ତେଲ ଦର ବଢ଼ାଇ ୨୩ ଲକ୍ଷ କୋଟି ଆଦାୟ କରିଛନ୍ତି ସରକାର:ରାହୁଲ
ନୂଆଦିଲ୍ଲୀ,୨ା୯: ତେଲ ଏବଂ ଗ୍ୟାସ୍ର ଲଗାତର ଦରବୃଦ୍ଧିକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ବୁଧବାର ଟାର୍ଗେଟ କରିଛନ୍ତି। ଗତ ୭ ବର୍ଷରେ ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଦର ବଢାଇ ସରକାର ୨୩ ଲକ୍ଷ କୋଟି...
ଦିଲ୍ଲୀରେ ୧୯ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା
ନୂଆଦିଲ୍ଲୀ, ୨।୯(ପି.ଟି.): ଦିଲ୍ଲୀରେ ଗୋଟିଏ ଦିନରେ ୧୧୨.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗତ ୧୯ ବର୍ଷ ମଧ୍ୟରେ ସେପ୍ଟେମ୍ବର ମାସର ଗୋଟିଏ ଦିନରେ ଏହା ସର୍ବାଧିକ ବୃଷ୍ଟିପାତ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ...
ନିର୍ବାଚନ ପିଟିଶନ ଦାଏର ପାଇଁ ସମୟସୀମା ଧାର୍ଯ୍ୟ ହେଉ
ନୂଆଦିଲ୍ଲୀ, ୨।୯: ୬ଟି ରାଜ୍ୟ ବିଧାନସଭା ନିର୍ବାଚନରେ ବ୍ୟବହୃତ ଇଲେକ୍ଟ୍ରୋନିକ୍ ଭୋଟିଂ ମେଶିନ (ଇଭିଏମ୍) ଏବଂ ଭିଭିପିଏଟି ମେଶିନ୍ଗୁଡ଼ିକ ବ୍ୟବହୃତ ନ ହୋଇ ପଡ଼ିରହିଛି। କରୋନା ମାହାମରୀର ଦ୍ୱିତୀୟ ଲହର ସମୟରେ ନିର୍ବାଚନ ସମ୍ପର୍କିତ ପିଟିଶନ ଦାଏର ପାଇଁ ସମୟସୀମା...
ମୃତ୍ୟୁ ସଂଖ୍ୟା-ଦୈନିକ ସଂକ୍ରମଣ ଉପର ମୁହାଁ…
ନୂଆଦିଲ୍ଲୀ,୨।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। କେରଳ ଯୋଗୁ...
ପରଲୋକରେ ଚନ୍ଦନ ମିତ୍ର, ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨।୯: ରାଜ୍ୟ ସଭାର ପୂର୍ବତନ ଏମ୍ପି ତଥା ଗଣମାଧ୍ୟମ ପ୍ରତିନିଧି ଚନ୍ଦନ ମିତ୍ରଙ୍କର ବୁଧବାର ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀରେ ପରଲୋକ ଘଟିଛି। ତାଙ୍କ ପୁଅ କୁଶନ ମିତ୍ର ଏ ବିଷୟରେ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ୬୫...
୯ ବର୍ଷ ଆୟୁଷ କମାଇପାରେ ବାୟୁ ପ୍ରଦୂଷଣ
ନୂଆଦିଲ୍ଲୀ, ୨।୯: ଭାରତ ବିଶ୍ୱର ଅନ୍ୟତମ ସର୍ବାଧିକ ପ୍ରଦୂଷିତ ଦେଶରେ ପରିଣତ ହୋଇଛି। ୨୦୧୯ ସ୍ଥିତି ଭଳି ବାୟୁ ପ୍ରଦୂଷଣ ଲାଗି ରହିଲେ ଉତ୍ତର ଭାରତୀୟଙ୍କ ଆୟୁଷ ୯ ବର୍ଷ କମିଯାଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଉତ୍ତର ଭାରତର...
