ଭାରତରେ ଓମିକ୍ରନ୍‌ ଆତଙ୍କ, ୧୫ ଦିନରେ ଦକ୍ଷିଣ ଆଫ୍ରିକାରୁ ମୁମ୍ବାଇ ଆସିଛନ୍ତି ୧,୦୦୦ ଯାତ୍ରୀ…

ନୂଆଦିଲ୍ଲୀ,୩୦।୧୧: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ନେଇ ଆତଙ୍କ ସୃଷ୍ଟି ହୋଇଛି। ଦକ୍ଷିଣ ଆଫ୍ରିକାର ଶ୍ୱାନେ ଇନଷ୍ଟିଚ୍ୟୁଟ୍‌ କରୋନାର ଦ୍ୱିତୀୟ ଏନ୍ତୁଡ଼ିଶାଳ ପାଲଟିଛି। ଏପରିସ୍ଥଳେ ଭାରତରେ ଓମିକ୍ରନ୍‌କୁ ନେଇ ଆତଙ୍କ ବଢ଼ିବାରେ ଲାଗିଛି। ଗତ ୧୫ ଦିନ ମଧ୍ୟରେ ଦକ୍ଷିଣ ଆଫ୍ରିକାରୁ ୧,୦୦୦ ଜଣ ଯାତ୍ରୀ ମୁମ୍ବାଇ ଆସିଛନ୍ତି। ସେଥିମଧ୍ୟରୁ ୪୬୬ ଯାତ୍ରୀଙ୍କ ତାଲିକା ମିଳିଥିବାବେଳେ ମାତ୍ର ୧୦୦ ଜଣଙ୍କ ନମୁନା ପରୀକ୍ଷା କରାଯାଇଛି।

ବମ୍ବେ ମହାନଗର ନିଗମର ଅତିରିକ୍ତ କମିଶନର ସୁରେଶ କାକାନୀ କହିଛନ୍ତି ଯେ, ଅନ୍ୟ ଯାତ୍ରୀଙ୍କ ସମ୍ପର୍କରେ ସୂଚନା ସଂଗ୍ରହ ଜାରି ରହିଛି। ସେମାନଙ୍କର ନମୁନା ପରୀକ୍ଷା କରାଯିବ। ପଜିଟିଭ୍‌ ଯାତ୍ରୀଙ୍କର ଜିନୋମ୍‌ ସିକ୍ୱେନ୍ସିଂ କରାଯିବ ବୋଲି ସେ କହିଛନ୍ତି।

ଯେକୌଣସି ସ୍ଥିତିର ମୁକାବିଲା ଲାଗି ସହରର ୫ କୋଭିଡ ହସ୍ପିଟାଲରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିବା ସେ ସୂଚନା ଦେଇଛନ୍ତି। ସ୍ବାସ୍ଥ୍ୟକର୍ମୀ ଏବଂ ଡାକ୍ତରଙ୍କୁ ସଜାଗ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଶନ ୨୦୨୪, ଭାଜପା ପ୍ରସ୍ତୁତ କଲା ୧୪୪ ଫର୍ମୂଲା…

ନୂଆଦିଲ୍ଲୀ, ୨୬।୫ : ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ପାର୍ଇ ଭାଜପା ପକ୍ଷରୁ ୧୪୪ ଫର୍ମୂଲା ପ୍ରସ୍ତୁତ କରାଯାଇଛି। ଦେଶରେ ୧୪୪ ଲୋକ ସଭା ଆସନ...

ଭର୍ଚୁଆଲ ରାଲିରେ ମମତାଙ୍କ ଉପରେ ଗର୍ଜିଲେ ଶାହା

ନୂଆଦିଲ୍ଲୀ,୯।୬: ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ପଶ୍ଚିମବଙ୍ଗରେ ଭର୍ଚୁଆଲ ରାଲି ମାଧ୍ୟମରେ ଦଳୀୟକର୍ମୀ ଓ ସାଧାରଣ ଜନତାଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କେନ୍ଦ୍ରର...

ସୁପ୍ରିମକୋର୍ଟର ୨ ବିଚାରପତି ଶପଥ ନେଲେ

ନୂଆଦିଲ୍ଲୀ,୧୦।୫: ସୁପ୍ରିମକୋର୍ଟର ନବନିଯୁକ୍ତି ୨ ବିଚାରପତି ଜଷ୍ଟିସ ସୁଧାଂଶୁ ଧୁଲିଆ ଏବଂ ଜାମସେଦ ବି ପର୍ଡିଓ୍ବାଲା ସୋମବାର ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କୁ ମିଶାଇ ସର୍ବୋଚ୍ଚ...

କଦଳୀମଞ୍ଜାରୁ ସାନିଟାରୀ ପ୍ୟାଡ୍‌ ପ୍ରସ୍ତୁତ କଲେ ଆଇଆଇଟି ଛାତ୍ର: ୧୨୧ ଥର ୨ ବର୍ଷ ପର୍ଯ୍ୟନ୍ତ ହୋଇପାରିବ ବ୍ୟବହାର

ନୂଆଦିଲ୍ଲୀ,୧।୯: ଦିଲ୍ଲୀ ଆଇଆଇଟିର ୨ ଜଣ ଛାତ୍ର କଦଳୀମଞ୍ଜାରୁ ସାନିଟାରୀ ପ୍ୟାଡ୍‌ ପ୍ରସ୍ତୁତ କରିଛନ୍ତି। ଏହାକୁ ୧୨୧ ଥର ୨ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ।...

ପିଲାଦିନ ବନ୍ଧୁଙ୍କୁ ପ୍ରେମ ବିବାହ କଲେ ଯୁବତୀ: ମର୍ମାହତ ହୋଇ ବାପା ବାଣ୍ଟିଲେ ଶ୍ରାଦ୍ଧ କାର୍ଡ

ଭୋପାଳ,୪।୮: ମଧ୍ୟପ୍ରଦେଶ ମନ୍ଦସୋର ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ସ୍ଥାନୀୟ ଅଫଜଲପୁର ଥାନା ଅନ୍ତର୍ଗତ କୁଚଦୌଡ଼ ଗାଁରେ ଜଣେ ୧୯ ବର୍ଷ ବୟସ୍କା ଯୁବତୀ...

ସୋନିଆଙ୍କ ବାସଭନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୨।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ ଗୁରୁବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀ ବାସଭନରେ ଭେଟିଛନ୍ତି। ରାଜସ୍ଥାନର ରାଜନୈତିକ ସ୍ଥିତି ଓ କ୍ୟାବିନେଟ୍‌ ସମ୍ପ୍ରସାରଣ...

ଭିକି-କଟ୍ରିନାଙ୍କ ବିବାହର ସୁରକ୍ଷା ଦାୟିତ୍ୱରେ ସଲମାନଙ୍କ ବଡିଗାର୍ଡ

ମୁମ୍ବାଇ,୬।୧୨: ଚଳିତ ସପ୍ତାହରେ ରାଜସ୍ଥାନରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କଟ୍ରିନା କୈଫ ଓ ଭିକି କୌଶଲ। ଏହି ସିକ୍ରେଟ ବିବାହକୁ ସୁରକ୍ଷା ଯୋଗାଉଛନ୍ତି...

ବିନା ପ୍ରମାଣରେ ଜୀବନ ପ୍ରତି ବିପଦ ଦର୍ଶାଇ ବିଚାରାଧୀନ ମାମଲାର ସ୍ଥାନାନ୍ତରଣ କରାଯାଇ ପାରିବ ନାହିଁ…

ନୂଆଦିଲ୍ଲୀ,୨।୧୧: କୌଣସି ପ୍ରର୍ଯ୍ୟାପ୍ତ ପ୍ରମାଣ ବିନା ବିଚାରାଧୀନ ମାମଲାକୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଅନ୍ୟ କୋର୍ଟକୁ ସ୍ଥାନାନ୍ତରଣ କରାଯାଇ ପାରିବ ନାହିଁ ବୋଲି...

Advertisement
Archives

Model This Week