ଗର୍ଭବତୀ ଭଉଣୀଙ୍କ ମୁଣ୍ଡ କାଟିଦେଲେ…
ମୁମ୍ବାଇ,୬।୧୨: ମହାରାଷ୍ଟ୍ରର ଔରଙ୍ଗାବାଦରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଭିଣୋଇଙ୍କ ଉପସ୍ଥିତିରେ ଗର୍ଭବତୀ ଭଉଣୀଙ୍କୁ ନିର୍ମମ ଭାବେ ହତ୍ୟା କରିଛି ଭାଇ। ଏପରିକି ଭାଇ ଭଉଣୀର କଟା ମୁଣ୍ଡ ଧରି ସେଲ୍ଫି ଉଠାଇଛି । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ…
ବିବାହରେ ପ୍ରଦାନ କରାଯାଇଥିବା ଗହଣା ୭ ବର୍ଷ ପାଇଁ ସ୍ତ୍ରୀଙ୍କ ନାମରେ ରହୁ…
ନୂଆଦିଲ୍ଲୀ,୬।୧୨: ଯୌତୁକ ଭଳି ସାମାଜିକ ଅପରାଧକୁ ରୋକିବା ପାଇଁ ବିବାହରେ ପ୍ରଦାନ କରାଯାଇଥିବା ଗହଣା ୭ ବର୍ଷ ପାଇଁ ସ୍ତ୍ରୀଙ୍କ ନାମରେ ରହୁ ବୋଲି ଏକ ଆବେଦନ ସୁପ୍ରିମ୍କୋର୍ଟରେ ଦାଖଲ କରାଯାଇଛି। ସୋମବାର ଏହା ଉପରେ ଶୁଣାଣି କରି ଶୀର୍ଷକୋର୍ଟ ବିଧି…
ପ୍ରିୟଙ୍କାଙ୍କ ପରେ ଥରୁର ସଂସଦ ଟିଭି ଶୋ’ରୁ ଓହରିଲେ
ନୂଆଦିଲ୍ଲୀ,୬।୧୨: ଶିବସେନା ଏମ୍ପି ପ୍ରିୟଙ୍କା ଚତୁର୍ବେଦୀଙ୍କ ପରେ କଂଗ୍ରେସ ଏମ୍ପି ଶଶି ଥରୁରୁ ସଂସଦ ଟିଭି ହୋଷ୍ଠ ପଦବୀରୁ ଓହରି ଯାଇଛନ୍ତି। ଟକ ଶୋ’ ‘ଟୁ ଦି ପଏଣ୍ଟ’ହୋଷ୍ଟ ପଦବୀରୁ ସେ ସୋମବାର ଇସ୍ତଫା ଦେଇଥିବା ନେଇ ଘୋଷଣା କରିଛନ୍ତି। ରାଜ୍ୟ…
ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ଭାଜପାର ମାଷ୍ଟରଷ୍ଟ୍ରୋକ୍, ଭୋଳା ବାବାଙ୍କ ଦରବାରରେ ଯୋଗୀଙ୍କ କ୍ୟାବିନେଟ ହେବ ହାଜର
ଲକ୍ଷ୍ନୌ,୬ ।୧୨: ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଭାରତୀୟ ଜନତା ପାର୍ଟି(ଭାଜପା) ପୁଣିଥରେ ଶାସନ ଭାର ସମ୍ଭାଳିବାକୁ ସବୁ ଶକ୍ତି ପ୍ରୟୋଗ କରୁଛି । ଏଥର ଭାଜପା ଖେଳିଛି ମାଷ୍ଟରଷ୍ଟ୍ରୋକ । ଉତ୍ତର ପ୍ରଦେଶ…
ପିଜ୍ଜା ଡେ’ରେ ଗୁଗଲ୍ ପକ୍ଷରୁ ସ୍ବତନ୍ତ୍ର ଡୁଡଲ୍ସ
ଗୁଗଲ ସର୍ବଦା ଅନେକ ବଡ଼ ଉତ୍ସବକୁ ଏକ ବିଶେଷ ଉପାୟରେ ପାଳନ କରିଥାଏ। ଉତ୍ସବ ସହିତ, ଗୁଗଲ ଡୁଡଲ୍ସ ମାଧ୍ୟମରେ ସେହି ଦିନର ଇତିହାସ ବିଷୟରେ ସୂଚନା ଦେଇଥାଏ। ଆଜି ଗୁଗୁଲ ପିଜ୍ଜା ଦିବସ ପାଳନ କରୁଛି । ୨୦୦୭ ମସିହାରେ…
ମାସେ ମଧ୍ୟରେ ଏସ୍ଆଇଟି ଯାଞ୍ଚ୍ ଶେଷ ହେବ…
ନୂଆଦିଲ୍ଲୀ,୬।୧୨: ନାଗାଲାଣ୍ଡରେ ସୁରକ୍ଷାକର୍ମୀଙ୍କ ଦ୍ୱାରା କରାଯାଇ ଯାଇଥିବା ଫାୟାରିଂ ଘଟଣା ନେଇ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସୋମବାର ଲୋକ ସଭାରେ ବକ୍ତବ୍ୟ ରଖିଛନ୍ତି। ମାସେ ମଧ୍ୟରେ ଏହି ମାମଲାର ଯାଞ୍ ଏସ୍ଆଇଟି ଦ୍ୱାରା ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି।…
ଆତଙ୍କବାଦୀ ସଂଗଠନ ପକ୍ଷରୁ ଧମକ ଭରା ପୋଷ୍ଟର ଜାରି…
