ଦୈନିକ ସଂକ୍ରମଣ ମୃତ୍ୟୁ ସଂଖ୍ୟାରେ ବ୍ରେକ୍…
ନୂଆଦିଲ୍ଲୀ, ୨୬।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗିଛି। ଲଗାତାର ୧୬ ଦିନ ଧରି ଦୈନିକ ସଂକ୍ରମଣ ୮ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ…
ଭାଜପାର ଚାନ୍ଦା ସଂଗ୍ରହ ଅଭିଯାନ
ନୂଆଦିଲ୍ଲୀ, ୨୬।୧୨(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମବାର୍ଷିକୀ ଅବସରରେ ଶନିବାର ଭାଜପା ପକ୍ଷରୁ ସ୍ବତନ୍ତ୍ର ମାଇକ୍ରୋ ଡୋନେଶନ ଅଭିଯାନ ଆରମ୍ଭ ହୋଇଛି। ସଭ୍ୟ ଓ ଅନ୍ୟମାନଙ୍କଠାରୁ ସ୍ବଳ୍ପ ଦାନ ସଂଗ୍ରହ ମାଧ୍ୟମରେ ଦଳୀୟ ପାଣ୍ଠି ବଢ଼ାଇବା ଏହାର ଲକ୍ଷ୍ୟ।…
ପ୍ରତିରକ୍ଷାରେ ଆତ୍ମନିର୍ଭର ହେବ ଭାରତ
ନୂଆଦିଲ୍ଲୀ, ୨୬ା୧୨(ନ୍ୟୁ ଇଣ୍ଡିଆ ସମାଚାର): ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଦେଶକୁ ବିଶ୍ୱର ସର୍ବ ବୃହତ ସାମରିକ ଶକ୍ତି କରିବା ଲକ୍ଷ୍ୟରେ ମେକ୍ ଇନ୍ ଇଣ୍ଡିଆକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ୪୧ଟି ଗୋଳାବାରୁଦ କାରଖାନାର…
ସରକାରୀ କାର୍ଯ୍ୟାଳୟରେ ସ୍ବଚ୍ଛତା: ୪୦ କୋଟି ଆୟ
ନୂଆଦିଲ୍ଲୀ, ୨୬ା୧୨: (ନ୍ୟୁ ଇଣ୍ଡିଆ ସମାଚାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ସ୍ବଚ୍ଛ ଭାରତ ଅଭିଯାନ’ରେ ଦେଶ ଖୋଲା ଶୌଚରୁ ମୁକ୍ତହେବା ସହ ସହର ଓ ଗାଁ ଗୁଡ଼ିକରେ ସଫେଇ କାର୍ଯ୍ୟ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇପାରିଛି।…
‘ବିନା ସହମତିରେ ମହିଳାଙ୍କୁ ଛୁଇଁବା ଅପରାଧ’
ମୁମ୍ବାଇ, ୨୬ା୧୨: ବିନା ସହମତିରେ ଜଣେ ମହିଳାଙ୍କ ଶରୀରକୁ ଜଣେ ଅଜଣା ବ୍ୟକ୍ତି ଛୁଇଁବା ଅର୍ଥ ତାଙ୍କ ମର୍ଯ୍ୟାଦା ହାନି କରିବା। ଏହା ଅପରାଧ ବୋଲି ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ଖଣ୍ଡପୀଠ କହିଛନ୍ତି। ଏଥିସହ ମହାରାଷ୍ଟ୍ର ଜଲାନା ଜିଲାର ଜଣେ ୩୬…
‘ଭାଜପା କ୍ଷମତାକୁ ଆସିଲେ ସମ୍ବିଧାନ ବଦଳାଇଦେବ’
ଭୋପାଳ, ୨୬।୧୨: ୨୦୨୪ ସାଧାରଣ ନିର୍ବାଚନରେ ଭାଜପା ପୁଣିଥରେ କ୍ଷମତାକୁ ଆସିଲେ ଦେଶର ସମ୍ବିଧାନକୁ ବଦଳାଇଦେବା ସହ ସଂରକ୍ଷଣ ବ୍ୟବସ୍ଥାକୁ ଉଠାଇଦେବ ବୋଲି ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂ ଶନିବାର ଅଭିଯୋଗ କରିଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍ଏସ୍ଏସ୍)ର ନୀତି…
ସାଧାରଣ ଲକ୍ଷଣ ସହ ବଢିବ ଓମିକ୍ରନ୍: ଟିକା ଦେବ ସୁରକ୍ଷା
