ନିଆଁରେ ନଷ୍ଟ ହେଲା ୨୫ ଲକ୍ଷର ଟିକା
ଇନ୍ଦୋର, ୧୮ା୫: ଦେଶରେ କରୋନା ଟିକା ଅଭାବ ଦେଖାଦେଇଥିବାବେଳେ ମଧ୍ୟପ୍ରଦେଶର ଇନ୍ଦୋରର ଏକ ଭାକ୍ସିନ ଷ୍ଟୋରରେ ନିଆଁ ଲାଗି ପ୍ରାୟ ୨୫ ଲକ୍ଷ ଟଙ୍କାର ଭାକ୍ସିନ ନଷ୍ଟ ହୋଇଯାଇଛି। ଇନ୍ଦୋରର ଭାରତ ସେରମସ୍ ଆଣ୍ଡ ଭାକ୍ସିନ ଲିମିଟେଡ ଷ୍ଟୋର୍ରେ ଅଗ୍ନିକାଣ୍ଡ...
ଆକ୍ରାନ୍ତଙ୍କ ସଂଖ୍ୟା କମୁଛି, ମୃତ୍ୟୁ ସଂଖ୍ୟା ବଢୁଛି…
ନୂଆଦିଲ୍ଲୀ,୧୮।୫: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଭୟଙ୍କର ବେଗରେ ବ୍ୟାପିବାରେ ଲାଗିଛି। ତେବେ ଲକ୍ଡାଉନ୍ ପ୍ରଭାବରୁ ଧୀରେଧୀରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ମୃତକଙ୍କ ସଂଖ୍ୟା ପୂର୍ବପରି ବଢ଼ିବାରେ...
ସମୁଦ୍ର ମଝିରେ ଫସିଛନ୍ତି ୪୧୦ ଜଣ
ମୁମ୍ବାଇ,୧୭।୫: ସାମୁଦ୍ରିକ ଝଡ଼ ତଉକ୍ତାଏ ରବିବାର ମଧ୍ୟରାତ୍ରରୁ ମୁମ୍ବାଇ ଉପକୂଳରେ ତାଣ୍ଡବ ଆରମ୍ଭ କରିଥିବା ବେଳେ ୨ଟି ବଡ଼ ବୋଟ୍ରେ ଅନୂ୍ୟନ ୪୧୦ ଜଣ ସମୁଦ୍ର ମଧ୍ୟରେ ଫସିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ଲାଗି ନୌସେନା ପକ୍ଷରୁ ୩ଟି ଜାହାଜକୁ...
୫୦ ଡାକ୍ତରଙ୍କ ଜୀବନ ନେଲା ଭାଇରସ୍
ନୂଆଦିଲ୍ଲୀ, ୧୭।୫ : କୋଭିଡ୍-୧୯ କାରଣରୁ ରବିବାର ଗୋଟିଏ ଦିନରେ ୫୦ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଛି। ଏ ନେଇ ଭାରତୀୟ ମେଡିକାଲ ଆସୋସିଏଶନ (ଆଇଏମ୍ଏ) ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ଦ୍ୱିତୀୟ ଲହରରେ ଦେଶର ୨୪୪ ଯୁବ ଡାକ୍ତର...
ହିନ୍ଦୀ ସହ ୧୪ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ କୋଓ୍ବିନ୍ ପୋର୍ଟାଲ
ନୂଆଦିଲ୍ଲୀ, ୧୭।୫: ଆସନ୍ତା ସପ୍ତାହରେ କୋଓ୍ବିନ ପୋର୍ଟାଲ ହିନ୍ଦୀ ଏବଂ ୧୪ଟି ଆଞ୍ଚଳିକ ଭାଷାରେ ଉପଲବ୍ଧ ହେବ। ଫଳରେ କୋଭିଡ୍ ଟିକା ନେବା ଏବଂ ନାମ ପଞ୍ଜୀକରଣ, ସ୍ଲଟ ବୁକିଂ ସହଜ ହୋଇପାରିବ। ସ୍ବାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ...
ତଉକ୍ତାଏର ଲାଣ୍ଡ୍ଫଲ ପ୍ରକ୍ରିୟା ଆରମ୍ଭ
ନୂଆଦିଲ୍ଲୀ,୧୭।୫: ଆରବ ସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ଝଡ଼ ତଉକ୍ତାଏ ସୋମବାର ରାତିରେ ଗୁଜରାଟର ପଶ୍ଚିମ ଉପକୂଳରେ ଲାଣ୍ଡ୍ଫଲ ପ୍ରକ୍ରିୟା ଆରମ୍ଭ କରିଛି। ଏହା ପ୍ରଭାବରେ ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ ଖୁବ୍ ଅଧିକ ରହିଛି।...
