ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସକ୍ଷମ…
ନୂଆଦିଲ୍ଲୀ,୨୯।୮: ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସକ୍ଷମ। ଏହା ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ। ସଂସ୍କୃତ ଜ୍ଞାନର ପରିସୀମା ବୃଦ୍ଧି କରି ପାରିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୦ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ…
ଜନଧନ ଯୋଜନାକୁ ୭ବର୍ଷ
ଭୁବନେଶ୍ୱର,୨୯।୮: ଦେଶର ଆର୍ଥିକ ଗତିକୁ ଦ୍ରୁତ କରିବା ପାଇଁ ବ୍ୟାଙ୍କିଙ୍ଗ୍ କାରବାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା । ହେଲେ ସ୍ବାଧୀନତାର ୬୮ ବର୍ଷ ପରେ ମଧ୍ୟ ଦେଶର ଅନେକ ରାଜ୍ୟ ଓ ଲୋକଙ୍କ ନିକଟରେ ବ୍ୟାଙ୍କ ଖାତା ନ ଥିବା ମୋଦି ତାଙ୍କ…
ନୂଆ ରୂପରେ ଲାଲୁଙ୍କ ଲାଲ୍: ଖୁବଶୀଘ୍ର ନଜର ଆସିବେ କପିଲ ଶର୍ମା କମେଡି ଶୋ’ରେ
ପାଟନା,୨୯ ।୮: ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଏବେ ଖୁବ୍ ଚର୍ଚ୍ଚାରେ । କେବେ ବାବା ଭୋଳାନାଥ ଭାବେ ତ ପୁଣି କେବେ କୃଷ୍ଣଙ୍କ ରୂପରେ ବଂଶୀ ବଜେଇ ଚର୍ଚ୍ଚାକୁ ଆସୁଥିବା ତେଜ ପ୍ରତାପ…
ଦେଶର ଯୁବ ଶକ୍ତି ଏବେ ବିକାଶ ମୁହାଁ…
ନୂଆଦିଲ୍ଲୀ,୨୯।୮: ଦେଶର ଯୁବ ଶକ୍ତି ଏବେ ବିକାଶ ମୁହାଁ ହୋଇଛନ୍ତି। ଯୁବ ବର୍ଗ ନିଜର ସର୍ବଶ୍ରେଷ୍ଠ ଲକ୍ଷ୍ୟ ପଥରେ ଅଗ୍ରସର ହେଉଛନ୍ତି। ଏବେ ଭାରତ ପ୍ରତିଟି କ୍ଷେତ୍ରରେ ସଫଳତା ହାସଲ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୦ ତମ…
ଅରମାନ କୋହଲି ଗିରଫ…
ମୁମ୍ବାଇ,୨୯।୮: ଡ୍ରଗ୍ସ ମାମଲାରେ ଅଭିନେତା ଅରମାନ କୋହଲି ଗିରଫ ହୋଇଛନ୍ତି। ଦୀର୍ଘ ଦିନ ଧରି ପଚରାଉଚରା ପରେ ଏନସିବି ପକ୍ଷରୁ କୋହଲିଙ୍କୁ ଗିରଫ କରାଯାଇଛି। ଶନିବାର ସାରେ ଏନସିବି କୋହଲିଙ୍କୁ ଘରେ ପଚରାଉଚରା କରିଥିଲେ। ଏହି ସମୟରେ ତାଙ୍କ ଘରୁ ଡ୍ରଗ୍ସ୍…
ଦୈନିକ ସଂକ୍ରମଣ ୪୦ ହଜାର ଉପରେ, କେରଳ ବଢ଼ାଇଲା ଚିନ୍ତା…
ନୂଆଦିଲ୍ଲୀ,୨୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ…
ଚାଷୀଙ୍କୁ ପୋଲିସର ଲାଠିମାଡ଼
