ଡିୟୁରେ କରୋନା ଆତଙ୍କ: ୨୫ କର୍ମଚାରୀଙ୍କ ମୃତ୍ୟୁ…
ନୂଆଦିଲ୍ଲୀ,୧୬।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ(ଡିୟୁ)ରେ ଆତଙ୍କ ଦେଖାଦେଇଛି। ବର୍ତ୍ତମାନ ସୁଦ୍ଧା ୨୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିବାର ବର୍ଗଙ୍କୁ ୟୁନିଭରସିଟି ଟିଚରର୍ସ ଓ୍ବେଲଫେୟାର ଫଣ୍ଡ୍ ପକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁକମ୍ପା...
ଘରୋଇ ହସ୍ପିଟାଲରେ ମାଗଣାରେ ହେବ କରୋନା ଚିକିତ୍ସା: ମୁଖ୍ୟମନ୍ତ୍ରୀ
ପଣଜୀ,୧୬।୫: ଗୋଆରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଗତ କିଛି ଦିନ ହେବ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ଅନେକ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି। ଯାହାକୁ ନେଇ ପ୍ରଶାସନର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହେଲେ ଏହି...
ଗୋଆରେ ପହଞ୍ଚିଲା ବାତ୍ୟା ‘ତଉକତେ’…
ମୁମ୍ବାଇ,୧୬।୫: ଲାକ୍ଷାଦ୍ୱୀପ ଏବଂ ଆରବ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ତଉକତେ’ ରବିବାର ଗୋଆର ଉପକୂଳବର୍ତ୍ତୀ ଅଞ୍ଚଳରେ ପହଞ୍ଚିଛି। ଏହାର ପ୍ରଭାବରେ ଗୋଆରେ ପ୍ରବଳ ବର୍ଷା ଲାଗେି ରହିଛି। ଧୀରେଧୀରେ ପବନର ବେଗ ବଢୁଥିବାରୁ ଗଛ ଭାଙ୍ଗି ପଡ଼ି...
ବ୍ଲାକ୍ ଫଙ୍ଗସ୍ ଆତଙ୍କ: ଜୀବନ ବଞ୍ଚାଇବା ଲାଗି କଢ଼ାଗଲା ଆଖି…
ଯୋଧପୁୁର,୧୬।୫: କରୋନାରେ ମହାମାରୀ ସଂକ୍ରମଣ ସହିତ ଦେଶରେ ବ୍ଲାକ୍ ଫଙ୍ଗସ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଧୀରେଧୀରେ ବ୍ଲାକ୍ ଫଙ୍ଗସ୍ କାୟା ବିସ୍ତାର କରିବାରେ ଲାଗିଛି। ଜଣେ ମହିଳାଙ୍କ ଜୀବନ ବଞ୍ଚାଇବା ଲାଗି ବ୍ଲାକ୍ ଫଙ୍ଗସ୍ରେ ସଂକ୍ରମିତ ହୋଇଥିବା ଆଖିକୁ...
ହସ୍ପିଟାଲରେ ମିଳୁନି ବେଡ୍: ଘରେ ମରୁଛନ୍ତି ଲୋକେ…
ବେଙ୍ଗାଲୁରୁ,୧୬।୫: କରୋନାରେ ମହାମାରୀ ସଂକ୍ରମଣ ଯୋଗୁ କର୍ନାଟକରେ ସ୍ଥିତି ଅସମ୍ଭାଳ ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢୁଥିବାରୁ ହସ୍ପିଟାଲରେ ବେଡ୍ ମିଳୁନି। ଏପରିସ୍ଥଳେ ଲୋକେ ଘରେ ରହି ଚିକିତ୍ସିତ ହୋଇ ଶେଷରେ ମରୁଛନ୍ତି। ଗତବର୍ଷ ବ୍ରିଟେନ୍ରେ ଦେଖାଦେଇଥିବା ସ୍ଥିତି କର୍ନାଟକରେ...
କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସ ଏମ୍ପିଙ୍କ ପରଲୋକ…
ନୂଆଦିଲ୍ଲୀ,୧୬।୫: କରୋନାରେ ଆକ୍ରାନ୍ତ ହୋଇ କଂଗ୍ରେସର ରାଜ୍ୟସଭା ଏମ୍ପି ରାଜୀବ ସାତଭ୍ଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା। ଏସମ୍ପର୍କରେ କଂଗ୍ରେସ ପ୍ରବକ୍ତା ରଣଦୀପ୍ ସୁର୍ଜଓ୍ବୋଲା ଟୁଇଟ୍ କରି ସୂଚନା ଦେଇଛନ୍ତି। ଏପ୍ରିଲ୍ ୨୨ରେ ରାଜୀବଙ୍କ...
