Posted inଜାତୀୟ

ରନ୍‌ଓ୍ବେ ବାହାରକୁ ପଳାଇଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ…

ଜବଲପୁର, ୧୨।୩ : ମଧ୍ୟପ୍ରଦେଶର ଜବଲପୁର ବିମାନବନ୍ଦରରେ ଏୟାର ଇଣ୍ଡିଆର ବିମାନ ଅବତରଣ କରିବା ସମୟରେ ନିୟନ୍ତ୍ରଣ ହରାଇ ବସିଥିଲା। ଫଳରେ ବିମାନଟି ରନ୍‌ଓ୍ବେ ବାହାରକୁ ଚାଲି ଯାଇଥିଲା। ତେବେ ବିମାନର କୌଣସି କ୍ଷତି ହୋଇ ନଥିବାବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି।

ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ମାତ୍ର ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡ଼ ଧରଣର ଦୁର୍ଘଟଣା ହେବାରୁ ବିମାନଟି ସରୁକ୍ଷିତ ରହିପାରିଥିଲା।

ବିମାନରେ ୫୪ ଜଣ ଯାତ୍ରୀ ଥିଲେ। ଏଭଳି କିଭଳି ହେଲା ତାହାର ତଦନ୍ତ ଜାରି ରହିଛି। ବିମାନ ଇ-୬ ଦିଲ୍ଲୀରୁ ଜବଲପୁରର ଡୂମନ ବିମାନ ବନ୍ଦରରେ ବିମାନଟି ଅବତରଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡନ କଲେ କମଲ ନାଥ

ନୂଆଦିଲ୍ଲୀ,୧୬।୭: ବରିଷ୍ଠ କଂଗ୍ରେସ ନେତା କମଲ ନାଥ ଦଳର ଅଧ୍ୟକ୍ଷ ହେବା ନେଇ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ଏହାକୁ ସେ ଖଣ୍ଡନ କରିଛନ୍ତି। କଂଗ୍ରେସ...

ଗେହଲଟ୍‌-ପାଇଲଟ୍‌ ଦ୍ୱନ୍ଦ୍ୱର ଅବସାନ ପାଇଁ କଂଗ୍ରେସ ହାଇକମାଣ୍ଡଙ୍କ ଉଦ୍ୟମ

ଜୟପୁର, ୨୯ା୫ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ମଧ୍ୟରେ ରହିଥିବା ବିବାଦର ସମାଧାନ ପାଇଁ କଂଗ୍ରେସ ହାଇକମାଣ୍ଡ...

ଆରଏସଏସକୁ ସମାଲୋଚନା କଲେ ନେତାଜୀଙ୍କ ଝିଅ, ଦୁହିଁଙ୍କ ଚିନ୍ତା ଧାରା ଭିନ୍ନ ଭିନ୍ନ ବୋଲି କହିଲେ…

କୋଲକାତା,୨୧।୧ : ଜାନୁଆରୀ ୨୩ ରେ କୋଲକାତାରେ ଆରଏସଏସ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ପାଳନ କରିବାକୁ ଯୋଜନା କରିଛି। ଏନେଇ ନେତାଜୀଙ୍କ...

‘ରାଲିରେ ଲୋକ ନ ହେବାରୁ ଶାହା ହତାଶ’

କୋଲକାତା, ୧୭ା୩: ନିର୍ବାଚନୀ ପ୍ରଚାର ରାଲିରେ ଲୋକ ନ ହେବାରୁ ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ଭାଜପା ନେତା ଅମିତ ଶାହା ହତାଶ ହୋଇପଡ଼ିଛନ୍ତି ବୋଲି କହିଛନ୍ତି...

ସିଦ୍ଧାର୍ଥ ଶୁକ୍ଳା ‘ବିଗ୍‌ ବସ୍‌ ୧୩’ ବିଜେତା

ମୁମ୍ବାଇ,୧୬ା୨: ବିଗ୍‌ ବସ୍‌ ହାଉସ୍‌ରେ ଦୀର୍ଘ ମାସର ସଂଘର୍ଷ ପରେ ଶନିବାର ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ସିଦ୍ଧାର୍ଥ ଶୁକ୍ଳା ବିଜେତା ଘୋଷିତ ହୋଇଛନ୍ତି। ‘ଦିଲ୍‌ ସେ...

ଲୋକ ସଭା ନିର୍ବାଚନ ପୂର୍ବରୁ ପିକେଙ୍କ ବଡ ଘୋଷଣା, କହିଲେ କାହାର ବିଜୟ ପାଇଁ ଲଗାଇବେ ଶକ୍ତି

ନୂଆଦିଲ୍ଲୀ,୨୫।୫: ନିର୍ବାଚନର ଚାଣକ୍ୟ କୁହାଯାଉଥିବା ପ୍ରଶାନ୍ତ କିଶୋର (ପିକେ) ଜନ ସୁରଜ ପଦଯାତ୍ରାରେ ଏବେ ବିହାରରେ ଗାଁକୁ ଗାଁ ଯାଉଛନ୍ତି। ବିହାରର ଲୋକଙ୍କ ସହ ମିଶିବା...

ଜେଏନୟୁରେ ଛାତ୍ରୀଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଜାରି, ସ୍ବାମୀ ବିବେକାନନ୍ଦଙ୍କ ମୂର୍ତ୍ତି ଭଙ୍ଗା ଘଟଣାର ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୫।୧୧: ଫି’ ବୃଦ୍ଧି ସହ ଅନ୍ୟାନ୍ୟ ଦାବି ନେଇ ସୋମବାର ଦିନ ଜବାହରଲାଲ ନେହେରୁ ୟୁନିଭର୍ସିଟି(ଜେଏନୟୁ) କ୍ୟାମ୍ପସ୍‌ ବାହାରେ ଛାତ୍ରୀଛାତ୍ରଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ...

ହୀରା ଅଳଙ୍କାର ପ୍ରିୟ ଗୁଜରାଟ ମୁଖ୍ୟମନ୍ତ୍ରୀ: ପାଖରେ ଅଛି ଏତିକି ସମ୍ପତ୍ତି

ଅହମ୍ମଦାବାଦ୍‌,୧୨।୧୨: ଦ୍ୱିତୀୟ ଥର ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଭୂପେନ୍ଦ୍ର ପଟେଲ। ରେକର୍ଡ ଭୋଟରେ ଜିତିଥିବା ଭୂପେନ୍ଦ୍ର ଭାଜପାର ଆଗଧାଡିର ନେତାଙ୍କ ମଧ୍ୟରେ ଜଣାଶୁଣା। ୧୫ ଜୁଲାଇ...

Advertisement
Archives

Model This Week