୩ରେ କେରଳ ଛୁଇଁବ ମୌସୁମୀ
ନୂଆଦିଲ୍ଲୀ,୩୧ା୫: ମୌସୁମୀ ସାଧାରଣତଃ ଜୁନ୍ ୧ରେ କେରଳ ଛୁଇଁଥାଏ। ଦେଶରେ ଏଇଠୁ ଆରମ୍ଭ ହୋଇଥାଏ ୪ ମାସିଆ ବର୍ଷାଋତୁ। କିନ୍ତୁ ଏଥର ପୂର୍ବାନୁମାନଠାରୁ ଆଉ ୨ ଦିନ ବିଳମ୍ବରେ ଅର୍ଥାତ୍ ଜୁନ୍ ୩ରେ କେରଳକୁ ଆସିପାରେ। ଏନେଇ ରବିବାର ଭାରତୀୟ...
୫ରୁ ୧୨ ବର୍ଷ ପିଲାଙ୍କଠାରେ ଟିକା ପରୀକ୍ଷା କରିବ ଜାଇଡସ୍ କାଡିଲା
ଅହମଦାବାଦ, ୩୦।୫: ବୟସ୍କଙ୍କ ପରେ ୧୨ରୁ ୧୮ ବର୍ଷ ବର୍ଗ ପିଲାଙ୍କଠାରେ ଜାଇଡସ୍ କାଡିଲା ପ୍ରସ୍ତୁତ ଜିକୋଭ୍-ଡି କୋଭିଡ୍ ଟିକାର କ୍ଲିନିକାଲ ପରୀକ୍ଷା ଜାରି ରହିଛି। କମ୍ପାନୀ ଏହାର ପ୍ଲାସ୍ମିଡ୍ ଡିଏନ୍ଏ ଟିକା ୫ରୁ ୧୨ ବର୍ଷ ପିଲାଙ୍କଠାରେ ପରୀକ୍ଷା...
ଦିଲ୍ଲୀ ପରେ ଏହି ରାଜ୍ୟରେ ଆରମ୍ଭ ହେଲା ଅନ୍ଲକ ପ୍ରକ୍ରିୟା
ଲକ୍ଷ୍ନୌ, ୩୦।୫: କଣ୍ଟେନମେଣ୍ଟ ଜୋନ୍ ବାହାରେ ଅର୍ଥନୈତିକ କାରବାର ଆରମ୍ଭ କରିବା ନେଇ ଉତ୍ତରପ୍ରଦେଶରେ ପର୍ଯ୍ୟାୟ କ୍ରମେ ଲକ୍ଡାଉନ କଟକଣା କୋହଳ କରିବାକୁ ରାଜ୍ୟ ସରକାର ରବିବାର ଘୋଷଣା କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୟୁପିରେ ୧,୯୦୮ କୋଭିଡ୍...
‘ଟିକା ନ ନେଲେ ଦରମା ଭୁଲି ଯାଅ’
ନୂଆଦିଲ୍ଲୀ, ୩୦।୫: କୋଭିଡ୍ ଟିକା ନ ନେଲେ ଦରମା ନାହଁି। ଉଜେନ ମ୍ୟୁସିନିପାଲଟି କର୍ପୋରେଶନ ପକ୍ଷରୁ ରବିବାର ଏହାର କର୍ମଚାରୀଙ୍କୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ଏଥିଯୋଗୁ କିଛି ଅଫିସରଙ୍କ ସମେତ ୩୦ ପ୍ରତିଶତ କର୍ମଚାରୀଙ୍କୁ ଦରମା ପାଇଁ ଟିକା ନେବା...
ଏହି ଆଧାରରେ ଦ୍ୱାଦଶ ପରୀକ୍ଷା ଫଳାଫଳ ଘୋଷଣା କରିପାରେ ସିବିଏସ୍ଇ
ନୂଆଦିଲ୍ଲୀ, ୩୦।୫: ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ସିବିଏସ୍ଇ ଏବଂ ସିଆଇଏସ୍ସିଇ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ବିଭିନ୍ନ ବିକଳ୍ପକୁ ନେଇ ବିଚାର କରୁଛନ୍ତି। ଯଦି ପରୀକ୍ଷା ବାତିଲ ହୁଏ ତେବେ ନବମ, ଦଶମ ଓ ଏକାଦଶ ଶ୍ରେଣୀର...
