନଅଗାଁ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଯୌନ ସମ୍ପର୍କ ରଖିବା ପାଇଁ ମନାକରିବାରୁ ଜଣେ ୬ ବର୍ଷୀୟା ବାଳିକାଙ୍କୁ ପର୍ନ ଅଭ୍ୟସ୍ତ ୨ ନାବାଳକ ପଥରରେ ଛେଚି ହତ୍ୟା କରିଛନ୍ତି। ୧୧ ବର୍ଷୀୟ ଅଭିଯୁକ୍ତ ଦ୍ୱୟଙ୍କ ସମେତ…

ଗ୍ୟାସ୍‌, କୋଇଲା ପାଇଁ ହେବ ଜରୁରୀ ଭଣ୍ଡାର

ଚେନ୍ନାଇ, ୨୨।୧୦:କୋଇଲା ଅଭାବକୁ ନେଇ ବିଦ୍ୟୁତ ସଙ୍କଟ ଆଶଙ୍କା ଦେଖାଦେଇଥିବାବେଳେ ଭବିଷ୍ୟତରେ ଏଭଳି ଯୋଗାଣ ସମସ୍ୟାର ସମାଧାନ ପାଇଁ ସରକାର ପ୍ରାକୃତିକ ଗ୍ୟାସ୍‌ ଓ ଆମଦାନି କୋଇଲାର ଷ୍ଟାଟେଜିକ୍‌ ରିଜର୍ଭ (ଜରୁରୀ ସମୟରେ ବ୍ୟବହାର ପାଇଁ ଭଣ୍ଡାର) ନିର୍ମାଣ ନିମନ୍ତେ ବିଚାର…

ଯୋଗେନ୍ଦ୍ର ଯାଦବ ଏକ ମାସ ପାଇଁ ନିଲମ୍ବିତ

ନୂଆଦିଲ୍ଲୀ,୨୨ ।୧୦: ସଂଯୁକ୍ତ କୃଷକ ମୋର୍ଚ୍ଚା ଏକ ବଡ ଆକ୍ସନ ନେବାକୁ ଯାଇ ଯୋଗେନ୍ଦ୍ର ଯାଦବଙ୍କୁ ୧ ମାସ ପାଇଁ ନିଲମ୍ବିତ କରିଛନ୍ତି । କିଛିଦିନ ହେବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଉଥିଲା । ନିକଟରେ ଯୋଗେନ୍ଦ୍ର ଯାଦବ…

ଦେଶକୁ ସମ୍ବୋଧିତ କରିବେ ମୋଦି

ନୂଆଦିଲ୍ଲୀ,୨୨ ।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳ ୧୦ଟାରେ ଦେଶକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଦେଶ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ଗୁରୁବାର କରୋନା ଟିକାକରଣରେ ୧୦୦କୋଟି ଡୋଜ୍ ଅତିକ୍ରମ କରିଥିବା ବେଳେ…

ସୋସିଆଲ ମିଡିଆ ପାଇଁ ବଞ୍ଚିଗଲେ ଯୁବକ

ନୂଆଦିଲ୍ଲୀ,୨୧।୧୦: ଫେସବୁକ୍‌ରେ ଲାଇଭ୍‌ ଷ୍ଟ୍ରିମିଂ କରି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣେ ୪୩ ବର୍ଷୀୟ ଯୁବକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସୋସିଆଲ ମିଡିଆ ପକ୍ଷରୁ ଇ-ମେଲ ପାଇବା ପରେ ତୁରନ୍ତ ପୋଲିସର କାର୍ଯ୍ୟାନୁଷ୍ଠାନ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ଦିଲ୍ଲୀ…

ଗାଜିପୁର ରାସ୍ତାରୁ ଉଠିଲେ ଚାଷୀ

ନୂଆଦିଲ୍ଲୀ,୨୧।୧୦: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ବିରୋଧରେ ଗତ ୧୧ ମାସ ହେଲା ଦିଲ୍ଲୀ ଗାଜିପୁର ସୀମାରେ ସର୍ଭିସ୍‌ ରୋଡ୍‌କୁ ଅବରୋଧ କରି ରଖିଥିବା ଚାଷୀ ଗୁରୁବାର ସେଠାରୁ ପ୍ରତିବନ୍ଧକ ହଟାଇଛନ୍ତି। ଯାନବାହନ ଚଳାଚଳ ସୁଗମ କରିବା ଲାଗି ଚାଷୀ…