ବିଗ୍ ବି ନେଲେ ଦ୍ୱିତୀୟ ଡୋଜ୍…
ମୁମ୍ବାଇ,୧୬।୫: ବିଗ୍ ବି ଅମିତାଭ ବଚ୍ଚନ ରବିବାର ଦ୍ୱିତୀୟ ଡୋଜ୍ କରୋନା ଟିକା ନେଇଛନ୍ତି। ଏସମ୍ପର୍କରେ ସେ ନିଜ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଫଟୋ ଅପ୍ଲୋଡ୍ କରିଛନ୍ତି। ଗତମାସରେ ସେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ। ସେ କହିଛନ୍ତି ‘...
କରୋନା ଦ୍ୱିତୀୟ ଲହର: ଆକ୍ରାନ୍ତଙ୍କ ସଂଖ୍ୟା କମୁଛି, ମୃତକଙ୍କ ସଂଖ୍ୟା ବଢୁଛି…
ନୂଆଦିଲ୍ଲୀ,୧୬।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍ଡାଉନ୍ ପ୍ରଭାବରୁ ଧୀରେଧୀରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତକଙ୍କ ସଂଖ୍ୟା ବଢୁଛି। ଗତ ୨୪...
ସରକାରଙ୍କ ଟିକା ନୀତି ତୃତୀୟ ଲହରକୁ ଡାକିଆଣିବ
ନୂଆଦିଲ୍ଲୀ, ୧୬।୫(ପି.ଟି.): ଏକ ଉପଯୁକ୍ତ ଜାତୀୟ ଟିକା ରଣନୀତି ପ୍ରସ୍ତୁତି ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ଆହ୍ବାନ ଦେଇଛନ୍ତି। ସରକାରଙ୍କ ବିନାଶକାରୀ ଟିକା ନୀତି ଦେଶରେ କରୋନାର ବିଧ୍ୱଂସକାରୀ ତୃତୀୟ ଲହରକୁ ଡାକିଆଣିବ ବୋଲି ସେ କହିଛନ୍ତି।...
ମୋଦି ବିରୋଧୀ ପୋଷ୍ଟର: ୧୫ ଗିରଫ
କରୋନା ମହାମାରୀ ନିୟନ୍ତ୍ରଣ ଓ ଟିକା ପରିଚାଳନାର ବିଫଳତାକୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ସମାଲୋଚିତ ହୋଇଛନ୍ତି। କଂଗ୍ରେସ ସମେତ ବିଭିନ୍ନ ରାଜନୈତିକ ଦଳ ସରକାରଙ୍କ ଭୁଲ ନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟିକା...
୧୦ ରାଜ୍ୟରେ ୮୫% ସଂକ୍ରମଣ
ନୂଆଦିଲ୍ଲୀ, ୧୬।୫(ପି.ଟି.): ମୋଟ କରୋନା ସଂକ୍ରମଣର ୮୫ ପ୍ରତିଶତ ୧୦ଟି ରାଜ୍ୟରେ ଦେଖିବାକୁ ମିଳିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୧୧ ରାଜ୍ୟରେ ସକ୍ରିୟ ମାମଲା ୧ ଲକ୍ଷରୁ ଅଧିକ ରହିଥିବାବେଳେ ୮ ରାଜ୍ୟରେ ୫୦,୦୦୦ରୁ ୧ ଲକ୍ଷ...
‘ରୋଗୀଙ୍କୁ ଅତ୍ୟଧିକ ଷ୍ଟିରଏଡ୍ ଦେବା ବ୍ଲାକ୍ ଫଙ୍ଗସ୍ର ମୁଖ୍ୟ କାରଣ’
ନୂଆଦିଲ୍ଲୀ/ଚଣ୍ଡିଗଡ଼, ୧୫।୫: ବ୍ଲାକ୍ ଫଙ୍ଗସ୍ ରୋଗ ହଠାତ୍ ବଢ଼ିବା ସହ ଏହା ମୃତ୍ୟୁହାରକୁ ମଧ୍ୟ ବଢ଼ାଇ ଦେଇଛି। ଏହାକୁ ନେଇ ଚିନ୍ତା ବଢ଼ୁଥିବା ବେଳେ କରୋନା ରୋଗୀଙ୍କୁ ଅତ୍ୟଧିକ ଷ୍ଟିରଏଡ୍ ଦେବା ବ୍ଲାକ୍ ଫଙ୍ଗସ୍ର ଅନ୍ୟତମ ମୁଖ୍ୟ କାରଣ ବୋଲି...
Archives