ଜୁନ୍ରେ ୧୦ କୋଟି ଡୋଜ୍ ଟିକା ପ୍ରସ୍ତୁତ କରିବ ସେରମ୍
ନୂଆଦିଲ୍ଲୀ,୩୦।୫: ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ (ଏସ୍ଆଇଆଇ) ଜୁନ ମାସରେ କୋଭିଶିଲ୍ଡ ଟିକା ୯-୧୦ କୋଟି ଡୋଜର ଉତ୍ପାଦନ ତଥା ଯୋଗାଣ ବିଷୟରେ ସରକାରଙ୍କୁ ସୂଚନା ଦେଇଛି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ପଠାଯାଇଥିବା ଏକ ଚିଠିରେ ଏସ୍ଆଇଆଇ...
‘ପାରୋଲ ଦରକାର ନାହିଁ ଆମେ ଜେଲ୍ରେ ସୁରକ୍ଷିତ ଅଛୁ’
ଲକ୍ଷ୍ନୌ, ୩୦।୫: ଜେଲ୍ରୁ ବାହାରିବା ପାଇଁ ପ୍ରାୟ ଅନ୍ତେବାସୀ ପାରୋଲ ଲାଗି ଅନେଇ ବସିଥାନ୍ତି। କିନ୍ତୁ ଉତ୍ତର ପ୍ରଦେଶର ୯ ଜେଲ୍ରେ କାରାଦଣ୍ଡ ଭୋଗୁଥିବା ୨୧ ଅନ୍ତେବାସୀଙ୍କ କଥା ସମ୍ପୂର୍ଣ୍ଣ ଭିନ୍ନ। କୋଭିଡ୍-୧୯ ମହାମାରୀ ସମୟରେ ଆମେ ପାରୋଲରେ ଯିବାକୁ...
ଚୋକ୍ସିଙ୍କ ପ୍ରତ୍ୟର୍ପଣ ପାଇଁ ଡୋମିନିକାକୁ ଡକ୍ୟୁମେଣ୍ଟ ପଠାଇଲା ଭାରତ
ନୂଆଦିଲ୍ଲୀ, ୩୦।୫: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍ବି)ରୁ ୯ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକ୍ସିଙ୍କୁ ପ୍ରତ୍ୟର୍ପଣ ପାଇଁ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଡୋମିନିକାକୁ ପଠାଇଛି ଭାରତ। ପଳାତକ ହୀରା ବ୍ୟବସାୟୀ ଏବେ କାରିବିଆନ...
ସଚିବାଳୟରେ ବୋମା ଆତଙ୍କ
ମୁମ୍ବାଇ,୩୦।୫: ମହାରାଷ୍ଟ୍ର ବିଧାନସଭା ସଚିବାଳୟରେ ଏକ ବୋମା ରଖାଯାଇଥିବା ସୂଚନା ମିଳିଛି। କଣ୍ଟ୍ରୋଲ ରୁମରୁ ଏହି ସୂଚନା ପାଇବା ପରେ ମୁମ୍ବାଇ ପୋଲିସର ବୋମା ନିଷ୍କ୍ରୀୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ବୋମା ଧମକ ପାଇବା ପରେ...
ବିରୋଧୀଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଲେ ନଡ୍ଡା
ନୂଆଦିଲ୍ଲୀ,୩୦।୫: ମୋଦି ସରକାରଙ୍କ ୭ ବର୍ଷ ପୂରଣ ଅବସରରେ ରବିବାର ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଟିକା ପ୍ରସଙ୍ଗରେ ବିରୋଧୀଙ୍କୁ ଘେରି ରହି ସେ...
ପୁଣି ଥରିଲା ଆସାମ
ଦିସ୍ପୁର,୩୦।୫: ପୁଣି ଥରିଛି ଆସାମ। ରବିବାର ଅପରାହ୍ନରେ ଆସାମର ସୋନିତପୁରରେ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏ ବିଷୟରେ ସୂଚନା ଦେଇଛି। ତେବେ ଭୂକମ୍ପରେ କୌଣସି ଜୀବନ...
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: କୋଭିଡ୍ ଅନାଥ ପିଲାଙ୍କୁ ପ୍ରତିମାସରେ ମିଳିବ ୧୫୦୦ ଟଙ୍କା
ପାଟନା,୩୦।୫: କରୋନା ମହାମାରୀରେ ମାଆବାପାଙ୍କୁ ହରାଇ ଅନାଥ ହୋଇଥିବା ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେତେକ କଲ୍ୟାଣକାରୀ ଯୋଜନା ଘୋଷଣା କରିଛନ୍ତି। ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଅନାଥ ପିଲାଙ୍କ ମୁହଁରେ ହସ ଫୁଟାଇବାକୁ ଚେଷ୍ଟା...
Archives