ଚଣ୍ଡିଗଡ଼, ୨୯।୮: ହରିୟାଣାର କର୍ନଲ ଜିଲାରେ ଶନିବାର ଭାଜପାର ଏକ ବୈଠକକୁ ବିରୋଧ କରି କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲାଠିଚାଳନା କରିବାରୁ ୧୦ ଜଣ ଚାଷୀ ଆହତ ହୋଇଛନ୍ତି। ହରିୟାଣା ପୋଲିସର…
ସରକାରଙ୍କ ମିଛ ଧରାଇବା ନାଗରିକଙ୍କ କର୍ତ୍ତବ୍ୟ
ନୂଆଦିଲ୍ଲୀ, ୨୯।୮: ସତ୍ୟ ପାଇଁ କେବଳ ସରକାରଙ୍କ ଉପରେ ନିର୍ଭର କରିହେବ ନାହିଁ। ଶାସନରେ ରହିବାକୁ ସରକାରଗୁଡ଼ିକ ଅନେକ ସମୟରେ ମିଥ୍ୟାର ଆଶ୍ରୟ ନେଉଥିବା ଦେଖାଯାଇଥାଏ। ତେଣୁ ସରକାରଙ୍କ ମିଥ୍ୟାକୁ ଲୋକଲୋଚନକୁ ଆଣିବା ସହ ଏହା ବିରୋଧରେ ସ୍ବର ଉତ୍ତୋଳନ କରିବା…
ଚୋରି ଅଭିଯୁକ୍ତଙ୍କୁ ଟ୍ରକରେ ବାନ୍ଧି ଘୋଷାଡ଼ି ନେଲେ
ଭୋପାଳ,୨୮।୮: ଚୋରି ଅଭିଯୋଗରେ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଖୁବ୍ ମାଡ଼ ମାରିବା ପରେ ପିକ୍ ଅପ ଟ୍ରକରେ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନିଆଯାଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ନିମୁଚ ଜିଲାରୁ। ଜଣେ ଚୋରକୁ ଧରିଥିବା ଅଭିଯୁକ୍ତମାନେ…
ପବ୍ଜିରେ ନାବାଳକ ଉଡାଇଦେଲେ ୧୦ ଲକ୍ଷ ଟଙ୍କା, ତା’ପରେ…
ମୁମ୍ବାଇ, ୨୮।୮: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇର ପଶ୍ଚିମରେ ଥିବା ଯୋଗେଶ୍ୱରୀ ଅଞ୍ଚଳରେ ଜଣେ ୧୬ ବର୍ଷୀୟ ନାବାଳକ ଅନ୍ଲାଇନ ଗେମ୍ ପବ୍ଜିରେ ତାଙ୍କ ମା’ଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୦ ଲକ୍ଷ ଟଙ୍କା ହରାଇବା ପରେ ଘର ଛାଡ଼ି ପଳାଇଯାଇଥିଲେ। ପୋଲିସ ଅନ୍ଧେରୀର…
ସ୍ବାମୀଙ୍କ ମୃତଦେହକୁ ଟ୍ରଲି ବ୍ୟାଗ୍ରେ ଭରି ଡ୍ରେନରେ ଫିଙ୍ଗିଦେଲେ
ନୂଆଦିଲ୍ଲୀ,୨୮।୮: ଗତ ୧୦ ତାରିଖରେ ରାଜଧାନୀର ସୁଖଦେବ ବିହାରର ଡ୍ରେନରୁ ଏକ ଟ୍ରଲି ବ୍ୟାଗରୁ ମିଳିଥିଲା ଜଣେ ପୁରୁଷଙ୍କ ମୃତଦେହ। ପାଣିରେ ରହି ରହି ମୃତଦେହ ପଚି ଯାଇଥିବାରୁ ମୃତକଙ୍କ ପରିଚୟ ଜାଣିବା ପୋଲିସ ପାଇଁ କଷ୍ଟକର ହୋଇ ପଡ଼ିଥିଲା। ମୃତକଙ୍କ…
ନୀତୀଶ କୁମାର ଜେଡିୟୁର ବିଗବସ୍: ପୋଷ୍ଟର ଦେଉଛି ପ୍ରମାଣ
ପାଟନା,୨୮ ।୮: ଜନତା ଦଳ ୟୁନାଇଟେଡ(ଜେଡିୟୁ)ରେ ଅସଲ ବିଗବସ୍ କିଏ ତାହା ଏବେ ସ୍ଥିର ହୋଇଯାଇଛି । ଜେଡିୟୁ କାର୍ଯ୍ୟାଳୟ ବାହାରେ ଲାଗିଥିବା ପୋଷ୍ଟରରୁ ଏହା ବୁଝା ପଡୁଛି । ଯେଉଁ ପୋଷ୍ଟର ଦଳ ମୁଖ୍ୟାଳୟ ବାହାରେ ଲଗାଯାଇଛି ସେଥିରେ କେବଳ…
Archives


