ଡାକ୍ତର କରିଥିଲେ ମୃତ ଘୋଷଣା, ବ୍ୟବଚ୍ଛେଦ ପୂର୍ବରୁ ଘଟିଲା ଏମିତି
ଲକ୍ଷ୍ନୌ,୨୦ା୧୧: ଉତ୍ତରପ୍ରଦେଶର ମୁରଦାବାଦରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି। ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ ପୂର୍ବରୁ ଯାହା ଘଟିଥିଲା ଡାକ୍ତରମାନେ…
ପ୍ରଧାନମନ୍ତ୍ରୀଙ୍କୁ ବରୁଣ ଗାନ୍ଧୀଙ୍କ ଚିଠି, ଅଜୟ ମିଶ୍ରାଙ୍କ ବିରୋଧରେ ଗ୍ରହଣ କରାଯାଉ କାର୍ଯ୍ୟାନୁଷ୍ଠାନ…
ନୂଆଦିଲ୍ଲୀ,୨୦।୧୧: ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାଜପା ଏମ୍ପି ବରୁଣ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶନିବାର ଚିଠି ଲେଖିଛନ୍ତି। ଲଖିମପୁର ଘଟଣାରେ ମନ୍ତ୍ରୀ ଏବଂ ତାଙ୍କ ପୁତ୍ର ଆଶିଷ ମିଶ୍ରାଙ୍କ ପ୍ରତି କଡ଼ା ଦଣ୍ଡାଦେଶ ହେଉ…
ଇନ୍ଦୋର ଲଗାତାର ପଞ୍ଚମ ଥର ପାଇଁ ଶ୍ରେଷ୍ଠ ସ୍ବଚ୍ଛ ସହର…
ନୂଆଦିଲ୍ଲୀ,୨୦।୧୧: ସ୍ବଚ୍ଛ ସର୍ବେକ୍ଷଣ ଆଓ୍ବାର୍ଡ-୨୦୨୧ର ଘୋଷଣା କରାଯାଇଛି। ଏଥିରେ ଇନ୍ଦୋର ଲଗାତାର ପଞ୍ଚମ ଥର ପାଇଁ ଶ୍ରେଷ୍ଠ ସ୍ବଚ୍ଛ ସହର ସମ୍ମାନ ଲାଭ କରିଛି। ମଧ୍ୟପ୍ରଦେଶର ଇନ୍ଦୋର ସହର ପୁଣି ଏହି ତାଲିକାର ଶୀର୍ଷରେ ରହିଛି। ସ୍ବଚ୍ଛ ସର୍ବେକ୍ଷଣ -୨୦୨୧ ରେ…
୨୦୨୨ରେ ଦୁଇଟି ଏସ୍-୪୦୦ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବ ଭାରତ…
ନୂଆଦିଲ୍ଲୀ,୨୦।୧୧: ଭାରତ ୨୦୨୨ରେ ଦୁଇଟି ଏସ୍-୪୦୦ ବାୟୁ ପ୍ରତିରକ୍ଷା ପ୍ରଣାଳୀ ମୁତୟନ କରିବ। ରୁଷିଆର ଏହି ପ୍ରତିରକ୍ଷା ପ୍ରଣାଳୀ ଦ୍ୱାରା ଭାରତୀୟ ସେନାଙ୍କ ଶକ୍ତି ବୃଦ୍ଧି ପାଇପାରିବ। ଲଦାଖ ଏବଂ ଅରୁଣାଚଳ ପ୍ରଦେଶରେ ଥିବା ଏଲଏସିଠାରେ ଚାଇନା ଦ୍ୱାରା ସୃଷ୍ଟି ହେଉଥିବା…
ମାଓବାଦୀଙ୍କ ଭାରତ ବନ୍ଦ, ଟ୍ରେନ୍ ଲାଇନ୍ ଉଡାଇଲେ…
ରାଞ୍ଚି,୨୦।୧୧: ମାଓବାଦୀଙ୍କ ୨୪ ଘଣ୍ଟିଆ ଭାରତ ବନ୍ଦ ଶୁକ୍ରବାର ମଧ୍ୟ ରାତ୍ରରୁ ଆରମ୍ଭ ହୋଇଛି। ମାଓବାଦୀ ନେତା ପ୍ରଶାନ୍ତ ବୋଷ ଏବଂ ତାଙ୍କ ସ୍ତ୍ରୀ ଶୀଲା ମରାଣ୍ଡିଙ୍କ ଗିରଫକୁ ବିରୋଧ କରି ମାଓବାଦୀ ସଂଗଠନ ପକ୍ଷରୁ ଏହି ବନ୍ଦ ଠାକରା ଦିଆଯାଇଛି।…
କୃଷି ଆଇନ: ଦେଶର ୩୨ କୃଷକ ସଙ୍ଗଠନର ଗୁରୁତ୍ୱପୂର୍ଣ୍ଣ ବୈଠକ, ନିଆଯାଇପାରେ ବଡ ନିଷ୍ପତ୍ତି
ନୂଆଦିଲ୍ଲୀ,୨୦ ।୧୧: କେନ୍ଦ୍ର ସରକାର ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରିବା ପରେ ଶନିବାର ଦେଶର ପାୟ ୩୨ କୃଷକ ସଙ୍ଗଠନ ଏକ ଗରୁତ୍ୱପୂର୍ଣ୍ଣ ବୈଠକ କରିବାକୁ ଯାଉଛନ୍ତି । ଏଥିରେ ଆଗକୁ ଥିବା ରଣନୀତି ପ୍ରସ୍ତୁତ କରାଯିବ ବୋଲି…
