ଜାତୀୟ

ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟ୍‌କା

ପାଣାଜୀ,୧୦।୧: ଗୋଆ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ତଥା ବିଧାୟକ ମାଇକେଲ ଲୋବୋ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ପଦ ସହିତ ସେ ବିଧାୟକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ଲୋବୋ…

୨୦୨୪ର ସେମିଫାଇନାଲ, ଭାଜପା-କଂଗ୍ରେସର ଭବିଷ୍ୟତ ନିର୍ଣ୍ଣୟ କରିବ ୫ ରାଜ୍ୟର ବିଧାନସଭା ନିର୍ବାଚନ…

ନୂଆଦିଲ୍ଲୀ, ୧୦।୧ : ଦେଶରେ ୫ଟି ରାଜ୍ୟରେ ବିିଧାନସଭା ନିର୍ବାଚନ ହୋବକୁ ଯାଉଛି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ୍‌ ଭାବେ ରାଜନୈତିକ ସମୀକ୍ଷକ ବିଚାର କରୁଛନ୍ତି। ଦେଶର ମୋଟ ଜନସଂଖ୍ୟାର ପ୍ରାୟ ୨୫ ପ୍ରତିଶତ ଏହି ପାଞ୍ଚଟି…

ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଟପିଲା…

ନୂଆଦିଲ୍ଲୀ, ୧୦।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶର ୨୭ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୩୩ ଛୁଇଁଛି।…

୨ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୦।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ ହେବା ସହ ବିପଦ ପୁଣି ଘନେଇବାରେ ଲାଗିଛି। ଦୈନିକ ସଂକ୍ରମଣ ୨ ଳକ୍ଷ ମୁହା…

ପ୍ରତି ସପ୍ତାହରେ ୬ ଗୁଣାରୁ ଅଧିକ ବେଗରେ ବୃଦ୍ଧି ପାଉଛି ସଂକ୍ରମଣ…

ନୂଆଦିଲ୍ଲୀ, ୧୦।୧ : ଗତ ଏକ ସପ୍ତାହ ମଧ୍ୟରେ ଭାରତରେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟାରେ ଦ୍ରୁତ ଗତିରେ ବୃଦ୍ଧି ଘଟିଛି। ସପ୍ତାହ ପିଛା ସଂକ୍ରମଣ ୬ ଗୁଣାରୁ ଅଧିକ ବେଗରେ ବଢୁଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ବିଶ୍ୱସ୍ବାସ୍ଥ୍ୟ ସଂଗଠନ…

ମହାରାଷ୍ଟ୍ରରେ ୧୧୪ କରୋନା ଯୋଦ୍ଧା ପଜିଟିଭ

ମୁମ୍ବାଇ,୧୦ ।୧: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ବେକାବୁ ହେବାରେ ଲାଗିଛି । ଏଠାରେ ଗୋଟିଏ ଦିନରେ ୪୪ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେବା ପରେ ସାରା ଦେଶବାସୀଙ୍କ ମନରେ ଛନକା ପସିଯାଇଛି । ମିଳିଥିବା ସୂଚନା ଅନୁଯାୟୀ…

ରେଲଓ୍ବେ ଟ୍ରାକ୍‌-ଏନ୍‌ଏଚ୍‌ ପାର୍ଶ୍ୱରେ ନିର୍ମିତ ହେବ ହେଲିପ୍ୟାଡ୍‌…

ନୂଆଦିଲ୍ଲୀ, ୧୦।୧ : ଆହତମାନଙ୍କୁ ତୁରନ୍ତ ହେଲିକପ୍ଟର ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯିବା ଯୋଜନା ଅନ୍ତର୍ଗତ ରେଲଓ୍ବେ ଟ୍ରାକ ଏବଂ ଜାତୀୟ ରାଜପଥ(ଏନ୍‌ଏଚ୍‌) ପାର୍ଶ୍ୱରେ ହେଲିପ୍ୟାଡ ନିର୍ମାଣ କରାଯିବ। ଏହି ପରିପ୍ରେକ୍ଷୀରେ, ରେଲଓ୍ବେ ଏବଂ ରାଜପଥ ପ୍ରକଳ୍ପର ଡିପିଆରରେ ହେଲିପ୍ୟାଡ ତିଆରି…

