ଜାତୀୟ

ଉତ୍ତର ପ୍ରଦେଶ ବିଧାନସଭା ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ଆରମ୍ଭ: ୬୧ ଆସନ ପାଇଁ ହେଉଛି ମତଦାନ

ଲକ୍ଷ୍ନୌ,୨୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ରବିବାର ସକାଳୁ ଆରମ୍ଭ ହୋଇ ଯାଇଛି । ସକାଳ ପ୍ରାୟ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ କରାଯାଇଛି । ପଞ୍ଚମ ପର୍ଯ୍ୟାୟରେ ୧୨ ଜିଲାର ୬୧ ଆସନ…

ଦିଲ୍ଲୀ ପହଞ୍ଚିଲା ୟୁକ୍ରେନରୁ ଆସିଥିବା ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ, ଯାତ୍ରୀଙ୍କୁ ସ୍ୱାଗତ କଲେ ସିନ୍ଧିଆ

ନୂଆଦିଲ୍ଲୀ,୨୭ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା କାର୍ଯ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଛି । ରବିବାର ଭୋର ପ୍ରାୟ ୨ଟା ୪୫ରେ ରୋମାନିଆର ବୁକାରେଷ୍ଟରୁ ବାହାରି ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ ନୂଆଦିଲ୍ଲୀରେ…

୨୧୯ ଏୟାର ଲିଫ୍ଟ ଭାରତୀୟଙ୍କୁ ସ୍ବାଗତ…

ମୁମ୍ବାଇ, ୨୬।୨ : ରୋମାନିଆର ବୁକାରେଷ୍ଟରୁ ଏୟାରଲିଫ୍ଟ କରାଯାଇଥିବା ୨୧୯ ଭାରତୀୟ ଶନିବାର ସୁରକ୍ଷିତ ଭାରତ ପହଞ୍ଚିଛନ୍ତି। ମୁମ୍ବାଇର ବିମାନବନ୍ଦରରେ ପହଞ୍ଚିବା ପରେ ଏହି ଭାରତୀୟଙ୍କୁ ଭବ୍ୟ ସ୍ବାଗତ କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପୀୟୁଷ ଗୋଏଲ୍‌ ସେମାନଙ୍କ ସହିତ…

ରବିବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ୬୧ ଆସନ ପାଇଁ ୬୯୩ ପ୍ରାର୍ଥୀ..

ଲକ୍ଷ୍ନୌ, ୨୬।୨ : ଉତ୍ତରପ୍ରଦେଶରେ ପଞ୍ଚମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ରବିବାର ହେବାକୁ ଯାଉଛି। ରାଜ୍ୟର ୧୨ ଜିଲାର ୬୧ ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଭୋଟର ଏହି ପର୍ଯ୍ୟାୟରେ ୬୯୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ପ୍ରୟାଗରାଜ, ଅଯୋଦ୍ଧା,…

କଂଗ୍ରେସ ପାଣ୍ଡବ-ଭାଜପା କୌରବ, କହିଲେ ରାହୁଲ…

ଦ୍ୱାରକା, ୨୬।୨ : ଗୁଜରାଟର ଦ୍ୱାରକାଠାରେ କଂଗ୍ରେସ ପକ୍ଷରୁ ଆୟୋଜିିତ ଚିନ୍ତନ ଶିବିରରେ ରାହୁଲ ଗାନ୍ଧୀ ଯୋଗଦେଇ ଭାଜପା ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଭାଜପା ଜାଣିଶୁଣି କଂଗ୍ରେସକର୍ମୀଙ୍କୁ ନିଜ ଆଡ଼କୁ କରିବାରେ ଲାଗିଛି। ତେବେ ସତ୍ୟଯୁଦ୍ଧରେ କଂଗ୍ରେସ ପାଣ୍ଡବ…

ସୁପର୍‌ଟେକ୍‌ ଟୁଇନ୍‌ ଟାଓ୍ବାର ଧ୍ୱଂସ ପାଇଁ ଲାଗିବ କେତେ ବିସ୍ଫୋରକ, ବିଚାରବିମର୍ଷ ଆରମ୍ଭ…

ନୋଏଡା, ୨୬।୨ : ଦିଲ୍ଲୀ ଏନସିଆର୍‌ର ନୋଏଡାର ସେକ୍ଟର ୯୩-ଏ’ଠାରେ ଥିବା ସୁପର୍‌ଟେକ୍‌ ଟୁଇନ୍‌ ଟାଓ୍ବାର ଧ୍ୱଂସ ପାଇଁ ବିଚାର ବିମର୍ଷ ଜାରି ରହିଛି। ଏଥିପାଇଁ କେତେ ପରିମାଣର ବିସ୍ଫୋରକ ଲାଗିବ ତାହାର ହିସାବ ଲାଗି ଦକ୍ଷିଣ ଆଫ୍ରିକାରୁ ସ୍ବତନ୍ତ୍ର ଇଞ୍ଜିନିୟର…

