ଖସିଲା ସେନସେକ୍ସ
ମୁମ୍ବାଇ,୧୧।୩: ଶୁକ୍ରବାର ଷ୍ଟକ ମାର୍କେଟ ଖୋଲିବା ମାତ୍ରେ ସେନସେକ୍ସ ହ୍ରାସ ପାଇଛି। ଗତ ତିନି ଦିନ ଧରି ବାଣିଜ୍ୟରେ କ୍ରମାଗତ ଅଭିବୃଦ୍ଧି ଉପରେ ବ୍ରେକ ଲାଗିଛି। ବ୍ୟବସାୟ ଆରମ୍ଭରେ ବିଏସ୍ଇ ସେନସେକ୍ସ ୬୫୦ ପଏଣ୍ଟ ଖସି ୫୮,୨୭୫ ସ୍ତରରେ ଖୋଲିଛି। ସେହିଭଳି,…
‘ଉଚିତ ସମୟରେ ହିଁ ଆମେ ହସ୍ତକ୍ଷେପ କରିବୁ’
ନୂଆଦିଲ୍ଲୀ,୧୧।୨: “ଆମେ ଉଚିତ ସମୟରେ ହିଁ ଆମେ ହସ୍ତକ୍ଷେପ କରିବୁ”। ଏଭଳି କହି କର୍ନାଟକରେ ହିଜାବକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କୀତ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ। ହିଜାବ ପରିଧାନ ଉପରେ ଅନ୍ତିମ…
ଲାଲୁଙ୍କ ପରିବାରରେ ଫାଟ! ସାନ ଭାଇ ଭାଷଣ ଦେବାରୁ ଉଠି ଚାଲିଗଲେ ବଡ ଭାଇ
ପାଟନା,୧୧।୨: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ପରିବାରରେ ପୁଣି ପାଟ ଦେଖାଯାଇଛି। ଜାତୀୟ କାର୍ଯ୍ୟନିର୍ବାହୀ ବୈଠକରେ ତେଜସ୍ବୀ ଯାଦବ ଏବଂ ତେଜ ପ୍ରତାପ ଯାଦବଙ୍କ ମଧ୍ୟରେ ବିଭେଦ ଥିବା ଦେଖାଯାଇଛି। ତେଜସ୍ବୀ ସଭାରେ କହିବା ଆରମ୍ଭ କରିବା ମାତ୍ରେ…
ଥମୁନି ମୃତ୍ୟୁ ସଂଖ୍ୟା
ନୂଆଦିଲ୍ଲୀ,୧୧।୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୮ ହଜାର ୦୭୭ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୬୫୭ଙ୍କ ମୃତ୍ୟୁ ଘଟିଛି। ନୂତନ…
କଂଗ୍ରେସର ରୋଡ ଶୋ’କୁ ନେଇ ଅଭିଯୋଗ: କୋଭିଡ ନିୟମ ସହ ଆଚରଣ ବିଧିର ହୋଇଛି ଉଲ୍ଲଂଘନ
ନୂଆଦିଲ୍ଲୀ,୧୧ ।୨: ମୁରାଦାବାଦରେ କଂଗ୍ରେସ ପ୍ରାର୍ଥୀଙ୍କ ଦ୍ୱାରା ଡୋର ଟୁ ଡୋର ପ୍ରଚାର କରିବାର ଅନୁମତି ନେଇ ରୋଡ ଶୋ’ର ଆୟୋଜନ କରାଯାଇଥିବା ଅଭିଯୋଗରେ ମାମଲା ଦାୟର କରାଯାଇଛି । ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ ଶୋ’ ଆୟୋଜନ କରିଥିବା ପ୍ରାର୍ଥୀଙ୍କ ବିରୋଧରେ…
‘ପରିବାର ଥିଲେ ଶ୍ରମିକଙ୍କ କଥା ବୁଝିପାରିଥାନ୍ତେ’
ବିଜନୋର(ଉତ୍ତରପ୍ରଦେଶ),୧୧।୨: “ ଆମ ପାଖରେ ପରିବାର ଥିବାରୁ ଆମେ ଗର୍ବିତ। ପରିବାର ଥିବା କୌଣସି ବ୍ୟକ୍ତି ଝୋଲା (ବ୍ୟାଗ) ଧରି ଖସି ପଳାଇବେ ନାହିଁ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରିବାର ଥିଲେ ଲକଡାଉନ ସମୟରେ ଚାଲି ଚାଲି ଘରକୁ ଫେରୁଥିବା ପ୍ରବାସୀ…
ଦେଶର ୨୫୭ ଥାନାରେ ନାହିଁ ଗାଡ଼ି, ୬୩୮ରେ ନାହିଁ ଫୋନ!
