ଆଫଗାନ ଫେରନ୍ତାଙ୍କୁ ଦିଆଯାଉଛି ପୋଲିଓ ବୁନ୍ଦା
ନୂଆଦିଲ୍ଲୀ, ୨୨।୮: ଆଫଗାନିସ୍ତାନରେ ଏବେ ବି ପୋଲିଓ ସଂକ୍ରମଣ ଥିବାରୁ ସେଠାରୁ ଫେରାଇ ଅଣାଯାଉଥିବା ଲୋକଙ୍କୁ ମାଗଣାରେ ପୋଲିଓ ଟିକା ଦେବା ପାଇଁ ଭାରତ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନ୍ସୁଖଲାଲ ମାଣ୍ଡବ୍ୟ ରବିବାର ସୂଚନା...
ମିଜୋରାମରୁ ଆସାମ ପୋଲିସ ରଡ୍ ଚୋରି କରିଥିବା ଅଭିଯୋଗ
ଗୁଆହାଟି,୨୨।୮ : ମିଜୋରାମ ଓ ଆସାମ ଦୁଇ ପଡ଼ୋଶୀ ରାଜ୍ୟ ମଧ୍ୟରେ ଲାଗି ରହିଥିବା ବିବାଦ ଆହୁରି ଘନେଇଛି। ସୀମାକୁ ଲାଗିଥିବା ମିଜୋରାମର କୋଲାସିବ ଜିଲାରୁ ଆସାମ ପୋଲିସ ରଡ଼, ସିମେଣ୍ଟ ଭଳି ନିର୍ମାଣ କାର୍ଯ୍ୟରେ ବ୍ୟବହୃତ କଞ୍ଚାମାଲ ଚୋରି...
ଦଳୀୟ ନେତାଙ୍କୁ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ,୨୨।୮: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ତାଙ୍କର ସମସ୍ତ କ୍ୟାବିନେଟ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତାମାନଙ୍କୁ ଚେତାବନୀ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ କରି ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ଯେ, ବିଶେଷ ସମ୍ବେଦନଶୀଳ ପ୍ରସଙ୍ଗରେ ଜନସାଧାରଣଙ୍କ ନିକଟକୁ ଯିବା...
ମହିଳାଙ୍କ ମୃତଦେହକୁ ମଧ୍ୟ ଛାଡ଼ୁ ନାହାନ୍ତି
ନୂଆଦିଲ୍ଲୀ,୨୨।୮ : ଆଫଗାନିସ୍ତାନରେ ମହିଳାଙ୍କ ସୁରକ୍ଷା ବୋଲି କିଛି ନାହିଁ। ତାଲିବାନ ଆତଙ୍କବାଦୀମାନେ ମହିଳାଙ୍କୁ ଘରୁ ଉଠାଇ ନେଉଛନ୍ତି ନ ହେଲେ ଗୁଳି କରୁ ହତ୍ୟା କରୁଛନ୍ତି। ଏତିକି ନୁହେଁ ମୃତଦେହକୁ ମଧ୍ୟ ବଳାତ୍କାର କରାଯାଉଛି। ଏଭଳି ବଡ଼ ଖୁଲାସା...
ବ୍ୟାଙ୍କ ଲୁଟ୍ ପୂର୍ବରୁ ପୋଲିସ୍ ଗୁଳିରେ ଗଲା ଲୁଟେରାଙ୍କ ଜୀବନ
ଗୁଆହାଟି,୨୨।୮ : ଆସାମର କୋକ୍ରାଝର ଜିଲାରେ ଏକ ବଡ଼ ଧରଣର ବ୍ୟାଙ୍କ୍ ଲୁଟକୁ ବିଫଳ କରି ଦେଇଛି ପୋଲିସ। ଲୁଟ୍ କରିବାକୁ ଯାଉଥିବା ୩ ଅଭିଯୁକ୍ତ ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି। କୋକ୍ରାଝାର ସହରଠାରୁ ପ୍ରାୟ ୬ କି. ମି....
ଭାରତ ବିଭାଜନକୁ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ସହ ତୁଳନା କଲେ ସଞ୍ଜୟ ରାଉତ
ମୁମ୍ବାଇ,୨୨।୮: ଭାରତ ବିଭାଜନକୁ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ସହ ତୁଳନା କରିଛନ୍ତି ଶିବସେନା ଏମ୍ପି ସଞ୍ଜୟ ରାଉତ। ରବିବାର ପାର୍ଟି ମୁଖପତ୍ର ସାମ୍ନାରେ ପ୍ରକାଶିତ ତାଙ୍କ ସାପ୍ତାହିକ ସ୍ତମ୍ଭ ‘ରୋକଟୋକ’ରେ ରାଉତ କହିଛନ୍ତି ଯେ, ଏହି ଘଟଣା ଦେଶର ସାର୍ବଭୌମତ୍ୱ...
