୨୦୨୩ ସୁଦ୍ଧା ନୂଆ ୭୫ ବନ୍ଦେ ଭାରତ ଏକ୍ସପ୍ରେସ୍
ନୂଆଦିଲ୍ଲୀ,୧୫ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦେଶର ୭୫ ତମ ସ୍ୱାଧିନତା ଦିବସ ଅବସରରେ ଲାଲକିଲାରୁ ଦେଶକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦି କହିଛନ୍ତି ୧୫ ଅଗଷ୍ଟ ୨୦୨୩ ସୁଦ୍ଧା ନୂଆ ୭୫ ବନ୍ଦେ ଭାରତ...
ଆଇଟି ନିୟମ ଧାରା ଉପରେ ରୋକ
ମୁମ୍ବାଇ, ୧୫ା୮: ଡିଜିଟାଲ ମିଡିଆ ପାଇଁ ଉଦ୍ଦିଷ୍ଟ ନୂଆ ସୂଚନା ପ୍ରଯୁକ୍ତିବିଦ୍ୟା(ଆଇଟି) ନିୟମ, ୨୦୨୧ର ଧାରା ୯ (୧) ଏବଂ ୯ (୩) ଉପରେ ବମ୍ବେ ହାଇକୋର୍ଟ ଶନିବାର ରୋକ ଲଗାଇଛନ୍ତି। ଆଚରଣ ସଂହିତା ସମ୍ବନ୍ଧିତ ଖବର ପ୍ରକାଶ ନିମନ୍ତେ...
ପ୍ରଥମଥର ପାଇଁ ସ୍ୱାଧିନତା ଦିବସରେ ଲାଲକିଲାରୁ ହେଲା ପୁଷ୍ପ ବୃଷ୍ଟି
ନୂଆଦିଲ୍ଲୀ,୧୫ ।୮: ସ୍ୱାଧିନତାର ଅମୃତ ମହୋତ୍ସବକୁ ସ୍ୱତନ୍ତ୍ର କରିବା ପାଇଁ ବିଶେଷ ପ୍ରସ୍ତୁତି କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେଶର ବା କମଳା ରଙ୍ଗର ସାଫା ବା ପଗଡି ପିନ୍ଧି ଲାଲକିଲାରେ ପହଞ୍ଚିଥିଲେ । ତେବେ ପ୍ରଥମଥର ଲାଗି...
ଦୈନିକ ସଂକ୍ରମଣ ପୁଣି ତଳମୁହାଁ…
ନୂଆଦିଲ୍ଲୀ,୧୫।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଲଗାତାର ୨ ଦିନ ଧରି ଦୈନିକ ସଂକ୍ରମଣ ୪୦ ହଜାର ତଳେ ରହିଛି। ଗତ...
ଆତ୍ମନିର୍ଭର ଭାରତ ଗଠନରେ ଜାତୀୟ ହାଇଡ୍ରୋଜେନ୍ ମିଶନ ଅପରିହାର୍ଯ୍ୟ…
ନୂଆଦିଲ୍ଲୀ,୧୫।୮: ସମ୍ପ୍ରତି ଭାରତ ବହୁବିଧ କ୍ଷେତ୍ରରେ ବିକାଶ କରୁଥିବାବେଳେ ଶକ୍ତି କ୍ଷେତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ପାଲଟିଛି। ଏବେ ଦେଶ କ୍ୱାଣ୍ଟମ ଜମ୍ପ ଦେବାକୁ ଯାଉଛି। ଦେଶର ବହୁବିଧ ବିକାଶ ଲାଗି ଆଜି ସବୁଜ ଶକ୍ତି ଅପରିହାର୍ଯ୍ୟ ହୋଇପଡ଼ିଛି। ଏହାକୁ...
କ୍ରୀଡ଼ା ପାଠପଢ଼ାର ଅଂଶ ବିଶେଷ, ମୁଖ୍ୟ ସ୍ରୋତରେ ହେବ ସାମିଲ୍…
ନୂଆଦିଲ୍ଲୀ,୧୫।୮: ପାଠପଢ଼ାରେ କ୍ରୀଡ଼ାକୁ ଏକ ଅଂଶ ବିଶେଷ ଭାବେ ଗ୍ରହଣ କରାଯାଇ ମୁଖ୍ୟ ସ୍ରୋତରେ ସାମିଲ୍ କରାଯିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱାରୋପ କରିଛନ୍ତି। ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ ନିଜ ଭାଷଣରେ ସେ ଏଭଳି...
ହୋଟେଲ କ୍ରିଷ୍ଣାରେ ଅଗ୍ନିକାଣ୍ଡ: ୨ ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ,୧୫ ।୮: ରାଜଧାନୀ ଦିଲ୍ଲୀର ଦ୍ୱାରକା ସେକ୍ଟର ୮ରେ ଥିବା ହୋଟେଲ କ୍ରିଷ୍ଣାରେ ରବିବାର ସକାଳେ ଅଗ୍ନିକାଣ୍ଡ ଘଟିଛି । ଫଳରେ ଆଖପାଖରେ ଥିବା ଲୋକେ ଭୟଭିତ ହୋଇଯାଇଛନ୍ତି । ଏହି ଘଟଣା ସକାଳ ପ୍ରାୟ ସଢେ ସାତଟାରେ ହୋଇଥିବା...
ସୈନିକ ସ୍କୁଲ୍ରେ ପଢ଼ିବେ ବାଳିକା…
ନୂଆଦିଲ୍ଲୀ,୧୫।୮: ଏଣିକି ବାଳିକାମାନେ ସୈନିକ ସ୍କୁଲରେ ପଢ଼ିବେ। ସମ୍ପ୍ରତି ସମସ୍ତ କ୍ଷେତ୍ରରେ ବାଳିକାମାନେ ଭଲ ପ୍ରଦର୍ଶନ କରୁଛନ୍ତି। ବାଳିକାମାନେ ସୈନିକ ସ୍କୁଲ୍ରେ ପଢ଼ିବାକୁ ଚାହୁଁଛନ୍ତି। ତେଣୁ ସେମାନଙ୍କୁ ଏହି ସୁଯୋଗ ପ୍ରଦାନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର...
ସବ୍କା ସାଥ୍-ସବ୍କା ବିକାଶ-ସବ୍କା ବିଶ୍ୱାସ ସହିତ ସବ୍କା ପ୍ରୟାସ ମଧ୍ୟ ଜରୁରୀ: ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୧୫।୮: ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ସହିତ ସବ୍କା ପ୍ରୟାସ ମଧ୍ୟ ଜରୁରୀ ବୋଲି ଦେଶର ୭୫ ତମ ସ୍ବାଧୀନତା ଦିବସ ଅବସରରେ ଲାଲ୍ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ମୋଦି ଏଭଳି କହିଛନ୍ତି।...
ରାହୁଲଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି
ନୂଆଦିଲ୍ଲୀ,୧୪।୮: ବଳାତ୍କାର ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଫେସବୁକ ଅଧିକାରୀଙ୍କୁ ଏଭଳି ପ୍ରଶ୍ନ କରିଛି ଜାତୀୟ ଶିଶୁ ଅଧିକାର ସୁରକ୍ଷା କମିଶନ (ଏନ୍ସିପିସିଆର୍)। କମିଶନର ସମନ...
‘ଝିଅଙ୍କୁ ସୁଯୋଗ ଦେଲେ ଦେଶ ଆଗେଇବ’
ନୂଆଦିଲ୍ଲୀ, ୧୪।୮: ଝିଅମାନଙ୍କୁ ସୁଯୋଗ ଦେଲେ ହିଁ ଦେଶ ଆଗେଇବ। ୭୫ତମ ସ୍ବାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳିମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନକୁ ସେ ଉଚ୍ଚ...
ପୋଲିସ ଅଧିକାରୀଙ୍କୁ ଘୋଷାଡ଼ି ନେଲା କାର୍
ପଟିଆଲା,୧୪।୮: ପଞ୍ଜାବର ପଟିଆଲାରେ ଗାଡ଼ି ଚେକିଂ ବେଳେ ଏକ କାର୍ ଜଣେ ପୋଲିସ କର୍ମୀଙ୍କୁ ଘୋଷାଡ଼ି ନେଇଥିଲା। ଏହି ଘଟଣାରେ ଜଣେ ପୋଲିସ କର୍ମୀ ଆହତ ହୋଇଛନ୍ତି। ଘଟଣାର ଭିଡିଓରେ ଜଣେ ପୋଲିସ କର୍ମୀ ଏକ ଧଳା କାରକୁ ରୋକିବାକୁ...
Archives


