ଜାତୀୟ

ସମ୍ପୂର୍ଣ୍ଣ କୋଭିଡ୍‌ କଟକଣା ହଟାଇଲା ଏହି ରାଜ୍ୟ

ଗୌହାଟୀ,୭।୨: ଦୀର୍ଘ ଦୁଇ ବର୍ଷ ହେଲା କରୋନା ପାଇଁ ବିଭିନ୍ନ କଟକଣା ଲଗାଯାଉଛି। କେତେକ ରାଜ୍ୟରେ କଟକଣା କୋହଳ କରାଯାଇଛି, ଏହାରି ମଧ୍ୟରେ ପ୍ରଥମ ରାଜ୍ୟ ଭାବେ ଆସାମରୁ ଲାଗୁ ହୋଇଥିବା ସମସ୍ତ କରୋନା କଟକଣା ହଟିବାକୁ ଯାଉଛି। ଗତ ଦୁଇ…

୩୫ କୋଟି ଟଙ୍କାର ହେରୋଇନ୍‌ ଜବତ

ନୂଆଦିଲ୍ଲୀ,୭।୨: ସୀମାରୁ ଡ୍ରଗ୍ସ ଚୋରା ଚାଲାଣ ବନ୍ଦ ହେବାର ନାଁ ନେଉନାହିଁ। ଚୋରା ଚାଲାଣର ଏକ ପୁରୁଣା ମାମଲାର ଅନୁସନ୍ଧାନ କରିବାକୁ ଆସିଥିବା ପୋଲିସ, ଏସ୍‌ଓଜି ଏବଂ ବିଏସ୍‌ଏଫ୍‌ ଟିମ ଭାରତ-ପାକ ସୀମା ନିକଟରୁ ୧୫ କିଲୋଗ୍ରାମ ହେରୋଇନ ଜବତ କରିଛନ୍ତି।…

ଜିଲା ସଭାପତିଙ୍କୁ ହାତ ଉଠାଇଲେ ସମାଜବାଦୀ ପାର୍ଟି ନେତା: ହସିଲେ ଅଖିଳେଶ

ଲକ୍ଷ୍ନୌ,୭।୨: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହୋଇଛି। ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ମଧ୍ୟ ଜୋରସୋରରେ ଚାଲିଛି। ନିକଟରେ ସମାଜବାଦୀ ପାର୍ଟି(ଏସ୍‌ପି)ପକ୍ଷରୁ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଅପ୍ରୀତିକର ଘଟଣା ଘଟିଥିଲା। ଉତ୍ତର ପ୍ରଦେଶ ବାହ ନିର୍ବାଚନ ମଣ୍ଡଳୀରେ ଆୟୋଜିତ…

ଲତା ମଙ୍ଗେସ୍‌କରଙ୍କ ସମ୍ମାନର୍ଥେ ହେବ ଡାକ ଷ୍ଟାମ୍ପ ଲଞ୍ଚ୍‌

ନୂଆଦିଲ୍ଲୀ,୭।୧: ଗାୟକ କିମ୍ବଦନ୍ତୀ ଲତା ମଙ୍ଗେସ୍‌କରଙ୍କୁ ସମ୍ମାନ ଜଣାଇବା ପାଇଁ କେନ୍ଦ୍ର ଏକ ଡାକ ଷ୍ଟାମ୍ପ ଲଞ୍ଚ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରେଳ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ‘ନାଇଟିଙ୍ଗଲେ ଅଫ ଇଣ୍ଡିଆ’…

ଖସିଲା ବରଫ ଅତଡା: ଫସିଗଲେ ୭ ଜଣ ଯବାନ

ଇଟାନଗର,୭।୨:ଅରୁଣାଚଳ ପ୍ରଦେଶର ଉଚ୍ଚ ପର୍ବତ ମାଳା କାମେଙ୍ଗ ସେକ୍ଟରରେ ବରଫ ଅତଡା ଖସିଛି। ଏଥଯୋଗୁ କାର୍ଯ୍ୟରତ ୭ ଜଣ ଯବାନ ଏହା ମଧ୍ୟରେ ଫସି ଯାଇଛନ୍ତି। କାମେଙ୍ଗ ସେକ୍ଟରରେ ପ୍ୟାଟ୍ରୋଲିଂ ଚାଲୁଥିବା ବେଳେ ଏପରି ଅଘଟଣ ଘଟିଛି। ବରଫ ଅତଡା ତଳେ…

ଭାଜପାରେ ସାମିଲ ହେଲେ ମାହି ଗିଲ, ପୂର୍ବରୁ କଂଗ୍ରେସ ପାଇଁ କରିଥିଲେ ପ୍ରଚାର

ଚଣ୍ଡିଗଡ,୭।୨: ପଞ୍ଜାବର ସମସ୍ତ ୧୧୭ଟି ଆସନ ପାଇଁ ଫେବୃଆରୀ ୨୦ରେ ମତଦାନ ହେବ। ମାର୍ଚ୍ଚ ୧୦ରେ ଭୋଟ ଗଣନା କରାଯିବ। ସେପଟେ ଅଭିନେତ୍ରୀ ମାହି ଗିଲ ଆଜି ଭାଜପାରେ ଯୋଗ ଦେଇଛନ୍ତି । ହିନ୍ଦୀ ଫିଲ୍ମ ବ୍ୟତୀତ ମାହି ପଞ୍ଜାବୀ ଫିଲ୍ମରେ…

ମମତା-ଅଭିଷେକଙ୍କ ମଧ୍ୟରେ ମତଭେଦ

କୋଲକାତା,୭ ।୨: ଗୋଟିଏ ପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣ ମୂଳ କଂଗ୍ରେସକୁ ରାଷ୍ଟ୍ରୀୟ ଦଳ କରିବାକୁ ଲାଗି ପଡିଛନ୍ତି । ଏଥିପାଇଁ ସେ ଗୋଆ ଓ ତ୍ରିପୁରା ପର୍ଯ୍ୟନ୍ତ ଦଳର ବିସ୍ତାର ଆରମ୍ଭ କରିଦେଇଛନ୍ତି । ହେଲେ ଅନ୍ୟପଟେ…

‘ଓୱାଇସି ସୁରକ୍ଷା ନିଅନ୍ତୁ, ଆମ ଚିନ୍ତା ଦୂର କରନ୍ତୁ’

ନୂଆଦିଲ୍ଲୀ,୭।୨: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ସଂସଦରେ ପ୍ରତିକ୍ରିୟା ଦେଇଛନ୍ତି। ଅମିତ ଶାହା କହିଛନ୍ତି, ଦୟାକରି ଅସଦୁଦ୍ଦିନ ଓୱାଇସି ଜେଡ୍‌ ବର୍ଗର ସୁରକ୍ଷା ନିଅନ୍ତୁ, ଆମ ଚିନ୍ତା…

ଅବିବାହିତ ଯୋଗୁ ସାଧାରଣ ଲୋକଙ୍କ ଯନ୍ତ୍ରଣା ବୁଝିପାରୁନାହାନ୍ତି ଯୋଗୀ: ଦିଗବିଜୟ

ନୂଆଦିଲ୍ଲୀ,୭।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ପରସ୍ପର ବିରୋଧରେ ଆରୋପ-ପ୍ରତ୍ୟାରୋପ ଅଭିଯୋଗ ଜାରି ରହିଛି। ଏବେ କଂଗ୍ରେସ ନେତା ତଥା ରାଜ୍ୟ ସଭା ସଦସ୍ୟ ଦିଗବିଜୟ ସିଂ କହିଛନ୍ତି, ଭାଜପାଏବଂ ଆରଏସଏସ…

ଜନ୍ମ ସହିତ ସମ୍ପ୍ରଦାୟ ଜଡ଼ିତ, ଅନ୍ୟ ଧର୍ମରେ ବିବାହ କଲେ ବି ମିଳିବ ମୂଳ ଜାତିଗତ ପ୍ରମାଣପତ୍ର…

ଥିରୁଭାନନ୍ତପୁରମ୍‌, ୭।୨ : ଜଣେ ବ୍ୟକ୍ତିଙ୍କ ଜନ୍ମ ତାଙ୍କ ସମ୍ପ୍ରଦାୟ ସହିତ ଜଡ଼ିତ। ପରେ ସେ ଅନ୍ୟ ଧର୍ମରେ ବିବାହ କଲେ ବି ତାଙ୍କୁ ମୂଳ ଜାତିଗତ ପ୍ରମାଣ ମିଳିବ। କେରଳ ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି ରାୟ…

ଅକ୍ଷୟ କୁମାର ଉତ୍ତରାଖଣ୍ଡର ବ୍ରାଣ୍ଡ୍‌ ଆମ୍ବାସାଡର ହେବାକୁ ରାଜି

ନୂଆଦିଲ୍ଲୀ,୭।୨: ଉତ୍ତରାଖଣ୍ଡର ‘ବ୍ରାଣ୍ଡ୍‌ ଆମ୍ବାସାଡର’ ଭାବେ କାର୍ଯ୍ୟ କରିବାକୁ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ରାଜିହୋଇଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଅଭିନେତା ଅକ୍ଷୟ କୁମାର ସୋମବାର ମୁଖ୍ୟମନ୍ତ୍ରୀ ଧାମିଙ୍କୁ ଡେରାଡୁନ୍‌ସ୍ଥିତ ବାସଭବନରେ…

ପଞ୍ଜାବ ବିଧାନସଭା ନିର୍ବାଚନର ୧୩ ଦିନ ପୂର୍ବରୁ ରାମ ରହିମ୍‌ଙ୍କୁ ୨୧ ଦିନିଆ ପାରୋଲ…

ଚଣ୍ଡିଗଡ଼, ୭।୨ : ପଞ୍ଜାବ ବିଧାନସଭା ନିର୍ବାଚନର ୧୩ ଦିନ ପୂର୍ବରୁ ପଞ୍ଜାବ ହରିୟାଣା ହାଇକୋର୍ଟ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ ୨୧ ଦିନିଆ ପାରୋଲ ଅନୁମତି ଦେଇଛନ୍ତି। ଏବେ ସେ ସୁନାରିଆ ଜେଲରୁ ବାହାରକୁ ଆସିବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri