Posted inଜାତୀୟ

ଗୋଟିଏ ମିନିଟ୍‌ରେ ଆଙ୍ଗୁଠିରେ ମାରିଲେ ୧୦୯ ପୁଶ ଅପ୍ସ

ଇମ୍ଫାଲ,୨୩।୧: ଆଙ୍ଗୁଠି ସହାୟତାରେ ଗୋଟିଏ ମିନିଟ୍‌ରେ ପୁଶ୍‌ ଅପ୍ସ ମାରିବାରେ ନୂଆ ଗିନିଜ ଓ୍ବାଲର୍‌ଡ ରେକର୍ଡ କରିଛନ୍ତି ମଣିପୁରର ଥୋଉନାଓଜାମ ନିରାଞ୍ଜୟ। ୨୪ ବର୍ଷୀୟ ଯୁବକ ଗୋଟିଏ ମିନିଟ୍‌ରେ ୧୦୯ ପୁଶ୍‌ ଅପ୍ସ ମାରି ଏହି ରେକର୍ଡ ସୃଷ୍ଟି କରିଛନ୍ତି।

ଦୁଇ ଥର ଗିନିଜ ଓ୍ବାଲର୍‌ଡ ରେକର୍ଡଧାରୀ ପୂର୍ବରୁ ଗୋଟିଏ ମିନିଟ୍‌ରେ ୧୦୫ ପୁଶ୍‌ ଅପ୍ସ ମାରିଥିଲେ। ସେ ନିଜର ପୁରୁଣା ରେକର୍ଡ ଭାଙ୍ଗି ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଏଜେଡ୍‌ଟେକ୍ସ ସ୍ପୋଟର୍‌ସ ପକ୍ଷରୁ ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡ ଆୟୋଜନ କରାଯାଇଥିଲା। ନରାଞ୍ଜୟଙ୍କ ପୁଶ୍‌ ଅପ୍ସ ମାରିବା ବେଳର ଭିଡିଓ ଶେୟାର କରି କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ କିରନ ରିଜିଜୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

“ଆଙ୍ଗୁଠିରେ ପୁଶ୍‌ ଅପ୍ସ ମାରି ଗିନିଜ ବୁକ୍‌ ଅଫ୍‌ ଓ୍ବାଲର୍‌ଡ ରେକର୍ଡ ଭାଙ୍ଗିଥିବା ମଣିପୁରୀ ଯୁବକ ଟି. ନିରଞ୍ଜୟ ସିଂଙ୍କ ଅବିଶ୍ୱସନୀୟ ଶକ୍ତି ଦେଖି ଆଶ୍ଚର୍ଯ୍ୟଚକିତ। ମୁଁ ତାଙ୍କ ସଫଳତା ପାଇଁ ଗର୍ବିତ” ବୋଲି ରିଜିଜୁ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବଢ଼ିଲା ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୪।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

ବନ୍ଦେ ଭାରତ ଟ୍ରେନ୍ ଉପରେ ପଥରମାଡ, ଯାତ୍ରା କରୁଥିଲେ ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ

ଅହମଦାବାଦ,୮ ।୧୧: ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ପାର୍ଟି ନିଜ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ବଡ ବଡ ନେତାମାନେ...

ବାଟଲା ହାଉସ୍‌ ଏନ୍‌କାଉଣ୍ଟର: ଆତଙ୍କବାଦୀ ଆରିଜ୍‌ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ,୮।୩: ବାଟଲା ହାଉସ୍‌ ଏନ୍‌କାଉଣ୍ଟର ମାମଲାରେ ଦିଲ୍ଲୀର ଏକ କୋର୍ଟ ଅଭିଯୁକ୍ତ ଆତଙ୍କବାଦୀ ଆରିଜ୍‌ ଖାଁଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆରିଜ୍‌ଙ୍କ ଦଣ୍ଡାଦେଶ ସମ୍ପର୍କରେ ଘୋଷଣା...

ଲୋକ ସଭା ନିର୍ବାଚନ ପର୍ଯ୍ୟନ୍ତ ମାଗଣା ରାଶନ, ଯୋଗୀ ସରକାରଙ୍କ ଯୋଜନା…

ଲକ୍ଷ୍ନୌ, ୧୬।୩ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜୟରେ ଆନନ୍ଦିତ ଭାଜପା ସରକାର ରାଜ୍ୟର ୧୫ କୋଟି ଗରିବ ଲୋକଙ୍କୁ ଖୁସି ଖବର ଦେବାକୁ ପ୍ରସ୍ତୁତ...

କେବେ ମିଳିବ କରୋନାରୁ ମୁକ୍ତି, ବିଶେଷଜ୍ଞ କହିଲେ ଏଭଳି …

ନୂଆଦିଲ୍ଲୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ବେଲଗାମ୍‌ ହେବାରେ ଲାଗିଥିବାବେଳେ ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରୁ ଅଧିକ ରହିବା ସହିତ...

ଦରଗାହରେ ଉଭୟ ଶିବରାତ୍ରି-ନମାଜ, ପୋଲିସ ସୁରକ୍ଷା ବଢ଼ାଇଲା…

ବେଙ୍ଗାଲୁରୁ,୧୮।୨ : କର୍ନାଟକର ଦରଗାହରେ ଉଭୟ ଶିବରାତ୍ରି ପାଳନ ଏବଂ ନମାଜ ପାଠ ନେଇ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ରାଜ୍ୟର କାଲାବୁରଗି...

ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ,୧୭।୬: ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ  କରୋନାରେ ପୀଡ଼ିତ ହୋଇଛନ୍ତି। ଦ୍ୱିତୀୟ ଥର ତାଙ୍କର କରୋନା ଯାଞ୍ଚ କରାଯାଇଥିବା ବେଳେ ବୁଧବାର ଆସିଥିବା ରିପୋର୍ଟରେ କରୋନା...

ବିନା ଅନ୍‌ଲାଇନ୍‌ ରେଜିଷ୍ଟ୍ରେଶନ୍‌ରେ ବି ୧୮ରୁ ୪୪ ବର୍ଷ ବୟସ୍କ ନେଇପାରିବେ ଟିକା

ନୂଆଦିଲ୍ଲୀ,୨୪।୫: କରୋନା ଭାକ୍ସିନକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ୧୮ରୁ ୪୪ବର୍ଷର ଲୋକମାନେ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ୍‌ ନ କରି...

Advertisement
Archives

Model This Week