ଗୋରୁଙ୍କୁ ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍
ଲକ୍ଷ୍ନୌ,୨।୯: ଗୋରୁଙ୍କୁ ଭାରତର ଜାତୀୟ ପଶୁ ଘୋଷଣା କରାଯିବା ଉଚିତ୍। ଗୋରୁଙ୍କ ସୁରକ୍ଷା ହିନ୍ଦୁ ସମ୍ପ୍ରଦାୟ ପାଇଁ ମୌଳିକ ଅଧିକାର କରାଯିବା ଦରକାର। ଭାରତୀୟ ପରମ୍ପରାରେ ଗୋରୁଙ୍କ ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ଗାଇଙ୍କୁ ଦେଶର ମା’ ବୋଲି...
ଆଇସିୟୁରେ ସାଇରା ବାନୁ
ମୁମ୍ବାଇ,୧।୯: ବର୍ଷୀୟାନ ଅଭିନେତ୍ରୀ ସାଇରା ବାନୁଙ୍କୁ ବୁଧବାର ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲର ଆଇସିୟୁ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି। ରକ୍ତଚାପ ଜନିତ ସମସ୍ୟା ପାଇଁ ୩ ଦିନ ତଳେ ସେ ଉକ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସାଇରାଙ୍କ ସ୍ବାମୀ ଅଭିନେତା ଦିଲୀପ...
ଚକୋଲେଟ୍, ଫୁଲ ନେଇ ଅଡୁଆରେ ଜ୍ୟାକଲିନ୍
ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ଜଣେ ଠକ ଜେଲରେ ବସି ନିୟମିତ ଫୁଲ ଓ ଚକୋଲେଟ୍ ପଠାଉଥିଲେ। ପରିଚୟ ଗୋପନ ରଖି ଯୋଗାଯୋଗ ପାଇଁ ବ୍ୟବହାର କରୁଥିଲେ ଗୁପ୍ତଚର ଟେକନୋଲୋଜି। ଉକ୍ତ ଅଭିଯୁକ୍ତ ୨୦୦ କୋଟି ଟଙ୍କାର ବେଆଇନ...
ଚିକେନ ରୋଷେଇ କରିବାକୁ ମନା କଲେ ବୋଲି…
ଭୋପାଳ,୧।୯: ଚିକେନ ରୋଷେଇ କରିବାକୁ ମନା କରି ଦେବାରୁ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଶାହଦୋଲ ଜିଲାରେ। ପାପାଉନ୍ଧ ଥାନା ଅନ୍ତର୍ଗତ ସେମାରିୟାତୋଲା ଗ୍ରାମରେ ଗତ ୨୩ ତାରିଖ ରାତିରେ ଘଟିଥିଲା। କିନ୍ତୁ ତଦନ୍ତରୁ...
ବର୍ଷା ଭାଙ୍ଗିଲା ୧୯ ବର୍ଷର ରେକର୍ଡ
ନୂଆଦିଲ୍ଲୀ,୧।୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ସେତିକି ପରିମାଣର ବର୍ଷା ହୋଇ ନାହିଁ। ହେଲେ ମଧ୍ୟ-ଭାରତ ଏବଂ ଉତ୍ତର-ଭାରତରେ ଏହାର ପ୍ରଭାବ ଦେଖାଇଛି। ଲଘୁଚାପ ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ହୋଇଥିବା ଲଗାଣ ବର୍ଷା ୧୯...
ରେଷ୍ଟୁରାଣ୍ଟ ମାଲିକଙ୍କୁ ଗୁଳିମାଡ଼ କଲେ ଡେଲିଭରି ବୟ
ଗ୍ରେଟର ନୋଏଡା,୧।୯: ଅର୍ଡର ପ୍ରସ୍ତୁତିରେ ବିଳମ୍ବ ହେବାରୁ ଏକ ରେଷ୍ଟୁରାଣ୍ଟର ମାଲିକଙ୍କୁ ମଙ୍ଗଳବାର ରାତିରେ ଗୁଳି କରି ହତ୍ୟା କରାଯାଇଛି। ଏଭଳି ଘଟଣା ଘଟିଛି ଦିଲ୍ଲୀ ନିକଟସ୍ଥ ଗ୍ରେଟର ନୋଏଡାରେ। ହତ୍ୟାକାଣ୍ଡରେ ସମ୍ପୃକ୍ତ ସୁଇଗି ଡେଲିଭରି ଏଜେଣ୍ଟଙ୍କ ସମେତ ୩...
Archives


