ଓମିକ୍ରନ ଭାରିଆଣ୍ଟ ଡାକ୍ତର ସୁସ୍ଥ ହେବାପରେ ପୁଣି କରୋନା ପଜିଟିଭ୍
ବେଙ୍ଗାଲୁରୁ,୭।୧୨: କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟ ଏବେ ସମଗ୍ର ବିଶ୍ୱକୁ ଚିନ୍ତାରେ ପକାଇଛି। ଭାରତରେ ମଧ୍ୟ ଏହି ଭାରିଆଣ୍ଟର ୨୦ରୁ ଅଧିକ ମାମଲା ଦେଖିବାକୁ ମିଳିଛି। ଏହି ସମୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଓମିକ୍ରନ ଭାରିଆଣ୍ଟ ରେ ପୀଡିତ…
ଲାଲ୍ ଟୋପି ବିପଦର ଘଣ୍ଟି, ପ୍ରଧାନମନ୍ତ୍ରୀଙ୍କ କଟାକ୍ଷ…
ଲକ୍ଷ୍ନୌ,୭।୧୨: ଉତ୍ତରପ୍ରଦେଶର ଗୋରଖପୁର ଜିଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ରାଲିରେ ଯୋଗଦେଇ ସମାଜବାଦୀ ପାର୍ଟିକୁ ଟାର୍ଗେଟ କରିଛନ୍ତି। ସେ ଅଖିଳେଶ ଯାଦବଙ୍କ ନାମ ନ ନେଇ କଟାକ୍ଷ କରି କହିଛନ୍ତି ଯେ, ଲାଲ୍ ଟୋପି ରାଜ୍ୟ ପାଇଁ ବିପଦର ଘଣ୍ଟି।…
ମୁକେଶ ଅମ୍ବାନି ପାଳନ କରିବେ ଘରର ସବୁଠାରୁ ଛୋଟ ସଦସ୍ୟଙ୍କ ପ୍ରଥମ ଜନ୍ମଦିନ, କରୋନା ପାଇଁ ହେବ କ୍ୱାରଣ୍ଟିନ ବବଲ ପାର୍ଟି!
ମୁମ୍ବାଇ,୭ ।୧୨: ଦେଶର ସବୁଠାରୁ ବଡ ଉଦ୍ଦ୍ୟୋଗପତି ମୁକେଶ ଅମ୍ବାନୀ ତାଙ୍କ ନାତି ଆକାଶ ଅମ୍ବାନୀ ଓ ଶ୍ଳୋକା ଅମ୍ବାନୀଙ୍କ ପୁଅ ପୃଥ୍ୱୀ ଅମ୍ବାନୀଙ୍କ ପ୍ରଥମ ଜନ୍ମଦିନ ଖୁବ୍ ଧୁମଧାମରେ ପାଳନ କରିବାକୁ ଯାଉଛନ୍ତି । ଏହି ସମୟରେ ପରିବାର ପକ୍ଷରୁ…
ଡେଙ୍ଗୁ ସମୀକ୍ଷା ପାଇଁ ରଜତ ଆନେଜା ଆମିକସ୍ କ୍ୟୁରୀ ନିଯୁକ୍ତ…
ନୂଆଦିଲ୍ଲୀ,୭।୧୨: ଦିଲ୍ଲୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ନେଇ ଦିଲ୍ଲୀ ହାଇକୋର୍ଟ ସରକାରଙ୍କୁ ଭର୍ସନା କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ, ଡେଙ୍ଗୁ ରୋକିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ଡେଙ୍ଗୁ ସମୀକ୍ଷା ପାଇଁ ଆଇନଜୀବୀ ରଜତ ଆନେଜାଙ୍କ୍ୁ ଆମିକସ୍…
ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି, କହିଲେ ଲାଲ ଟୋପି ବାଲା ୟୁପି ପାଇଁ ରେଡ ଆଲର୍ଟ
ଗୋରଖପୁର,୭ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତର ପ୍ରଦେଶର ଗୋରଖପୁର ଗସ୍ତ କରିଛନ୍ତି । ଏହି ଅବସରରେ ସେଠାରେ ସେ ପାଖାପାଖି ୯୬୦୦କୋଟି ଟଙ୍କା ପରିଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରେ ମୋଦି କହିଛନ୍ତି ଖାଦ କାରଖାନା ଓ…
୭୦୦ ଚାଷୀ ଶହୀଦ୍ ହୋଇଛନ୍ତି, ସରକାର କ୍ଷମା ମାଗିଛନ୍ତି କି, ରାହୁଲଙ୍କ ପ୍ରଶ୍ନ…
ନୂଆଦିଲ୍ଲୀ,୭।୧୨: ସଂସଦର ଶୀତ ଅଧିବେଶନରେ ବିରୋଧୀଙ୍କ ହଟ୍ଟଗୋଳ ଜାରି ରହିଛି। ମଙ୍ଗଳବାର କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ ଲୋକ ସଭାରେ କହିଛନ୍ତି କୃଷି ବିଲ୍ ନେଇ ଆନ୍ଦୋଳନ କରୁଥିବା ଚାଷୀଙ୍କ ମଧ୍ୟରୁ ୭୦୦…
