ସୋନିଆଙ୍କ ବାସଭନରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୨।୧୧: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଆଶୋକ ଗେହଲଟ ଗୁରୁବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦିଲ୍ଲୀ ବାସଭନରେ ଭେଟିଛନ୍ତି। ରାଜସ୍ଥାନର ରାଜନୈତିକ ସ୍ଥିତି ଓ କ୍ୟାବିନେଟ୍ ସମ୍ପ୍ରସାରଣ ନେଇ ଦୁଇନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ରାଜସ୍ଥାନରେ ଆଗାମୀ କିଛିଦିନ ମଧ୍ୟରେ ମନ୍ତ୍ରିମଣ୍ଡଳ…
୪ ଗର୍ଲଫ୍ରେଣ୍ଡଙ୍କୁ ଘର ଆଗରେ ଏକାଠି ଦେଖି ଯୁବକ ନେଲେ ଏମିତି ନିଷ୍ପତ୍ତି
ଜଲପାଇଗୁଡି,୧୨।୧୧:ପଶ୍ଚିମବଙ୍ଗର କୁଚ ବେହାରରେ ଏକ ରୋଚକ ଘଟଣା ଘଟିଛି। ଜଣେ ଯୁବକ ୪ ଯୁବତୀଙ୍କୁ ପ୍ରେମ କରି ଧରାପଡିବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁଚ ବେହାର ମାଥାବାଙ୍ଗାର ଜୋରପାଟକି ଗ୍ରାମରେ ଏହି…
ଭାଜପାକୁ ୟୁପିରୁ ତଡ଼ିଦେବେ ଚାଷୀ, ଆଞ୍ଚଳିକ ଦଳ
ମୁଜାଫରନଗର,୧୨।୧୧: ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଚାଷୀଙ୍କ ଆନ୍ଦୋଳନ ଓ ଆଞ୍ଚଳିକ ଦଳ ଉତ୍ତରପ୍ରଦେଶରୁ ଭାଜପାକୁ ଓପାଡ଼ି ଫିଙ୍ଗିବେ। ଗୁରୁବାର ଏଭଳି ଦୃଢ଼ୋକ୍ତି ଦେଇଛନ୍ତି ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ। ୟୁପିର ମୁଜାଫରନଗର ଜିଲାରେ ଏକ…
ଦୈନିକ ଦେଶରେ ଆତ୍ମହତ୍ୟା କରୁଛନ୍ତି ୩୪ ଛାତ୍ରୀଛାତ୍ର
ବେଙ୍ଗାଲୁରୁ, ୧୧।୧୧: ମହାମାରୀ ବର୍ଷ ୨୦୨୦ରେ ଭାରତରେ ୧୨,୫୦୦ରୁ ଅଧିକ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି। ଅର୍ଥାତ୍ ଦେଶରେ ଦୈନିକ ହାରାହାରି ଛାତ୍ର ଆତ୍ମହତ୍ୟା ସଂଖ୍ୟା ୩୪ରୁ ଅଧିକ। ତଥ୍ୟ ଅନୁଯାୟୀ ୨୦୧୯ ତୁଳନାରେ ୨୦୨୦ରେ ଆତ୍ମହତ୍ୟା ହାର ୨୧ ପ୍ରତିଶତ ଅଧିକ…
ପଞ୍ଜାବ ବିଧାନସଭାରେ ପାରିତ ହେଲା କୃଷି ଆଇନ ବିରୋଧୀ ପ୍ରସ୍ତାବ
ଚଣ୍ଡିଗଡ଼, ୧୧।୧୧: କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନ ବିରୋଧରେ ଗୁରୁବାର ପଞ୍ଜାବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ ପ୍ରସ୍ତାବ ଗୃହୀତ ହୋଇଛି। ରାଜ୍ୟ କୃଷିମନ୍ତ୍ରୀ ରଣଦୀପ୍ ସିଂ ନାଭା ଏହି ପ୍ରସ୍ତାବ ଆଣିଥିବା ବେଳେ ଏହା ଉପରେ ବିତର୍କ ହୋଇଥିଲା।…
ଅରୁଣାଞ୍ଚଳରେ ଚାଇନାର ଗାଁ ନିର୍ମାଣ: ପ୍ରଥମ ଥର ମୁହଁ ଖୋଲିଲା ଭାରତ
ନୂଆଦିଲ୍ଲୀ,୧୧।୧୧: ଅରୁଣାଞ୍ଚଳ ପ୍ରଦେଶରେ ଚାଇନା ୧୦୦ ଘର ବିଶିଷ୍ଟ ଏକ ଗ୍ରାମ ନିର୍ମାଣ କରିଥିବା ନେଇ ଆମେରିକାର ପ୍ରତିରକ୍ଷା ବିଭାଗ ରିପୋର୍ଟରେ ସବିଶେଷ ତଥ୍ୟ ପ୍ରକାଶ ପାଇଥିଲା। ଏହି ଘଟଣା ଉପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ନୂଆଦିଲ୍ଲୀ। ଚାଇନା…
ନବାବ ମଲିକଙ୍କୁ ଆଇନଗତ ନୋଟିସ ପଠାଇଲେ ଫଡନଭୀସ୍ଙ୍କ ସ୍ତ୍ରୀ
