Posted inଜାତୀୟ

ମାଲିରେ ଫସିଛନ୍ତି ଝାଡ଼ଖଣ୍ଡର ୩୩ ଶ୍ରମିକ

ରାଞ୍ଚତ୍,୨୪ା୧: ଆଫ୍ରିକୀୟ ଦେଶ ମାଲିରେ ବିଦ୍ୟୁତ୍‌ ଲାଇନ ବିଛାଯିବା କାମରେ ନିୟୋଜିତ ଝାଡଖଣ୍ଡର ୩୩ ଶ୍ରମିକ ଫସିଛନ୍ତି। ସେମାନେ ଭାରତ ଫେରିବା ପାଇଁ କେନ୍ଦ୍ର ସରକାର ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହାୟତା ଲୋଡ଼ିଛନ୍ତି। କର୍ମଚାରୀଙ୍କ ସହ ସମ୍ପାଦିତ ଚୁକ୍ତିନାମା ପୂରଣ କରିବାରେ କମ୍ପାନୀ ବିଫଳ ହୋଇଛି। ଚୁକ୍ତି ଅନୁଯାୟୀ ଶ୍ରମିକମାନଙ୍କ ଅକ୍ଟୋବର ଓ ନଭେମ୍ବର ମାସର ବକେୟା ପ୍ରାପ୍ୟ ଭାରତୀୟ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବା ସହ ଡିସେମ୍ବର ମାସ ଦରମାରେ ବୋମାକୋରୁ ନୂଆଦିଲ୍ଲୀ ଓ ସେଠାରୁ ରାଞ୍ଚତ୍କୁ ବିମାନ ଟିକେଟ ବ୍ୟବସ୍ଥା କରାଯିବା କଥା। ଏଥିସହିତ ସେମାନଙ୍କୁ ଖାଦ୍ୟ ଓ ଜରୁରୀ ଆବଶ୍ୟକତା କମ୍ପାନୀ ଯୋଗାଇ ଦେବା ଲାଗି ଚୁକ୍ତି ହୋଇଥିଲା। ହେଲେ କମ୍ପାନୀ ସେମାନଙ୍କୁ ବେତନ ପୈଠ କରିନି କି ବିମାନ ଟିକେଟ ବ୍ୟବସ୍ଥା କରିନାହିଁ। ରାଶନ ସରିଯିବାରୁ ସେମାନେ ଅସୁବିଧାରେ ଥିବାରୁ ମାଲିରୁ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବାରେ ସହାୟତା ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭଙ୍କୁ କାହିଁକି କ୍ଷମା ମାଗିଲେ ଅମର ସିଂହ

ନୂଆଦିଲ୍ଲୀ,୧୮।୨: ସମାଜବାଦୀ ପାର୍ଟି(ଏସ୍‌ପି)ର ପୂର୍ବତନ ନେତା ତଥା ରାଜ୍ୟସଭା ଏମ୍‌ପି ଅମର ସିଂହଙ୍କ ଖରାପ୍‌ ସ୍ବାସ୍ଥ୍ୟାବସ୍ଥା ଯୋଗୁ ବର୍ତ୍ତମାନ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିଡନୀ...

‘କଂଗ୍ରେସର ଅବସ୍ଥା ଜମିଦାରଙ୍କ ପରି’

ନୂଆଦିଲ୍ଲୀ,୧୦।୯: ଦେଶର ଭେଟେରାନ ନେତା ତଥା ଏନସିପି ମୁଖ୍ୟ ଶରଦ ପାୱାର କଂଗ୍ରେସକୁ କଡ଼ା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, କଂଗ୍ରେସ ଏହା ଗ୍ରହଣ...

ଓମିକ୍ରନ ହେବ ପରାସ୍ତ: ଏମ-ଆରଏନଏ ଟିକା ଜେମକୋଭାକ-ଓଏମକୁ ମଞ୍ଜୁରୀ…

ନୂଆଦିଲ୍ଲୀ,୨୦।୬ : ବାୟୋଟେକ୍ନୋଲୋଜି ବିଭାଗ ମଙ୍ଗଳବାର କହିଛି ମିଶନ କୋଭିଡ ସୁରକ୍ଷଙ୍କ ଅନ୍ତର୍ଗତ ଜେନୋଭା ବାୟୋଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ବିକଶିତ ଓମିକ୍ରନ ନିର୍ଦ୍ଦିଷ୍ଟ ଏମ-ଆରଏନଏ ଆଧାରିତ ବୁଷ୍ଟର୍‌...

ମିଳିଲା ବଳାତ୍କାର ଓ ହତ୍ୟା ଅଭିଯୁକ୍ତଙ୍କ ମୃତଦେହ

ହାଇଦ୍ରାବାଦ୍‌,୧୬।୯: ଗୁରୁବାର ସକାଳେ ରେଳ ଧାରଣରେ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଛି। ହାଇଦ୍ରାବାଦ୍‌ ଠାରୁ ପ୍ରାୟ ୧୩୦ କିମି ଦୂରରେ ମିଳିଥିବା ମୃତଦେହଟି...

ଆତ୍ମନିର୍ଭରଶୀଳ ହେବ ଭାରତ: ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ ଆତ୍ମନିର୍ଭର ଭାରତ ପାଇଁ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଛନ୍ତି।...

ଡାର୍କ ନେଟ୍‌ରେ ଡ୍ରଗ୍ସ କାରବାର

ନୂଆଦିଲ୍ଲୀ,୭ା୬: ନାର୍କୋଟିକ୍‌ କଣ୍ଟ୍ରୋଲ୍‌ ବ୍ୟୁରୋ (ଏନ୍‌ସିବି) ପକ୍ଷରୁ ମଙ୍ଗଳବାର ଦେଶବ୍ୟାପୀ ଡ୍ରଗ୍ସ ଚାଲାଣ କରୁଥିବା ଏକ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରାଯାଇଛି। ଚଢ଼ାଉ ବେଳେ ୧୫,୦୦୦ ବୋଲ୍ଟସ...

ଗ୍ୟାସ୍‌ ଲିକ୍‌: ୨ ଅଫିସର ମୃତ, ୨୦ରୁ ଅଧିକ କର୍ମଚାରୀ ଅସୁସ୍ଥ

ପ୍ରୟାଗରାଜ,୨୩।୧୨: ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ଫୁଲପୁର ଇଫ୍‌କୋ କାରଖାନାରୁ ଗ୍ୟାସ୍‌ ଲିକ୍‌ ଘଟଣାରେ ୨ ଜଣ ଅଫିସରଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ରୁ ଅଧିକ କର୍ମଚାରୀ...

ହସ୍ପିଟାଲ୍‌ରେ ଲାଲୁ ଯାଦବ: ଫଟୋ ଶେୟାର କରି ଭାବପ୍ରବଣ ହେଲେ ଝିଅ

ପାଟନା,୫।୭: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ପ୍ରସାଦ ଯାଦବ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ଲାଲୁ ପାରସ ହସ୍ପିଟାଲ ବେଡ୍‌ରେ ଥବା ବେଳର ଫଟୋ...

Advertisement
Archives

Model This Week