ଓମିକ୍ରନକୁ ହାଲୁକା ଭାବେ ଗ୍ରହଣ କରିବା ହେବ ଭୁଲ, ସଂକ୍ରମିତଙ୍କ ନିକଟରେ ଦେଖାଦେଲାଣି ଓମିକ୍ରନ୍ ସହ ଡେଲ୍ଟା ଭାରିଏଣ୍ଟ

ନୂଆଦିଲ୍ଲୀ,୧୦ ।୧: କରୋନା ଭାଇରସର ଡେଲ୍ଟା ଭାରିଏଣ୍ଟର ଗତିବିଧି ଉପରେ ଦିଲ୍ଲୀ ଡାକ୍ତରମାନେ ଅଧ୍ୟୟନ କରି କିଛି ନୂଆ ତଥ୍ୟ ହାସଲ କରିଛନ୍ତି । ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ସଂକ୍ରମିତଙ୍କ ସାମ୍ପଲ ଟେଷ୍ଟ କରାଯାଇଥିଲା । ଏଥିରେ ଓମିକ୍ରନ୍…

ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା ୬୦୦ ପ୍ରତିଶତ କମିବ !…

ନୂଆଦିଲ୍ଲୀ, ୧୦।୧ : ଓମିକ୍ରନ କାରଣରୁ କରୋନାର ତୃତୀୟ ଲହର ସଂକ୍ରମଣ ଦ୍ରୁତ ବ୍ୟାପିବାର ଆଶଙ୍କା ରହିଛି। କିନ୍ତୁ ଏହା ଦ୍ୱାରା ମୃତ୍ୟୁ ହାର, ଦ୍ୱିତୀୟ ଲହର ଅପେକ୍ଷା ପ୍ରାୟ ୬୦୦ ପ୍ରତିଶତ କମ ରେକର୍ଡ କରାଯାଇଛି। ଅପର ପକ୍ଷରେ ପ୍ରଥମ…

ସ୍ପା ରେଡ: ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ୪ କରୋନା ପଜିଟିଭ

ଇନ୍ଦୋର, ୧୦ ।୧: ଦେଶରେ କାୟା ବିସ୍ତାର କରି ଚାଲିଛି କରୋନା ମହାମାରୀ । ଏହି ସମୟରେ ମଧ୍ୟପ୍ରଦେଶ ଇନ୍ଦୋରର କ୍ରାଇମ ବ୍ରାଞ୍ଚ ଓ ମହିଳା ଥାନା ପୋଲିିସଙ୍କ ପାଇଁ ଅଡୁଆ ବଢିଯାଇଛି । ସୂଚନାଯୋଗ୍ୟ, ଇନ୍ଦୋର କ୍ରାଇମ ବ୍ରାଞ୍ଚ ଓ…

ଦିଲ୍ଲୀ ପୋଲିସ ବିଭାଗରେ କରୋନା ବିସ୍ଫୋରଣ…

ନୂଆଦିଲ୍ଲୀ, ୧୦।୧ : ଦିଲ୍ଲୀ ପୋଲିସ ବିଭାଗରେ କରୋନା ବିସ୍ଫୋରଣ ଘଟିଛି। ବିଭାଗର ୩୦୦ରୁ ଅଧିକ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପିଆର୍‌ଓ ଏବଂ ଅତିରିକ୍ତ କମିଶନର ଚିନ୍ମୟ ବିଶ୍ୱାଳଙ୍କ ନମୁନା ରିର୍ପୋଟ ମଧ୍ୟ କରୋନା ପଜିଟିଭ୍‌ ଆସିଛି। ସମସ୍ତ ୟୁନିଟ୍‌ରେ…

କଂଗ୍ରେସରେ ଯୋଗଦେବେ ସୋନୁ ସୁଦଙ୍କ ଭଉଣୀ ମାଳବିକା

ଚଣ୍ଡିଗଡ଼,୧୦ ।୧: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଭଉଣୀ ମାଳବିକା ସୁଦ ସଚର ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ସେ କଂଗ୍ରେସରେ ଯୋଗ ଦେବେ ବୋଲି ଅଫିସିୟାଲି ଘୋଷଣା କରାଯାଇଛି । ମିଳିଥିବା ବିଶେଷ ସୂଚନା ଅନୁଯାୟୀ ମାଳବିକା ପଞ୍ଜାବର ମୋଗା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?