Posted inଜାତୀୟ

ସେଣ୍ଟ୍ରାଲ ଭିଷ୍ଟା ପ୍ଲଟ୍‌ ବିରୋଧରେ ଆବେଦନ ଖାରଜ

ନୂଆଦିଲ୍ଲୀ, ୨୪।୧୧: ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ନିର୍ମାଣ ହେବାକୁ ଥିବା ସରକାରୀ ବାସଗୃହ ଲାଗି ବ୍ୟବହୃତ ପ୍ଲଟ(ଜମି) ପରିବର୍ତ୍ତନକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। ଏହା ସରକାରୀ ନିଷ୍ପତ୍ତି ହୋଇଥିବାରୁ ଆବେଦନକାରୀ ଏଥିରେ ଦୁର୍ଭାବନାପୂର୍ଣ୍ଣ ଉଦ୍ଦେଶ୍ୟ ରଖିପାରିବେ ନାହିଁ। ପିଟିଶନର ଶୁଣାଣି ପାଇଁ ସର୍ବୋଚ୍ଚ ଅଦାଲତ ମନା କରିଦେଇଛନ୍ତି। ରାଷ୍ଟ୍ରପତି ଭବନଠାରୁ ଇଣ୍ଡିଆ ଗେଟ୍‌ ମଧ୍ୟରେ ୩ କିଲୋମିଟର ବ୍ୟାପୀ ଅଞ୍ଚଳରେ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପକୁ ଗତ ଜାନୁୟାରୀରେ ସୁପ୍ରିମକୋର୍ଟ ମଞ୍ଜୁରୀ ପ୍ରଦାନ କରିଥିଲେ। ଏଥିରେ ନୂଆ ପାର୍ଲାମେଣ୍ଟ ଭବନ ସହ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଲାଗି ନିର୍ମାଣ କାର୍ଯ୍ୟ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାରୁ ଦୂରେଇ ରହିବା ଲାଗି ଲୋକେ ବୋଳି ହେଉଛନ୍ତି ଗୋବର-ଗୋମୂତ୍ର: ବିପଦ ଜନକ କହିଲେ ଡାକ୍ତର…

ନୂଆଦିଲ୍ଲୀ,୧୨।୫: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ କେତେକ ଲୋକ ସଂକ୍ରମରରୁ ଦୂରେଇ ରହିବା...

ଡାକ୍ତରଙ୍କୁ ମାଡ଼ ଘଟଣାରେ ଦିଲ୍ଲୀର ୫ହସ୍ପିଟାଲରେ ଧର୍ମଘଟ

ନୂଆଦିଲ୍ଲୀ,୮।୭: ଦିଲ୍ଲୀର ମୌଲାନା ଆଜାଦ୍‌ ମେଡିକାଲ କଲେଜରେ ରବିବାର ଡାକ୍ତରଙ୍କ ସହ ହୋଇଥିବା ମାଡ଼ପିଟ୍‌ ଘଟଣାକୁ ବିରୋଧ କରି ଡାକ୍ତର ସଂଘ ଧର୍ମଘଟ ଡାକରା ଦେଇଛି।...

ରାହୁଲଙ୍କ ଉପରେ ବର୍ଷିଲେ ସ୍ମୃତି

ନୂଆଦିଲ୍ଲୀ,୪।୬: କେରଳର ସାଇଲେଣ୍ଟ ଭ୍ୟାଲି ଫରେଷ୍ଟରେ ଏକ ଗର୍ଭବତୀ ହାତୀର ମୃତ୍ୟୁକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି। ହାତୀଟିକୁ ସପୁରୀରେ ବାଣ ଭର୍ତ୍ତିକରି କେହି ଦେଇ...

ଗୁପ୍ତଯୁଗ ସ୍ବର୍ଣ୍ଣମୁଦ୍ରା ପାଇଁ ଗାଁ ସାରା ଖୋଳି ଦେଲେ ଲୋକେ

ଜୟପୁର,୨୦।୬: ମଣିଷର ଧନ ଲୋଭ ବେଳେବେଳେ ସୀମା ଟପିଯାଏ। ଫଳରେ ସେ ଏଭଳି କାମ କରିବସେ ଯାହାକୁ ନେଇ ପରବର୍ତ୍ତୀ ସମୟରେ ତାଙ୍କୁ ଲଜ୍ଜିତ ହେବାକୁ...

ତାପସୀ ପନ୍ନୁ-ଅନୁରାଗ କଶ୍ୟପ-ବିକାଶଙ୍କ ଘରେ ଆୟକର ଚଢ଼ାଉ

ମୁମ୍ବାଇ,୩।୩: ବଲିଉଡ୍‌ରେ ଆୟକର ବିଭାଗ ଟିମ୍‌ ପକ୍ଷରୁ ଚଢ଼ାଉ ଜାରି ରହିଛି। ଟିକସ ଚୋରି ଅଭିଯୋଗରେ ଅଭିନେତ୍ରୀ ତାପସୀ ପନ୍ନୁ, ଫିଲ୍ମ ମେକର ଅନୁରାଗ କଶ୍ୟପ,ବିକାଶ...

ପୁଣି ଜଣେ କମେଡିଆନଙ୍କୁ ହରାଇଲେ ପ୍ରଶଂସକ

ମୁମ୍ବାଇ,୫।୧୦: ଟେଲିଭିଜନ ଇଣ୍ଡଷ୍ଟ୍ରି ପାଇଁ ଏକ ଦୁଃଖଦ ଖବର। ବଲିଉଡ୍‌ର ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରେ ଏବେ ଆଉ ଜଣେ ହାସ୍ୟ ଅଭିନେତାଙ୍କୁ ହରାଇଛନ୍ତି...

ମୋଦିଙ୍କୁ ଭେଟିଲେ ମମତା

ନୂଆଦିଲ୍ଲୀ,୫।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଚାରିଦିନିଆ ଦିଲ୍ଲୀ ଗସ୍ତରେ। ଗୁରୁବାର ସେ ଏଠାରେ ପହଞ୍ଚିବା ପରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି।...

୯୦ କୋଟି ଟପିଲା ଟିକାକରଣ ସଂଖ୍ୟା…

ନୂଆଦିଲ୍ଲୀ,୨।୧୦: କରୋନା ମହାମାରୀ ବିରୋଧୀ ଲଢ଼େଇରେ ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଶନିବାର ଦେଶରେ ଟିକାକରଣ ସଂଖ୍ୟା ୯୦ କୋଟି ଟପିଛି। ୨୦୨୧...

Advertisement
Archives

Model This Week