ନୂଆଦିଲ୍ଲୀ,୨୬ ।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମ କରି ଓମିକ୍ରନ୍ ଭାରିଏଣ୍ଟର ଚିହ୍ନଟ କରିଥିବା ଡା.ଏଞ୍ଜେଲିକ କୋଏତଜୀ କହିଛନ୍ତି ଭାରତରେ ଓମିକ୍ରନ ସାମାନ୍ୟ ଲକ୍ଷଣ ସହ ପ୍ରସାର ଲାଭ କରିବ । ଯେମିତି ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିଲା । ହେଲେ ଯେଉଁମାନେ ଟିକା…
ଦିଗ୍ବିଜୟଙ୍କ ବିବାଦୀୟ ବୟାନ, ଟାର୍ଗେଟ କରିପାରେ ଭାଜପା
ଭୋପାଳ,୨୬ ।୧୨: ବରିଷ୍ଠ କଂଗ୍ରେସ ନେତା ଦିଗ୍ବିଜୟ ସିଂଙ୍କ ବିବାଦୀୟ ବୟାନକୁ ନେଇ ପୁଣି ଚର୍ଚ୍ଚା । ଏଥର ପୁଣିଥରେ ତାଙ୍କୁ ଭାରତୀୟ ଜନତା ପାର୍ଟି(ଭାଜପା) ଟାର୍ଗେଟ କରିପାରେ । ଶନିବାର ସେ କଂଗ୍ରେସର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ବୀର…
ଜାନୁୟାରୀ ୩ରୁ ଦେଶରେ ପିଲାଙ୍କୁ ଟିକା
ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ରାତିରେ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ ବଡ଼ ଘୋଷଣା କରିଛନ୍ତି। ଜାନୁୟାରୀ ୩ ତାରିଖରୁ ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକାକରଣ ଆରମ୍ଭ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏନେଇ ସରକାରୀସ୍ତରରେ ପ୍ରସ୍ତୁତି…
‘ମହାରାଜାମାନେ ବର୍ତ୍ତମାନର ସରକାରଠାରୁ ବହୁଗୁଣରେ ଭଲ’
ଜମ୍ମୁ, ୨୫।୧୨: ଜମ୍ମୁ-କଶ୍ମୀରରେ ଗତ ଅଢ଼େଇ ବର୍ଷ ହେବ ବ୍ୟବସାୟ ଏବଂ ବିକାଶମୂଳକ କାର୍ଯ୍ୟ ଅଟକିଯାଇଛି। ଜନସାଧାରଣଙ୍କୁ ଦାରିଦ୍ର୍ୟ ମଧ୍ୟକୁ ଠେଲି ଦିଆଯାଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି। କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାରଙ୍କୁ ସମାଲୋଚନା…
୪୦୦ ଟପିଲା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା
ଜୟପୁର,୨୫ା୧୨: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନକୁ ବଢ଼ିବାରେ ଲାଗିଛି। ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୧୫ରେ ପହଞ୍ଚିଛି।। ଶନିବାର ରାଜସ୍ଥାନରେ ୨୧ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୟପୁରରୁ ୧୧ ଜଣ ଚିହ୍ନଟ ହୋଇଥିବାବେଳେ…
ଟ୍ରାଭେଲ ହିଷ୍ଟ୍ରି ନ ଥାଇ କନିଷ୍ଠ ଡାକ୍ତରଙ୍କୁ ଓମିକ୍ରନ
କୋଲକାତା,୨୫।୧୨: କୋଲକାତା ମେଡିକାଲ କଲେଜର ଜଣେ କନିଷ୍ଠ ଡାକ୍ତର ଓମିକ୍ରନଙ୍କ ସଂକ୍ରମିତ ହୋଇଛନ୍ତି। ଏହି ମାମଲାକୁ ମିଶାଇ ପଶ୍ଚିମବଙ୍ଗରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ରେ ପହଞ୍ଚଛି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, ୨୧ ବର୍ଷୀୟ କନିଷ୍ଠ ଡାକ୍ତରଙ୍କ ପ୍ରଥମେ ଜ୍ୱର…
Archives