ଇନ୍ଫୋସିସ୍ ସିଇଓଙ୍କୁ ସମନ
ନୂଆଦିଲ୍ଲୀ,୨୨।୮: ଆୟ ବିଭାଗର ନୂତନ ଇ-ଫାଇଲିଂ ପୋର୍ଟାଲରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ଉପରେ ରବିବାର ଅର୍ଥ ମନ୍ତ୍ରଣାଳୟ କଡା ପ୍ରଦର୍ଶନ କରିଛି। ଏହି ପୋର୍ଟାଲ ସୃଷ୍ଟି କରିଥିବା ଟେକ୍ନୋଲୋଜି କମ୍ପାନୀ ଇନଫୋସିସର ସିଇଓ ତଥା ଏମଡି ସଲିଲ ପାରେଖଙ୍କୁ ମନ୍ତ୍ରଣାଳୟ...
ଲିଭ୍-ଇନ୍ରେ ରହିବା ଅପବିତ୍ର
ଚଣ୍ଡିଗଡ,୨୨।୮: ପଞ୍ଜାବ ଏବଂ ହରିୟାଣା ଉଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ଲିଭ୍-ଇନ୍ ରିଲେସନଶିପ୍କୁ ଅପବିତ୍ର ଘୋଷଣା କରିଛନ୍ତି। ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଜଣେ ବିବାହିତା ମହିଳାଙ୍କ ଲିଭ-ଇନ ରିଲେସନ୍ଶିପ୍ରେ ଥିବା ଜଣେ ଯୋଡିଙ୍କ ସୁରକ୍ଷା...
ଆଫଗାନିସ୍ତାନରୁ ଫେରୁଥିବା ଲୋକଙ୍କୁ ଦିଆଯାଉଛି ପୋଲିଓ ଟିକା, କରାଯାଉଛି ଆର୍ଟିପିସିଆର୍ ଟେଷ୍ଟ
ନୂଆଦିଲ୍ଲୀ,୨୨ ।୮: ଆଫଗାନିସ୍ତାନରେ ତାଲିବାନ ରାଜ ପରେ ସେଠାରେ ଥିବା ଲୋକ ଦେଶ ଛାଡିବାକୁ ଚାହୁଁଥିବା ବେଳେ ଆମେରିକା, କାନାଡା ଓ ଭାରତ ଭଳି ଦେଶ ସେମାନଙ୍କ ନାଗରିକଙ୍କୁ ବାହାରକୁ ନେଇ ଆସିବାକୁ ଯଥାସାଧ୍ୟ ଚେଷ୍ଟା ଚଳାଇଛନ୍ତି । ସ୍ୱତନ୍ତ୍ର...
ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ବଦଳରେ ଜୀବିତ ଯବାନଙ୍କ ଘରେ ପହଞ୍ଚିଗଲେ କେନ୍ଦ୍ର ମନ୍ତ୍ରୀ
ବେଙ୍ଗାଲୁରୁ,୨୨।୮: କର୍ନାଟକରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଏ ନାରାୟଣସ୍ବାମୀ ଶହୀଦ ହୋଇଥିବା ଯବାନଙ୍କ ବଦଳରେ ଜୀବିତ ଯବାନଙ୍କ ଘରେ ପହଞ୍ଚି ଯବାନଙ୍କ ସମ୍ପର୍କୀୟଙ୍କୁ ସରକାରୀ ଚାକିରି ଏବଂ ଜମି...
ଆଫଗାନିସ୍ତାନ ନାଗରିକଙ୍କ ହାତରେ ମମତା ବାନାର୍ଜିଙ୍କ ଫଟୋ ଥିବା ରାଖୀ
କୋଲକତା,୨୨।୮: ଆଫଗାନିସ୍ତାନରେ ତାଲିବାନ ଶାସନର ଆଗମନ ପରେ ସମଗ୍ର ବିଶ୍ୱ ଆଫଗାନିସ୍ତାନ ନାଗରିକଙ୍କ ସହ ସମବେଦନା ଜଣାଉଛି। ବଙ୍ଗଳା ସରକାର ମଧ୍ୟ ଆଫଗାନିସ୍ତାନ ନାଗରିକଙ୍କ ସମ୍ମାନ ଦେବା ପାଇଁ ଏକ ନିଆରା ଉପାୟ ଅବଲମ୍ବନ କରିଛି। ଆଜି ଭାରତରେ ରାଖୀ...
ରାଖୀରେ ପ୍ରିୟଙ୍କାଙ୍କ ସହ ପିଲାଦିନର ଫଟୋ ଶେୟାର କଲେ ରାହୁଲ ଗାନ୍ଧୀ, ଲେଖିଲେ ଏମିତି…
ଲକ୍ଷ୍ନୌ,୨୨ା୮: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ରାଖୀ ଉପଲକ୍ଷେ ଏକ ପୋଷ୍ଟ ଶେୟାର କରିଛନ୍ତି। ଯାହା ଲୋକମାନଙ୍କ ହୃଦୟ ଜିତିଛି। ସେ ଏକ ଫଟୋ ସହିତ ଭାବପ୍ରବଣ କ୍ୟାପଶନଟିଏ ଲେଖିଛନ୍ତି, ‘ମୋ ଭଉଣୀର...
Archives