କୋବ୍ରା ଓ୍ବାରିୟର୍ସ ଅଭ୍ୟାସରେ ଯୋଗ ଦେବନି ଭାରତୀୟ ବାୟୁସେନା…

ନୂଆଦିଲ୍ଲୀ, ୨୬।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ରକ୍ତାକ୍ତ ଯୁଦ୍ଧ ମଧ୍ୟରେ ଭାରତ ବ୍ରିଟେନରେ ହେବାକୁ ଥିବା କୋବ୍ରା ୱାରିୟର୍ସ ଅଭ୍ୟାସ ୨୦୨୨ରେ ଅଂଶଗ୍ରହଣ ନକରିବାକୁ ନିଷ୍ପତ୍ତି ନେଇଛି। ବ୍ରିଟେନରେ ଆୟୋଜିତ ହେବାକୁ ଥିବା କୋବ୍ରା ୱାରିୟର୍ସ ସାମରିକ…

୨୧୯ ଭାରତୀୟଙ୍କୁ ନେଇ ରୋମାନିୟାରୁ ଭାରତ ବାହାରିଲା ପ୍ରଥମ ବିମାନ

ନୂଆଦିଲ୍ଲୀ,୨୬ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରୁ ରୋମାନିୟା ଚାଲିଆସିଥିବା ୨୧୯ ଭାରତୀୟଙ୍କୁ ନେଇ ଏୟାର ଇଣ୍ଡିଆର ପ୍ରଥମ ବିମାନ ମୁମ୍ବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ଶନିବାର ସକାଳେ ବିମାନଟି ରୋମାନିୟାରେ ପହଞ୍ଚି…

ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌…

ନୂଆଦିଲ୍ଲୀ, ୨୬।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୧୨ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୧୧ ହଜାର ୪୯୯ରେ ପହଞ୍ଚିଛି।…

ୟୁକ୍ରେନ ବିରୁଦ୍ଧରେ ସାମରିକ ଆକ୍ରମଣ ବନ୍ଦ କରିବାକୁ ରୁଷିଆ ଉପରେ କେନ୍ଦ୍ର ଚାପ ପ୍ରୟୋଗ କରିବା ଉଚିତ: ଆରଏସ୍‌ଏସ୍‌

ନୂଆଦିଲ୍ଲୀ,୨୬।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ରାଷ୍ଟ୍ରିୟ ସ୍ବୟଂସେବକ ସଂଘ(ଆରଏସ୍‌ଏସ୍‌) ପକ୍ଷରୁ ଏକ ବୟାନ ସାମ୍ନାକୁ ଆସିଛି। ୟୁକ୍ରେନରେ ସାମରିକ ଆକ୍ରମଣ ବନ୍ଦ କରିବାକୁ ରୁଷିଆ ଉପରେ ଚାପ ପ୍ରୟୋଗ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛି ଆରଏସ୍‌ଏସ୍‌। ଏଥିସହ…

ବିଦ୍ୟୁତ୍‌ ଖୁଣ୍ଟରେ ମାଡ଼ ହୋଇ ଏଭିଏସନ୍‌ ଏକାଡେମିର ବିମାନ ଦୁର୍ଘଟଣାଗ୍ରସ୍ତ: ଟ୍ରେନିଂ ପାଇଲଟ ମୃତ

ଅମରାବତି,୨୬।୨: ଆନ୍ଧ୍ରପ୍ରଦେଶରେ ଶନିବାର ଏକ ଏଭିଏସନ୍‌ ଏକାଡେମୀର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନ ଦୁର୍ଘଟଣାରେ ଜଣେ ପ୍ରଶିକ୍ଷକ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ମୃତ ପାଇଲଟ ହେଉଛନ୍ତି ତାମିଲନାଡୁର ମହିମା। ଆନ୍ଧ୍ରର ନାଲଗୋଣ୍ଡାଠାରେ ଏହି ଦୁର୍ଘଟଣା ଘଟିଛି। ସୂଚନାଯୋଗ୍ୟ,…

ପଞ୍ଚମ ପର୍ଯ୍ୟାୟ ପାଇଁ ସରିଲା ପ୍ରଚାର: ରବିବାର ଅମେଠି-ପ୍ରୟାଗରାଜ ସମେତ ୧୨ଜିଲାରେ ୬୧ଆସନରେ ହେବ ଭୋଟିଂ

ଲକ୍ଷ୍ନୌ,୨୬।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଫେବୃଆରୀ ୨୭ରେ ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ଶୁକବ୍ରାର ସନ୍ଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୨ଟି ଜିଲାରେ ୬୧ଆସନରେ ମତଦାନ ହେବାକୁ ଯାଉଛି। ପ୍ରୟାଗରାଜ, ଅମେଠୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?