ପ୍ରଧାନମନ୍ତ୍ରୀ ଲୋକ ପଠାଇଥିଲେ ଆମେ ଉଠି ଯାଇଥାନ୍ତୁ
ଚଣ୍ଡିଗଡ଼,୬।୧: ପ୍ରଧାନମନ୍ତ୍ରୀ ସେହି ବାଟ ଦେଇ ଯିବେ ଆମକୁ ଜଣା ନ ଥିଲା। ଏ ସମ୍ପର୍କରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା। ହେଲେ ସେମାନଙ୍କ କଥା ଉପରେ ଆମକୁ ବିଶ୍ୱାସ ହେଲା ନାହିଁ। ଆମକୁ ଉଠିବା ପାଇଁ ପ୍ରଧାନମନ୍ତ୍ରୀ କାହାକୁ ପଠାଇବାର…
ଭାରତରେ ରାମରାଜ୍ୟ ପ୍ରତିଷ୍ଠା କରିବା ଭାଜପାର ଲକ୍ଷ୍ୟ: ଗଡ଼କରୀ
ଲକ୍ଷ୍ନୌ,୬।୧: ଭଗବାନ ରାମ ଦେଶର ସାଂସ୍କୃତିକ ଐତିହ୍ୟର ପ୍ରତୀକ। ଭାରତରେ ରାମ ରାଜ୍ୟ ପ୍ରତିଷ୍ଠା କରିବା ଭାଜପାର ଲକ୍ଷ୍ୟ ବୋଲି କହିଛନ୍ତି କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ। ଗୁରୁବାର କୌଶାମ୍ବି ଜିଲାର ଚେଲ ତହସିଲର ସାକଡା…
ପାଙ୍ଗଓଙ୍ଗ ହ୍ରଦ ଉପରେ ପୋଲ ନିର୍ମାଣକୁ ଭାରତର ବିରୋଧ
ନୂଆଦିଲ୍ଲୀ,୬।୧: ଲଦାଖ ପୂର୍ବାଞ୍ଚଳରେ ପାଙ୍ଗଓଙ୍ଗ ହ୍ରଦ ଉପରେ ଚାଇନାର ପୋଲ ନିର୍ମାଣକୁ କଡ଼ା ବିରୋଧ କରିଛି ଭାରତ। ପୋଲ ନିର୍ମାଣ କରାଯାଉଥିବା ସ୍ଥାନକୁ ୬୦ ବର୍ଷ ହେଲା ଚାଇନା ବେଆଇନା ଭାବେ ନିଜ ଦଖଲ ରଖିଛି ବୋଲି ବର୍ହିବ୍ୟାପାର ମନ୍ତ୍ରଣାଳୟ (ଏମ୍ଇଏ)…
ସିଡିଏସ୍ ବିପିନ ରାଓ୍ବତଙ୍କ ନାମରେ ହେବ ମେନ୍ପୁରୀ ସୈନିକ ସ୍କୁଲର ନାମ
ଲକ୍ଷ୍ନୌ,୬।୧: ତାମିଲନାଡୁର କୁନ୍ନୁର ନିକଟରେ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ପ୍ରତିରକ୍ଷା ଅଧ୍ୟକ୍ଷ(ସିଡିଏସ୍) ବିପିନ ରାୱତଙ୍କର ମୃତ୍ୟୁ ଘଟିଥିଲା। କେଉଁ କାରଣରୁ ଏହି ଦୁର୍ଘଟଣା ଘଟିଥିଲା, ଏବେ ଏହାର ରିପୋର୍ଟ ମଧ୍ୟ ଆସିଛି। ବାୟୁସେନା ହେଲିକପ୍ଟର ଏମ୍ଆଇ-୧୭ଭି୫ ଦୁର୍ଘଟଣାରେ କୌଣସି ବୈଷୟିକ…
ଗ୍ରାମୀ ଆୱାର୍ଡ ସ୍ଥଗିତ
ନୂଆଦିଲ୍ଲୀ: ଆମେରିକାର ଲସ୍ ଆଞ୍ଜେଲସରେ ହେବାକୁ ଥିବା ୬୪ତମ ଗ୍ରାମୀ ଆୱାର୍ଡ ୨୦୨୨କୁ ସ୍ଥଗିତ କରି ଦିଆଯାଇଛି । ସାରା ବିଶ୍ୱରେ କରୋନା ଓ କରୋନାର ନୂଆ ଭାଇରସ ଓମିକ୍ରନ୍ ବ୍ୟାପୁଥିବାରୁ ଏହି ଆୱାର୍ଡ ସେରିମନିକୁ ସ୍ଥଗିତ ରଖାଯାଇଥିବା କୁହାଯାଇଛି ।…
ସ୍କୁଲରେ ଇଂଲିଶ୍ ମାଧ୍ୟମରେ ଶିକ୍ଷାକୁ ବାଧ୍ୟତାମୂଳକ ଭାବେ ଲାଗୁ କରାଯାଇ ପାରିବ ନାହିଁ, ହାଇକୋର୍ଟଙ୍କ ରାୟ…
ଯୋଧପୁର, ୬।୧ : ବିଦ୍ୟାଳୟରେ ଇଂଲିଶ୍ ମାଧ୍ୟମରେ ଶିକ୍ଷାକୁ ବାଧ୍ୟତାମୂଳକ ଭାବେ ଶିକ୍ଷାର୍ଥୀମାନଙ୍କ ପାଇଁ ଲାଗୁ କରାଯାଇ ପାରିବ ନାହିଁ। ଏହା ଦ୍ୱାରା ସମ୍ବିଧାନର ଧାରା ୧୯-୧-ଏ ଏବଂ ୧୪ର ଉଊ୍ଲଂଘନ ହେବ ବୋଲି ରାଜସ୍ଥାନ ହାଇକୋର୍ଟଙ୍କ ଯୋଧପୁର ବେଞ୍ଚ୍ ପକ୍ଷରୁ…
କାର୍ଯ୍ୟସ୍ଥଳରେ ମହିଳା କର୍ମଚାରୀଙ୍କୁ ନିର୍ଯାତନା ମାମଲାର ମିଡ଼ିଆ ରିପୋର୍ଟିଂକୁ ମନା ଦ୍ୱାରା ପୀଡ଼ିତାଙ୍କ ପ୍ରତି ହେବ ଅନ୍ୟାୟ…
