ପିଲା-ବୃଦ୍ଧଙ୍କୁ ସହାୟତା କରିବେ ଏହି ରାଜ୍ୟ ସରକାର
ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଇବାରେ ଲାଗିଛି। ଏହାରି ଭିତରେ ସରକାର ଟିକାକରଣକୁ ତ୍ୱରାନ୍ବିତ କରିବା ପାଇଁ...
ବାଲି ତଳେ ଲୁଚିଛି ସତ…
କାନପୁର,୧୪।୫: କରୋନାର ଦ୍ୱିତୀୟ ଲହର ଦେଶରେ ତାଣ୍ଡବ ରଚୁଥିବା ବେଳେ ହଜାର ହଜାର ଲୋକଙ୍କ ପ୍ରାଣହାନୀ ଘଟୁଛି। ଫଳରେ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନ ଘାଟରେ ଜାଗା ମିଳୁ ନ ଥିବା ବେଳେ ମୃତଦେହଗୁଡ଼ିକୁ ଏଣେତେଣେ ପୋତାଯାଉଥିବା ଘଟଣା ବହୁଥର...
ଆଗାମୀ ସପ୍ତାହରେ ବଜାରକୁ ଆସିବ ସ୍ପୁଟନିକ-ଭି ଟିକା: ଏତିକି ଟଙ୍କାରେ ମିଳିବ
ନୂଆଦିଲ୍ଲୀ,୧୪।୫: ଦେଶରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣ ଅଭିଯାନ ଦ୍ରୁତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ କୋଭାକ୍ସିନ ଏବଂ କୋଭିଶିଲ୍ଡ ପରେ ଦେଶରେ ରୁଷିଆ ଟିକା ସ୍ପୁଟନିକ-ଭିକୁ ମଞ୍ଜୁରୀ ମିଳିଛି। ଏହି ଟିକା ଆସନ୍ତା...
୧୦ରାଜ୍ୟରେ ବ୍ଲାକ୍ ଫଙ୍ଗସ୍ ଆତଙ୍କ
ନୂଆଦିଲ୍ଲୀ,୧୪।୫: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏବେ ବିଭିନ୍ନ ରାଜ୍ୟରେ ବିରଳ ମ୍ୟୁକୋରମାଇକୋସିସ୍ ବା ବ୍ଲାକ୍ ଫଙ୍ଗସ୍ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି। ଏହି ଫଙ୍ଗସ୍ ଆଖି, ସାଇନସସ୍, ମସ୍ତିଷ୍କ, ଫୁସ୍ଫୁସ୍କୁ ସଂକ୍ରମଣ କରି ନଷ୍ଟ କରିଦେବା ସହ ଜୀବନ...
କୃଷକଙ୍କୁ ଖୁସି ଖବର ଦେଲେ ସରକାର: ୯.୫ କୋଟି ଲୋକଙ୍କୁ ପଠାଇଲେ ଟଙ୍କା
ନୂଆଦିଲ୍ଲୀ,୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନୁଯାୟୀ କୃଷକଙ୍କୁ ୨ ହଜାର ପ୍ରଦାନ କରିଛନ୍ତି। ଏହି ଯୋଜନା ଏହା ଅଷ୍ଟମ କିସ୍ତି ସ୍ବରୂପ ୯.୫ କୋଟି କୃଷକଙ୍କ ପରିବାର ପାଇଁ ୧୯,୦୦୦ କୋଟି...
ରାଗିଗଲେ କେନ୍ଦ୍ରମନ୍ତ୍ରୀ: କହିଲେ, ଟିକା ନ ମିଳିଲେ କ’ଣ ଆମେ ଫାଶୀ ଖୁଣ୍ଟରେ ଝୁଲିବୁ
ବେଙ୍ଗାଲୁରୁ,୧୪।୫: ଦେଶରେ କରୋନା ମାଡି ଚାଲିଥିବାବେଳେ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଧିମା ପଡିଯାଇଛି। ଟିକା ପର୍ଯ୍ୟାପ୍ତ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ରସାୟନ ବିଜ୍ଞାନ ଏବଂ ସାର ମନ୍ତ୍ରୀ ଡି.ଭି ସଦାନନ୍ଦ...
