କୋଭିଡ ପରବର୍ତ୍ତୀ ଜଟିଳତା ବଢାଉଛି ଚିନ୍ତା
ଥିରୁଭାନନ୍ତପୁରମ୍,୨୯।୮: ଦେଶରେ କରୋନା ସଂଖ୍ୟା ପୁଣି ୪୫ ହଜାରରୁ ଅଧିକ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂଖ୍ୟା ବୃଦ୍ଧି ଯୋଗୁ ଚିନ୍ତା ବଢାଇ ଦେଇଛି। କରୋନା ସଂକ୍ରମଣରେ କେରଳର ଅବସ୍ଥା ଅତ୍ୟନ୍ତ ଖରାପ। କେରଳରେ...
ରାଗିଲେ ଦୁଷ୍ୟନ୍ତ ଚୌତାଲା
ଚଣ୍ଡିଗଡ଼,୨୯ ।୮: କରନାଲ ଏସ୍ଡିଏମଙ୍କ ଭାଇରାଲ ଭିଡିଓ ଦେଖିବା ପରେ ହରିୟାଣାର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌତାଲା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଉକ୍ତ ଅଧିକାରୀଙ୍କ ବିରୋଧରେ ନିଶ୍ଚିତ ଭାବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୁଷ୍ୟନ୍ତ...
ଭାଇରାଲ ଫିଭର୍, ସପ୍ତାହେ ମଧ୍ୟରେ ୨୬ ଶିଶୁଙ୍କ ସମେତ ୫୦ ମୃତ…
ଲକ୍ଷ୍ନୌ,୨୯।୮: ଦେଶରେ କରୋନା ମହାମାରୀର ଦ୍ୱିତୀୟ ଲହର ଥମିବାର ନାଁ ଧରୁନି। ଅପରପକ୍ଷରେ ତୃତୀୟ ଲହର ଆତଙ୍କରେ ଲୋକଙ୍କମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ପଶ୍ଚିମ ଉତ୍ତରପ୍ରଦେଶରେ ଭାଇରାଲ ଫିଭର୍ରେ ୫୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ...
ରାମାୟଣ କନକ୍ଲେଭର ଉଦ୍ଘାଟନ କଲେ ରାଷ୍ଟ୍ରପତି
ଲକ୍ଷ୍ନୌ,୨୯ ।୮: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିନିକିଆ ଅଯୋଧ୍ୟା ଗସ୍ତରେ ଅଛନ୍ତି । ରବିବାର ତାଙ୍କର ସୁରକ୍ଷା ଓ ସ୍ୱାଗତକୁ ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ଅଯୋଧ୍ୟାର ପ୍ରତିଟି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଡ୍ରୋନ...
ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସକ୍ଷମ…
ନୂଆଦିଲ୍ଲୀ,୨୯।୮: ସଂସ୍କୃତ ଭାଷା ଦେଶକୁ ଏକତା ସୂତ୍ରରେ ବାନ୍ଧିବାକୁ ସକ୍ଷମ। ଏହା ଜାତୀୟ ଏକତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ। ସଂସ୍କୃତ ଜ୍ଞାନର ପରିସୀମା ବୃଦ୍ଧି କରି ପାରିଥାଏ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୦ ତମ ମନ୍ କି ବାତ୍...
ଜନଧନ ଯୋଜନାକୁ ୭ବର୍ଷ
ଭୁବନେଶ୍ୱର,୨୯।୮: ଦେଶର ଆର୍ଥିକ ଗତିକୁ ଦ୍ରୁତ କରିବା ପାଇଁ ବ୍ୟାଙ୍କିଙ୍ଗ୍ କାରବାର ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା । ହେଲେ ସ୍ବାଧୀନତାର ୬୮ ବର୍ଷ ପରେ ମଧ୍ୟ ଦେଶର ଅନେକ ରାଜ୍ୟ ଓ ଲୋକଙ୍କ ନିକଟରେ ବ୍ୟାଙ୍କ ଖାତା ନ ଥିବା ମୋଦି...