ଶାହରୁଖଙ୍କ ଘରେ ଚଢ଼ାଉ କରି ନ ଥିଲୁ

ନୂଆଦିଲ୍ଲୀ,୨୧।୧୦: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ ପୁଅ ଆର୍ଯ୍ୟନଙ୍କୁ ଜେଲରେ ଭେଟିବା ପରେ ମନ୍ନତରେ ଗୁରୁବାର ପହଞ୍ଚିଥିଲା ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଏକ ଦଳ। ମନ୍ନତରେ ଏନ୍‌ସିବି ଚଢ଼ାଉ କରିଥିବା ନେଇ ସୋସିଆଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ଢ଼େର…

ଅମରିନ୍ଦର କୃଷି ଆଇନର ନିର୍ମାତା: ସିଦ୍ଧୁ

ଚଣ୍ଡିଗଡ଼,୨୧ ।୧୦: ପଞ୍ଜାବ ରାଜନୀତିରେ ଟଣା ଭିଡା ଲାଗି ରହୁଛି । ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ପ୍ରଥମ ଥର ଲାଗି ତାଙ୍କୁ ଟାର୍ଗେଟ କରିଛନ୍ତି ପଞ୍ଜାବର କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ।…

ମୁମ୍ବାଇ ଜେଲ ବାହାରେ ଶାହରୁଖଙ୍କୁ ଘେରିଲେ କ୍ୟାମେରାମ୍ୟାନ

ମୁମ୍ବାଇ,୨୧।୧୦: ମୁମ୍ବାଇର ଆର୍ଥର ରୋଡ୍‌ ଜେଲ ବାହାରେ ଗୁରୁବାର ମଧ୍ୟାହ୍ନରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ ପହଞ୍ଚିବା ପରେ ତାଙ୍କୁ ଚାରି ଆଡ଼ୁ ଘେରି ଦେଇଥିଲେ କ୍ୟାମେରାମ୍ୟାନ। ଏହି ଘଟଣାକୁ ସୋନୁ ସୁଦ, ସ୍ବରା ଭାସ୍କର ଓ ପୂଜା ଭଟ୍ଟଙ୍କ ଭଳି…

୬୪ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା, ୭ ହଜାର କୋଟିର କ୍ଷତି

ଡେରାଡୁନ,୨୧।୧୦: ଉତ୍ତରାଖଣ୍ଡରେ ହୋଇଥିବା ବନ୍ୟା ଯୋଗୁ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୬୪ରେ ପହଞ୍ଚିଛି। ଏବେବି ଅନେକ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ବଢିବା ଆଶଙ୍କା କରାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବନ୍ୟା ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଦ୍ଧାନ କରିଛନ୍ତି।…

‘ଅନନ୍ୟା ଅଭିଯୁକ୍ତ ନୁହନ୍ତି’

ମୁମ୍ବାଇ,୨୧।୧୦: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା ପାଇଁ ଗୁରୁବାର ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) କାର୍ଯ୍ୟାଳୟକୁ ଡକାଇଛି। କ୍ରୁଜରୁ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କ ହ୍ବାଟ୍ସଆପ୍‌ରୁ ଅନନ୍ୟାଙ୍କ ନାମ ସାମ୍ନାକୁ ଆସିଛି। ତାଙ୍କୁ ଏନ୍‌ସିବିର…

କେନ୍ଦ୍ର ସରକାରଙ୍କୁ ଶ୍ରେୟ ଦେବା ପାଇଁ କଂଗ୍ରେସରେ ଗୋଡ଼ ଟଣାଟଣି

ନୂଆଦିଲ୍ଲୀ,୨୧।୧୦:୧୦୦ କୋଟି କରୋନା ଟିକା ଦେବାରେ ଭାରତ ଏକ ବଡ଼ ଉପଲବ୍ଧି ହାସଲ କରିଛି। ଏଥିପାଇଁ ସରକାରଙ୍କୁ ବିଭିନ୍ନ ଆଡେ ପ୍ରଶଂସା କରାଯାଉଛି। କିନ୍ତୁ ଏହି ପ୍ରସଙ୍ଗରେ କଂଗ୍ରେସରେ ମତଭେଦ ରହିଛି। କଂଗ୍ରେସ ଏମ୍‌ପି ଶଶି ଥରୁର ସରକାରଙ୍କୁ ଶ୍ରେୟ ଦେଇଥିବାବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri