ଧୀରେ ଗାଡ଼ି ଚଳାଇବା ବି ଅପରାଧ !…
କୋଚି, ୧୨।୧୨: ଧୀରେ କିନ୍ତୁ ଅସାବଧାନ ହୋଇ ଗାଡ଼ି ଚଳାଇବା ମଧ୍ୟ ଅପରାଧ। ତେଣୁ ଧୀରେ ବେପରୁଆ ଭାବରେ ଗାଡି ଚଳାଇ ରକ୍ଷା ପାଇବା ପାଇଁ ଚିନ୍ତା କରିବା ଏକ ବଡ ଭୁଲ ବୋଲି କେରଳ ହାଇକୋର୍ଟ କହିଛନ୍ତି। ଏଭଳି ଗାଡି…
ଏବେ ଅଶୋକ ହୋଟେଲ ପାଳି, ୬୦ ବର୍ଷ ପାଇଁ ହୋଇପାରେ ଘରୋଇକରଣ…
ନୂଆଦିଲ୍ଲୀ, ୧୨।୧୨: ଐତିହାସିକ ଅଶୋକ ହୋଟେଲ ବିକ୍ରୟ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି। ଏହାକୁ ସରକାରଙ୍କ ଉଚ୍ଚାଭିଳାଷୀ ଆସେଟ ମୋନେଟାଇଜେସନ ପ୍ରୋଗ୍ରାମ ଅଧୀନରେ ୬୦ ବର୍ଷ ଚୁକ୍ତି (କଣ୍ଟ୍ରାକ୍ଟ)ରେ ଘରୋଇ କ୍ଷେତ୍ରକୁ ଦେବା ପାଇଁ ସରକାର ଏକ…
ବ୍ୟାଙ୍କ ବୁଡ଼ିଗଲେ ବି ଜମାକାରୀଙ୍କ ଟଙ୍କା ସୁରକ୍ଷିତ…
ନୂଆଦିଲ୍ଲୀ, ୧୨।୧୨: ବ୍ୟାଙ୍କ ବୁଡ଼ିଗଲେ ବି ଏବେ ଜମା ରଖିଥିବା ଜମାକାରୀଙ୍କ ପାଇଁ ସେମାନଙ୍କର ଟଙ୍କା ନେଇ କୌଣସି ଚିନ୍ତା କରିବାର ନାହିଁ। ସେମାନଙ୍କର ଟଙ୍କା ସୁରକ୍ଷିତ ରହିବ। ପୂର୍ବରୁ ଜମା ଟଙ୍କା ଫେରସ୍ତ ପାଇବାର କୌଣସି ସମୟ ସୀମା ନ…
ମହାମାରୀ ସଙ୍କଟରେ ବି ରାଜସ୍ବ ସଂଗ୍ରହ ଲୋଭ, ଆର୍ଟି-ପିସିଆର୍ ପରୀକ୍ଷା ଦାମ୍ ଆକାଶ ଛୁଆଁ…
ନୂଆଦିଲ୍ଲୀ, ୧୨।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଆକ୍ରାନ୍ତଙ୍କୁ ଚିହ୍ନଟ ପାଇଁ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ସରକାରୀ ବିମାନବନ୍ଦରରେ ରାପିଡ୍ ଆର୍ଟି-ପିସିଆର୍ ପରୀକ୍ଷା କରାଯାଉଛି। ତେବେ ଏହାର ପରୀକ୍ଷା ଦାମ୍ ଏବେ ଆକାଶ ଛୁଆଁ…
ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ…
ଶ୍ରୀନଗର,୧୨।୧୨: ଜମ୍ମୁ-କଶ୍ମୀରର ଅଓ୍ବନ୍ତିପୁରାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ସ୍ଥାନୀୟ ବରାଗାମ୍ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଘେରାବନ୍ଦୀ ଆରମ୍ଭ କରାଯାଇଥିଲା। ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ ପାଇଁ ସତର୍କ…
ଦିନେ କମିଲେ ପୁଣି ବଢୁଛି…
ନୂଆଦିଲ୍ଲୀ, ୧୨।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛିି। ଗତ ୨୪ ଘଣ୍ଟାରେ ୭ ହଜାର ୭୭୪ ଜଣ ନୂଆ ଆକ୍ରାନ୍ତଙ୍କୁ…
ହିନ୍ଦୁ ହେବେ ଫିଲ୍ମ ନିର୍ମାତା ଅଲି ଆକବର
ଥିରୁଭାନନ୍ତପୁରମ, ୧୨ା୧୨: ମୁସଲମାନ ଧର୍ମ ତ୍ୟାଗ କରି ହିନ୍ଦୁ ହେବେ କେରଳ ଫିଲ୍ମ ନିର୍ମାତା ଅଲି ଆକବର(୫୮)। ମୁସ୍ଲିମ ଧର୍ମ ଉପରୁ ତାଙ୍କର ବିଶ୍ୱାସ ତୁଟି ଯାଇଥିବା ସେ କହିଥିଲେ। ଏବେ ସ୍ତ୍ରୀ ଲୁସିୟାମାଙ୍କ ସହ ସେ ହିନ୍ଦୁ ଧର୍ମ ଗ୍ରହଣ…
ଅନ୍ତିମ ବିଦାୟ ପାଇଁ ତିଆରି ହେଲା ରାସ୍ତା
ଆଗ୍ରା, ୧୨ା୧୨: ସେନା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓ୍ବିଙ୍ଗ କମାଣ୍ଡର ପୃଥ୍ବୀ ସିଂଙ୍କୁ ଶେଷ ବିଦାୟ ଦେବା ପାଇଁ ଉତ୍ତରପ୍ରଦେଶର ଆଗ୍ରାସ୍ଥିତ ତାଙ୍କ ଘରକୁ ଯାଇଥିବା ରାସ୍ତାର ପୁନଃନିର୍ମାଣ କରାଯାଇଛି। ମାତ୍ର ଅଢ଼େଇ ଘଣ୍ଟାରେ ଏହି ରାସ୍ତା କାମ ସରିଥିଲା।…
ଚଣ୍ଡୀପ୍ରସାଦ ହୋଇପାରନ୍ତି ସ୍ଥଳସେନା ମୁଖ୍ୟ
ନୂଆଦିଲ୍ଲୀ, ୧୨ା୧୨: ସ୍ଥଳସେନା ଉପାଧ୍ୟକ୍ଷ ଲ୍ୟୁଟ୍ନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ସ୍ଥଳସେନା ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇପାରନ୍ତି। ଜଗତ୍ସିଂହପୁର ଜିଲାରେ ଜନ୍ମିତ ଏହି ବରିଷ୍ଠ ସେନା ଅଧିକାରୀଙ୍କ ନୂଆ ନିଯୁକ୍ତି ନେଇ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ଶନିବାର ରାତିରେ ନିଷ୍ପତ୍ତି…
ପଞ୍ଜାବ ନିର୍ବାଚନ ପୂର୍ବରୁ ଭାଜପାରେ ସାମିଲ ହେବେ ହରଭଜନ ସିଂ!
ଚଣ୍ଡିଗଡ଼,୧୨ ।୧୨: ଆସନ୍ତା ବର୍ଷ ହେବାକୁ ଯାଉଛି ପଞ୍ଜାବ ବିଧାନସଭା ନିର୍ବାଚନ । ଏଥିପାଇଁ ଏବେଠାରୁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରି ଦେଲେଣି । ଏହାରି ଭିତରେ ଶୁଣିବାକୁ ମିଳିଥିଲା କି କ୍ରିକେଟର ହରଭଜନ ସିଂ ଏଥର ବିଧାନସଭା…
କରୋନାରେ ମୃତ ପିତାଙ୍କ ମୂର୍ତ୍ତି ସାମ୍ନାରେ ବିବାହ କଲେ ଝିଅ
ଜଲଗାଁଓ,୧୨ ।୧୨: ମହାରାଷ୍ଟ୍ର ଜଲଗାଁଓର ଜଣେ ଝିଅ ପ୍ରମାଣ କରି ଦେଖାଇଛନ୍ତି କି ଝିଅମାନେ ବିଶ୍ୱରେ ସବୁଠାରୁ ଅଧିକ ତାଙ୍କ ପିତାଙ୍କୁ ହିଁ ଭଲ ପାଇଥାଆନ୍ତି । କରୋନାରେ ପିତାଙ୍କ ଦେହାନ୍ତ ହେବା ପରେ ଯୁବତୀ ଜଣକ ନିଜ ପିତାଙ୍କ ଏକ…
ଟ୍ୟାଙ୍କ ବିଧ୍ୱଂସକ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ
ପୋଖରାନ,୧୨ ।୧୨: ରାଜସ୍ଥାନର ପୋଖରାନ ଫାୟରିଂ ରେଞ୍ଜରୁ ଶନିବାର ଦେଶରେ ବିକଶିତ ଓ ହେଲିକପ୍ଟରରୁ ଲକ୍ଷ୍ୟ ଭେଦ କରୁଥିବା ଟ୍ୟାଙ୍କ ବିଧ୍ୱଂସକ ମିଜାଇଲର ସଫଳ ପରୀକ୍ଷଣ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଡିଆର୍ଡିଓ ଦ୍ୱାରା ବିକଶିତ ତଥା ବାୟୁସେନା ଦ୍ୱାରା…
Archives