ପୁଣି ଅକ୍ସିଜେନ ଅଭାବ ନେଲା ୧୩ ଜୀବନ
ପାଣାଜି,୧୪।୫: ଦେଶରେ କରୋନା ଭାଇରସ୍ ଦ୍ୱିତୀୟ ଲହର ଆତଙ୍କ ଖେଳାଇଥିବା ବେଳେ ଅଧିକ ସମସ୍ୟା ସୃଷ୍ଟି କରୁଛି ଅକ୍ସିଜେନ ଅଭାବ। ଅକ୍ସିଜେନ ଅଭାବ ଯୋଗୁ ଦେଶରେ ଅନେକ ଲୋକଙ୍କ ଜୀବନ ଗଲାଣି। ସରକାର ସବୁ ରାଜ୍ୟରେ ଅକ୍ସିଜେନ ପହଞ୍ଚାଇବା ପାଇଁ...
ଆଜି କୃଷକଙ୍କ ଖାତାକୁ ଯିବ ୨ ହଜାର ଟଙ୍କା: ଜାଣନ୍ତୁ କେମିତି କରିବେ ଚେକ୍
ନୂଆଦିଲ୍ଲୀ,୧୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ ୧୪ ଅର୍ଥାତ୍ ଆଜି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନୁଯାୟୀ କୃଷକଙ୍କୁ ୨ ହଜାର ପ୍ରଦାନ କରିବେ। ଏହି ଯୋଜନା ଏହା ଅଷ୍ଟମ କିସ୍ତି ସ୍ବରୂପ ୯.୫ କୋଟି କୃଷକଙ୍କ ପରିବାର...
ଅନ୍ୟକୁ ବଞ୍ଚିବା ଶିଖାଉଥିବା ଯୁବତୀ ନିଜେ ଜୀବନ ଯୁଦ୍ଧରେ ହାରିଗଲେ
ସାରା ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ଲକ୍ଷ ଲକ୍ଷ ରୋଗୀ କରୋନାରେ ସଂକ୍ରମିତ ହେଉଛନ୍ତି। ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ଅନେକ ଲୋକ ଡାକ୍ତରଖାନାରେ ଜୀବନ ଓ ମୃତ୍ୟୁ ପାଇଁ ସଂଗ୍ରାମ କରୁଛନ୍ତି। ନିକଟରେ ହସ୍ପିଟାଲରେ...
‘କରୋନା ଏକ ଜୀବ, ତା’ର ବି ବଞ୍ଚିବାର ଅଧିକାର ରହିଛି’
ଲକ୍ଷ୍ନୌ,୧୪।୫: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଏବେ ଚର୍ଚ୍ଚାରେ ଅଛନ୍ତି। କରୋନା ଜୀବାଣୁ ଏକ ଜୀବ, ତାର ମଧ୍ୟ ବଞ୍ଚିବାର ମଧ୍ୟ ଅଧିକାର ରହିଛି ବୋଲି ରାଓ୍ବତ କହିଛନ୍ତି। ସୋସିଆଲ ମିଡିଆରେ ତାଙ୍କ ମନ୍ତବ୍ୟ ଭାଇରାଲ ହୋଇଛି।...
ବେକାବୁ ସ୍ଥିତିରେ କରୋନା: ଦିନକରେ ୩.୪୩ ଲକ୍ଷ ସଂକ୍ରମିତ, ୪୦୦୦ ମୃତ
ନୂଆଦିଲ୍ଲୀ,୭।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟ ପୁଣି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ କିଛିଦିନ ହେବ ପ୍ରତିଦିନ ତିନି ଲକ୍ଷରୁ ଅଧିକ ନୂତନ କରୋନା ମାମଲା ଆସୁଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ସ୍ବାସ୍ଥ୍ୟ...
କେମିତି ବଞ୍ଚିବେ ପ୍ରବାସୀ: ହାତରେ ଟଙ୍କା କି କାମ ନାହିଁ
ନୂଆଦିଲ୍ଲୀ,୧୪ା୫: କୋଭିଡ୍-୧୯ର ଦ୍ୱିତୀୟ ଲହର ମୁକାବିଲା ପାଇଁ ବିଭିନ୍ନ ରାଜ୍ୟରେ ସରକାରମାନେ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏଥିଯୋଗୁ ପ୍ରବାସୀ ଶ୍ରମିକମାନଙ୍କ ହାତରେ ଟଙ୍କା ନାହିଁ କି କାମ ମଧ୍ୟ ନାହିଁ। ଏଭଳି ସ୍ଥିତିରେ ସେମାନେ କେମିତି ବଞ୍ଚତ୍ବେ ବୋଲି ଗୁରୁବାର...
Archives


