ଜାତୀୟ

ସ୍କୁଲ୍‌ ପାଠ୍ୟକ୍ରମରେ ସାମିଲ ହେବ ଭାଗବତ ଗୀତା

ଗାନ୍ଧିନଗର,୧୭।୩: ଗୁଜୁରାଟରେ ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପାଠ୍ୟକ୍ରମରେ ଭାଗବତ ଗୀତାକୁ ବିଷୟର ଏକ ଅଂଶ ଭାବେ ସାମିଲ କରାଯିବ। ଏ ନେଇ ଗୁଜରାଟ ଶିକ୍ଷା ମନ୍ତ୍ରୀ ଜିତୁ ଭାଗାନି ଏହି ଘୋଷଣା କରିଛନ୍ତି। ଛାତ୍ରଛାତ୍ରୀମାନେ ଶ୍ରୀମଦ ଭାଗବତ ଗୀତାର ମୂଲ୍ୟବୋଧ ବାବଦରେ…

ଜି-୨୩ରେ ପୁଣି ମାନସ ମନ୍ଥନ: ଆଉ କିଛି ସମୟ ପରେ ବସିବ ବୈଠକ

ନୂଆଦିଲ୍ଲୀ,୧୭।୩: ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟ ପରେ ଦଳରେ ନୂତନ ନେତୃତ୍ୱ ପାଇଁ ଦାବି ଜୋର ଧରିଛି। ଏଥିପାଇଁ ଦଳରେ ଏବେ ମାନସ ମନ୍ଥନ ଚାଲିଛି। ଏଥିପାଇଁ ଗୁରୁବାର ସନ୍ଧ୍ୟାରେ କଂଗ୍ରେସର ଜି-୨୩ ନେତାଙ୍କ ପୁଣି ଥରେ…

ମନ୍ତ୍ରୀଙ୍କୁ ଜେଲରୁ ବାହାର କରିବା ପାଇଁ ୩ କୋଟି ମାଗୁଛନ୍ତି

ମୁମ୍ବାଇ,୧୭।୩: ମହାରାଷ୍ଟ୍ର ମନ୍ତ୍ରୀ ନଓ୍ବାବ ମଲିକଙ୍କୁ ଜାମିନରେ ଜେଲରୁ ଆଣିବା ପାଇଁ ଜଣେ ବ୍ୟକ୍ତି ୩ କୋଟି ଟଙ୍କା ଦାବି କରିଛନ୍ତି। ଏ ନେଇ ମନ୍ତ୍ରୀଙ୍କ ପୁଅ ବୁଧବାର ଥାନାରେ ମାମଲା ରୁଜୁ କରିଛନ୍ତି। ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍‌ସିପି) ନେତା…

ଦୁର୍ନୀତିକୁ ରୋକିବା ପାଇଁ ବ୍ୟକ୍ତିଗତ ନଂ ଜାରି କରିବେ ମାନ

ଚଣ୍ଡିଗଡ଼,୧୭।୩: ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମି ପାର୍ଟି ନେତା ଭଗଓ୍ବନ୍ତ ମାନ ଗୁରୁବାର ଦୁର୍ନୀତି ନିରୋଧି ହେଲ୍ପ ଲାଇନ୍‌ ନମ୍ବର ଜାରି କରିବା ନେଇ ଘୋଷଣା କରିଛନ୍ତି। ବୁଧବାର ଶପଥ ନେଇଥିବା ମନ୍ନ ଗୋଟିଏ ବି ଦିନ ନଷ୍ଟ…

‘ଅଢେଇ ବର୍ଷ ମୁଁ, ଅଢେଇ ବର୍ଷ ତୁମେ ହେବ ମୁଖ୍ୟମନ୍ତ୍ରୀ’

ପାଟନା,୧୭।୩: ବିହାରର ରାଜନୀତି ପୁଣି ଥରେ ରୋଚକ ମୋଡ଼ ନେଉଛି। ଏଥର ପ୍ରସଙ୍ଗ ଭାଜପା ଏବଂ ଜେଡିୟୁ ମଧ୍ୟରେ ନୁହେଁ, ବରଂ ବିକାଶଶୀଳ ଇନସାନ ପାର୍ଟି ସଭାପତି ମୁକେଶ ସାହାଣୀଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ହେଉଛି। ମୁକେଶ ଏନଡିଏ ସହିତ ନ…

ଯାତ୍ରୀବାହୀ ବସରୁ ମିଳିଲା ବିପୁଳ ଅସ୍ତ୍ରଶସ୍ତ୍ର

ଗୌହାଟୀ,୧୭।୩: ଆତଙ୍କବାଦୀମାନେ ଆସାମରେ ଏକ ବଡ଼ଧରଣର ଆକ୍ରମଣ ଯୋଜନା କରିଥିଲେ। ପୋଲିସ ନଜରରୁ ବର୍ତ୍ତିବା ପାଇଁ ଏକ ଯାତ୍ରୀବାହୀ ବସରେ ଅସ୍ତ୍ରଶସ୍ତ୍ର ପଠାଉଥିଲେ। ତେବେ ଆସାମ ରାଇଫଲସର ଯବାନମାନେ ଏହାକୁ ପଣ୍ଡ କରିଦେଇଛନ୍ତି। ସୂଚନା ଯୋଗ୍ୟ, ଗୁରୁବାର ଆସାମ ରାଇଫଲ୍ସର ଯବାନମାନେ…

