ଚାର୍ଜ ଲାଇଟ୍ରେ ଲୁଚାଇଥିଲେ ୬ କେଜି ସୁନା
ହାଇଦ୍ରାବାଦ୍,୧୯।୧୦: ଦୁବାଇରୁ ବିମାନ ଯୋଗେ ମଙ୍ଗଳବାର ପହଞ୍ଚିଥିବା ଜଣେ ଯାତ୍ରୀଙ୍କ ଚାର୍ଜ ଲାଇଟ୍ରୁ ୬.୦୬ କେଜି ସୁନା ପେଷ୍ଟ ଜବତ ହୋଇଛି। ଏହାର ମୂଲ୍ୟ ୨.୯୬ କୋଟି ଟଙ୍କା। ଦୁବାଇରୁ ଇକେ ୫୨୪ ଫ୍ଲାଇଟ୍ ଜରିଆରେ ପହଞ୍ଚିଥିବା ଯାତ୍ରୀଙ୍କ ବିରୋଧରେ ଚୋରା…
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜେମ୍ସ ବଣ୍ଡ ସହ ତୁଳନା କଲେ
ନୂଆଦିଲ୍ଲୀ,୧୯।୧୦: ଏକ ନୂଆ ମିମ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛି ତୃଣମୂଳ କଂଗ୍ରେସ (ଟିଏମ୍ସି)। ଉକ୍ତ ମିମ୍ରେ ପ୍ରଧାନମନ୍ତ୍ରୀଙ୍କୁ ବ୍ରିଟିଶ ଗୁପ୍ତଚର ଜେମ୍ସ ବଣ୍ଡଙ୍କ ସହ ତୁଳନା କରାଯାଇଛି। ଟିଏମ୍ସିର ବରିଷ୍ଠ ଏମ୍ପି ଡେରେକ୍ ଓ’ ବ୍ରେନ ଫେସବୁକ୍ରେ…
୨୯ବର୍ଷ ତଳର ମାର୍କଶିଟ୍ ଜାଲିଆତି; ଭାଜପା ନେତାଙ୍କୁ ଜେଲଦଣ୍ଡ
ଅଯୋଧ୍ୟା,୧୯।୧୦: ୨୯ବର୍ଷ ତଳର ଏକ ମାର୍କଶିଟ୍ ଜାଲିଆତି ମାମଲାର ବିଚାର କରି ସ୍ବତନ୍ତ୍ର କୋର୍ଟ ଅଯୋଧ୍ୟା ଗୋସାଇଗଞ୍ଜର ଭାଜପା ବିଧାୟକ ଇନ୍ଦ୍ର ପ୍ରତାପ ତିୱାରୀଙ୍କୁ ପାଞ୍ଚ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥି ସହିତ ତାଙ୍କ ଉପରେ ୮,୦୦୦ ଟଙ୍କାର ଜରିମାନା…
ଫାବ୍ଇଣ୍ଡିଆ ଦେଲା ସଫେଇ: ଜଶନ୍-ଇ-ରିଓ୍ବାଜ୍ ନୁହେଁ, ‘ଝିଲମିଲ୍ ସି ଦିୱାଲି’
ନୂଆଦିଲ୍ଲୀ,୧୯।୧୦: ଡ୍ରେସ୍ ବ୍ରାଣ୍ଡ ଫାବ୍ଇଣ୍ଡିଆ ଦ୍ୱାରା ଏକ ପ୍ରମୋଶନାଲ ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହେବା ପରେ କମ୍ପାନୀ ପକ୍ଷରୁ ମଙ୍ଗଳବାର ସଫେଇ ଦିଆଯାଇଛି। କମ୍ପାନୀ କହିଛି ଯେ, ଜଶନ୍-ଇ-ରିଓ୍ବାଜ୍କୁ ଦୀପାବଳି ପର୍ବ ସହ ଯୋଡା ଯାଉଛି। କିନ୍ତୁ ଏହା ଦୀପାବଳି…
ଭାରତ ଇତିହାସ ରଚିବା ଦ୍ୱାରଦେଶରେ, ୯୯ କୋଟିରୁ ଅଧିକ ଟିକାକରଣ…
ନୂଆଦିଲ୍ଲୀ,୧୯।୧୦: ଭାରତ ନୂଆ ଇତିହାସ ରଚିବାର ଦ୍ୱାରଦେଶରେ ଠିଆ ହୋଇଛି। ଦେଶରେ ଇତିମଧ୍ୟରେ ୯୯ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି। ଏନେଇ ସ୍ବାସ୍ଥ୍ୟମନ୍ତ୍ରୀ ଡ.ମନସୁଖ ମାଣ୍ଡବ୍ୟ ମଙ୍ଗଳବାର ଟୁଇଟ୍ କରି ସୂଚନା ଦେଇଛନ୍ତିି। ଟିକାକରଣ ଅଭିଯାନରେ ଭାରତ ଇତିହାସ ରଚିବା…
ନୈନିତାଲରେ ବାଦଲ ଫଟା ବର୍ଷା: ବନ୍ୟାରେ ୧୭ ମୃତ
ହରିଦ୍ୱାର,୧୯ ।୧୦: ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ପରେ ଜଳ ପ୍ରଳୟ ସୃଷ୍ଟି ହୋଇଛି । ଏହାରି ଭିତରେ ନୈନିତାଲରେ ବାଦଲ ଫଟା ବର୍ଷା ହୋଇଥିବା ଜଣାପଡିଛି । ରାମଗଡ଼ରେ ମଙ୍ଗଳବାର ସକାଳେ ବାଦଲ ଫାଟିବା ଫଳରେ ରାମନଗର ସମେତ ଆଉ କିଛି…
ଘାଟିରେ ସାଧାରଣ ନାଗରିକଙ୍କ ହତ୍ୟାର ଯାଞ୍ଚ କରିବ ଏନ୍ଆଇଏ