ଶ୍ରୀନଗର,୬।୧୨: ଜମ୍ମୁ-କଶ୍ମୀରରେ ଗଜନାଭି ଫୋର୍ସ ନାମକ ଆତଙ୍କବାଦୀ ସଂଗଠନର ପକ୍ଷରୁ ଦୁଇଟି ପୋଷ୍ଟର କାଶ୍ମୀରର ରାଜୌରୀର ଥାନାମାଣ୍ଡିର ଆଜମତାବାଦ ଅଞ୍ଚଳରେ ଲଗାଯାଇଛି। ପ୍ରକାଶ ପାଇଛି। ଆଜମାତାବାଦର କାନ୍ଥରେ ଉଭୟ ପୋଷ୍ଟର ଲଗାଯାଇଥିଲା। ଏହି ପୋଷ୍ଟରଗୁଡିକରେ, ଭାରତୀୟ ସେନା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ଧମକ…
କଦଳୀ, ମକା, ଡାଳିମ୍ବ ଆଉ ବାଉଁଶରୁ ପ୍ରସ୍ତୁତ ହେଉଛି ଡ୍ରେସ୍, ଜାଣନ୍ତୁ କିପରି
ଗାନ୍ଧିନଗର,୬ା୧୨: କଦଳୀ, ମକା, ଡାଳିମ୍ବ ଏବଂ ବାଉଁଶରୁ ଡ୍ରେସ୍ ପ୍ରସ୍ତୁତ ହେବାର କେବେ ଶୁଣିଛନ୍ତି? ଗୁଜରାଟର ସୁରଟରେ ୩ ଦିବସୀୟ ଆୟୋଜିତ ଏକ ବାଣିଜ୍ୟ ମେଳାରେ କଦଳୀ, ମକା, ଡାଳିମ୍ବ ଏବଂ ବାଉଁଶରୁ ଡ୍ରେସ୍ ତିଆରି କରାଯାଇଥିବା ପ୍ରଦର୍ଶିତ ହୋଇଛି। ସୁରଟର…
ପ୍ରେମ ମାନେ ନା ବାଧା ବନ୍ଧନ, ରାଜସ୍ଥାନ ସୀମାରେ ଧରାପଡ଼ିଲା ପାକିସ୍ତାନୀ ପ୍ରେମିକ…
ଜୟପୁର,୬।୧୨: କଥାରେ ଅଛି ପ୍ରେମ ବାଧା ବନ୍ଧନ ମାନେ ନା। ଏହାର ସଦ୍ୟତମ ଉଦାହରଣ ରାଜସ୍ଥାନ ସୀମାରେ ଦେଖିବାକୁ ମିଳିଛି। ଜଣେ ପାକିସ୍ତାନୀ ଯୁବକ ସୀମାର ଶ୍ରୀ ଗଙ୍ଗା ନଗରଠାରେ ଭାରତରେ ଅନୁପ୍ରବେଶ କରୁଥିବାବେଳେ ବିଏସ୍ଏଫ୍ ହାତରେ ଧରା ପଡ଼ିଛନ୍ତି। ସୂତ୍ରରୁ…
ଭାଜପା ସହ ମିଶି ନିର୍ବାଚନ ଲଢିବେ କ୍ୟାପଟେନ
ଚଣ୍ଡିଗଡ଼,୬ ।୧୨: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଆସନ୍ତା ବିଧାନସଭା ନିର୍ବାଚନକୁ ନେଇ ସୋମବାର ବଡ ଘୋଷଣା କରିଛନ୍ତି । ତାଙ୍କ ଦଳ ପଞ୍ଜାବ ଲୋକ କଂଗ୍ରେସ ଆଗମୀ ବିଧାନସଭା ନିର୍ବାଚନ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଅକାଳିଦଳକୁ…
ଜାଣନ୍ତୁ କାହିଁକି ଓମିକ୍ରନ ମାରାତ୍ମକ
କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ପୁଣି ଥରେ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହି ଭୂତାଣୁର ସଂକ୍ରମଣକୁ ନେଇ ଲଗାତର ଭୟଙ୍କର କଥା ସବୁ ଶୁଣିବାକୁ ମିଳୁଛି। ଏହା ମଧ୍ୟରେ ମେଡାନ୍ତାର ଚେୟାରମ୍ୟାନ୍ ଡ. ନରେଶ ତ୍ରେହାନ ଏହି ଭାଇରସ୍କୁ…
ଅସାଲ୍ଟ ରାଇଫଲ ଚୁକ୍ତି ଭାରତ-ରୁଷିଆ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ଼ କରିବ…
ନୂଆଦିଲ୍ଲୀ,୬।୧୨: ରୁଷିଆ ରାଷ୍ଟ୍ରପତି ବ୍ଳାଡ଼ିମୀର ପୁଟିନଙ୍କ ଭାରତ ଗସ୍ତ ପୂର୍ବରୁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତାଙ୍କ ପ୍ରତିପକ୍ଷ ଜେନେରାଲ ସେର୍ଜେଇ ଶୋଇଗୁଙ୍କୁ ଭେଟିଛନ୍ତି। ଶୋଇଗୁଙ୍କ ସହ କଥାବାର୍ତ୍ତା ବେଳେ ରାଜନାଥ ସିଂ କହିଛନ୍ତି ଯେ ବହୁପକ୍ଷବାଦ, ବିଶ୍ୱ ଶାନ୍ତି,…
Archives