ପୋଲିସ ଗୁଳିରେ ପ୍ରାଣ ହରାଇଲେ ଖସି ପଳାଉଥିବା ଗଣବଳାତ୍କାର ଅଭିଯୁକ୍ତ

ଗୁଆହାଟି,୧୭।୩: ପୋଲିସ ଗୁଳିରେ ପ୍ରାଣ ହରାଇଛନ୍ତି ଏକ ନାବାଳିକା ଗଣବଳାତ୍କାର ଘଟଣାର ମୁଖ୍ୟ ଅଭିଯୁକ୍ତ। ସେ ପୋଲିସ ହେପାଜତରୁ ଖସି ପଳାଇବାକୁ ଉଦ୍ୟମ କଲା ବେଳେ ପ୍ରାଣ ହରାଇଥିବା ଜଣେ ପୋଲିସ ଅଧିକାରୀ କହିଛନ୍ତି। ତାଙ୍କୁ ମଙ୍ଗଳବାର ରାତିରେ ତଦନ୍ତ ପାଇଁ…

ନାଗ ସାପ ସହ ଷ୍ଟଣ୍ଟ ଭାରି ପଡ଼ିଲା

କର୍ନାଟକ,୧୭।୩: ୩ ନାଗ ସାପ ସହ ଷ୍ଟଣ୍ଟ କରିବା ମହଙ୍ଗା ପଡ଼ିଛି କର୍ନାଟକର ଜଣେ ଯୁବକଙ୍କୁ। ସାପଙ୍କୁ ପସନ୍ଦ କରୁଥିବା ମାଜ ସାୟେଦ ନାମକ ଜଣେ ଯୁବକ ୩ ନାଗ ସାପଙ୍କ ସହ ଖେଳୁଥିବା ବେଳର ଭିଡିଓ କରୁଥିଲେ। ଭାଇରାଲ ଭିଡିଓରେ…

ପଞ୍ଜାବ ସରକାରଙ୍କ ଘୋଷଣା: ହ୍ବାଟ୍ସଆପ୍‌ ଜରିଆରେ କରିହେବ ଦୁର୍ନୀତି ଅଭିଯୋଗ

ଚଣ୍ଡିଗଡ,୧୭।୩: ପଞ୍ଜାବର ନୂତନ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ଭଗତ ସିଂଙ୍କ ଶହୀଦ ଦିବସରେ ଦୁର୍ନୀତି ନିବାରଣ ହେଲ୍ପଲାଇନ ନମ୍ବର ଜାରି କରାଯିବ ବୋଲି ସେ ଘୋଷଣା କରିଛନ୍ତି। ପଞ୍ଜାବର ଲୋକମାନେ ହ୍ବାଟ୍ସଆପ ଆପ୍‌ରେ ଦୁର୍ନୀତିର…

ବାପାଙ୍କ ସହ ପ୍ରଚାର କରିବେ ସୋନାକ୍ଷୀ

କୋଲକାତା,୧୭।୩: ପଶ୍ଚିମବଙ୍ଗରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି। ଆସନ୍ତା ଏପ୍ରିଲ ୧୨ରେ ଆସନସୋଲ ଲୋକ ସଭା ଆସନ ଓ ବାଲିଗଞ୍ଜ ବିଧାନସଭା ଆସନ ପାଇଁ ମତଦାନ ହେବ । ବାଲିଗଞ୍ଜରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ବାବୁଲ ସୁପ୍ରିୟୋ ଏବଂ ଆସନସୋଲ…

ଦିଲ୍ଲୀ ଦଙ୍ଗାରେ ପ୍ରାଣ ହରାଇଥିବା ଆଇବି କର୍ମଚାରୀଙ୍କ ଭାଇଙ୍କୁ ଚାକିରି ଦେଲେ କେଜ୍‌ରିଓ୍ବାଲ୍‌ ସରକାର

ନୂଆଦିଲ୍ଲୀ,୧୭।୩: ଦିଲ୍ଲୀ ଦଙ୍ଗାରେ ପ୍ରାଣ ହରାଇଥିବା ଜଣେ ଗୁଇନ୍ଦା ବିଭାଗ(ଆଇବି) କର୍ମଚାରୀଙ୍କ ଭାଇଙ୍କୁ କେଜ୍‌ରିୱାଲ ସରକାର ସରକାରୀ ଚାକିରି ଦେଇଛନ୍ତି। ଦିଲ୍ଲୀ ହିଂସାରେ ଅଙ୍କିତ ଶର୍ମାଙ୍କୁ ହତ୍ୟା କରାଦିଆଯାଇଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ଗୁରୁବାର ଅଙ୍କିତଙ୍କ ପରିବାରକୁ ସରକାରୀ ଚାକିରି…

କ୍ରିକେଟର ହରଭଜନ ସିଂ ଏଏପିର ରାଜ୍ୟ ସଭା ପ୍ରାର୍ଥୀ

ଚଣ୍ଡିଗଡ,୧୭।୩: ପୂର୍ବତନ କ୍ରିକେଟର ହରଭଜନ ସିଂଙ୍କୁ ଆମ ଆଦମୀ ପାର୍ଟିରୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି। ଭଗଓ୍ବନ୍ତ ମାନ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଏଏପି ହରଭଜନ ସିଂଙ୍କ ନାମ ରାଜ୍ୟ ସଭାକୁ ପଠାଇବାକୁ ନିଷ୍ପତ୍ତି ନେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?