ନୂଆ ରୂପରେ ଲାଲୁଙ୍କ ଲାଲ୍: ଖୁବଶୀଘ୍ର ନଜର ଆସିବେ କପିଲ ଶର୍ମା କମେଡି ଶୋ’ରେ
ପାଟନା,୨୯ ।୮: ଆର୍ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଏବେ ଖୁବ୍ ଚର୍ଚ୍ଚାରେ । କେବେ ବାବା ଭୋଳାନାଥ ଭାବେ ତ ପୁଣି କେବେ କୃଷ୍ଣଙ୍କ ରୂପରେ ବଂଶୀ ବଜେଇ ଚର୍ଚ୍ଚାକୁ ଆସୁଥିବା ତେଜ...
ଦେଶର ଯୁବ ଶକ୍ତି ଏବେ ବିକାଶ ମୁହାଁ…
ନୂଆଦିଲ୍ଲୀ,୨୯।୮: ଦେଶର ଯୁବ ଶକ୍ତି ଏବେ ବିକାଶ ମୁହାଁ ହୋଇଛନ୍ତି। ଯୁବ ବର୍ଗ ନିଜର ସର୍ବଶ୍ରେଷ୍ଠ ଲକ୍ଷ୍ୟ ପଥରେ ଅଗ୍ରସର ହେଉଛନ୍ତି। ଏବେ ଭାରତ ପ୍ରତିଟି କ୍ଷେତ୍ରରେ ସଫଳତା ହାସଲ ଜାରି ରଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮୦...
ଅରମାନ କୋହଲି ଗିରଫ…
ମୁମ୍ବାଇ,୨୯।୮: ଡ୍ରଗ୍ସ ମାମଲାରେ ଅଭିନେତା ଅରମାନ କୋହଲି ଗିରଫ ହୋଇଛନ୍ତି। ଦୀର୍ଘ ଦିନ ଧରି ପଚରାଉଚରା ପରେ ଏନସିବି ପକ୍ଷରୁ କୋହଲିଙ୍କୁ ଗିରଫ କରାଯାଇଛି। ଶନିବାର ସାରେ ଏନସିବି କୋହଲିଙ୍କୁ ଘରେ ପଚରାଉଚରା କରିଥିଲେ। ଏହି ସମୟରେ ତାଙ୍କ ଘରୁ...
ଦୈନିକ ସଂକ୍ରମଣ ୪୦ ହଜାର ଉପରେ, କେରଳ ବଢ଼ାଇଲା ଚିନ୍ତା…
ନୂଆଦିଲ୍ଲୀ,୨୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪...
ଚାଷୀଙ୍କୁ ପୋଲିସର ଲାଠିମାଡ଼
ଚଣ୍ଡିଗଡ଼, ୨୯।୮: ହରିୟାଣାର କର୍ନଲ ଜିଲାରେ ଶନିବାର ଭାଜପାର ଏକ ବୈଠକକୁ ବିରୋଧ କରି କୃଷକ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସେମାନଙ୍କୁ ଘଉଡ଼ାଇବାକୁ ଯାଇ ପୋଲିସ ଲାଠିଚାଳନା କରିବାରୁ ୧୦ ଜଣ ଚାଷୀ ଆହତ ହୋଇଛନ୍ତି। ହରିୟାଣା...
ସରକାରଙ୍କ ମିଛ ଧରାଇବା ନାଗରିକଙ୍କ କର୍ତ୍ତବ୍ୟ
ନୂଆଦିଲ୍ଲୀ, ୨୯।୮: ସତ୍ୟ ପାଇଁ କେବଳ ସରକାରଙ୍କ ଉପରେ ନିର୍ଭର କରିହେବ ନାହିଁ। ଶାସନରେ ରହିବାକୁ ସରକାରଗୁଡ଼ିକ ଅନେକ ସମୟରେ ମିଥ୍ୟାର ଆଶ୍ରୟ ନେଉଥିବା ଦେଖାଯାଇଥାଏ। ତେଣୁ ସରକାରଙ୍କ ମିଥ୍ୟାକୁ ଲୋକଲୋଚନକୁ ଆଣିବା ସହ ଏହା ବିରୋଧରେ ସ୍ବର ଉତ୍ତୋଳନ...
Archives