ନୂଆଦିଲ୍ଳୀ, ୬।୧ : ମହିଳା କର୍ମଚାରୀଙ୍କୁ କାର୍ଯ୍ୟସ୍ଥଳରେ ନିର୍ଯାତନା ଦିଆଯାଉଥିବା ମାମଲାର ମିଡ଼ିଆ ରିପୋର୍ଟିଂ ଉପରେ ବମ୍ବେ ହାଇକୋର୍ଟ କଟକଣା ଜାରି କରିଥିଲେ। ଏହା ଦ୍ୱାରା ସମ୍ପୃକ୍ତ ପୀଡ଼ିତାଙ୍କ ପ୍ରତି ଅନ୍ୟାୟ ହେବା ସହିତ ମହିଳାଙ୍କ କଣ୍ଠରୋଧ ସ୍ଥିତି ସୃଷ୍ଟି ହେବ…
ଲୁଡୁ ଖେଳୁ ଖେଳୁ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡିଲେ ବିବାହିତ ମହିଳା: ଆଉ ତା’ପରେ
ଅମୃତସର,୬।୧: ଆଜିକାଲି ମୋବାଇଲ ଗେମ୍ ଏତେ ନିଶା ହୋଇଛି, ଯୁବପିଡି ଖାଇବାପିଇବା ଭୁଲି ଯାଉଛନ୍ତି। ମୋବାଇଲ ଗେମ୍ ଯୁବପିଢ଼ିଙ୍କ ମନକୁ ବେଶ୍ ପ୍ରଭାବିତ କରିବା ମଧ୍ୟ ଦେଖାଯାଉଛି। ଅମୃତସରରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଅମୃତସରର ଜାଲିଆନୱାଲା ବାଗ ନିକଟରେ…
‘କୃଷକ ଦେଢ ବର୍ଷ ବସିଲେ ଆପଣ ୧୫ ମିନିଟରେ ବ୍ୟସ୍ତ ହୋଇପଡିଲେ’: ସିଦ୍ଧୁ
ଚଣ୍ଡିଗଡ଼,୬ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ପଞ୍ଜାବ ଗସ୍ତ ସମୟରେ ବାଟରେ ତାଙ୍କ ଗସ୍ତକୁ ବିରୋଧ କରାଯାଇଥିଲା । ଫଳରେ ପ୍ରଧାନମନ୍ତ୍ରୀଙ୍କ ଗାଡି ମଝି ରାସ୍ତାରେ ପାଖାପାଖି ୨୦ ମିନିଟ ଧରି ଅଟକି ରହିଥିଲା । ଏବେ ଏହାକୁ ନେଇ…
ଏୟାର ଇଣ୍ଡିଆ ବିମାନରେ କରୋନା ବିସ୍ଫୋରଣ, ୧୦୦ ଯାତ୍ରୀ ପଜିଟିଭ୍…
ଚଣ୍ଡିଗଡ଼, ୬।୧ : ଏୟାର ଇଣ୍ଡିଆ ବିମାନରେ କରୋନା ବିସ୍ଫୋରଣ ଘଟିଛି। ପଞ୍ଜାବର ଅମୃତସର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଯାଞ୍ଚ୍ କରାଯାଇଥିବା ୧୮୨ ଯାତ୍ରୀଙ୍କ ନମୁନା ମଧ୍ୟରୁ ୧୦୦ ଜଣଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି। ସମ୍ପୃକ୍ତ ଯାତ୍ରୀଙ୍କୁ କ୍ୱାରାଣ୍ଟାଇନ୍ରେ ରଖାଯାଇଛି।…
ରାଜନୈତିକ ଫାଇଦା ପାଇଁ କେନ୍ଦ୍ର-ରାଜ୍ୟ ସରକାର ଜାଣିଶୁଣି କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅବହେଳା…
ନୂଆଦିଲ୍ଲୀ, ୬।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ଯାଇଥିବା ସୁରକ୍ଷା ଅବହେଳା ସମ୍ପର୍କରେ ଭାରତୀୟ ଚାଷୀ ସଂଘର ମୁଖପାତ୍ର ରାକେଶ ଟିକାଏତ୍ଙ୍କ ବଡ ବିବୃତ୍ତି ଏବେ ସାମ୍ନାକୁ ଆସିଛି। ଏବିପି ନ୍ୟୁଜ ସହିତ ଏକ ସ୍ବତନ୍ତ୍ର ବାର୍ତ୍ତାଳାପରେ…
ସୁରକ୍ଷାରେ ଅବହେଳା, ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ, ୬।୧ : ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ଅବହେଳା ହୋଇଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତି ପଞ୍ଜାବ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଅବହେଳାକୁ ନେଇ ଉଦ୍ବେଗ…
Archives


