Posted inଜାତୀୟ

ଫିଲ୍ମ ଷ୍ଟାଇଲରେ ପ୍ରଚାର କଲେ କେଜରିୱାଲ

ଲକ୍ଷ୍ନୌ,୨୧ ।୨: ଉତ୍ତର ପ୍ରଦେଶ ବିଧାନସଭା ପାଇଁ ତୃତୀୟ ପର୍ଯାୟ ମତଦାନ ଶେଷ ହାଇ ସାରିଛି । ଏବେ ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଚାଲିଛି ଯାହା ସୋମବାର ସନ୍ଧ୍ୟାରେ ଶେଷ ହେବ । ଏଥିପାଇଁ ସବୁ ରାଜନୈତିକ ଦଳ ସେମାନଙ୍କର ସମସ୍ତ ବଳ ଲଗାଇ ପ୍ରଚାର କରିବାରେ ଲାଗିଛନ୍ତି । ଏହି କ୍ରମରେ ଆମ ଆଦମୀ ପାର୍ଟି(ଏଏପି)ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସୋମବାର ଉତ୍ତର ପ୍ରଦେଶ ଗସ୍ତ କରିଛନ୍ତି । ସେଠାରେ ସେ ଜନତାଙ୍କୁ ସମ୍ବୋଧନ ଦେବା ଅବସରରେ କହିଛନ୍ତି କି ଦୁଇ ପ୍ରକାର ଆତଙ୍କବାଦୀ ଥାଆନ୍ତି । ଗୋଟିଏ ଆତଙ୍କବାଦୀ ଯେଉଁମାନେ ଜନତାଙ୍କୁ ଡରାଇ ଥାଆନ୍ତି ଅନ୍ୟଟି ଯେଉଁମାନେ ଭ୍ରଷ୍ଟାଚାରୀଙ୍କୁ ଡରିଥାଆନ୍ତି । କେଜରିୱାଲ ସେମିତି ଜଣେ ଆତଙ୍କବାଦୀ ଯିଏ ଭ୍ରଷ୍ଟାଚାରୀଙ୍କୁ ଡରାଇ ଥାଆନ୍ତି । ଏତିକି ବେଳେ ସେ ‘ଶୋଲେ’ ଫିଲ୍ମର ଡାଏଲଗ ମନେପକାଇ ଏହାର ଉଦାହରଣ ଦେଇଛନ୍ତି । କେଜରିୱାଲ କହିଛନ୍ତି ଯେତେବେଳେ ଶହ ଶହ ମାଇଲ ଦୂରରେ ପିଲା ଭ୍ରଷ୍ଟାଚାର କରୁଛନ୍ତି ତେବେ ମା’ କହୁଛି ଶୋଇ ଯା ନ ହେଲେ କେଜରିୱାଲ ଆସିଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ରାଷ୍ଟ୍ରପତି ଦେଖିବାକୁ କେମିତି: ଅଖିଳ ଗିରି

କୋଲକାତା/ନୂଆଦିଲ୍ଲୀ(ପି.ଟି.)/ ଭୁବନେଶ୍ୱର(ବ୍ୟୁରୋ) ୧୩।୧୧:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଳ ଗିରି। ନନ୍ଦିଗ୍ରାମରେ ଶୁକ୍ରବାର ରାତିରେ ତୃଣମୂଳ...

କୋଲକାତା ପହଞ୍ଚିଲେ ପାର୍ଥ ଚାଟାର୍ଜୀ

କୋଲକାତା,୨୬ ।୭: ପଶ୍ଚିମ ବଙ୍ଗର ଶିକ୍ଷକ ଭ୍‌ର୍ତି ମାମଲାରେ ଘୋଟାଲା ଅଭିଯୋଗର ଅଭିଯୁକ୍ତ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମଙ୍ଗଳବାର ଟିମ ଭୁବନେଶ୍ୱରରୁ କୋଲକତା...