ମୁମ୍ବାଇ,୧୧।୧୧: ମୁମ୍ବାଇ ଡ୍ରଗ୍ସ ମାମଲା ପରଠାରୁ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକ ଏବଂ ଭାଜପା ନେତା ଦେବେନ୍ଦ୍ର ଫଡନଭୀସଙ୍କ ମଧ୍ୟରେ ମଧ୍ୟ ବିବାଦ ଲାଗି ରହିଛି। ଗୁରୁବାର ଫଡନାଭୀସଙ୍କ ସ୍ତ୍ରୀ ନବାବ ମଲିକଙ୍କ ବିରୋଧରେ ଏକ…
ପ୍ରାପ୍ତ ବୟସ୍କଙ୍କୁ ଜୀବନ ସାଥୀ ଚୟନରେ ବାଧା ଦେବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ…
ଶ୍ରୀନଗର,୧୧।୧୧: ପ୍ରାପ୍ତ ବୟସ୍କମାନେ ନିଜ ପସନ୍ଦର ଜୀବନ ସାଥୀ ଚୟନ କରିପାରିବେ। ଏଥିରେ ବାଧା ସୃଷ୍ଟି କରିବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ବୋଲି ଜମ୍ମୁ-କଶ୍ମୀର ଏବଂ ଲଦାଖ ହାଇକୋର୍ଟଙ୍କ ପକ୍ଷରୁ ଏକ ମାମଲାର ବିଚାର ସମୟରେ ଏଭଳି କୁହାଯାଇଛି। ପ୍ରାପ୍ତ ବୟସ୍କଙ୍କୁ…
ମିଥ୍ୟା ଶିଶୁ ନିର୍ଯାତନା ଅଭିଯୋଗ ଅଭିଯୁକ୍ତଙ୍କ ପାଇଁ ସାଂଘାତିକ ସ୍ଥିତି ସୃଷ୍ଟି କରିପାରେ…
ଥିରୁଭାନନ୍ତପୁରମ୍,୧୧।୧୧: ଶିଶୁ ନିର୍ଯାତନା ନେଇ ମିଥ୍ୟା ଅଭିଯୋଗ ଦ୍ୱାରା ଅଭିଯୁକ୍ତଙ୍କ ଜୀବନରେ ସାଂଘାତିକ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ବିଶେଷ କରି ଏଭଳି ଅଭିଯୋଗ ମାତାପିତାଙ୍କ ବିରୋଧରେ ଅଣାଗଲେ ସେମାନଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ ବୋଲି କେରଳ ହାଇକୋର୍ଟ…
କୁଲଗାମରେ ସୁରକ୍ଷାକର୍ମୀଙ୍କୁ ସଫଳତା: ଜଣେ ଆତଙ୍କବାଦୀ ମୃତ
ନୂଆଦିଲ୍ଲୀ,୧୧ ।୧୧: ଜମ୍ମୁ-କଶ୍ମୀରରେ ଅଶାନ୍ତ ବାତାବାରଣ ସୃଷ୍ଟି କରିବାକୁ ପାକିସ୍ତାନ ସବୁବେଳେ ଚେଷ୍ଟା ଚଳାଇଛି । ହେଲେ ଭାରତୀୟ ସେନା ଏହାର କଡା ଜବାବ ଦେଇ ଚାଲିଛନ୍ତି । ଜମ୍ମୁ-କଶ୍ମୀରର କୁଲଗାମରେ ଗୁରୁବାର ସୁରକ୍ଷାକର୍ମୀଙ୍କୁ ଏକ ବଡ ସଫଳତା ମିଳିଛି ।…
ବିବାଦରେ ସଲମାନ ଖୁର୍ସିଦ
ନୂଆଦିଲ୍ଲୀ,୧୧ ।୧୧: କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସଲମାନ ଖୁର୍ସିିଦ ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଗୋଟିଏ ଦିନ ପୂର୍ବରୁ ଉନ୍ମାଚିତ ହାଇଥିବା ତାଙ୍କ ପୁସ୍ତକରେ ହିନ୍ଦୁତ୍ୱକୁ ନେଇ କିଛି କଥା କୁହାଯାଇଛି । ଯାହାକୁ ନେଇ ଏବେ…
ତିହାର ଜେଲର ସ୍ଥିତିରେ ସୁଧାର ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ…
ନୂଆଦିଲ୍ଲୀ,୧୧।୧୧: ୟୁନିଟେକ ମାମଲାରେ ଅଭିଯୁକ୍ତଙ୍କ ସହ ଜେଲ କର୍ତ୍ତୃପକ୍ଷଙ୍କ ଜଟିଳତାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ତିହାର ଜେଲରେ ପରିସ୍ଥିତିକୁ ଦର୍ଶାଇ କହିଛନ୍ତି ଯେ ଜେଲ ପରିଚାଳନାରେ ଉନ୍ନତି ଆଣିବା ପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ। ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ…
Archives