ନୂଆଦିଲ୍ଲୀ,୧୧ ।୨: ସଂସଦର ଏକ ସ୍ଥାୟୀ ସମିତି ଗୁରୁବାର ସଂସଦରେ ପ୍ରସ୍ତୁତ ନିଜ ରିପୋର୍ଟରେ ଦର୍ଶାଇଛି କି ଦେଶର ୨୫୭ ଥାନରେ କୌଣସି ଗାଡ଼ି ନାହିଁ ଓ ୬୩୮ ଥାନାରେ ଟେଲିଫୋନ ନାହିଁ । କଂଗ୍ରେସ ନେତା ଆନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ…
ବଢିଛି ବାଘ ମୃତ୍ୟୁ ସଂଖ୍ୟା, ଗତବର୍ଷ ୧୨୭ ବାଘଙ୍କ ମୃତ୍ୟୁ
ନୂଆଦିଲ୍ଲୀ,୧୧ ।୨: ଦେଶରେ ଗତବର୍ଷ ବିଭିନ୍ନ କାରଣରୁ ୧୨୭ ବାଘଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ୨୦୨୦ରେ ଏହି ସଂଖ୍ୟା ୧୦୬ ଥିବା ବେଳେ ୨୦୧୯ରେ ଥିଲା ୯୬ । ହେଲେ ପ୍ରତିବର୍ଷ ଏହି ସଂଖ୍ୟାରେ ବୃଦ୍ଧି ହେଉଥିବା ଚିନ୍ତାର କାରଣ…
ମୁନ୍ନା ଭାଇ ଏମ୍ବିବିଏସ୍ ଭଳି ସଭିଙ୍କୁ ଚୁନା ଲଗାଇଲେ ଚା’ ବିକାଳିଙ୍କ ପୁଅ
ନୂଆଦିଲ୍ଲୀ,୧୧।୨: ବଲିଉଡ୍ ଫିଲ୍ମ ମୁନ୍ନା ଭାଇ ଏମ୍ବିବିଏସ୍ ଭଳି ଘଟଣା ସାମ୍ନାକୁ ଆସିଛି ଆସାମରୁ। ଫିଲ୍ମରେ ଯେଉଁଭଳି ମୁନ୍ନା ସଭିଙ୍କୁ ଠକୁଛନ୍ତି ଠିକ୍ ସେହିଭଳି ଗଣମାଧ୍ୟମଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ବୋକା ବନେଇଛନ୍ତି ୨୪ ବର୍ଷୀୟ ରାହୁଲ କୁମାର ଦାସ। ଗରିବ…
ଥରୁରଙ୍କୁ ଇଂରାଜୀ ଶିଖାଇଲେ ଅଠାୱଲେ!
ନୂଆଦିଲ୍ଲୀ,୧୧ ।୨: ନିଜର ଇଂରାଜୀ ଜ୍ଞାନ ଓ କଠିନ ଶବ୍ଦର ବ୍ୟବହାରକୁ ନେଇ ଚର୍ଚ୍ଚାରେ ରହୁଥିବା କଂଗ୍ରେସର ବରିଷ୍ଠ ନେତା ଓ ତିରୁଭାନନ୍ତପୁରମର ଲୋକ ସଭା ଏମ୍ପି ଶଶି ଥରୁର ଏଥର ପୁଣି ସୋସିଆଲ ମିଡିଆରେ ହାଇଲାଇଟ ହୋଇଯାଇଛନ୍ତି । ହେଲେ…
ଖୋଲିବ ଐତିହାସିକ ମୋଗଲ ଗାର୍ଡେନ
ନୂଆଦିଲ୍ଲୀ,୧୧।୨: ରାଷ୍ଟ୍ରପତି ଭବନରେ ଅବସ୍ଥିତ ଐତିହାସିକ ତଥା ବିଶାଳ ମୋଗଲ ଗାର୍ଡେନ ଫେବୃୟାରୀ ୧୨ରୁ ଖୋଲିବ। ଚଳିତ ବର୍ଷ କରୋନା ସଂକ୍ରମଣର ବୃଦ୍ଧି ହେତୁ ଏହାକୁ ଖୋଲିବାରେ ଗୋଟିଏ ସପ୍ତାହ ବିଳମ୍ବ ହୋଇଛି। ପ୍ରତିବର୍ଷ ଫେବୃୟାରୀ ପ୍ରଥମ ସପ୍ତାହରୁ ଦର୍ଶକଙ୍କ ପାଇଁ…
ଧରାପଡିଲା ୯ ପାକିସ୍ତାନୀ ଡଙ୍ଗା: ସର୍ଚ୍ଚ ଅପରେସନ ଜାରି
ଅହମ୍ମଦାବାଦ,୧୧।୨: ଗୁଜୁରାଟର କଚ୍ଛ ଜିଲାରେ ଥିବା ଭାରତ-ପାକିସ୍ତାନ ସାମୁଦ୍ରିକ ସୀମାରେ ଗୁରୁବାର ସକାଳେ ସୀମା ସୁରକ୍ଷା ବାହିନୀ ନଅଟି ପାକିସ୍ତାନୀ ମତ୍ସ୍ୟଜୀବୀ ଡଙ୍ଗା ଜବତ କରିଛି। ହରାମି ନାଲା କ୍ରିକ ଅଞ୍ଚଳରେ ଏହି ଡଙ୍ଗା ଜବତ ହୋଇଥିବା ସୂଚନା ମିଳିଛି। ଜବତ…
Archives