‘ସ୍କାଏ ବୁରିଆଲ୍’ ପାର୍ସୀ ପରମ୍ପରାରେ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବା ଲାଗି ନୋଟିସ୍ ଜାରି…
ନୂଆଦିଲ୍ଲୀ,୭।୧୨: ଦେଶରେ କରୋନାର ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ପାର୍ସୀ ସମ୍ପ୍ରଦାୟ ପକ୍ଷରୁ ‘ସ୍କାଏ ବୁରିଆଲ୍’ ପରମ୍ପରାରେ କରୋନା ମୃତକଙ୍କ ଅନ୍ତିମ ସଂସ୍କାର କରିବା ଲାଗି ଅନୁମତି ଲୋଡ଼ା ଯାଇଥିଲା। ଏନେଇ ସୁପ୍ରିମ୍କୋର୍ଟ ନୋଟିସ୍…
ଏମ୍ପିଙ୍କୁ ପ୍ରଧାନମନ୍ତ୍ରୀଙ୍କ ଦାଗିଦ୍, ନିଜକୁ ପରିବର୍ତ୍ତନ କର…
ନୂଆଦିଲ୍ଲୀ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭାଜପା ଏମ୍ପିଙ୍କୁ ତାଗିଦ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ଚେତାବନୀ ଦେଇଛନ୍ତି, ନିଜକୁ ପରିବର୍ତ୍ତନ କରନ୍ତୁ, ନଚେତ୍ ପରିବର୍ତ୍ତନ ଆସିବ। ଆସନ୍ତା ବର୍ଷ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଭାଜପାର ପ୍ରସ୍ତୁତି ଜାରି…
ଓମିକ୍ରନ୍ ମୁକାବିଲା, ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଅଧିକ ଟିକା ମାଗିଲା ଆଇଏମ୍ଏ…
ନୂଆଦିଲ୍ଲୀ,୭।୧୨: ଦେଶରେ କରୋନାର ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶରେ ୨୩ ଜଣ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଓମିକ୍ରନ୍ ମୁକାବିଲା ପାଇଁ ଇଣ୍ଡିଆନ୍ ମେଡିକାଲ ଆସୋସିଏଶନ (ଆଇଏମ୍ଏ) ପକ୍ଷରୁ ଯୋଜନା ପ୍ରସ୍ତୁତି ଆରମ୍ଭ…
ସ୍କୁଲରେ ଧର୍ମ ପରିବର୍ତ୍ତନ ଅଭିଯୋଗ, ଭଙ୍ଗାରୁଜା କଲେ ଭିଡ଼…
ଭୋପାଳ,୭।୧୨: ଧର୍ମ ପରିବର୍ତ୍ତନ ଅଭିଯୋଗ ନେଇ ମଧ୍ୟପ୍ରଦେଶର ଏକ ସ୍କୁଲରେ ଭିଡ଼ ଜମା ହେବା ସହିତ ଲୋକେ ଭଙ୍ଗାରୁଜା କରିଛନ୍ତି। ମାଓବାଦୀ ଆକ୍ରମଣର ଏକ ମାମଲା ସାମ୍ନାକୁ ଆସିଛି। ହିନ୍ଦୁବାଦୀ ସଂଗଠନର କିଛି ଲୋକ ଏଭଳି କରିଥିବା କୁହାଯାଉଛି। ସ୍କୁଲରେ ସିବିଏସ୍ଇ…
ଓମିକ୍ରନ୍ ଆତଙ୍କ, ୧୦୯ ବିଦେଶ ଫେରନ୍ତା ନିଖୋଜ…
ମୁମ୍ବାଇ,୭।୧୨: ଦେଶରେ କରୋନାର ନୂତନ ଭାରିଆଣ୍ଟ୍ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଇତିମଧ୍ୟରେ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଦେଶରେ ୨୩ ଜଣ ଓମିକ୍ରନ୍ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ମୁମ୍ବାଇରେ ଓମିକ୍ରନ ଭାରିଆଣ୍ଟରେ ଆଉ ଦୁଇଜଣ ଲୋକ ସଂକ୍ରମିତ ହୋଇଛନ୍ତି। ଓମିକ୍ରନ୍ ଆତଙ୍କ ଯୋଗୁ…
୩ଟି ମେଗା ପ୍ରକଳ୍ପର ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୭।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ୟୁପି ଗସ୍ତ କରିବେ । ରାଜ୍ୟବାସୀଙ୍କୁ ୩ଟି ମେଗା ପ୍ରକଳ୍ପ ଉତ୍ସର୍ଗ କରିବେ ମୋଦି । ୟୁପିର ଗୋରଖପୁର ଜିଲାରେ ଏମ୍ସ ସାର କାରଖାନା ଭଳି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି…
Archives