ଦାୟିତ୍ୱକୁ ନେଇ ବିବାଦ: କୋର୍ଟ ଅଫ୍‌ ଇନକ୍ୱାରୀ ନିର୍ଦ୍ଦେଶ ଦେଲେ ସେନାଧ୍ୟକ୍ଷ

ନୂଆଦିଲ୍ଲୀ, ୨।୨: ଭାରତୀୟ ସେନାର ଦୁଇ ଉଚ୍ଚ ଅଧିକାରୀଙ୍କ ମଧ୍ୟରେ ଦାୟିତ୍ୱକୁ ନେଇ ସୃଷ୍ଟି ହୋଇଥିବା ମାମଲାରେ ସେନାଧ୍ୟକ୍ଷ ମନୋଜ ମୁକୁନ୍ଦ ନରାଓ୍ବଣେ କୋର୍ଟ ଅଫ୍‌...

ସାବରମତୀ ଆଶ୍ରମକୁ ଗସ୍ତ କରିବେ ଟ୍ରମ୍ପ: ଉପହାରରେ ମିଳିବ ଗାନ୍ଧୀଙ୍କ ପସନ୍ଦର ଜିନିଷ

ଅହମଦାବାଦ,୧୯।୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଚଳିତ ମାସରେ ଆସୁଛନ୍ତି। ଫେବୃଆରୀ ୨୪ ଓ ୨୫ ଏହି ଦୁଇ ଦିନିଆ ଗସ୍ତରେ ସେ...

ପ୍ଲାଷ୍ଟିକ ଡ୍ରମ୍‌ର ଭେଳାରେ ବନ୍ୟାଞ୍ଚଳ ପାରିହେଲେ ବରବଧୂ: ଭିଡିଓ ଭାଇରାଲ

ପାଟନା,୧୪।୭: ମୌସୁମୀ ବର୍ଷାରେ ବିହାରର ଅଧିକାଂଶ ଅଞ୍ଚଳରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଶନିବାର ବିହାରର ଫରବେଶଗଞ୍ଜ ଅଞ୍ଚଳରେ ବିବାହ ପରେ ନବ ଦମ୍ପତି ରାସ୍ତା...

ଶହୀଦଙ୍କ ପୁଅକୁ କୋଳରେ ଧରି କୋହ ସମ୍ଭାଳି ପାରିଲେନି ଏସ୍‌ଏସ୍‌ପି

ଶ୍ରୀନଗର,୧୮।୬: ସୋସିଆଲ ମିଡିଆରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏଥିରେ ଜଣେ ପୋଲିସ ଅଧିକାରି ଅନ୍ୟଜଣେ ଶହୀଦ ପୋଲିସ ଅଧିକାରୀଙ୍କ ୪ ବର୍ଷର...

ରାହୁଲଙ୍କୁ ଅଧ୍ୟକ୍ଷ କରିବା ଲାଗି ଦିଲ୍ଲୀ କଂଗ୍ରେସରେ ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ, ୧।୨: ରାହୁଲ ଗାନ୍ଧୀଙ୍କୁ ତୁରନ୍ତ କଂଗ୍ରେସ ଅଧ୍ୟକ୍ଷ କରିବା ଲାଗି ଦଳର ଦିଲ୍ଲୀ ଶାଖାରେ ରବିବାର ଏକ ପ୍ରସ୍ତାବ ଗୃହୀତ ହୋଇଛି। ଆଗାମୀ ଏପ୍ରିଲ-ମେ’ରେ...

ନିର୍ଭୟା ବଳାତ୍କାର ମାମଲା: ଅଭିଯୁକ୍ତ ବିନୟ ଶର୍ମାଙ୍କୁ ତିହାର ଜେଲ୍‌କୁ ସ୍ଥାନାନ୍ତର

ନୂଆଦିଲ୍ଲୀ,୧୦।୧୨: ନିର୍ଭୟା ବଳାତ୍କାର ମାମଲାର ଅଭିଯୁକ୍ତ ବିନୟ ଶର୍ମାଙ୍କୁ ତିହାର ଜେଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଆଗରୁ ସେ ମଣ୍ଡୋଲି ଜେଲରେ ବନ୍ଦୀ ଥିଲେ। ପୂର୍ବରୁ ଅନ୍ୟ...

Advertisement
Archives

Model This Week