ଉଠିଲା ପ୍ରଶ୍ନ : ପ୍ରମାଣ ସତ୍ତ୍ୱେ ଅଧିକାରୀଙ୍କୁ କାହିଁକି ଗିରଫ କରୁନି ସିବିଆଇ
ନୂଆଦିଲ୍ଲୀ,୧୭।୫ : ନାରଦା ଲାଞ୍ଚ କାରବାର ମାମଲାରେ ପଶ୍ଚିମବଙ୍ଗର ଦୁଇ ମନ୍ତ୍ରୀ ଓ ଜଣେ ବିଧାୟକ ସମେତ ୪ ଜଣ ଗିରଫ ହେବା ପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଭିଯୋଗ କାରୀ ତଥା ସିନିୟର ଜର୍ନାଲିଷ୍ଟ ମାଥ୍ୟୁ ସାମୁଏଲ।...
ଦୁଇ ମନ୍ତ୍ରୀ ଗିରଫ ହେବା ପରେ ସିବିଆଇ କାର୍ଯ୍ୟାଳୟରେ ଭଙ୍ଗାରୁଜା
ନୂଆଦିଲ୍ଲୀ,୧୭।୫ : ନାରଦା ଲାଞ୍ଚ କାରବାର ମାମଲାରେ ପଶ୍ଚିମ ବଙ୍ଗର ଦୁଇ ମନ୍ତ୍ରୀ ଫିର୍ହାଦ ହାକିମ ଓ ସୁବ୍ରତ ମୁଖାର୍ଜୀଙ୍କୁ ସୋମବାର ସିବିଆଇ ଗିରଫ କରିଛି। ଏହାପରେ କୋଲକାତାସ୍ଥିତ ନିଜାମ ପ୍ୟାଲେସର ସିବିଆଇ କାର୍ଯ୍ୟାଳୟ ବାହାରେ ସୃଷ୍ଟି ହୋଇଥିଲା ଅପ୍ରିତିକର...
କରୋନା ରୋଗୀଙ୍କ ଅନ୍ତିମ ସତ୍କାର ପାଇଁ ମିଳିବ ୧୫ ହଜାର ଟଙ୍କା
ଅମରାବତୀ,୧୭।୫: କରୋନା ରୋଗୀଙ୍କ ଅନ୍ତିମ ସତ୍କାର ପାଇଁ ପରିବାର ଲୋକଙ୍କୁ ମିଳିବ ୧୫ ହଜାର ଟଙ୍କା ସହାୟତା ରାଶି। ଆନ୍ଧ୍ରପ୍ରଦେଶ ରାଜ୍ୟ ସରକାରଙ୍କ ପାଣ୍ଠିରୁ ଏହି ରାଶି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ...
କରୋନାରେ ତାମିଲ ଅଭିନେତାଙ୍କ ପରଲୋକ
ଚେନ୍ନାଇ,୧୭।୫: ଫିଲ୍ମ ଇଣ୍ଡଷ୍ଟ୍ରିରୁ ଆଜି ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। କରୋନା ମହାମାରୀରେ ସିନେମା ଜଗତ ନିଜର ଅନେକ କଳାକାରଙ୍କୁ ହରାଇଛି। କେବଳ ବଲିଉଡ୍ ନୁହେଁ ଟଲିଉଡ୍ର କଳାକାରଙ୍କ ପାଇଁ ବି କରୋନା କାଳ ସାଜିଥିବା ବେଳେ...
ପ୍ରତିଦିନ ଗୋମୁତ୍ର ପିଇଲେ ହେବନି କରୋନା: ସାଧ୍ୱୀ ପ୍ରଜ୍ଞା
ଭୋପାଳ,୧୭।୫: ନିଜ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମଧ୍ୟପ୍ରଦେଶ ଭୋପାଳର ଭାଜପା ଏମ୍ପି ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଏବେ କରୋନାକୁ ନେଇ ଏକ ବୟାନ ଦେଇଛନ୍ତି। ପ୍ରତିଦିନ ଗୋମୁତ୍ର ପିଇଲେ ଫୁସ୍ଫୁସ୍ରୁ ସଂକ୍ରମଣ ଦୂର ହୋଇଥାଏ ବୋଲି...
ପୋଲିସ କ୍ୟାମ୍ପ ଉପରକୁ ମାଓବାଦୀଙ୍କ ଆକ୍ରମଣ: ୩ମୃତ
ସୁକମା,୧୭।୫: ଛତିଶଗଡ଼ ସୁକାମା ଜିଲାରେ ଗତ କିଛି ଦିନ ହେଲା ଲାଲବାହୀନିର ଲାଲତାଣ୍ଡବ ଦେଖିବାକୁ ମିଳିଛି। କିଛି ଦିନର ବିରତି ପରେ ପୁଣି ଥରେ ମାଓବାଦୀ ସକ୍ରିୟ ଥିବା ନେଇ ଜାହିର କରିଛନ୍ତି। ସୋମବାର ସୁକମା ଜିଲାର ସିଲଗେର ଗାଁରେ...
Archives