ନୂଆଦିଲ୍ଲୀ,୧୯ ।୧୦: ଜମ୍ମୁ-କଶ୍ମୀରରେ ୫ ଅକ୍ଟୋବରକୁ ହୋଇଥିବା ୨ ଜଣ ସାଧାରଣ ନାଗରିକଙ୍କ ହତ୍ୟାକାଣ୍ଡର ଯାଞ୍ଚ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି କରିବ ବୋଲି ଜଣାପଡିଛି । ଲାଲ ବଜାରର କେମିଷ୍ଟ ମାଖନ ଲାଲ ବିନ୍ଦରୁ କଶ୍ମୀର ପଣ୍ଡିତ ଓ ପାନିପୁରୀ ବା…
ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ଘୋଷଣା, ୪୦ ପ୍ରତିଶତ ମହିଳାଙ୍କୁ ମିଳିବ ଟିକଟ…
ଲକ୍ଷ୍ନୌ,୧୯।୧୦: ଆସନ୍ତା ୨୦୨୨ ବର୍ଷ ଫେବୃୟାରୀ-ମାର୍ଚ୍ଚରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ କଂଗ୍ରେସ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। କଂଗ୍ରେସ ରାଷ୍ଟ୍ରୀୟ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କହିଛନ୍ତି ଯେ, ନିର୍ବାଚନରେ ୪୦ ପ୍ରତିଶତ ମହିଳାଙ୍କୁ…
ବିଧାୟିକାଙ୍କ ଦବଙ୍ଗଗିରି: ସମସ୍ତଙ୍କ ପିଲା ପିଉଛନ୍ତି,ସେ ଟିକେ ପିଇଦେଇଛି; କ’ଣ ହେଲା
ଯୋଧପୁର,୧୯।୧୦: ରାଜସ୍ଥାନର ଯୋଧପୁରରେ ଜଣେ ମହିଳା ବିଧାୟିକାଙ୍କ ସମ୍ପର୍କୀୟଙ୍କୁ ମଦ୍ୟପାନ କରି ଗାଡି ଚଳାଇବା ମହଙ୍ଗା ପଡିଛି। ଫଳରେ ତାଙ୍କର ଚାଲାଣ କାଟିବା ସହ ଥାନାରେ ଅଟକ ରଖିଥିଲା ପୋଲିସ। ଏହି ମାମଲା ବିଧାୟିକାଙ୍କ ନିକଟରେ ପହଞ୍ଚିବା ପରେ ସେ ସମ୍ପର୍କୀୟଙ୍କୁ…
ଏନ୍କାଉଣ୍ଟରରେ ୬ ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଲା…
ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ ବିରୋଧରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାରି ରହିଥିବା ଅପରେଶନ ଅଲଆଉଟ୍ରେ ବଡ଼ ସଫଳତା ମିଳିଛି। ରାଜୌରୀର ଜଙ୍ଗଲରେ ସର୍ଚ୍ଚ ଅପରେଶନ୍ ସମୟରେ ମିଳିତ ସୁରକ୍ଷାକର୍ମୀ ଏବଂ ଲଶ୍କର-ଇ-ତୋଏବା ଆତଙ୍କବାଦୀ ମୁହାମୁହିଁ ହୋଇଥିଲେ। ତେବେ ଏବେ…
ବୁଧବାର ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
ଲକ୍ଷ୍ନୌ,୧୯।୧୦: ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଉତ୍ତରପ୍ରଦେଶ କୁଶୀନଗର ଗସ୍ତ କରିବେ । ଏହି ଗସ୍ତ ଅବସରରେ ମୋଦି କୁଶୀନଗରରେ ଇଣ୍ଚରନ୍ୟାଶନାଲ ଏୟାରପୋର୍ଟ ଉଦ୍ଘାଟନ କରିବା ନେଇ ସୂଚନା ମିଳିଛି । ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ରାଜ୍ୟପାଳ,…
ମୋଦିଙ୍କୁ ଭେଟିଲେ ଶାହ
ନୂଆଦିଲ୍ଲୀ,୧୯ ।୧୦: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ୍ କରିବାକୁ ୭ ଲୋକ କଲ୍ୟାଣ ମାର୍ଗରେ ମୋଦିଙ୍କ ଘରେ ପହଞ୍ଚିଥିଲେ । କ୍ୟାବିନେଟ ବୈଠକ ପୂର୍ବରୁ ଏହି ସାକ୍ଷାକାର ଖୁବ୍ ଗୁରୁତ୍ୱ ରଖେ…
Archives