ଚିନ୍ତା ବଢ଼ାଉଛି କେରଳ…
ନୂଆଦିଲ୍ଲୀ,୨୦।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୦ ହଜାର ୩୦୨ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।…
ମାଷ୍ଟରଷ୍ଟ୍ରୋକ୍ ନା ପରାଜୟ ଭୟ
ନୂଆଦିଲ୍ଲୀ,୨୦।୧୧: ଗୁରୁନାନକ ଦେବଙ୍କ ୫୫୨ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପ୍ରତ୍ୟାଶିତ ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଯେଉଁ କୃଷି ଆଇନକୁ ନେଇ ଏତେ ତୁମ୍ବିତୋଫାନ ହେଲା, ୭୦୦ରୁ ଊର୍ଦ୍ଧ୍ୱ କୃଷକଙ୍କ ଜୀବନ ଚାଲିଗଲା ତାକୁ ନେଇ ହଠାତ୍ କିପରି…
ବିଚାର ବିଭାଗୀୟ ତଦନ୍ତ ଦାବିକଲା ଗୁପ୍କାର ମେଣ୍ଟ
ଶ୍ରୀନଗର, ୨୦।୧୧: ହାଇଦରପୋରା ଏନ୍କାଉଣ୍ଟରର ବିଚାର ବିଭାଗୀୟ ତଦନ୍ତ ଲାଗି ନ୍ୟାଶନାଲ କନ୍ଫରେନ୍ସ (ଏନ୍ସି) ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ନେତୃତ୍ୱରେ ୬ ଦଳୀୟ ଗୁଫ୍କାର ମେଣ୍ଟ ଶୁକ୍ରବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପତ୍ର ଲେଖିଛନ୍ତି। ଗତ ସୋମବାର ଶ୍ରୀନଗରର ହାଇଦରପୋରାରେ…
ଆନ୍ଧ୍ରରେ ବର୍ଷା ବିତ୍ପାତ: ୧୭ ମୃତ
ତିରୁପତି, ୨୦।୧୧: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆନ୍ଧ୍ରପ୍ରଦେଶର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଲାଗିରହିଛି। ରୟାଲସୀମା ଅନ୍ତର୍ଗତ ୪ ଜିଲାରେ ବର୍ଷା ଓ ବନ୍ୟାରେ ଶୁକ୍ରବାର ୧୭ ଜଣଙ୍କ ମୃତ୍ୟୁ ଘଟିବା ସହ ଶତାଧିକ ନିଖୋଜ ହୋଇଯାଇଛନ୍ତି। ଚେୟେରୁ ନଦୀରେ…
ଗେହଲଟ ସରକାରଙ୍କୁ ଝଟକା: ଇସ୍ତଫା ଦେଲେ ୩ ମନ୍ତ୍ରୀ
ଜୟପୁର,୨୦ ।୧୧: ରାଜସ୍ଥାନରେ କ୍ୟାବିନେଟ ସମ୍ପ୍ରସାରଣ କଥା ଆଲୋଚନା ହେଉଥିବା ବେଳେ କଂଗ୍ରେସକୁ ବଡ ଝଟକା ଲାଗିଛି । ମିଳିଥିବା ସୂଚନା ଅନୁଯାୟୀ, ଅଶୋକ ଗେହଲଟ ସରକାରଙ୍କ ୩ କ୍ୟାବିନେଟ ମନ୍ତ୍ରୀ ଇସ୍ତଫା ପ୍ରଦାନ କରିଛନ୍ତି । ମନ୍ତ୍ରୀମାନେ ଏହା ସ୍ପଷ୍ଟ…
କୃଷି ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ପାଳିବ ‘କୃଷକ ବିଜୟ ଦିବସ’ ରାଲି ସହ ବାହାରିବ କ୍ୟାଣ୍ଡେଲ ଶୋଭାଯାତ୍ରା
ନୂଆଦିଲ୍ଲୀ,୨୦ ।୧୧: କେନ୍ଦ୍ର ସରକାର ୩ ନୂଆ କୃଷି ଆଇନକୁ ପ୍ରତ୍ୟାହାର କରି ନେଇଛନ୍ତି । ଏହାକୁ ନେଇ କଂଗ୍ରେସ ସାରା ଦେଶରେ ଶନିବାର ‘କୃଷକ ବିଜୟ ଦିବସ’ ପାଳନ କରୁଛି । ଏହି ଅବସରରେ ବିଭିନ୍ନ ସ୍ଥାନରେ ରାଲି ବାହାରିବା…
Archives


